ଅନ୍ତର୍ଜାତୀୟ |

ଚାଇନା ସେନା ବିମାନ ଧ୍ୱଂସ: ଚାଳକ ଦଳର ୧୨ ଜଣଙ୍କ ମୃତ୍ୟୁ

ଚାଇନା ସେନା ବିମାନ ଧ୍ୱଂସ: ଚାଳକ ଦଳର ୧୨ ଜଣଙ୍କ ମୃତ୍ୟୁ
ବେଜିଂ,୨।୨: ଚଳିତ ସପ୍ତାହରେ ଚାଇନା ସେନାର ଏକ ବିମାନ ପ୍ରଶିକ୍ଷଣ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ଥିବା ଚାଳକ ଦଳର ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, ପ୍ରଶିକ୍ଷଣ ସମୟରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ ଏହି ଦୁର୍ଘଟଣା ଘଟିଛି। ପିପୁଲ ଲିବରେଶନ୍‌ ଆର୍ମି ଏୟାରଫୋର୍ସ ଏହି ଘଟଣାର ସୂଚନା ଦେଇଛି।
All Right Reserved By

ଅନ୍ତର୍ଜାତୀୟ |

ମାଡି ଆସୁଛି ସୁନାମି

ମାଡି ଆସୁଛି ସୁନାମି

ଓ୍ବାଶିଂଟନ୍‌,୨୦।୮: ଜଳବାୟୁ ପରିବର୍ତ୍ତନ ଫଳରେ ବଢୁଛି ସମୁଦ୍ରର ଜଳସ୍ତର। ଫଳରେ ସାରା ବିଶ୍ୱକୁ ଭବିଷ୍ୟତରେ ସୁନାମିର ଭୟ ରହୁଛି। ଉପକୂଳ ଅଞ୍ଚଳରେ ସୁନାମି ଆଶଙ୍କା ଥିବା ସମସ୍ତଙ୍କୁ ଉଣା ଅଧିକେ ଜଣା ଅଛି ସତ। 

ଟ୍ରାକ୍‌ ସୁଟ୍‌ ପିନ୍ଧି ଅଫିସ୍‌ ପହଞ୍ଚିଲେ ପାକ୍‌ ପ୍ରଧାନମନ୍ତ୍ରୀ

ଟ୍ରାକ୍‌ ସୁଟ୍‌ ପିନ୍ଧି ଅଫିସ୍‌ ପହଞ୍ଚିଲେ ପାକ୍‌ ପ୍ରଧାନମନ୍ତ୍ରୀ

ଇସ୍‌ଲାମାବାଦ,୨୦।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ନ୍ୟୁ ଲୁକ୍‌ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଧାନମନ୍ତ୍ରୀ ପଦ ପାଇବା ପରେ ଇମ୍ରାନ୍‌ ଭିଭିଆଇପି ସୁବିଧା ନେବେ ନାହିଁ ବୋଲି କହିଥିଲେ।

ମହିଳାଙ୍କ ପାଇଁ ଧନୀ ବୟଫ୍ରେଣ୍ଡ ଖୋଜି ନ ପାରି ସାଢ଼େ ୧୪ ଲକ୍ଷ ଟଙ୍କା ଜରିମାନା ଦେଲା ଏଜେନ୍ସି

ମହିଳାଙ୍କ ପାଇଁ ଧନୀ ବୟଫ୍ରେଣ୍ଡ ଖୋଜି ନ ପାରି ସାଢ଼େ ୧୪ ଲକ୍ଷ ଟଙ୍କା ଜରିମାନା ଦେଲା ଏଜେନ୍ସି

ଲଣ୍ଡନ,୨୦।୮: ଜଣେ ମହିଳାଙ୍କ ପାଇଁ ଧନୀ ବୟଫ୍ରେଣ୍ଡ  ଖୋଜି ନ ପାରି ଇଂଲଣ୍ଡର ଲଣ୍ଡନରେ କାର୍ଯ୍ୟ କରୁଥିବା ଏକ ଏଜେନ୍ସିକୁ ସାଢ଼େ ୧୪ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି।

୧୮ ଫୁଟବଲ ଖେଳାଳିଙ୍କୁ ବିକ୍ରି କରି ୧୦ ଛେଳି କିଣିଲା ଫୁଟବଲ କ୍ଲବ୍‌

୧୮ ଫୁଟବଲ ଖେଳାଳିଙ୍କୁ ବିକ୍ରି କରି ୧୦ ଛେଳି କିଣିଲା ଫୁଟବଲ କ୍ଲବ୍‌

ଆଙ୍କରା,୨୦।୮: ତୁର୍କୀର ଏକ ଫୁଟବଲ କ୍ଲବ୍‌ ଜରୁରୀ ଆବଶ୍ୟକତା ପୂରଣ ପାଇଁ ୧୮ ଜଣ ଖେଳାଳିଙ୍କୁ ବିକ୍ରି କରିଛି। ୧୯୫୪ରେ ସ୍ଥାପିତ ହୋଇଥିବା ଗଲ୍ସପୋର କ୍ଲବ୍‌ ଏପରି କରିଥିବା ଜଣାପଡ଼ିଛି। 

୨ ବର୍ଷର ଶିଶୁ ଦିନକୁ ପାନ କରୁଛନ୍ତି ୪୦ ସିଗାରେଟ୍‌

୨ ବର୍ଷର ଶିଶୁ ଦିନକୁ ପାନ କରୁଛନ୍ତି ୪୦ ସିଗାରେଟ୍‌

ଜାକର୍ତ୍ତା,୧୯।୮: ଇଣ୍ଡୋନେସିଆର ପଶ୍ଚିମଭାଗରେ ଥିବା ଜାଭାର ସୁକାଭୁମୀ ପ୍ରାନ୍ତରେ ରହୁଥିବା ରପି ଆନନ୍ଦ ପମୁଙ୍ଗା ନାମକ ଏକ ୨ ବର୍ଷର ଶିଶୁ ଏବେ ଦିନକୁ ପ୍ରାୟ ୪୦ଟି ସିଗାରେଟ୍‌ ଟାଣୁଥିବା କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। 

ଧରାହେଲେ ଦାଉଦଙ୍କ ଫାଇନାନ୍ସ ମ୍ୟାନେଜର

ଧରାହେଲେ ଦାଉଦଙ୍କ ଫାଇନାନ୍ସ ମ୍ୟାନେଜର

ଲଣ୍ଡନ,୧୯।୮: ମୁମ୍ବାଇରେ ୧୯୯୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣର ମୁଖ୍ୟ ତଥା ଅଣ୍ଡର ଓ୍ବାର୍ଲଡ ଡନ୍‌ ଦାଉଦ୍‌ ଇବ୍ରାହିମଙ୍କ ଫାଇନାନ୍ସ ମ୍ୟାନେଜର ଜବିର ମୋତି ଲଣ୍ଡନର ହିଲଟନ୍‌ ହୋଟେଲରୁ ଧରାପଡିଛନ୍ତି। 

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ଇଣ୍ଡୋନେସିଆରେ ପୁଣି ଭୂକମ୍ପ

ଲୋମ୍ବକୋ,୧୯।୮: ଇଣ୍ଡୋନେସିଆ ଲୋମ୍ବକୋ ଦ୍ୱୀପରେ ରବିବାର ପୁଣି ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୩ ଥିଲା ବୋଲି ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚିତ କରାଯାଇଛି।

ଫିଜିରେ ଭୂକମ୍ପ

ଫିଜିରେ ଭୂକମ୍ପ

ସୁବା,୧୯।୮:  ଫିଜିରେ ରବିବାର ତୀବ୍ର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ଥିଲା ବୋଲି  ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ ସୂଚିତ କରାଯାଇଛି।

ପରପାରିରେ କୋଫି ଆନ୍ନନ୍‌

ପରପାରିରେ କୋଫି ଆନ୍ନନ୍‌

ଓ୍ବାଶିଂଟନ,୧୮।୮:  ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ ବିଜେତା କୋଫି ଆନ୍ନନ୍‌ଙ୍କର ପରଲୋକ ହୋଇଛି। ୮୦ ବର୍ଷ ବୟସରେ ଶନିବାର ତାଙ୍କର ପରଲୋକ ହୋଇଛି। ୧୯୩୮ରେ ଘାନାରେ ଜନ୍ମ ଗ୍ରହଣ କରିଥିବା ଆନ୍ନନ୍‌ ଜାତିସଂଘର ସପ୍ତମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। 

ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଆଲିଙ୍ଗନ କଲେ ସିଦ୍ଧୁ

ପାକିସ୍ତାନର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କୁ ଆଲିଙ୍ଗନ କଲେ ସିଦ୍ଧୁ

ଇସ୍‌ଲାମାବାଦ,୧୮।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଭାବେ ଶନିବାର ଇମ୍ରାନ୍‌ ଖାଁଙ୍କ ଶପଥ ଗ୍ରହଣ ଉତ୍ସବରେ ପଞ୍ଜାବର କଂଗ୍ରେସ ନେତା ନଭଜୋତ ସିଂ ସିଦ୍ଧୁ ଯୋଗ ଦେଇଛନ୍ତି।

ଆତ୍ମବିଶ୍ୱାସ ବୃଦ୍ଧି ଲାଗି କଏଦୀଙ୍କୁ ଦିଆଯାଉଛି କବିତା ଲେଖିବା ଶିକ୍ଷା

ଆତ୍ମବିଶ୍ୱାସ ବୃଦ୍ଧି ଲାଗି କଏଦୀଙ୍କୁ ଦିଆଯାଉଛି କବିତା ଲେଖିବା ଶିକ୍ଷା

ଓ୍ବାଶିଂଟନ,୧୮।୮: ଆମେରିକାରେ ମହିଳା କଏଦୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ଲାଗି ଇଂଲିଶ୍‌ର କବିତା ଲେଖିବା ଶିକ୍ଷା ଦିଆଯାଉଛି। ଇତିମଧ୍ୟରେ ସ୍ଥାନୀୟ ଓକଲାହେମ୍‌ ଜେଲ୍‌ରେ ଥିବା ୨୫ ଶହ ଅନ୍ତେବାସୀଙ୍କୁ ଏଭଳି ଶିକ୍ଷା ପ୍ରଦାନ କରାଯାଇଛି।

ଇମ୍ରାନ୍‌ଙ୍କ ନୂଆ ଇନିଂସ୍‌ ଆରମ୍ଭ

ଇମ୍ରାନ୍‌ଙ୍କ ନୂଆ ଇନିଂସ୍‌ ଆରମ୍ଭ

ଇସଲାମାବାଦ୍‌, ୧୮।୮: ପାକିସ୍ତାନରେ ଇମ୍ରାନ୍‌ ଖାଁ ଆରମ୍ଭ କରିଛନ୍ତି ନୂଆ ଇନିଂସ୍‌। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ଉତ୍ସବରେ ଶନିବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଶପଥ ଗ୍ରହଣ କରିଛନ୍ତି।