ରାଜ୍ୟ |

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ
କଟକ ଅଫିସ,୨୯।୧: କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ରହସ୍ୟ ଉନ୍ମୋଚନ କରିବ କ୍ରାଇମବ୍ରାଞ୍ଚ। ଇତିମଧ୍ୟରେ କ୍ରାଇମବ୍ରାଞ୍ଚର ଏକ ୭ ଜଣିଆ ଟିମ୍‌ କୁନ୍ଦୁଲି ଗସ୍ତ କରିଛି। ଏହି ଟିମ୍‌ର ନେତୃତ୍ୱ ଏସ୍‌ପି ଆର୍‌.ବି.ପାଣିଗ୍ରାହୀ ନେଇଛନ୍ତି। ଘଟଣାର ତଦନ୍ତ ଦାୟିତ୍ୱରେ ଜଣେ ଡିଏସ୍‌ପି ଅଛନ୍ତି। କାହିଁକି ଓ କେଉଁ ପରିସ୍ଥିତିରେ ପୀଡିତା ଆତ୍ମହତ୍ୟା କଲେ ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି ଏସ୍‌ପି-୧ ପି.କେ ଜେନା ସୂଚନା ଦେଇଛନ୍ତି। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚରେ ଏକ ମାମଲା (୧/୨୦୧୮) ରୁଜୁ ହୋଇଛି। ପଟାଙ୍ଗୀ ଥାନାରେ ହୋଇଥିବା ଅପମୃତ୍ୟୁ ମାମଲା ସମ୍ପର୍କିତ ରେକର୍ଡ ପତ୍ର କ୍ରାଇମ ବ୍ରାଞ୍ଚ ହାତକୁ ନେଇଛି। ସୂଚନାଯୋଗ୍ୟ, ଜାନୁୟାରୀ ୨୨ରେ କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣା ସାରା ରାଜ୍ୟକୁ ଦୋହଲାଇ ଦେଇଥିଲା।
All Right Reserved By

ରାଜ୍ୟ |

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ମହାନଦୀ ପୋଲରୁ ବସ୍‌ ଖସିବା ଘଟଣା: ଆହତଙ୍କ ମଧ୍ୟରୁ ୭ ସଙ୍କଟାପନ୍ନ

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ଘଟିଥିବା ବସ୍‌ ଦୁର୍ଘଟଣାରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫ଜଣ ଏସ୍‌ସିବି ଓ୍ବାର୍ଡରେ ରହି ଚିକିତ୍ସିତ ହେଉଥିବା ବେଳେ ୭ଜଣ ଆଇସିୟୁରେ ଅଛନ୍ତି। 

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ମହାନଦୀକୁ ଯାତ୍ରୀବାହୀ ବସ୍‌ ଖସିବା ଘଟଣା, ଟୁଇଟ୍‌ କରି ଦୁଃଖ ପ୍ରକାଶ କଲେ ମୋଦି

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): କଟକ-ଜଗତପୁର ମହାନଦୀ ପୋଲ ଉପରେ ହୋଇଥିବା ଦୁର୍ଘଟଣାକୁ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। 

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପଞ୍ଚକର ୩ୟ ଦିବସ: ଶ୍ରୀବିକ୍ରମ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧।୧୧ :  କାର୍ତ୍ତିକ ଶୁକ୍ଳ ତ୍ରୟଦଶୀ ତଥା ପଞ୍ଚକର ୩ୟ ଦିବସ ବୁଧବାର ରତ୍ନ ସିଂହାସନରେ ତିନି ଠାକୁରଙ୍କ ଶ୍ରୀବିକ୍ରମ ବେଶ ଅନୁଷ୍ଠିତ ହୋଇଯାଇଛି। ଏହି ବେଶରେ ଦର୍ଶନ ଲାଗି ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଜମିଛି।

 ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ସରକାରଙ୍କ ସହ ନରସିଂହଙ୍କ ଭିତିରି ସମ୍ପର୍କ ରହିଛି: ଭାଜପା; ରାଜ୍ୟରେ ଭାଜପା ନିଜର ପରିଚୟ ହଜାଉଛି: ନରସିଂହ

ଭୁବନେଶ୍ୱର, ୨୧।୧୧(ବ୍ୟୁରୋ)- ବିରୋଧୀ ଦଳ ନେତା ନରସିଂହ ମିଶ୍ର ଶାସକ ଦଳ ଇଙ୍ଗିତରେ ପରିଚାଳିତ ହେଉଛନ୍ତି। ୨୦୧୪ରେ ପୂର୍ବତନ ବିରୋଧୀ ଦଳ ନେତା ଭୂପିନ୍ଦର ସିଂ ଯେପରି ନିଜର ଫାଇଦା ପାଇଁ ସରକାର ସହିତ ସାମିଲ ହୋଇଥିଲେ ବର୍ତ୍ତମାନ ମଧ୍ୟ ସେହି ଅବସ୍ଥା ସୃଷ୍ଟି ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବ: ‘ମହିଳାଙ୍କ ପାଇଁ ହେଉ ୩୩% ସ୍ଥାନ ସଂରକ୍ଷଣ’

ଭୁବନେଶ୍ୱର,୨୧।୧୧(ବ୍ୟୁରୋ)-ମହିଳାମାନଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ୩୩% ସ୍ଥାନ ସଂରକ୍ଷଣ ହେଉ। ଏନେଇ ବିଧାନସଭାରେ ମଙ୍ଗଳବାର ସର୍ବସମ୍ମତ ସଂକଳ୍ପ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅପରାହ୍ନରେ ଏହି ପ୍ରସ୍ତାବ ଆସିଥିଲା।

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

ମହାନଦୀକୁ ଖସିଲା ଯାତ୍ରୀବାହୀ ବସ୍‌: ୧୦ ମୃତ, ୪୬ ଆହତ

କଟକ ଅଫିସ, ୨୧।୧୧: କଟକ-ଜଗତପୁର ମହାନଦୀ ପୋଲ ଉପରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସ୍‌ ନଦୀକୁ ଖସି ପଡିବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୬ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମିନତି ବେହେରା,  ଅନିତା ଆଚାର୍ଯ୍ୟ, ପି.କେ. ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଭୁବନେଶ୍ୱରର ବର୍ଷା ପାଣି, କଟକ କିଶନନଗରର ବସନ୍ତ କୁମାର ପ୍ରଧାନ, ନରସିଂହପୁରର ଅଶ୍ୱିନୀ କୁମାର ବେହୁରା ଓ ବାଲେଶ୍ୱର ଖନ୍ତାପଡ଼ାର ମାନସ ତ୍ରିପାଠୀ।

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

ବାଲିଯାତ୍ରା ପ୍ରସ୍ତୁତି ବିଳମ୍ବିତ, ଅବ୍ୟବସ୍ଥା ଆଶଙ୍କା

କଟକ ଅଫିସ,୨୧।୧୧- ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏଥିପାଇଁ ୧୫ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲେ ମଧ୍ୟ ବିଭିନ୍ନ କାର୍ଯ୍ୟରେ ଢ଼େର୍‌ ବିଳମ୍ବ ହୋଇଥିବା ଦେଖିବାକୁ ମିଳୁଛି।

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

ଗୁଞ୍ଜନ ନୃତ୍ୟ, ସଙ୍ଗୀତ ଉତ୍ସବ ଉଦ୍‌ଯାପିତ: ବିମୋହିତ କଲା ବଂଶୀଧୂନରେ ଓଡ଼ିଶୀ ଫ୍ୟୁଜନ

କଟକ ଅଫିସ,୨୧|୧୧- ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କଟକ ସହୀଦ ଭବନରେ ଚାଲିଥିବା ୨୨ତମ ଜାତୀୟ ନୃତ୍ୟ ଓ ସଙ୍ଗୀତ ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ଏହି ସନ୍ଧ୍ୟାରେ ଓଡ଼ିଶୀ ନୃତ୍ୟ ଫ୍ୟୁଜନ ସହ ବଂଶୀର ଧୂନ୍‌ ଉପସ୍ଥିତ ଅତିଥି ଓ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଖ୍ୟାତ ବଂଶୀବାଦକ ଅନ୍ନଦା ପ୍ରସନ୍ନ ପଟ୍ଟନାୟକଙ୍କ ବଂଶୀର ଧ୍ୱନିରେ ଏକାଡେମୀର ସମ୍ପାଦିକା ମୀରା ଦାସ, ନୃତ୍ୟଶିଳ୍ପୀ ପୁଷ୍ପା ପଣ୍ଡା ଓ ସୁସ୍ମିତା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। 

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ୨୬ରୁ

କଟକ ଅଫିସ,୨୧|୧୧- ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ପାଇଁ ଆସନ୍ତା ୨୬ ତାରିଖ ସକାଳ ୮ଟାରୁ ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଆରମ୍ଭ ହେବ। ଦେୟ ପୈଠ କରିବାର ଶେଷ ସମୟ ଡିସେମ୍ବର ୧୩ ରାତି ୧୧ଟା ୪୫ ରହିଥିବାବେଳେ ୧୪ ତାରିଖ ମଧ୍ୟରାତି ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ଫର୍ମ ଦାଖଲ କରିପାରିବେ। 

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ,୨୧ା୧୧: ପଞ୍ଚୁକର ଦ୍ୱିତୀୟ ଦିବସରେ ମଙ୍ଗଳବାର ରତ୍ନସିଂହାସନରେ ତିନି ଠାକୁରଙ୍କ ବାଙ୍କଚୂଡା ବେଶ ଅନୁଷ୍ଠିତ ହୋଇଛି। ଏହି ବେଶରେ ଶ୍ରୀଜଗନ୍ନାଥ ଏବଂ ବଳଭଦ୍ରଙ୍କ ଶ୍ରୀମସ୍ତକରେ ଚନ୍ଦ୍ରିକା ଚୂଳ ସହିତ ଦକ୍ଷିଣ ଦିଗକୁ ଆଡ ଖୋସା ପକାଯାଇଥିଲା। 

ଖୋଲିଲା ଦେଶର ପ୍ରଥମ ମୁକ୍ତାକାଶ ସ୍ଥାପତ୍ୟ ପାର୍କ

ଖୋଲିଲା ଦେଶର ପ୍ରଥମ ମୁକ୍ତାକାଶ ସ୍ଥାପତ୍ୟ ପାର୍କ

ଭୁବନେଶ୍ୱର କଳିଙ୍ଗନଗରଠାରେ ଦେଶର ସର୍ବପ୍ରଥମ ସାର୍ବଜନୀନ ସ୍ଥାୟୀ ମୁକ୍ତାକାଶ ସ୍ଥାପତ୍ୟ ପାର୍କକୁ ମଙ୍ଗଳବାର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାସୋତ୍ସବ ଓ ପଞ୍ଚୁକ ଯାତ୍ରା ଆରମ୍ଭ

ରାସୋତ୍ସବ ଓ ପଞ୍ଚୁକ ଯାତ୍ରା ଆରମ୍ଭ

ଦଶପଲ୍ଲା,୨୧ା୧୧ (ଡି.ଏନ.ଏ.)-ଦଶପଲ୍ଲା ସାତପାଟଣାସ୍ଥିତ ଗୋପୀନାଥ ଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଶରତ ରାସୋତ୍ସବ ନଭେମ୍ବର ୧୭ରୁ ୨୩  ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ କୁନି କୁନି କଳାକାରମାନେ ଶ୍ରୀକୃଷ୍ଣଙ୍କ ଲୀଳା ଉତ୍ସବ କରିବେ।