ଜାତୀୟ |

ଟ୍ୟୁଶନ୍‌ ସାର୍‌ଙ୍କ ଛୁରା ମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ

ଟ୍ୟୁଶନ୍‌ ସାର୍‌ଙ୍କ ଛୁରା ମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ
ବମ୍ବେ,୨।୨: ବମ୍ବେର ମାଲଦା ଅଞ୍ଚଳରେ ଜଣେ ଟ୍ୟୁଶନ୍‌ ସାର୍‌ଙ୍କ ଛୁରାମାଡରେ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ଙ୍କ ମୃତ୍ୟୁ ହେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଗରୁବାର ସଂନ୍ଧ୍ୟା ପ୍ରାୟ ୮.୩୦ ମିନିଟ୍‌ ସମୟରେ ଅରୂପ ବିଶ୍ୱାସ ନାମକ ଜଣେ ଟ୍ୟୁଶନ୍‌ ସାର୍‌ ନିଜ ଘର ନିକଟରେ ବସିଥିଲେ। ଏହି ସମୟରେ ବିଜୟ ହରଜନ ନାମକ ଅନ୍ୟଜଣେ ଟ୍ୟୁଶନ୍‌ ସାର୍‌ ଅରୂପଙ୍କ ସହ ସାମାନ୍ୟ ବଚସା ପରେ ହଠାତ୍‌ ଅରୂପଙ୍କ ଉପରକୁ ଛୁରାମାଡ କରିଥିଲେ। ଫଳରେ ଅରୂପଙ୍କର ମୃତ୍ୟୁ ଘଟିଥିଲା। ପୋଲିସର ସୂଚନା ଅନୁଯାୟୀ, ଅରୂପ ଓ ବିଜୟ ପାଖାପାଖି କିଛି ପିଲାଙ୍କୁ ଟ୍ୟୁଶନ୍‌ କରୁଥିଲେ। କିଛି ମାସ ହେବ ପ୍ରତିମାସରେ ପ୍ରାୟ ୧୦ଜଣ ପିଲା ଅରୂପଙ୍କ ଟ୍ୟୁଶନ୍‌ରେ ସାମିଲ ହେଉଥିଲେ। ଫଳରେ ବିଜୟଙ୍କ ଈର୍ଷା ବଢିଚାଲିଥିଲା। ଶେଷରେ ବିଜୟ ଈର୍ଷା ପରାୟଣ ହୋଇ ଅରୂପଙ୍କ ଉପରକୁ ଛୁରାମାଡ କରିବା ପରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ଭାରତୀୟ ଦଣ୍ଡବିଧାନ(ଆଇପିସି) ଧାରା ୩୦୨ରେ ଅରୂପଙ୍କ ନାଁରେ ମାମଲା ରୁଜୁହେବା ସହ ପୋଲିସ ଘଟଣାର ଯାଞ୍ଚ କରୁଛି।
All Right Reserved By

ଜାତୀୟ |

ବିବାହକୁ ଡରି ମିତ୍ରଙ୍କ ଘରେ ୩ ଦିନ ଲୁଚିଥିଲେ ଅଟଳ

ବିବାହକୁ ଡରି ମିତ୍ରଙ୍କ ଘରେ ୩ ଦିନ ଲୁଚିଥିଲେ ଅଟଳ

କାନପୁର,୧୭।୮: ଦୁନିଆ ତଥା ମୃତ୍ୟୁକୁ ଡରୁ ନ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ କିନ୍ତୁ ଡରୁଥିଲେ ବିବାହକୁ। 

ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ପାର୍ଥିବ ଶରୀର

ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ପାର୍ଥିବ ଶରୀର

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀରକୁ ଭାଜପା ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ଏଠାରେ ଦଳୀୟ ସଦସ୍ୟ ପ୍ରିୟନେତାଙ୍କୁ ଶେଷ ଦର୍ଶନ କରିବେ। 

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

କୁପଓ୍ବାରାରେ ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୭।୮: ଜମ୍ମୁ-କଶ୍ମୀର କୁପଓ୍ବାରାରେ ଶୁକ୍ରବାର ସୁରକ୍ଷାବଳ-ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ଜଣେ ଯବାନ ଶହୀଦ ହୋଇଛନ୍ତି। କୁପଓ୍ବାରାର କାର୍ଲଗୁଣ୍ଡ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବର ପାଇ ସିଆର୍‌ପିଏଫ୍‌ ୯୨ ବାଟାଲିଅନ୍‌, ୩୨ ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ସ୍ପେସାଲ ଅପରେଶନ ଗ୍ରୁପ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା।

ଶାସକ-ବିରୋଧୀ ଏକାକାର: ବିଶ୍ୱନେତା ଅଟଳଙ୍କୁ  ଶ୍ରଦ୍ଧାଞ୍ଜଳି

ଶାସକ-ବିରୋଧୀ ଏକାକାର: ବିଶ୍ୱନେତା ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଶାସକ-ବିରୋଧୀ ଏକାକାର ହୋଇଛନ୍ତି। ସଭିଏଁ ବିଶ୍ୱନେତାଙ୍କୁ ଶେଷଦର୍ଶନ କରି ଅର୍ପଣ କରିଛନ୍ତି ଭାବପୂର୍ଣ୍ଣ ଗଭୀର ଶ୍ରଦ୍ଧାଞ୍ଜଳି।

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଓ୍ବାଶିଂଟନ/ ବେଜିଂ/ଇସଲାମାବାଦ୍‌,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଅନେକ ବିଦେଶୀ ରାଷ୍ଟ୍ର ଶୋକ ସନ୍ଦେଶ ପଠାଇଛନ୍ତି। 

ପବିତ୍ର ନଦୀରେ ବିସର୍ଜନ କରାଯିବ ଅଟଳଙ୍କ ଅସ୍ଥି

ପବିତ୍ର ନଦୀରେ ବିସର୍ଜନ କରାଯିବ ଅଟଳଙ୍କ ଅସ୍ଥି

ଲକ୍ଷ୍ନୌ, ୧୭।୮: ଉତ୍ତରପ୍ରଦେଶର ସମସ୍ତ ନଦୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। 

ଅଟଳଙ୍କ ଚିକିତ୍ସା କରାଇଥିଲେ ରାଜୀବ ଗାନ୍ଧୀ

ଅଟଳଙ୍କ ଚିକିତ୍ସା କରାଇଥିଲେ ରାଜୀବ ଗାନ୍ଧୀ

ନୂଆଦିଲ୍ଲୀ,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଜି ନାହାଁନ୍ତି। ମାତ୍ର ତାଙ୍କର ମାନବିକତାର ଗାଥା ପୃଥିବୀ ରହିଥିବା ପର୍ଯ୍ୟନ୍ତ ରହିବ। ବିଭିନ୍ନ ରାଜନେତାଙ୍କ ମଧ୍ୟରେ ତାଙ୍କର ହୁଏତ ମତଭେଦ ଥିଲା କିନ୍ତୁ ନ ଥିଲା ଶତ୍ରୁତା। ତେଣୁ ସଭିଏଁ ତାଙ୍କୁ କରୁଥିଲେ ପସନ୍ଦ। 

ସ୍ମୃତିସ୍ଥଳ ଅଟଳଙ୍କ ଶେଷ ଆଶ୍ରୟ: ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର

ସ୍ମୃତିସ୍ଥଳ ଅଟଳଙ୍କ ଶେଷ ଆଶ୍ରୟ: ଅପରାହ୍ନ ୪ଟାରେ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ, ୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପ୍ରାଣ ପ୍ରତିଷ୍ଠାତା, ଭାରତ ରତ୍ନ ତଥା ମହାନ୍‌ ଜନନେତା ଅଟଳ ବିହାରୀ ବାଜପେୟୀଙ୍କ ଶେଷ ଆଶ୍ରୟ ସ୍ଥଳ ପାଲଟିବ ସ୍ମୃତିସ୍ଥଳ। 

କର୍ମରେ ରାଜନେତା, ହୃଦୟରେ କବି :କାଳର କପାଳରେ ଲେଖୁଛି...

କର୍ମରେ ରାଜନେତା, ହୃଦୟରେ କବି :କାଳର କପାଳରେ ଲେଖୁଛି...

ନୂଆଦିଲ୍ଲୀ,୧୭ା୮:୧୯୭୦ ଦଶକରେ କବି ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ରଚିତ ଏହି ଚର୍ଚ୍ଚିତ କବିତା କୋଟି କୋଟି ଭାରତୀୟଙ୍କ ହୃଦୟକୁ ଆଜି ବି ଆନ୍ଦୋଳିତ କରେ। ରାଜନେତା ବାଜପେୟୀଙ୍କ ଭାଷଣରେ ଆମତ୍ପ୍ରକାଶ କରୁଥିଲା ତାଙ୍କର କାବ୍ୟଗୁଚ୍ଛ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ

ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। ଭାରତବାସୀଙ୍କୁ ଗଣତନ୍ତ୍ରର ପରିଭାଷା ବୁଝାଇଥିଲେ ସେ। କେତେବେଳେ ଶାନ୍ତିର କପୋତ ସାଜି ସୀମାନ୍ତରେ ବନ୍ଧୁତାର ଦ୍ୱାର ଖୋଲି ଦେଇଥିଲେ ତ ଆଉ କେତେବେଳେ ପଡ଼ୋଶୀର ଔଦ୍ଧତ୍ୟର ଜବାବ ଦେଇଥିଲେ ଯୁଦ୍ଧକ୍ଷେତ୍ରରେ। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ।