ଅନଗୁଳ-ଢେଙ୍କାନାଳ

ପାନୀୟ ଜଳଯୋଗାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ

ପାନୀୟ ଜଳଯୋଗାଣ ଦାବିରେ ଗ୍ରାମବାସୀଙ୍କ ରାସ୍ତାରୋକୋ
ବଅଁରପାଳ, ୯।୨(ଡି.ଏନ.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ଟେଣ୍ଟୋଲୋଇଠାରେ ପାନୀୟ ଜଳଯୋଗାଣ ଦାବିରେ ଟେଣ୍ଟୋଲୋଇ ଗ୍ରାମବାସୀ ରାସ୍ତାରୋକୋ କରିଛନ୍ତି। ସେମାନେ ନାଲକୋ-ଏଫସିଆଇ ରାସ୍ତାକୁ ଅବରୋଧ କରିଥିବା ଜଣାପଡିଛି। ନାଲକୋ ତରଫରୁ ପାଇପ ବିଛାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଜଳଯୋଗାଣ କରାଯାଇ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
All Right Reserved By

ଅନଗୁଳ-ଢେଙ୍କାନାଳ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା ଅଞ୍ଚଳରେ ବେଆଇନ କୋଇଲା ଖଣି ଖନନ: ୩ ଜେସିବି ଜବତ କଲା ପୋଲିସ, ଜଣେ ଗିରଫ

ଛେଣ୍ଡିପଦା,୧୬।୧୧(ଡି.ଏନ୍‌.ଏ.)-ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବ୍ରାହ୍ମଣବିଲ ଗ୍ରାମ ଅଞ୍ଚଳରେ କେତେକ ବ୍ୟକ୍ତି ବେଆଇନ ଭାବେ କୋଇଲା ଖଣି ଖନନ କାର୍ଯ୍ୟ କରୁଛନ୍ତି । ଏଥିରୁ ବିଭିନ୍ନ ସ୍ଥାନକୁ କୋଇଲା ଚୋରା ଚାଲାଣ କରାଯାଉଛି। ତେବେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ କିଛି ସ୍ଥାନରେ ଚଢ଼ାଉ କରିଥିଲେ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ଶୁଣ୍ଢରେ ଟେକି କଚାଡ଼ିଲା ଦନ୍ତା, ଚାଷୀ ମୃତ

ପରଜଙ୍ଗ,୧୬।୧୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଲୋଧଣୀ ପଞ୍ଚାୟତ ପାଳସାହି ଗ୍ରାମର ଜଣେ ଚାଷୀଙ୍କର ଶୁକ୍ରବାର ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି। ସେ ହେଲେ ବାଉରୀ ସାହୁ। 

ସମ୍ରାଟ ବିହୀନ ସାମ୍ରାଜ୍ୟ ସାତକୋଶିଆ

ସମ୍ରାଟ ବିହୀନ ସାମ୍ରାଜ୍ୟ ସାତକୋଶିଆ

ନୂଆ ଇତିହାସ ରଚିବ ସାତକୋଶିଆ। ରାଜସ୍ଥାନର ରଣ୍‌ଠମ୍ବର ଓ ମଧ୍ୟପ୍ରଦେଶର ପାନ୍ନା ଭଳି ଏହା ବି ହେବ ବ୍ୟାଘ୍ରଙ୍କ ନୂଆ ଅଭୟାରଣ୍ୟ। 

ପୂର୍ବ ଶତ୍ରୁତାରୁ ମୃତଦେହ ଉଠାଇଲେନି ପଡୋଶୀ: ସତ୍କାର କରାଇଲେ ଯୁବ ବାହିନୀ ସଦସ୍ୟ

ପୂର୍ବ ଶତ୍ରୁତାରୁ ମୃତଦେହ ଉଠାଇଲେନି ପଡୋଶୀ: ସତ୍କାର କରାଇଲେ ଯୁବ ବାହିନୀ ସଦସ୍ୟ

ପରଜଙ୍ଗ, ୧୬ା୧୧(ଡି.ଏନ.ଏ.): ପୂର୍ବ ଶତ୍ରୁତାରୁ ମୃତଦେହକୁ କାନ୍ଧେଇ ନେବାକୁ ଆସିଲେନି ପଡୋଶୀ କିମ୍ବା ସ୍ଥାନୀୟ ଲୋକେ। ଫଳରେ ଅସହାୟ ହୋଇ ସ୍ତ୍ରୀ ମରଶରୀର ଧରି ଝିଅଙ୍କ ସହ ବାପ ଘରେ ପହଞ୍ଚିଥିଲେ। ସେଠି ମଧ୍ୟ ସହାୟତା ମିଳିପାରି ନ ଥିଲା। 

ଜାଗା ମିଶନ ଯୋଜନାର ଶୁଭାରମ୍ଭ: ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ପ୍ରମାଣପତ୍ର

ଜାଗା ମିଶନ ଯୋଜନାର ଶୁଭାରମ୍ଭ: ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ପ୍ରମାଣପତ୍ର

ଢେଙ୍କାନାଳ ଅଫିସ,୧୬ା୧୧: ଢେଙ୍କାନାଳ ମିନି ଷ୍ଟାଡିୟମଠାରେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାଗା ମିଶନର ଶୁଭାରମ୍ଭ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିବା ପରେ ଆୟୋଜିତ ସମାରୋହରେ ହିତାଧିକାରୀମାନଙ୍କୁ ଭୂମି ଅଧିଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। 

ପୂର୍ବ ଶତ୍ରୁତାରୁ ସହାୟତା କଲେନି ପଡୋଶୀ: ସତ୍କାର କରାଇଲେ ଯୁବ ବାହିନୀ ସଦସ୍ୟ

ପୂର୍ବ ଶତ୍ରୁତାରୁ ସହାୟତା କଲେନି ପଡୋଶୀ: ସତ୍କାର କରାଇଲେ ଯୁବ ବାହିନୀ ସଦସ୍ୟ

ପରଜଙ୍ଗ, ୧୫ା୧୧(ଡି.ଏନ.ଏ.)- ପୂର୍ବ ଶତ୍ରୁତାରୁ ମୃତଦେହକୁ କାନ୍ଧେଇ ନେବାକୁ ଆସିଲେନି ପଡୋଶୀ କିମ୍ବା ସ୍ଥାନୀୟ ଲୋକେ। ଫଳରେ ଅସହାୟ ହୋଇ ସ୍ତ୍ରୀ ମରଶରୀର ଧରି ଝିଅଙ୍କ ସହ ବାପ ଘରେ ପହଞ୍ଚିଥିଲେ। ସେଠି ମଧ୍ୟ ସହାୟତା ମିଳିପାରି ନ ଥିଲା।

୬ ଶହ ଲିଟର ଡିଜେଲ ଜବତ, ୫ ଗିରଫ

୬ ଶହ ଲିଟର ଡିଜେଲ ଜବତ, ୫ ଗିରଫ

ତାଳଚେର,୧୫ା୧୧(ନି.ପ୍ର.)- ଏମ୍‌ସିଏଲ ଅନନ୍ତ କୋଇଲା ଖଣିର ସିକ୍ୟୁରିଟି କର୍ମଚାରୀମାନେ ବୁଧବାର ରାତିରେ ଏକ ପିକ୍‌ଅପ ଭ୍ୟାନ ସହିତ ୬ ଶହ ଲିଟର ଡିଜେଲ ଜବତ କରିଛନ୍ତି। 

ପରିଶ୍ରମ ଦ୍ୱାରା  ସଫଳ ସ୍ଥାନରେ ପହଞ୍ଚି ହେବେ

ପରିଶ୍ରମ ଦ୍ୱାରା ସଫଳ ସ୍ଥାନରେ ପହଞ୍ଚି ହେବେ

ବଇଣ୍ଡା,୧୫।୧୧(ଡି.ଏନ.ଏ.)- କଠିନ ପରିଶ୍ରମ କର।  ସମସ୍ତଙ୍କର  ଆସ୍ଥା ଭାଜନ ହୁଅ। ସରକାରୀସ୍ତରରେ ନିଯୁକ୍ତି ନ ପାଇ ନିରାଶ ନହେବା ପାଇଁ  ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଋଣ ଯୋଗାଇ ଦିଆଯାଉଛି। 

ଦନ୍ତାହାତୀ ଶିକାର ଅଭିଯୋଗରେ ୨ ଗିରଫ

ଦନ୍ତାହାତୀ ଶିକାର ଅଭିଯୋଗରେ ୨ ଗିରଫ

ବଇଣ୍ଡା,୧୫।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ  ହଣ୍ଡପା ରେଞ୍ଜର  ହେମାମୁରା  ଗ୍ରାମରେ ମଙ୍ଗଳବାର ରାତିରେ ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀ ମୃତ୍ୟୁବରଣ କରିଥିବା ଅଭିଯୋଗରେ ଗୁରୁବାର ୨ ଶିକାରୀଙ୍କୁ ହଣ୍ଡପା ବନ ବିଭାଗ ଗିରଫ କରିଛି।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଧକ୍କା : ଯୁବ ମହାବଳ   ‘ମହାବୀର’ର ମୃତ୍ୟୁ

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଧକ୍କା : ଯୁବ ମହାବଳ ‘ମହାବୀର’ର ମୃତ୍ୟୁ

ବନ୍ତଳା/ଅନୁଗୋଳ/ଭୁବନେଶ୍ୱର,୧୫ା୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପକୁ ଲାଗିଛି ଗଭୀର ଧକ୍କା। ଉତ୍ପାତିଆ ବାଘୁଣୀ ସୁନ୍ଦରୀ ପୂର୍ବରୁ ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ସାତକୋଶିଆ ଅଣାଯାଇଥିବା ଯୁବ ମହାବଳ ‘ମହାବୀର’ର ମୃତ୍ୟୁ ଘଟିଛି। ସାତକୋଶିଆ କୋର୍‌ ଏରିଆ ରାଇଗୋଡ଼ାରୁ ନୂଆଗଡ଼ା ରାସ୍ତାର ୫ ଶହ ମିଟର ଦୂରରେ ମହାବଳର ମୃତଦେହ ଠାବ କରାଯାଇଛି

ନବ ନିର୍ମାଣ କୃଷକ ସଙ୍ଗଠନର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

ନବ ନିର୍ମାଣ କୃଷକ ସଙ୍ଗଠନର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା

 ପରଜଙ୍ଗ, ୧୫।୧୧(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସମ୍ମୁଖରେ ଗୁରୁବାର ନବ ନିର୍ମାଣ କୃଷକ ସଙ୍ଗଠନର ଶାନ୍ତିପୂର୍ଣ୍ଣ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି।

ଧନ୍ଦାମୂଳକ ପ୍ରଶିକ୍ଷଣ ଓ ନିଯୁକ୍ତି ପରାମର୍ଶ ଶିବିର

ଧନ୍ଦାମୂଳକ ପ୍ରଶିକ୍ଷଣ ଓ ନିଯୁକ୍ତି ପରାମର୍ଶ ଶିବିର

ଛେଣ୍ଡିପଦା,୧୫।୧୧(ସ୍ବ.ପ୍ର)- ଛେଣ୍ଡିପଦା ପଞ୍ଚାୟତ ସମିତି ସଭାଗୃହଠାରେ ଜିଲା ଖଣିଜ ପାଣ୍ଠି ସହାୟତାରେ ଧନ୍ଦାମୂଳକ ପ୍ରଶିକ୍ଷଣ ଓ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି।