ମନୋରଞ୍ଜନ |

ସୋସିଆଲ ମିଡିଆରେ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ର ପୋଷ୍ଟର

ସୋସିଆଲ ମିଡିଆରେ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ର ପୋଷ୍ଟର
ବମ୍ବେ: ବଲିଉଡର ନାମୀ ଫିଲ୍ମ ମେକର୍‌ କରନ୍‌ ଜୋହର୍‌ଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ର ସିକ୍ୟୁଏଲ୍‌ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର-୨’ର ପୋଷ୍ଟର ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ନିଜେ କରନ୍‌ ଜୋହର୍‌ ଏହାକୁ ପୋଷ୍ଟ କରିବା ସହ ଫେବୃୟାରୀ ୨୩, ୨୦୧୮ରେ ଫିଲ୍ମଟି ରିଲିଜ୍‌ ହେବ ବୋଲି ଉଲ୍ଲେଖ କରିଛନ୍ତି। ତେବେ ଏଥିରେ ଥିବା କଳାକାରଙ୍କ ନାଁ କରନ୍‌ ଉଲ୍ଲେଖ କରି ନ ଥିବା ବେଳେ ପୋଷ୍ଟରରେ ବଲିଉଡ ଷ୍ଟାର ଟାଇଗର୍‌ ଶ୍ରଫ୍‌ଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପୁନିତ ମାଲହୋତ୍ରା।
All Right Reserved By

ମନୋରଞ୍ଜନ |

ଶ୍ରାଦ୍ଧଦିବସରେ ଇମୋଶନାଲ ପୋଷ୍ଟ ଲେଖି ମା’ଙ୍କୁ ମନେପକାଇଲେ ଜାହ୍ନବୀ

ଶ୍ରାଦ୍ଧଦିବସରେ ଇମୋଶନାଲ ପୋଷ୍ଟ ଲେଖି ମା’ଙ୍କୁ ମନେପକାଇଲେ ଜାହ୍ନବୀ

ମୁମ୍ବାଇ,୨୪।୨: ବଲିଉଡ୍‌ ନାୟିକା ଶ୍ରୀଦେବୀଙ୍କ ପରଲୋକକୁ ବର୍ଷେ ପୁରିଛି। ଏହି ଅବସରରେ ଝିଅ ଜାହ୍ନବୀ କପୁର ଏକ ଇମୋଶନାଲ ପୋଷ୍ଟ ଲେଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ପୂରଣ ହେଲା ଆଶା

ପୂରଣ ହେଲା ଆଶା

ଓଡ଼ିଆ ସିନେମାରେ ତାଙ୍କର କ୍ୟାରିୟର ଆରମ୍ଭ ହୋଇଥିଲା ଜଣେ କମେଡିଆନ୍‌ ଭାବରେ। କେବଳ ବଡ଼ ପରଦା ନୁହେଁ, କେତୋଟି ଧାରାବାହିକରେ ନିଜର ଅଭିନୟ ଦକ୍ଷତା ଦେଖାଇ ସାରିଛନ୍ତି ଏହି ହାସ୍ୟାଭିନେତା।

କ୍ଲାଇମାକ୍ସ ପାଇଁ ୧୦କୋଟି

କ୍ଲାଇମାକ୍ସ ପାଇଁ ୧୦କୋଟି

ସଲ୍‌ମାନ୍‌-କ୍ୟାଟ୍ରିନା ଅଭିନୟ କରୁଥିବା ତଥା ନିର୍ମାଣାଧୀନ ହିନ୍ଦୀ ସିନେମା ‘ଭାରତ’କୁ ନେଇ ଗତ କିଛି ମାସ ହେବ ଆଲୋଚନା ଜାରି ରହିଛି। 

ସ୍ପେଶାଲ ଲଞ୍ଚ୍‌

ସ୍ପେଶାଲ ଲଞ୍ଚ୍‌

ଆଲିୟାଙ୍କ ସ୍ପେଶାଲ ଲଞ୍ଚ୍‌କୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ପୁଣି ସେଭଳି ଆଲୋଚନା ଆଗକୁ ବଢ଼ିବାକୁ ବେଶ୍‌ ଖୋରାକ ଯୋଗାଉଛନ୍ତି ସେ।

ସାରାଙ୍କ ଲଭ୍‌ ଗୁରୁ କରୀନା

ସାରାଙ୍କ ଲଭ୍‌ ଗୁରୁ କରୀନା

ବେଳେବେଳେ ପ୍ରେମ କେତେକଙ୍କୁ ଅଡୁଆରେ ପକାଇ ଦେଇଥାଏ।   ଠିକ୍‌ ସେପରି ପ୍ରେମକୁ ନେଇ ବେଶ୍‌ ଟେନ୍‌ସନରେ ଅଛନ୍ତି ସାରା ଅଲ୍ଲୀ ଖଁା। ସେ କୁଆଡ଼େ ଏବେ ତାଙ୍କର ପ୍ରଥମ ସିନେମାର ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମରେ ପଡ଼ିଯାଇଛନ୍ତି। 

କାହାକୁ ଡରନ୍ତି ଟାଇଗର

କାହାକୁ ଡରନ୍ତି ଟାଇଗର

ବଲିଉଡ୍‌ର ୟଙ୍ଗ୍‌ ସେନ୍‌ସେସନ ଭାବରେ ପରିଚିତ ଟାଇଗର ଶ୍ରଫ। ତାଙ୍କର ଫିଗର ଦେଖିଲେ କିଏ ବା ବିଶ୍ୱାସ କରିବ ଯେ, ସେ ବଡ଼ ରୁମ୍‌ ଭିତରେ ଏକୁଟିଆ ଶୋଇବାକୁ ଡରନ୍ତି  ବୋଲି।  

‘ଅଭ୍ୟାସରେ ପଡ଼ିଗଲାଣି ଟ୍ରାଜେଡି’

‘ଅଭ୍ୟାସରେ ପଡ଼ିଗଲାଣି ଟ୍ରାଜେଡି’

କେବେ ଦିନେ ସେ ଘରୁ ଲୁଚି ଚାଲି ଆସିଥିଲେ। ଉଦ୍ଦେଶ୍ୟ ଥିଲା, କିଛିଦିନ ଏକା ରହିବେ। ମନକୁ ଟିକିଏ ଶାନ୍ତି ମିଳିବ। ହେଲେ ଥରୁଟେ ଏକଥା ଭାବି ନ ଥିଲେ ଯେ, ଲୁଚିବାକୁ ଆସି ସେ ସାରା ଓଡ଼ିଶାବାସୀଙ୍କ ନିକଟରେ ଧରା ପଡ଼ିଯିବେ।

ପାକିସ୍ତାନ ବିରୋଧରେ କଠୋର

ପାକିସ୍ତାନ ବିରୋଧରେ କଠୋର

ମୁମ୍ବାଇ: ପାକିସ୍ତାନ ବିରୋଧରେ କଠୋର ଆଭିମୁଖ୍ୟ ଆବଶ୍ୟକ ବୋଲି ଜାତୀୟ ପୁରସ୍କାରପ୍ରାପ୍ତ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ପ୍ରକାଶ କରିଛନ୍ତି। 

ଶ୍ରୀଦେବୀଙ୍କ ଶାଢ଼ି ନିଲାମ

ଶ୍ରୀଦେବୀଙ୍କ ଶାଢ଼ି ନିଲାମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରୀଦେବୀଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ୨୪ ତାରିଖରେ ପାଳିତ ହେଉଥିବା ବେଳେ ତାଙ୍କ ମନପସନ୍ଦର ଏକ ଶାଢ଼ିର ଅନଲାଇନ୍‌ ନିଲାମ ଆରମ୍ଭ ହୋଇଛି। 

ଭାବୁକ ହେଲେ ଆଲିଆ ଭଟ୍ଟ

ଭାବୁକ ହେଲେ ଆଲିଆ ଭଟ୍ଟ

ନୂଆଦିଲ୍ଲୀ,୨୩।୨: ଭାବୁକ ହେଲେ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋସିଆଲ ମିଡିଆରେ ଆଲିଆଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। 

କ୍ୟାରିୟର ଆରମ୍ଭରୁ ବିବାହ ନିଷ୍ପତ୍ତି ଭୁଲ ଥିଲା: ଭାଗ୍ୟଶ୍ରୀ

କ୍ୟାରିୟର ଆରମ୍ଭରୁ ବିବାହ ନିଷ୍ପତ୍ତି ଭୁଲ ଥିଲା: ଭାଗ୍ୟଶ୍ରୀ

ବଲିଉଡ୍‌ର ଲାସ୍ୟମୟୀ ଅଭିନେତ୍ରୀ ଭାଗ୍ୟଶ୍ରୀ। ସଲ୍‌ମାନ୍‌ ଖଁାଙ୍କ ସହିତ ଫିଲ୍ମ ‘ମୈନେ ପ୍ୟାର୍‌ କିୟା’ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଏହି ଅଭିନେତ୍ରୀ ପ୍ରଥମରୁ ହିଁ ଚର୍ଚ୍ଚିତ ହୋଇଯାଇଥିଲେ। ଫେବୃୟାରୀ ୨୩, ୧୯୬୯ରେ ମହାରାଷ୍ଟ୍ରର ସାଙ୍ଗଲୀ ପଟଓ୍ବର୍ଦ୍ଧନ ରାଜ ପରିବାରରେ ଜନ୍ମଗ୍ରହଣ କରିଥିବା ଭାଗ୍ୟଶ୍ରୀ। ଇତିମଧ୍ୟରେ ୫୦ ବର୍ଷରେ ପଦାର୍ପଣ କରିଛନ୍ତି। 

ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଭାଇରାଲ ହେଉଛି ଶ୍ରୀଦେବୀଙ୍କ ଫଟୋ

ଶ୍ରାଦ୍ଧବାର୍ଷିକୀ ପୂର୍ବରୁ ଭାଇରାଲ ହେଉଛି ଶ୍ରୀଦେବୀଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଶ୍ରୀଦେବୀଙ୍କ ଶ୍ରାଦ୍ଧବାର୍ଷିକୀ ପାଖେଇ ଆସୁଥିବା ବେଳେ ଏବେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହା ତାଙ୍କ ପ୍ରଶଂସକଙ୍କ ମନରେ ତାଙ୍କର  ଉପସ୍ଥିତିକୁ ପୁଣି ଥରେ ତାଜା କରି ଦେଉଛି।