ବାଲେଶ୍ୱର

ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ‘ସ୍ମୃତି ମଞ୍ଜୁଳା’ ଉନ୍ମୋଚିତ

ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ‘ସ୍ମୃତି ମଞ୍ଜୁଳା’ ଉନ୍ମୋଚିତ
ବାରିପଦା ଅଫିସ,୯।୨- ୟୁନିଭର୍ସାଲ ଏଜୁକେସନ ପଏଣ୍ଟ ତରଫରୁ ପ୍ରକାସିତ ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ସ୍ମୁତି ମଞ୍ଜୁଳା’ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି। ସଭାରେ ଗୋପବନ୍ଧୁ ସାହିତ୍ୟ ସଂସଦ ସମ୍ପାଦକ ଅଧ୍ୟାପକ ସମରେନ୍ଦ୍ର କୁମାର ବଶା ଓ ସାହି୍ଯଯ ସଂସ୍କୃତି ବିକାଶ ମଞ୍ଚର ସଭାପତି ଡ. ସରୋଜ ନାୟକ ଅତିଥି ଭାବେ ଯୋଗ ଦେଇ ଏହି କବିତା ସଂକଳନକୁ ଉନ୍ମୋଚନ କରିଥିଲେ। ପ୍ରୀତିପର୍ଣ୍ଣ ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଧନ୍ୟବାଦ ଦେଇଥିଲେ। ସଂକଳନରେ ୫୦ ଟି କବିତା ସ୍ଥାନ ପାଇଥିବା ଡ ନାୟକ ସମୀକ୍ଷା କରି କହିବା ସହିତ ପ୍ର୍ଯଯେକଟି କବିତା ଅତ୍ୟନ୍ତ ହୃଦୟସ୍ପର୍ଶୀ ହୋଇଛି ବୋଲି ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ଅଞ୍ଚଳର ବହୁ ସାହିତି୍ୟକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।
All Right Reserved By

ବାଲେଶ୍ୱର

 ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍,  ଲକ୍ଷାଧିକ ଟଙ୍କାର ସମ୍ପତ୍ତିି  ପୋଡିଗଲା

ସୋଲଗଡିଆ ଗ୍ରାମରେ ଭୟାବହ ଅଗ୍ନିକାଣ୍, ଲକ୍ଷାଧିକ ଟଙ୍କାର ସମ୍ପତ୍ତିି ପୋଡିଗଲା

କପ୍ତିପଦା:୧୧ା୧୨(ଡ଼ି.ଏନ୍‌.ଏ)- କପ୍ତିପଦା ବ୍ଲକ୍‌ ଅଧିନ ଶାଳଚୁଆ ପଞ୍ଚାୟତ ସୋଲଗଡିଆ ଗ୍ରାମରେ ମଙ୍ଗଳବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି ।  ଏହି ଅଗ୍ନିକାଣ୍ଡରେ ଉକ୍ତ ଗ୍ରାମର ପ୍ରମୋଦ ବିଶ୍ୱାଳଙ୍କର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡି ପାଉଁଶ ହୋଇ ଯାଇଛି।   ଖବର ପାଇ କପ୍ତିପଦା ଦଳକଳବାହିନୀର ଦୁଇଟି ଗାଡି ଘଟଣାସ୍ଥଳରେ ପହଞ୍ଚି  ନିଆଁକୁ ଆୟତ୍ତ କରିଛନ୍ତି । 

ନବନିର୍ମାଣ କୃଷକ ସଂଗଠନର  ଡାକରା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

ନବନିର୍ମାଣ କୃଷକ ସଂଗଠନର ଡାକରା: ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀଙ୍କ ଅନଶନ

ଭଦ୍ରକ ଅଫିସ,୧୧ା୧୨- ନବନିର୍ମାଣ କୃଷକ ସଂଗଠନ  ଡାକରାରେ ଭଦ୍ରକ ଜିଲାର କୃଷକ, କୃଷି ଶ୍ରମିକ ଏବଂ ଚାଷୀଭାଇ ମାନେ ଜିଲାପାଳଙ୍କ କାର୍ଯ୍ୟାଳୟ  ସାମ୍ନାରେ ଦେଇଥିବା ପ୍ରତିକାମତ୍କ ଅନଶନ ମଙ୍ଗଳବାର ଦ୍ୱିତୀୟ ଦିନରେ ପହଞ୍ଚତ୍ଥିଲା।  ସଙ୍ଗଠନର ମୁଖ୍ୟ ଏବଂ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ଆହ୍ବାନରେ ଏହି ଅନଶନ ଦିଆଯାଇଥିବା କୁହାଯାଇଛି। 

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ତ୍ରିଭଙ୍ଗୀପୁର ଗ୍ରାମରେ ପୋଲିସ ଚଢ଼ାଉ, ୪ ଚୋରା ମଦ ବେପାରୀ ଗିରଫ

ରୂପ୍‌ସା, ୧୧।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ହଳଦୀପଦା ଫାଣ୍ଡି ଅନ୍ତର୍ଗତ ତ୍ରିଭଙ୍ଗୀପୁର ଗ୍ରାମରେ ସୋମବାର ରାତିରେ ପୋଲିସ ଚଢ଼ାଉ କରି ମଦ ବେପାରୀ ଲକ୍ଷ୍ମୀଧର ସେଠୀଙ୍କୁ ଗିରଫ କରିଛନ୍ତି। ତାଙ୍କଠାରୁ ଦେଶୀମଦ ଜବତ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ ମାମଲା (ନଂ. ୩୪୯/୧୮) ରୁଜୁ ହୋଇ ଗିରଫ ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି।

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱରରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର, ବିଭିନ୍ନ କାର୍ଯ୍ୟର ସମୀକ୍ଷା କଲେ

ବାଲେଶ୍ୱର ଅଫିସ, ୧୧।୧୨-କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର ମହେନ୍ଦ୍ର କୁମାର ମଲ୍ଲିକ ମଙ୍ଗଳବାର ବାଲେଶ୍ୱର ଗସ୍ତରେ ଆସି ପୂର୍ବାହ୍ନ ୧୧ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଜିଲାର ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ସହିତ ନିର୍ବାଚନ ପ୍ରସ୍ତୁତି, ଭୋଟର ପରିଚୟପତ୍ର ପ୍ରଦାନ, ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତିଠାରୁ ଆରମ୍ଭ କରି ସ୍ବଳ୍ପ ସଞ୍ଚୟ କାର୍ଯ୍ୟକ୍ରମ ଆଦି ସମୀକ୍ଷା କରାଯାଇଥିଲା । 

 ବଜ୍ରକାପ୍ତା ଚୋରା ଚାଲାଣ ଘଟଣା: ୬ ଅଭିଯୁକ୍ତ ଗିରଫ

ବଜ୍ରକାପ୍ତା ଚୋରା ଚାଲାଣ ଘଟଣା: ୬ ଅଭିଯୁକ୍ତ ଗିରଫ

ବାରିପଦା  ଅଫିସ,୧୧।୧୨: ମୟୂରଭଞ୍ଜ ଜିଲା ଉଦଳାରୁ ବଜ୍ରକାପ୍ତା ଶିକାର ଓ ଚୋରାଚାଲାଣ ଘଟଣାରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ୬ ଜଣକୁ ଗିରଫ କରାଯାଇଛି।

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଲା

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ତାଲା

ଭଦ୍ରକ ଅଫିସ,୧୧।୧୨: ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ ଗେଟ୍‌ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଓପେପା ଅତିରିକ୍ତ ନିର୍ଦ୍ଦେଶକଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ଓପେପା ଅତିରିକ୍ତ ନିର୍ଦ୍ଦେଶକଙ୍କ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ

ଭଣ୍ଡାରିପୋଖରୀ, ୧୧।୧୨(ଡି.ଏନ.ଏ.): ଓପେପା ଅତିରିକ୍ତ ନିର୍ଦ୍ଦେଶକ ମଙ୍ଗଳବାର ଭଦ୍ରକ ଜିଲା ଭଣ୍ଡାରିପୋଖରୀ  ବ୍ଲକର ବିିଭିନ୍ନ ସ୍କୁଲ ପରିଦର୍ଶନ କରି ତଦାରଖ କରିଛନ୍ତି।

ସାମ୍ବାଦିକ ୟୁନିୟନର ବାର୍ଷିକ ସମାବେଶ ପାଇଁ ଚାଲିଛି ପ୍ରସ୍ତୁତି

ସାମ୍ବାଦିକ ୟୁନିୟନର ବାର୍ଷିକ ସମାବେଶ ପାଇଁ ଚାଲିଛି ପ୍ରସ୍ତୁତି

କେନ୍ଦୁଝର, ୧୧।୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ସାମ୍ବାଦିକ ୟୁନିୟନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୬ରେ ସଂଘର ବାର୍ଷିକ ଉତ୍ସବ କାଣିଝାରୀ ଡ୍ୟାମ ନିକଟରେ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି ା

ବଳଦେବଜୀଉ ମନ୍ଦିର ପ୍ରଶାସନ ସମ୍ବର୍ଦ୍ଧିତ

ବଳଦେବଜୀଉ ମନ୍ଦିର ପ୍ରଶାସନ ସମ୍ବର୍ଦ୍ଧିତ

କେନ୍ଦୁଝର, ୧୧।୧୨(ସ୍ବ.ପ୍ର.): ପୁରୀର ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ କେନ୍ଦୁଝରର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କର ପରିଚାଳକଙ୍କୁ ଶ୍ରେଷ୍ଠ ପରିଚାଳକ ଭାବରେ ସମ୍ମାନୀତ କରାଯାଇଛିା

ଯାତ୍ରୀ ପରିବହନକୁ ନେଇ ବିବାଦ: ଚାନ୍ଦବାଲି-କଟକ ରାସ୍ତା ଅବରୋଧ

ଯାତ୍ରୀ ପରିବହନକୁ ନେଇ ବିବାଦ: ଚାନ୍ଦବାଲି-କଟକ ରାସ୍ତା ଅବରୋଧ

ଚାନ୍ଦବାଲି,୧୧।୧୨(ଡି.ଏନ.ଏ.): ଯାତ୍ରୀ ପରିବହନକୁ ନେଇ ବିବାଦ କାରଣରୁ ଭଦ୍ରକ ଜିଲା ଚାନ୍ଦବାଲି ଅଟୋ ଚାଳକ ସଂଘ ପକ୍ଷରୁ ଚାନ୍ଦବାଲି-କଟକ ମୁଖ୍ୟ ରାସ୍ତାକୁ ଚାନ୍ଦବାଲି ବିଜୁସେତୁ(ଗ୍ୟାମନ ପୋଲ) ନିକଟରେ ସକାଳ ୭ଟାରୁ ଅବରୋଧ କରିଛନ୍ତିା

ଜଳକଷ୍ଟ ଭୋଗୁଛନ୍ତି ଆଦିବାସୀ

ତେଲକୋଇ, ୧୧।୧୨(ଡି.ଏନ.ଏ.): ତେଲକୋଇ ବ୍ଲକ ଅନ୍ତର୍ଗତ ଦେଉଳଡ଼ିହା ପଞ୍ଚାୟତ ଗଉଡୁଣିଧର ବସ୍ତିରେ ବସବାସ କରୁଥିବା ଆଦିବାସୀ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। ଦୈନିକ ଜଳକଷ୍ଟ ଭୋଗୁଛନ୍ତି। 

ସରକାରୀ ଗୋଦାମରୁ ଚାଉଳ ଗାଏବ

ସରକାରୀ ଗୋଦାମରୁ ଚାଉଳ ଗାଏବ

ଭଦ୍ରକ ଅଫିସ, ୧୧।୧୨ - ଭଦ୍ରକ ଜିଲା ଚରମ୍ପାସ୍ଥିତ ସରକାରୀ ଚାଉଳ ଗୋଦାମରୁ ୧୯୪ କୁଇଣ୍ଟାଲ ଚାଉଳ ନିଅଣ୍ଟ ହେବା ଘଟଣା ସୋମବାର ପଦାକୁ ଆସିଛି। ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ମାଜିଷ୍ଟ୍ରେଟ ଭାବେ ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ଯୋଗାଣ ନିରୀକ୍ଷକ ଅଶୋକ ବେହେରା ଗୋଦାମରେ ଚଢ଼ାଉ କରି ମହଜୁଦ ଚାଉଳ ହିସାବ କରିବା ପରେ ଏ ସମ୍ପର୍କରେ ଜଣାପଡ଼ିଥିଲା।