ମନୋରଞ୍ଜନ |

ସଞ୍ଜୁ-ମାନ୍ୟତାଙ୍କ ବିବାହକୁ ପୁରିଲା ୧୦ବର୍ଷ

ସଞ୍ଜୁ-ମାନ୍ୟତାଙ୍କ ବିବାହକୁ ପୁରିଲା ୧୦ବର୍ଷ
ବମ୍ବେ: ବଲିଉଡ ମୁନ୍ନାଭାଇ ଓରଫ ସଞ୍ଜୟ ଦତ୍ତ ଓ ସ୍ତ୍ରୀ ମାନ୍ୟତାଙ୍କ ବିବାହକୁ ପୁରିଛି ୧୦ ବର୍ଷ। ଏହି ଦିନଟିକୁ ବେଶ ଧୁମ୍‌ଧାମ୍‌ରେ ଦତ୍ତ ପରିବାର ଏକାଠି ହୋଇ ବୁଧବାର ପାଳନ କରିଛନ୍ତି। ଏନେଇ ମାନ୍ୟତା ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିବା ସହ ନିଜର ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଛନ୍ତି। ତେବେ ୨୦୦୮ ଫେବୃୟାରୀ ଆଜିର ଦିନରେ ସଞ୍ଜୁଙ୍କୁ ବିବାହ କରିଥିଲେ ମାନ୍ୟତା। ସେ ସଞ୍ଜୟଙ୍କଠାରୁ ୨୦ବର୍ଷ ସାନ। ଏବେ ମାନ୍ୟତାଙ୍କୁ ୩୮ ବର୍ଷ ହୋଇଥିବା ବେଳେ ସଞ୍ଜୟଙ୍କୁ ୫୭ ବର୍ଷ। ଉଭୟଙ୍କର ଦୁଇ ସନ୍ତାନ ମଧ୍ୟ ଅଛନ୍ତି। ବଲିଉଡରେ ଜଣେ ଅଭିନେତ୍ରୀ ଭାବେ କାମ କରିବାକୁ ଇଚ୍ଛା ରଖିଥିବା ମାନ୍ୟତା ସଞ୍ଜୟଙ୍କୁ ଭେଟିବା ପରେ ତାଙ୍କ ପ୍ରେମରେ ପଡିଯାଇଥିଲେ। ବିବାହ ପରେ ସେ ସଞ୍ଜୟଙ୍କ ପ୍ରଯୋଜନା ସଂସ୍ଥାର ସିଇଓ ଭାବେ କାମ କରୁଛନ୍ତି।
All Right Reserved By

ମନୋରଞ୍ଜନ |

ସତ କହିଲେ ପ୍ରିୟଙ୍କା

ସତ କହିଲେ ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ସବୁବେଳେ ରହୁଛନ୍ତି ଚର୍ଚ୍ଚାରେ। ଏବେ ସେ ତାଙ୍କ ପର୍ସନାଲ ଲାଇଫ୍‌ ସହ ଯୋଡି ହୋଇ ରହିଥିବା କିଛି କଥାର ରାଜ୍‌ ଖୋଲିଛନ୍ତି।

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମାଆ ହେଲେ କ୍ୟାନସର ପୀଡିତା ଅଭିନେତ୍ରୀ ଲିସା

ମୁମ୍ବାଇ: ଅଭିନେତ୍ରୀ ଲିସା ରାୟ ଏବେ ମାଆ ହୋଇଛନ୍ତି। ତାହା ପୁଣି ସରୋଗେସି ମାଧ୍ୟମରେ। କ୍ୟାନସର ଭଳି ରୋଗ ସହ ଲଢି ଜୀବନ ଜିଇଁଥିବା ଏହି ଅଭିନେତ୍ରୀଙ୍କର ସ୍ବପ୍ନ ସାକାର ହୋଇଛି। 

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ଏବେ ଦିଲ୍ଲୀରେ ପ୍ରତିଦିନ ଦେଖିହେବ ହଟ୍‌ ଷ୍ଟାର ସନ୍ନି ଲିଓନଙ୍କୁ

ନୂଆଦିଲ୍ଲୀ: ବଲିଉଡ୍‌ ବୋଲ୍ଡ କୁଇନ୍‌ ସନ୍ନି ଲିଓନଙ୍କୁ ଏବେ ସାଧାରଣ ଲୋକେ ଦେଖିପାରିବେ। ତାହା ପୁଣି ଅତି ନିକଟରୁ ଆଉ ରାଜଧାନୀ ଦିଲ୍ଲୀରେ। କଥା ହେଲା ଦିଲ୍ଲୀସ୍ଥିତ ମାଡାମ୍‌ ତୁଷାଡ୍ସ ମ୍ୟୁଜିୟମରେ ମଙ୍ଗଳବାରଠାରୁ ସ୍ଥାନିତ ହୋଇଛି ପର୍ନଷ୍ଟାର ସନ୍ନି ଲିଓନଙ୍କ ମହମ ପ୍ରତିମୂର୍ତ୍ତି। 

ଫେରିବେ ବ୍ଲାକ ବିୟୁଟି ବିପାଶା

ଫେରିବେ ବ୍ଲାକ ବିୟୁଟି ବିପାଶା

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ କୁଇନ୍‌ ବିପାଶା ବସୁ ପୁଣିଥରେ ସିଲ୍‌ଭର ସ୍କ୍ରିନ୍‌କୁ କମ୍‌ ବ୍ୟାକ୍‌ କରିବେ ବୋଲି ଖବର ଆସିଛି। ଲମ୍ବା ସମୟ ଧରି ବଡ ପରଦାରୁ ଦୂରେଇ ରହିଥିବା ଏହି ବ୍ଲାକ ବିୟୁଟି ଏକ ରିମେକ୍‌ ଫିଲ୍ମରେ ନଜର ଆସି ପାରନ୍ତି।

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା କରିଛି ଫିଲ୍ମ

ନୂଆଦିଲ୍ଲୀ: ଟିଭି ଓ ଫିଲ୍ମ ପରଦାରେ ଅଭିନୟ କରିବା ଦ୍ୱାରା ଜଣେ ମହିଳା ପାଇଁ ଆଦର୍ଶ ମା’ର ଭାବମୂର୍ତ୍ତି ପ୍ରତିଷ୍ଠା ହୋଇପାରେ। ପ୍ରଥମ କରି ଅଭିନୟରେ ପାଦ ଦେଉଥିବା ଅଧିକାଂଶ ମହିଳା ଏହି ଅନୁଭୂତି ହାସଲ କରିଥାଆନ୍ତି। 

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

୩୭ ବର୍ଷ ସାନ ଗାୟିକାଙ୍କୁ ଡେଟ୍‌ କରୁଛନ୍ତି ଅନୁପ ଜଲୋଟା

ମୁମ୍ବାଇ: ଭଜନ ଗାୟକ ଅନୁପ ଜଲୋଟା ବିଗ୍‌ ବସ୍‌ ୧୨ରେ କଣ୍ଟେଷ୍ଟାଣ୍ଟ ଭାବେ ନଜର ଆସିବେ।  ସେ ୨୮ବର୍ଷୀୟା ଗାୟିକା ଜସଲିନ୍‌ ମଥାରୁଙ୍କ ସହ ଏହି ଶୋ’ରେ ନଜର ଆସିବେ ବୋଲି ଜଣାପଡିଛି।

ଦୁଇ ବର୍ଷର ଅପେକ୍ଷା

ଦୁଇ ବର୍ଷର ଅପେକ୍ଷା

ଅପେକ୍ଷାର ଫଳ ମିଠା। ଦେଖୁନାହାନ୍ତି, ଦୁଇବର୍ଷ ଅପେକ୍ଷା କରିବା ପରେ ପୁଣି ଥରେ କେମିତି ଡାକରା ଆସିଲା। ଆଉ ଏଥର ମନ ଦୁଃଖ କରି ଫେରିବାକୁ ପଡି ନ ଥିଲା। 

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁଙ୍କ ସଜବାଜ

ଆଲ୍ଲୁ ଅର୍ଜୁନ-କେବଳ ନାମ ହିଁ ଯଥେଷ୍ଟ। ତାମିଲ ସିନେମାରେ  ଇଏ ଜଣେ ପରିଚିତ ତଥା ଲୋକପ୍ରିୟ ଅଭିନେତା। ଏବେ ସେ ସଜବାଜରେ ବ୍ୟସ୍ତ।

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ନାହିଁ ନାହିଁର ପ୍ରୋଜେକ୍ଟରେ ତାପସୀ

ପ୍ରୋଜେକ୍ଟ ହେବ କି ନାହିଁ ତା’ ଉପରେ ଏବେ ମଧ୍ୟ ପ୍ରଶ୍ନବାଚୀ ଲାଗି ରହିଛି। ହେଲେ ପ୍ରଯୋଜକଙ୍କ କାଷ୍ଟିଂ ଫାଇନାଲ ହୋଇପାରୁ ନାହିଁ। ପ୍ରଯୋଜକ ଶୈଳେଶ ଆର. ସିଂଙ୍କ ଅନଟାଇଟଲଡ ଫିଲ୍ମକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। 

ଶୁଭ ଦିନକୁ ଅପେକ୍ଷା

ଶୁଭ ଦିନକୁ ଅପେକ୍ଷା

ଅକ୍ଷୟ କୁମାର ସେହି ଶୁଭ ଦିନକୁ ଅପେକ୍ଷା କରିଛନ୍ତି। କେବେ ‘ଟୁ. ଜିରୋ’ ଫିଲ୍ମଟି ପରଦା ଉପରକୁ ଆସିବ ତାହାକୁ ନେଇ ଏବେ ମଧ୍ୟ କଳ୍ପନାଜଳ୍ପନା ଲାଗି ରହିଛି। 

ସାଥୀ..ତୁ ଫେରିଆ

ସାଥୀ..ତୁ ଫେରିଆ

ଜୀବନରେ ଭଲ ସାଥୀଟିଏ ନିହାତି ଲୋଡା।  ମନପସନ୍ଦର ସାଥୀଟିଏ କିଏ ନ ଖୋଜେ କହିଲେ ? ଯଦି ତାହା ମିଳିଗଲା ତେବେ ତା’ ସହ ଜୀବନର ପ୍ରତିଟି ମୁହୂର୍ତ୍ତକୁ ଶେୟାର କରିହୁଏ। 

 ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ରଣବୀର-ଦୀପିକା : ସିନ୍ଧି ଓ୍ବେଡିଙ୍ଗ

ଗତ କିଛି ମାସ ହେବ ବଲିଉଡ୍‌ରେ ଯେଉଁ ପ୍ରେମୀଯୁଗଳଙ୍କୁ ନେଇ ଅଧିକ ଆଲୋଚନା ହେଉଛି ସେମାନେ କିଏ ତାହା ଅନେକଙ୍କୁ ଅଳ୍ପବହୁତେ ଜଣା। ଦୁହିଁଙ୍କ ଭିତରେ ପ୍ରେମ ପରେ ତାହା ବିବାହର ରୂପ ନେଇଛି।