

ଜାତୀୟ |

ପାକିସ୍ତାନ ଯିବେ ନାହିଁ ଶବାନା-ଜାଭେଦ
ମୁମ୍ବାଇ,୧୫।୨: ବଲିଉଡ୍ ନାୟିକା ଶବାନା ଆଜମୀ ଓ ତାଙ୍କ ସ୍ବାମୀ ତଥା ଗୀତିକାର ଜାଭେଦ ଅଖତର ନିକଟରେ ପାକିସ୍ତାନ ଗସ୍ତରେ ଯିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ଏକ ଲିଟରେଚର କନଫରେନ୍ସରେ ଯୋଗ ଦେଇଥାଆନ୍ତେ।

ଭାରତକୁ ସହଯୋଗର ହାତ ବଢାଇଲା ଇସ୍ରାଏଲ
ନୂଆଦିଲ୍ଲୀ/ଜେରୁଜେଲମ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ବିଭିନ୍ନ ଦେଶ ନିନ୍ଦା କରିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁ ଏହି ଘଟଣାର ନିନ୍ଦା କରିବା ସହ ଇସ୍ରାଏଲ ଭାରତ ସହ ଅଛି ବୋଲି ସେ କହିଛନ୍ତି।

ଶହୀଦ ଯବାନଙ୍କ ପରିବାର ପାଇଁ ସିଦ୍ଧିବିନାୟକ ଟ୍ରଷ୍ଟ ଦେବ ୫୧ ଲକ୍ଷ
ମୁମ୍ବାଇ,୧୫।୨: ପୁଲଓ୍ବାମାରେ ଶହୀଦ ହୋଇଥିବା ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛି ସିଦ୍ଧିବିନାୟକ ମନ୍ଦିର ଟ୍ରଷ୍ଟ। ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ୫୧ଲକ୍ଷ ଟଙ୍କା ଦିଆଯିବ ବୋଲି ଶୁକ୍ରବାର ଟ୍ରଷ୍ଟର ମୁଖ୍ୟ ଆଦେଶ ବନ୍ଦେ ସୂଚନା ଦେଇଛନ୍ତି।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଦାୟୀ ନୁହେଁ: ସିଦ୍ଧୁ
ଚଣ୍ଡିଗଡ଼,୧୫।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ସବୁଠି ସମବେଦନା ପ୍ରକାଶ ପାଉଥିବା ବେଳେ ପଞ୍ଜାବର କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।

ଶହୀଦ ଯବାନଙ୍କ ପରିବାରକୁ ୧କୋଟି ଟଙ୍କା ଦେବେ କମଲନାଥ
ଭୋପାଳ,୧୫।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁରୁବାର ୪୪ ଯବାନ ଶହୀଦ ହୋଇଛନ୍ତି। ଏହି ବୀର ଯବାନଙ୍କୁ ହରାଇବା ପରେ ଦେଶର କୋଣ ଅନୁକୋଣରୁ ସେମାନଙ୍କ ପରିବାରକୁ ଛୁଟିଛି ସମଦେବନା।

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ରାଜନାଥ
ବୁଡଗାମ,୧୫।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଶୁକ୍ରବାର ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ପୁଲଓ୍ବାମା ପହଞ୍ଚିଥିଲେ।

ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ: ପାକ୍ ହାଇକମିଶନଙ୍କୁ ସମନ କଲା ଭାରତ
ନୂଆଦିଲ୍ଲୀ,୧୫।୨: ଦେଶକୁ ଦୋହଲାଇ ଦେଇଥିବା ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣଙ୍କୁ ନେଇ କଠୋର ହୋଇଛି ଭାରତ। ଶୁକ୍ରବାର ଭାରତରେ ଅବସ୍ଥାପିତ ପାକିସ୍ତାନ କମିଶନର ସୋହେଲ ମହମ୍ମଦଙ୍କୁ ସମନ ଜାରି କରାଯାଇଛି।

ପୁଲଓ୍ବାମା ଶହୀଦଙ୍କ ପରିବାରକୁ ଗୋଟିଏ ଦିନର ଦରମା ଦାନ କରିବ ଆଇଏଏସ୍ ଆସୋସିଏଶନ
ଡେରାଡୁନ,୧୫।୨: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ଏବେ ଏକପ୍ରକାର ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଛି କହିଲେ ଚଳେ। ଏହାକୁ ନେଇ ସବୁ ମହଲରେ ଦୁଃଖ ପ୍ରକାଶ କରାଯାଇଛି।

‘ବନ୍ଦେ ଭାରତ’ ଏକ୍ସପ୍ରେସ୍ ଟ୍ରେନ୍କୁ ଉଦ୍ଘାଟନ କଲେ ମୋଦି
ନୂଆଦିଲ୍ଲୀ,୧୫।୨: ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ରାଜନୀତି ମାହୋଲ ରହିଛି ସରଗରମ।

ମହିଳାଙ୍କ ଡିମାଣ୍ଡ ମୋଦି ଶାଢି
ଗାନ୍ଧିନଗର,୧୫।୨: ଲୋକ ସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ଶାଢି ବେଶ୍ ଡିମାଣ୍ଡ ହେଉଛି।

ଜନ୍ମଦିନ ପାଳିବେ ନାହିଁ କେସିଆର୍
ହାଇଦ୍ରାବାଦ,୧୫।୨: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଏଥର ଜନ୍ମଦିନ ପାଳନ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଆୟୁର୍ବେଦିକ ଚିକିତ୍ସା ଫେରାଇଆଣିଲା ଜୀବନ
ଭୋପାଳ,୧୫।୨: ଡାକ୍ତରଙ୍କ ଦ୍ୱାରା ମୃତ ଘୋଷିତ ହୋଇଥିବା ଜଣେ ବ୍ୟକ୍ତି ଆୟୁର୍ବେଦିକ ଚିକିତ୍ସା ଦ୍ୱାରା ପୁନର୍ବାର ଜୀବିତ ହେବା ସତରେ ଏକ ଆଶ୍ଚର୍ଯ୍ୟକର ଘଟଣା।