ଜାତୀୟ |

ପରୀକ୍ଷା ଦେବାକୁ ଡରିଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ

ପରୀକ୍ଷା ଦେବାକୁ ଡରିଲେ ୬ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ
ଆଲ୍ଲାହାବାଦ,୯।୨: ଚଳିତ ବର୍ଷ ଉତ୍ତରପ୍ରଦେଶ ମାଧ୍ୟମିକ ଶିକ୍ଷା ପରିଷଦର ହାଇସ୍କୁଲ ଓ ଇଣ୍ଟରମିଡିଏଟ୍‌ ପରୀକ୍ଷାରେ କପି କରିବାର ସୁବିଧା ନ ଥିବାରୁ ଦିନକୁ ଦିନ ପରୀକ୍ଷା ନ ଦେବା ପରୀକ୍ଷାର୍ଥୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ୩ ଦିନରେ ୬ ଲକ୍ଷରୁ ଊର୍ଦ୍ଧ୍ୱ ପରୀକ୍ଷାର୍ଥୀ ପରୀକ୍ଷା ଦେଉ ନ ଥିବା ଦେଖିବାକୁ ମିଳିଛି। ଗତ ବର୍ଷଠାରୁ ପ୍ରାୟ ୪୦ ହଜାର ଅଧିକ ପରୀକ୍ଷାର୍ଥୀ ପରିକ୍ଷା ଦେଉ ନ ଥିବା ଜଣାପଡିଛିି। ତେବେ ଶିକ୍ଷକମାନଙ୍କ କହିବା କଥା ହେଲା ପରୀକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ କପି ରୋକିବାକୁ ବଡ ଧରଣର ପଦକ୍ଷେପ ନିଆଯାଇଥିବାରୁ ପିଲାମାନେ ପରୀକ୍ଷା ଦେବାକୁ ଡରୁଛନ୍ତି। ଏପରିକି ଆଗାମୀ ଦିନରେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି ବୋଲି ମଧ୍ୟ ଶିକ୍ଷକମାନେ ପ୍ରକାଶ କରିଛନ୍ତି।
All Right Reserved By

ଜାତୀୟ |

ବିଗିଡିଲା ପାରିକରଙ୍କ ସ୍ବାସ୍ଥାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ବିଗିଡିଲା ପାରିକରଙ୍କ ସ୍ବାସ୍ଥାବସ୍ଥା: ହସ୍ପିଟାଲରେ ଭର୍ତ୍ତି

ପଣଜୀ,୨୪।୨: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ବାସ୍ଥ୍ୟବସ୍ଥା ପୁଣିଥରେ ବିଗିଡି ଯାଇଛି। ଶନିବାର ରାତିରେ ତାଙ୍କୁ ଗୋଆ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରାଦ୍ଧଦିବସରେ ଇମୋଶନାଲ ପୋଷ୍ଟ ଲେଖି ମା’ଙ୍କୁ ମନେପକାଇଲେ ଜାହ୍ନବୀ

ଶ୍ରାଦ୍ଧଦିବସରେ ଇମୋଶନାଲ ପୋଷ୍ଟ ଲେଖି ମା’ଙ୍କୁ ମନେପକାଇଲେ ଜାହ୍ନବୀ

ମୁମ୍ବାଇ,୨୪।୨: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ପରଲୋକକୁ ବର୍ଷେ ପୁରିଛି। ଏହି ଅବସରରେ ଝିଅ ଜାହ୍ନବୀ କପୁର ଏକ ଇମୋଶନାଲ ପୋଷ୍ଟ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

୭୧ତମ ଜନ୍ମଦିବସରେ ଜୟଲଳିଥାଙ୍କୁ ମନେପକାଇଲେ ମୋଦି

୭୧ତମ ଜନ୍ମଦିବସରେ ଜୟଲଳିଥାଙ୍କୁ ମନେପକାଇଲେ ମୋଦି

ନୂଆଦିଲ୍ଲୀ,୨୪।୨: ଜଣେ ଭଲ ପ୍ରଶାସକ, ରାଜନେତା ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଭାବେ ନିଜର ଏକ ଭିନ୍ନ ପରିଚୟ ଛାଡି ଯାଇଥିବା ଜେ. ଜୟଲଳିଥାଙ୍କୁ ତାଙ୍କର ୭୧ତମ ଜନ୍ମଦିନରେ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ସୁରକ୍ଷାକର୍ମୀ ମାଓବାଦୀ ମୁହାଁମୁହିଁ

ଗୁମଲା,୨୪।୨: ଝାଡଖଣ୍ଡ ଗୁମଲା ଜିଲାରେ ରବିବାର ହୋଇଥିବା ଏକ ଏନ୍‌କାଉଣ୍ଟରରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ନିକଟରୁ ୨ଟି ଏକେ ୪୭ପିସ୍ତଲ, ୨ଟି ୩୧୫ଏମ୍‌ଏମ୍‌ ରାଇଫଲ୍‌ ଓ ଏକ ପିସ୍ତଲ ଜବତ କରାଯାଇଛି।

ଆହତ ଯୁବକଙ୍କୁ କାନ୍ଧରେ ପକାଇ ୧.୫ କିମି ଦୌଡିଲେ ପୋଲିସକର୍ମୀ:ଲୋକେ କହିଲେ ବାଃ ବାଃ

ଆହତ ଯୁବକଙ୍କୁ କାନ୍ଧରେ ପକାଇ ୧.୫ କିମି ଦୌଡିଲେ ପୋଲିସକର୍ମୀ:ଲୋକେ କହିଲେ ବାଃ ବାଃ

ଭୋପାଳ,୨୪।୨:  ମଧ୍ୟପ୍ରଦେଶର ହୋଶଂବାଦରେ ଜଣେ ପୋଲିସକର୍ମୀଙ୍କ ସାହାସୀ କାର୍ଯ୍ୟ ଦେଖିବାକୁ ମିଳିଛି।

ଉପତ୍ୟକାରେ ଉତ୍ତେଜନା

ଉପତ୍ୟକାରେ ଉତ୍ତେଜନା

ଶ୍ରୀନଗର,୨୪।୨,(ପି.ଟି.):ସରକାର ବିଚ୍ଛିନ୍ନତାବାଦୀ ନେତାଙ୍କ ବିରୋଧରେ ଜୋରଦାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ସମ୍ବିଧାନର ଧାରା ୩୫-କ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ଥିବାବେଳେ ଏହା ପୂର୍ବରୁ ଜମାତ୍‌-ଇ-ଇସ୍‌ଲାମୀ ନେତା ଅବ୍‌ଦୁଲ ହମିଦ ଫୟାଜଙ୍କ ସମେତ ୧୫୦ ଜଣଙ୍କୁ ଗିରଫ କରାଯାଇଛି। 

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନିର୍ବାଚନ ଜିତିଲେ ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦେବ କଂଗ୍ରେସ: ରାହୁଲ

ନୂଆଦିଲ୍ଲୀ, ୨୩।୨: ଆଗାମୀ ଲୋକ ସଭା ନିର୍ବାଚନରେ କଂଗ୍ରେସ ଯଦି ବିଜୟୀ ହୁଏ ତେବେ ଦେଶ ପାଇଁ କର୍ତ୍ତବ୍ୟନିର୍ବାହବେଳେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ଶହୀଦ’ ମାନ୍ୟତା ଦିଆଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରତିଶୃତି ଦେଇଛନ୍ତି। 

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ପାକିସ୍ତାନ ଉପରେ ହୋଇପାରେ ଆକ୍ରମଣ: ତିନି ସେନାମୁଖ୍ୟଙ୍କ ସହ ବୈଠକ ଡକାଇଲେ ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ, ୨୩।୨: ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଜୈଶ-ଇ-ମହମ୍ମଦର ଆକ୍ରମଣକୁ ନେଇ ସମଗ୍ର ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧର ନିଆଁ ଜଳୁଛି।

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ଆମରଣ ଅନଶନରେ ବସିବେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ, ୨୩।୨: ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ପାହ୍ୟା ଦେବାପାଇଁ ଅଡି ବସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ।

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ପ୍ଲେନ୍‌ ହାଇଜାକ୍‌ ଧମକ: ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ

ନୂଆଦିଲ୍ଲୀ, ୨୩।୨: ପ୍ଲେନ୍‌ ହାଇଜାକ୍‌ ଧମକ ଆସିବା ପରେ ଦେଶର ସମସ୍ତ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି। 

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ସିଆରପିଏଫ୍‌ ବସ୍‌ ସହ କାର ଧକ୍କା: ୪ ଯବାନଙ୍କ ସମେତ ୯ ଆହତ

ଶ୍ରୀନଗର, ୨୩।୨: ଜମ୍ମୁ-କଶ୍ମୀରର ବାରମୁଳାରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ(ସିଆରପିଏଫ)ର ଏକ ବସ୍‌ କାର ସହ ଶନିବାର ଧକ୍କା ହେବାରୁ ୪ ଯବାନଙ୍କ ସମେତ ୯ ଜଣ ଆହତ ହୋଇଛନ୍ତି। 

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ଆଶ୍ରୟଗୃହରୁ ୭ ବାଳିକା ନିଖୋଜ: ତଦନ୍ତ ଜାରି

ପାଟନା, ୨୩।୨: ବିହାର ମୁଜାଫରନଗର ଆଶ୍ରୟ ଗୃହରେ ବାଳିକାଙ୍କୁ ବଳାତ୍କାର ଟ୍ରାଜେଡି ପରେ ପୁଣିଥରେ ଆଶ୍ରୟଗୃହରୁ ବାଳିକା ନିଖୋଜ ଘଟଣା ସାମ୍ନାକୁ ଆସିଛିି।