ମେଟ୍ରୋ |

ଦୀପ ନିଆଁରୁ ଅଘଟଣ: ମହିଳାଙ୍କ ଶରୀର ପୋଡ଼ିଗଲା

ଦୀପ ନିଆଁରୁ ଅଘଟଣ: ମହିଳାଙ୍କ ଶରୀର ପୋଡ଼ିଗଲା
ପୁରୀ ଅଫିସ, ୧।୨: ଗୋବର୍ଦ୍ଧନ ପୀଠ ପରିସର ମା ବିମଳାମ୍ବା ମନ୍ଦିରରେ ଦୀପ ବସାଉଥିବା ବେଳେ ଜଣେ ମହିଳାଙ୍କ ଶରୀର ପୋଡ଼ିଯାଇଛି। ସେ ହେଲେ ସ୍ଥାନୀୟ ଅଚିଆ ସାହିର ଛବିରାଣୀ ରାଉତ(୬୦) । ଚିକିତ୍ସା ପାଇଁ ତାଙ୍କୁ ଜିଲା ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଛବିରାଣୀ ପ୍ରତିଦିନ ଭଳି ଗୁରୁବାର ସକାଳେ ମା ବିମଳାମ୍ବା ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ। ଦୀପ ବସାଉଥିବା ବେଳେ ଅଜାଣତରେ ସେ ପିନ୍ଧିଥିବା ସିଲ୍କ ଶାଢିରେ ନିଆଁ ଲାଗି ଯାଇଥିଲା। ସଙ୍ଗେ ସଙ୍ଗେ ତାଙ୍କୁ ଚିକିତ୍ସାଳୟକୁ ଅଣାଯାଇଥିଲା। ଶୀତତାପ ନିୟନ୍ତ୍ରିତ କକ୍ଷରେ ତାଙ୍କର ଚିକିତ୍ସା ଚାଲିଛି। ତାଙ୍କ ଶରୀରର ପ୍ରାୟ ୪୦ ପ୍ରତିଶତ ପୋଡିଯାଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡ଼ିଛି।
All Right Reserved By

ମେଟ୍ରୋ |

୮ ଗ୍ରାମ ବ୍ରାଉନସ୍‌ଗାର ଜବତ, ଜଣେ ଗିରଫ

୮ ଗ୍ରାମ ବ୍ରାଉନସ୍‌ଗାର ଜବତ, ଜଣେ ଗିରଫ

ପୁରୀ ଅଫିସ,୧୮ା୮ : ପୁରୀ ଜିଲା ଅବକାରୀ ବିଭାଗ ପକ୍ଷରୁ ଶନିବାର ଚଢ଼ାଉ କରାଯାଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ରାମଚନ୍ଦ୍ର ନାୟକ। ତାଙ୍କ ନିକଟରୁ ୮ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। 

ବଜ୍ରପାତରେ ଚାଷୀ ମୃତ

ବଜ୍ରପାତରେ ଚାଷୀ ମୃତ

ନିମାପଡ଼ା, ୧୮।୮(ଡି.ଏନ୍‌.ଏ.): ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ଅର୍ଜୁନପୁର ଗ୍ରାମର ସିଦ୍ଧେଶ୍ୱର ଭୋଇ ଶନିବାର ଅପରାହ୍ନରେ ବିଲରେ କାମ କରୁଥିବା ବେଳେ ବଜ୍ରପାତ ଘଟି ଗୁରୁତର ହୋଇପଡ଼ିଥିଲେ।

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଜଣେ ନାବାଳିକାଙ୍କୁ ବଳାତ୍କାର  କରିବା ଅଭିଯୋଗରେ ନୟାପଲ୍ଲୀ ଥାନା ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ଘର ନୟାପଲ୍ଲୀସ୍ଥିତ ସାଲିଆ ସାହିରେ।

ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ଅଭିଯାନରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ

ପ୍ଲାଷ୍ଟିକ ଓ ପଲିଥିନମୁକ୍ତ ଅଭିଯାନରେ ୨୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସାମିଲ

ପୁରୀ ଅଫିସ,୧୮ା୮: ପଲିଥିନ ବର୍ଜନ ଓ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆରମ୍ଭ କରିଛି ‘ଧରିତ୍ରୀ’ ଓ ‘ଓଡ଼ିଶା ପୋଷ୍ଟ’। ରାଜ୍ୟର ପ୍ରତିଟି ଅଞ୍ଚଳରେ ଏ ନେଇ ସଚେତନତା ସୃଷ୍ଟି କରାଯାଉଛି। 

ପୁରୀଘାଟ ଥାନା ଅଞ୍ଚଳରୁ ଲୁଟ୍‌ ଘଟଣା: ୧୧ ଅଭିଯୁକ୍ତ ଗିରଫ

ପୁରୀଘାଟ ଥାନା ଅଞ୍ଚଳରୁ ଲୁଟ୍‌ ଘଟଣା: ୧୧ ଅଭିଯୁକ୍ତ ଗିରଫ

କଟକ ଅଫିସ, ୧୮।୮: କଟକ ପୁରୀଘାଟ ଥାନା ଅଞ୍ଚଳରୁ ଅଗଷ୍ଟ ୨ ତାରିଖରେ ହୋଇଥିବା ଏକ ଲୁଟ ଘଟଣାରେ ସମ୍ପୃକ୍ତ ଥିବା ୧୦ ଅଭିଯୁକ୍ତଙ୍କୁ ଶନିବାର ପୋଲିସ ଗିରଫ କରିଛି। 

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): କେରଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣି ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି। ତେବେ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଶନିବାର ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶାରୁ ଉଦ୍ଧାରକାରୀ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ କେରଳ ଯାଇଛନ୍ତି। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୮ା୮: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। 

ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ବାଜପେୟୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ପୁରୀ ଅଫିସ,୧୮ା୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ  ବିୟୋଗରେ ଶ୍ରୀମନ୍ଦିର ଦକ୍ଷିଣ ଦ୍ୱାର ସମ୍ମୁଖ ପେଯନଳାଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। 

୩୦ ମିନିଟ୍‌ ମୋ ପ୍ରବଚନ ଶୁଣିଥିଲେ ବାଜପେୟୀ: ଶଙ୍କରାଚାର୍ଯ୍ୟ

୩୦ ମିନିଟ୍‌ ମୋ ପ୍ରବଚନ ଶୁଣିଥିଲେ ବାଜପେୟୀ: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୧୮ା୮: ପଞ୍ଚଭୂତରେ ଲୀନ ହୋଇଯାଇଛି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପାର୍ଥିବ ଶରୀର। ଗୁରୁବାର ଦିଲ୍ଲୀସ୍ଥିତ ଏମ୍ସରେ ତାଙ୍କର ପରଲୋକ ହୋଇଥିଲା। 

ମଠ, ମନ୍ଦିରରେ ଝୁଲଣ ପ୍ରସ୍ତୁତି କୁଞ୍ଜରେ ଝୁଲିବେ ରାଧାକୃଷ୍ଣ

ମଠ, ମନ୍ଦିରରେ ଝୁଲଣ ପ୍ରସ୍ତୁତି କୁଞ୍ଜରେ ଝୁଲିବେ ରାଧାକୃଷ୍ଣ

ପୁରୀ ଅଫିସ,୧୮ା୮: ଆସନ୍ତା ୨୧ ତାରିଖରୁ ପବିତ୍ର ଝୁଲଣଯାତ୍ରା। ଶ୍ରାବଣ ଶୁକ୍ଳ ଦଶମୀଠାରୁ ଆରମ୍ଭ ହେଉଥିବା ଏହି ଯାତ୍ରା ପ୍ରତିପଦା ଯାଏ ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ୭ ଦିନ ଧରି ଚାଲିବ। କିନ୍ତୁ ଅନ୍ୟାନ୍ୟ ମଠ, ମନ୍ଦିରରେ କେଉଁଠି ୭ ଦିନ ତ ପୁଣି କେଉଁଠି ୫ ଦିନ ଧରି ଏହା ଅନୁଷ୍ଠିତ ହେବ।

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଚାଷୀଙ୍କୁ ଦିଆଯାଉ ପେନ୍‌ସନ

ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ଚାଷୀଙ୍କୁ ଦିଆଯାଉ ପେନ୍‌ସନ

ପୁରୀ ଅଫିସ, ୧୮ା୮: ସ୍ବାଧୀନତା ପରବର୍ତ୍ତୀ ସମୟରୁ କୃଷି ଓ କୃଷକ ଚରମ ଅବହେଳା ଓ ପକ୍ଷପାତିତାର ଶିକାର ହେଉଛି। ଚାଷୀ ତା’ର ଫସଲର ଉପଯୁକ୍ତ ପ୍ରାପ୍ୟ ପାଉନାହିଁ। ଚାଷୀଙ୍କୁ ମଧ୍ୟ ଉପଯୁକ୍ତ ସମ୍ମାନ ମିଳୁନାହିଁ।

ରାମଚନ୍ଦ୍ର ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନାକରି ଦୀପଦାନ:୨୨ରେ ମଞ୍ଚସ୍ଥ ହେବ ହିନ୍ଦୀ ନାଟକ ସର୍ଜନା

ରାମଚନ୍ଦ୍ର ପ୍ରତିହାରୀଙ୍କ ଆଶୁ ଆରୋଗ୍ୟ କାମନାକରି ଦୀପଦାନ:୨୨ରେ ମଞ୍ଚସ୍ଥ ହେବ ହିନ୍ଦୀ ନାଟକ ସର୍ଜନା

ପୁରୀ ଅଫିସ, ୧୮ା୮: ବର୍ଷୀୟାନ କଳାକାର ତଥା ନାଟ୍ୟଗୁରୁ ରାମଚନ୍ଦ୍ର ପ୍ରତିହାରୀ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଏବେ ହସ୍ପିଟାଲରେ। ପରିଣତ ବୟସରେ ପହଞ୍ଚତ୍ଥିବା ଅନ୍ନପୂର୍ଣ୍ଣା ଥିଏଟରର ଏହି ମହାନ୍‌ ଅଭିନେତା ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।