ଅନ୍ତର୍ଜାତୀୟ |

ପୁଷ୍ପ କମଲଙ୍କୁ ଭେଟିଲେ ସୁଷମା ସ୍ବରାଜ

ପୁଷ୍ପ କମଲଙ୍କୁ ଭେଟିଲେ ସୁଷମା ସ୍ବରାଜ
କାଠମାଣ୍ଡୁ, ୨।୨: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କୁ ଶୁକ୍ରବାର ସାକ୍ଷାତ କରିଛନ୍ତି। ସୁଷମା ସ୍ବରାଜ ଗୁରୁବାର ୨ ଦୁନିଆ ନେପାଳ ଗସ୍ତରେ ଆସି କାଠମାଣ୍ଡୁରେ ପହଞ୍ଚିଛନ୍ତି। ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ ବରିଷ୍ଠ ଅଧିକାରୀସ୍ତରୀୟ ଆଲୋଚନା ହେବ।
All Right Reserved By

ଅନ୍ତର୍ଜାତୀୟ |

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ,୧୬।୧୧: ଉତ୍ତରକୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରିଛି। ତେବେ ସମ୍ପ୍ରତି କେତେକ ହାଇଟେକ୍‌ ଅସ୍ତ୍ରଶସ୍ତ୍ର ଏହି ଦେଶ ପରୀକ୍ଷା କରିଛି। 

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନିସ୍ତାନ,୧୫।୧୧: ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଗୁରୁବାର ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ବଢିପାରେ ବୋଲି ଆଲୋଚନା ହେଉଛି।

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଜାକର୍ତ୍ତା,୧୫।୧୧: ଗତ ଅକ୍ଟୋବରରେ ଇଣ୍ଡୋନେସିଆର ଲାୟନ ଏୟାର ଫ୍ଲାଇଟ୍‌ ୬୧୦ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। 

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧:  ସିନ୍ଧୁ ସଭ୍ୟତା ଧ୍ୱଂସ ହେବାର କାରଣ ଖୋଜି ପାଇଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। 

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ନୂଆଦିଲ୍ଲୀ/କେପ୍‌ ଟାଉନ୍‌,୧୫।୧୧: ଆସନ୍ତା ଗଣତନ୍ତ୍ର ଦିବସରେ ଅତିଥିଭାବେ ଭାରତ ଆସିବେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାୟରିଲ ରାମାଫୋସା। 

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ଇସଲାମାବାଦ୍‌,୧୫।୧୧: ପାକିସ୍ତାନରେ ୨.୨୫ କୋଟି ଶିଶୁ  ପ୍ରାଥମିକ ଶିକ୍ଷାଲାଭରୁ ବଞ୍ଚିତ। 

ରୁଷିଆରେ ଭୂକମ୍ପ

ରୁଷିଆରେ ଭୂକମ୍ପ

ମସ୍କୋ,୧୫।୧୧: ରୁଷିଆର କାମତଚକା ପ୍ରାୟଦ୍ୱୀପ ଅଞ୍ଚଳରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି। 

ଦୀପାବଳି ପାଳିଲେ ଟ୍ରମ୍ପ୍‌

ଦୀପାବଳି ପାଳିଲେ ଟ୍ରମ୍ପ୍‌

ଓ୍ବାଶିଂଟନ୍‌,୧୫।୧୧(ପି.ଟି.): ଭାରତରେ ଆଲୋକର ପର୍ବ ଦୀପାବଳି ଶେଷ ହେବାର ସପ୍ତାହେ ପରେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଏହି ଉତ୍ସବ ପାଳନ କରିଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ ସାମିଲ ହୋଇ ଭାରତୀୟ ବଂଶୋଦ୍ଭବ ଆମେରିକୀୟଙ୍କ ସହ ଦୀପ ଜାଳି ଏହି ପର୍ବ ପାଳିଛନ୍ତି। ଭାରତ ସହ ଆମେରିକାର ବନ୍ଧୁତା ସ୍ବାଧୀନତା, ଶାନ୍ତି ଓ ସମୃଦ୍ଧି ନିମିତ୍ତ ଏକ ପ୍ରାଚୀର ଭଳି କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। 

ଶ୍ରୀଲଙ୍କାରେ ଥମୁନି ରାଜନୈତିକ ସଙ୍କଟ :ଆସ୍ଥା ଜିଣିଲେ ଓ୍ବିକ୍ରମ୍‌ସିଂହେ

ଶ୍ରୀଲଙ୍କାରେ ଥମୁନି ରାଜନୈତିକ ସଙ୍କଟ :ଆସ୍ଥା ଜିଣିଲେ ଓ୍ବିକ୍ରମ୍‌ସିଂହେ

କଲମ୍ବୋ,୧୫।୧୧(ପି.ଟି.): ଦ୍ୱୀପରାଷ୍ଟ୍ର ଶ୍ରୀଲଙ୍କାରେ ଲାଗିରହିଛି ରାଜନୈତିକ ଅସ୍ଥିରତା। ଏସବୁର ମୂଳରେ ଅଛନ୍ତି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା। ଅଚାନକ୍‌ ସେ ରାନିଲ ଓ୍ବିକ୍ରମ୍‌ସିଂହେଙ୍କୁ ବିତାଡ଼ିତ କରି ମହିନ୍ଦା ରାଜପାକ୍ସେଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଆସୀନ କରାଇବା ପରେ ଏହି ସଙ୍କଟ ସୃଷ୍ଟି ହୋଇଛି।

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ବିବାହ ବନ୍ଧନରେ ଆବଦ୍ଧ ହେଲେ ଦିପିକା-ରଣବୀର

ନୂଆଦିଲ୍ଲୀ/ରୋମ, ୧୪।୧୧: ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ବଲିଉଡ ଅଭିନେତ୍ରୀ ଦିପିକା ପାଦ୍ୟୁକୋନ ଓ ଅଭିନେତା ରଣବୀର ସିଂ। ସୁଦୂର ଇଟାଲୀ ଲେକ୍‌ କୋମୋରେ ଦୁହିଁଙ୍କ ବିବାହ ଖୁବ୍‌ ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ଅନଲାଇନ୍‌ରେ ମିଳୁଛି ଶୁଦ୍ଧ ବାୟୁ

ନୂଆଦିଲ୍ଲୀ/ସିଡନୀ, ୧୪।୧୧: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢିଛି ଘରୁ ବାହାରିବା ଅସମ୍ଭବ ହୋଇପଡିଲାଣି।