ଜାତୀୟ |

ନୌଶେରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ନୌଶେରାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଶ୍ରୀନଗର, ୧।୨: ଜମ୍ମୁ-କଶ୍ମୀର ରାଜୌରୀ ଜିଲା ନୌଶେରା ସେକ୍ଟର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ଗୁରୁବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏହି ଅଞ୍ଚଳର କାମ୍ପଲା, ପୁଖେର୍ରନି, ଲାମ୍‌, ଅନଓ୍ବାସ୍‌, ଭଣ୍ଡାର, ରଟାଲ, ବାସାଲି ଓ ପିବି ଆଦି ଗ୍ରାମର ବାସିନ୍ଦାକୁ ସୁରକ୍ଷା ଦୃଷ୍ଟିରୁ ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳରେ ଥିବା ୭୧ଟି ସ୍କୁଲକୁ ବନ୍ଦ କରି ଦିଆଯାଇଛି ବୋଲି ରାଜୌରୀ ଜିଲାପାଳ ଶାହିଦ୍‌ ଚୌଧୁରୀ ସୂଚିତ କରିଛନ୍ତି।

All Right Reserved By

Model This Week

ସନ୍ତୋଷ

ଜାତୀୟ |

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

ବମ୍ବେ,୨୬।୫: ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ରେ କାର୍ଯ୍ୟ ଚାଲିଥିବାରୁ ଶନିବାର ବମ୍ବେର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍‌ଓ୍ବେକୁ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଲକ୍ଷ୍ନୌ,୨୬।୫: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୪ ବର୍ଷର ଶାସନକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଭିହିତ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଭାଜପା ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି।

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ସୀତାପୁର,୨୬।୫: ଉତ୍ତରପ୍ରଦେଶର ସୀତାପୁର ଜିଲା ମାଜିଷ୍ଟ୍ରେଟ୍‌ ସ୍ବଚ୍ଛ ଭାରତ ମିଶନ୍‌କୁ ସଫଳ କରିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ନିଜର ଘରେ ଥିବା ଶୌଚାଳୟ ସାମ୍ନାରେ ସେଲ୍‌ଫି ନେଇ ଉକ୍ତ ଫଟୋକୁ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

ଚଣ୍ଡୀଗଡ,୨୬।୫: ଜଣେ ୧୪ ବର୍ଷର ଛାତ୍ରଙ୍କ ସହ ଟ୍ୟୁସନ ଶିକ୍ଷୟିତ୍ରୀ ଶାରୀରିକ ସମ୍ପର୍କ ରଖିବା ଘଟଣା ଏବେ ଚଣ୍ଡୀଗଡରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରଙ୍କର ଅଭିଯୋଗକ୍ରମେ ଉକ୍ତ ଶିକ୍ଷୟତ୍ରୀଙ୍କୁ ପୋଲିସ ଗିରଫ କରିଛି।

ମଣିପୁରରେ ସୌର ଶୌଚାଳୟ

ମଣିପୁରରେ ସୌର ଶୌଚାଳୟ

ଇମ୍ଫାଲ,୨୬।୫: ସୌର ଶୌଚାଳୟ ନିର୍ମାଣରେ ମଣିପୁର ଉତ୍ତର-ପୂର୍ବରେ ପ୍ରଥମ ଏବଂ ଦେଶର ୩ୟ ରାଜ୍ୟ ଭାବେ ପରିଗଣିତ ହୋଇଛି। ଇବୁଧୋଉ ମାର୍ଜିଂ ହିଲ୍‌ ହେଂଗାଙ୍ଗ୍‌ରେ ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗ ସଚିବ ଓ୍ବିଖୋମ୍‌ ଇବୋହଲ ଏହାର ଉଦ୍‌ଘାଟନ କରିଛନ୍ତି।

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

କୋଜିକୋଡେ,୨୬।୫: କେରଳରେ ନିପା ଭାଇରସରେ ଏବେ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭାଇରସ ବାଦୁଡିଠାରୁ ଆସୁଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହା ଭୂଲ୍‌ ବୋଲି ଡାକ୍ତରମାନେ କହୁଛନ୍ତି।

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ସାମ୍ବାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି।

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ନୂଆଦିଲ୍ଲୀ,୨୬।୫: ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ ହେଉଥିବା ସମୟରେ ଜଣେ ଶିଖ୍‌ ପୋଲିସ ଅଫିସର ତାଙ୍କୁ ବଞ୍ଚାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି: କଂଗ୍ରେସ ପାଳୁଛି ‘ବିଶ୍ୱାସଘାତ ଦିବସ’

ନୂଆଦିଲ୍ଲୀ,୨୬।୫: ମୋଦି ସରକାରଙ୍କ ୪ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଅନ୍ୟପଟେ କଂଗ୍ରେସ ଏହାକୁ ନେଇ ପାଳୁଛି ‘ବିଶ୍ୱାସଘାତ ଦିବସ’।

‘ମେକୁନୁ’କୁ ନେଇ ସତର୍କତା ଜାରି

‘ମେକୁନୁ’କୁ ନେଇ ସତର୍କତା ଜାରି

ମହାରାଷ୍ଟ୍ର,୨୬।୫:‘ମେକୁନୁ’ ଘୂର୍ଣ୍ଣିଝଡକୁ ନେଇ ମହାରାଷ୍ଟ୍ର-ଗୋଆ ଉପକୂଳରେ ଇଣ୍ଡିଆନ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ(ଆଇଏମ୍‌ଡି) ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ସୀମାରେ ଅନୁପ୍ରବେଶ ଉଦ୍ୟମ: ୫ ଆତଙ୍କବାଦୀ ମୃତ

ଶ୍ରୀନଗର.୨୬।୫: ଜମ୍ମୁ-କଶ୍ମୀରର ତାଙ୍ଗଧାର ସେକ୍ଟରରେ ଆତଙ୍କବାଦୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଶନିବାର ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।