ଜାତୀୟ |

ସାଟେଲାଇଟ୍‌ ଫୋନ୍‌ ସହ ୨ ସୌଦି ଆରବ ନାଗରିକ ଗିରଫ

ସାଟେଲାଇଟ୍‌ ଫୋନ୍‌ ସହ ୨ ସୌଦି ଆରବ ନାଗରିକ ଗିରଫ
ଜେସଲମେର,୨୬।୧: ଗଣତନ୍ତ୍ର ଦିବସ ପୂର୍ବରୁ ଗୁରୁବାର ବିଳମ୍ବିତ ରାତିରେ ରାଜସ୍ଥାନର ପୋଖରଣରୁ ୨ ସନ୍ଦିଗ୍ଧ ସୌଦି ନାଗରିକଙ୍କୁ ଗିରଫ କରାଯାଇଛି। ସୁରକ୍ଷା ଏଜେନ୍ସି, ମିଲିଟାରୀ ଇଣ୍ଟେଲିଜେନ୍ସ ଏବଂ ପୋଲିସର ମିଳିତ ଅଭିଯାନରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ନାଗରିକଙ୍କ ନିକଟରୁ ସାଟେଲାଇଟ୍‌ ଫୋନ୍‌ ଜବତ କରାଯାଇଛି। ସୌଦି ଆରବର ଏହି ୨ ନାଗରିକଙ୍କୁ ଅଲ ସଭାନ ତଲାଲ ମହମ୍ମଦ ଏବଂ ଅଲ ସମରା ମୌଜିଦ୍‌ ଅବଦୁଲ୍‌ ଭାବେ ଚିହ୍ନଟ କରାଯାଇଛି। ଏମାନଙ୍କ ସହ ହାଇଦ୍ରାବାଦର ଅନ୍ୟ ଜଣେ ସନ୍ଦିଗ୍ଧ ମଧ୍ୟ ଗିରଫ ହୋଇଛନ୍ତି। ସୁରକ୍ଷା ଏଜେନ୍ସି ଏମାନଙ୍କୁ ଅଧିକ ପଚରା ଉଚରା ଜାରି ରଖିଛି।
All Right Reserved By

ଜାତୀୟ |

ସ୍କୁଲ ବସ୍‌ ଦୁର୍ଘଟଣା: ୧୪ ଆହତ

ସ୍କୁଲ ବସ୍‌ ଦୁର୍ଘଟଣା: ୧୪ ଆହତ

ନୂଆଦିଲ୍ଲୀ,୧୭।୧୧: ପାଖାପାଖି ୩୦ ଜଣ ଛାତ୍ରୀଛାତ୍ରଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଶନିବାର ସକାଳେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ନଏଡାର ରଜନିଗନ୍ଧା ଚୌକ ଅଣ୍ଡରପାସ୍‌ ନିକଟରେ ଘଟିଛି ଏହି ଦୁର୍ଘଟଣା।

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ବସ୍‌କୁ ଧକ୍କା ଦେଲା ଟ୍ରକ୍‌: ୬ ମୃତ

ଥିରୁଭାନନ୍ତପୁରମ,୧୭।୧୧: କର୍ନାଟକର ହୁବୁଳିଠାରେ  ଶନିବାର ସକାଳେ ଏକ ମର୍ନ୍ତନ୍ତୁଦ ସଡ଼କ ଦୁର୍ଘଟଣାରେ ଅତିକମ୍‌ରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଯାତ୍ରୀବାହୀ ବସ୍‌କୁ ଏକ ମାଲ ବୋଝେଇ ଟ୍ରକ୍‌ ହୁବଳିଠାରେ ଜାତୀୟ ରାଜପଥ ୬୩ରେ ଧକ୍କା ଦେଇଥିଲା।

ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ଜମ୍ମୁ-କଶ୍ମୀର ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭ

ରାଜୌରି,୧୭।୧୧: ଜମ୍ମୁ-କଶ୍ମୀରରେ ପଞ୍ଚାୟତ ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ  ଶନିବାର ସକାଳେ ଆରମ୍ଭ ହୋଇଛି। ଶୀତ ଆରମ୍ଭ ହୋଇ ଯାଇଥିବାରୁ ଖୁବ୍‌ କମ୍‌ ସଂଖ୍ୟକ ଲୋକ ବୁଥ୍‌କୁ ଆସିଥିବା ଦେଖିବାକୁ ମିଳିଛି। 

ଠେଲା ଗାଡ଼ିରେ ସିସିଟିଭି କ୍ୟାମେରା

ଠେଲା ଗାଡ଼ିରେ ସିସିଟିଭି କ୍ୟାମେରା

ପାଟନା,୧୭।୧୧: ଧନୀ ଲୋକଙ୍କ ଘର ବାହାରେ, ମଲ୍‌ରେ, ବଡ ବଡ ଦୋକାନରେ ଅବା ଟ୍ରାଫିକ୍‌ ପୋଷ୍ଟରେ ସିସିଟିଭି କ୍ୟାମେରା ଲାଗିଥିବା ଅନେକଙ୍କ ନଜରକୁ ଆସିଥିବା। 

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ବିନା ବସ୍ତ୍ରରେ ସେଲ୍‌ଫି ନେଉଥିବା କିନ୍ନର ଗିରଫ

ନୂଆଦିଲ୍ଲୀ,୧୭।୧୧: ରାଜଧାନୀ ଦିଲ୍ଲୀର ସିଗନେଚର୍‌ ବ୍ରିଜ୍‌ ଏବେ ଏକ ସେଲ୍‌ଫି ପଏଣ୍ଟ ପାଲଟି ଯାଇଛି। ବିପଦପୂର୍ଣ୍ଣ ଭାବେ ଏଠି ଅନେକ ଲୋକ ସେଲ୍‌ଫି ନେଉଥିବା ଖବର ସାମ୍ନାକୁ ଆସୁଛି।

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ପତ୍ନୀଙ୍କ ବିଧବା ଭତ୍ତା ମେସେଜ୍‌ ଦେଖି ଚମକି ପଡିଲେ ଜୀବିତ ସ୍ବାମୀ

ସୀତାପୁର,୧୭।୧୧: ଉତ୍ତର ପ୍ରଦେଶ ସୀତାପୁର ଜିଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। ଏଠାରେ ପ୍ରାୟ ୨୨ ଜଣ ମହିଳାଙ୍କ ସ୍ବାମୀ ଜୀବିତ ଥିବା ବେଳେ ସେମାନେ କିନ୍ତୁ ନେଉଛନ୍ତି ବିଧବା ଭତ୍ତା। 

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ରାଜସ୍ଥାନ ନିର୍ବାଚନ: କଂଗ୍ରେସର ୧୫୨ ଜଣିଅା ପ୍ରାର୍ଥୀ ତାଲିକା ପ୍ରକାଶ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- ରାଜସ୍ଥାନରେ ଦୁଇ ଶହ ବିଧାନସଭା ଅାସନରେ ଡିସେମ୍ବର ୭ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ କଂଗ୍ରେସ ଏବେସୁଦ୍ଧା ୧୫୨ ଜଣଙ୍କ ନାମରେ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । 

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ଏମପିରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ରାଲି: ଟାର୍ଗେଟରେ କଂଗ୍ରେସ

ନୂଅାଦିଲ୍ଲୀ,୧୬। ୧୧(ପିଟିଅାଇ)- କେଉଁ ଦୋଷ ଯୋଗୁଁ କଂଗ୍ରେସ ରାଜମାତାଙ୍କୁ ୧୯ ମାସ ପଯର୍ୟନ୍ତ ଜେଲରେ ରଖିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ଗ୍ବାଲିୟରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ପ୍ରଶ୍ନ କରିଛନ୍ତି।  ସେ କହିଥିଲେ ଯେ ଗୋଟିଏ ସମୟରେ ମଧ୍ୟପ୍ରଦେଶ ଏକ ଦୁର୍ବଳ ରୁଗ୍ଣ ରାଜ୍ୟରେ ଗଣତି ହେଉଥିଲା ଏବେ ୧୫ ବର୍ଷ ଭାଜପା ସରକାର କରିବା ପରେ ଏମପି ନାମର ଅର୍ଥ ମଧ୍ୟ ବଦଳିଗଲା। 

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ଚାଇନା ଯୁବକଙ୍କୁ ପସନ୍ଦ ବଲିଉଡ୍‌ ମୁଭି, ଦାର୍ଜିଲିଂ ଚା’

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀରେ ଆୟୋଜିତ ‘ଚାଇନା-ଇଣ୍ଡିଆ ୟୁଥ ଡାଏଲଗ’ରେ ଯୋଗ ଦେଇଛନ୍ତି ଭାରତରେ ଥିବା ଚାଇନା ରାଷ୍ଟ୍ରଦୂତ ଲୋ ଝାଓହୁଇ। ଏହି ଅବସରରେ ସେ ଚାଇନା ଯୁବକମାନଙ୍କର ପସନ୍ଦକୁ ନେଇ କିଛି କଥା ଆଲୋଚନା କରିଛନ୍ତି। 

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

‘ଗାଜା’ ପ୍ରଭାବିତଙ୍କ ଲାଗି ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସଲେମ,୧୬।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଶୁକ୍ରବାର ତାମିଲନାଡୁ ଉପକୂଳରେ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ପାଖାପଖି ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକେ ଆହତ ହୋଇଥିବା ସୂଚନା ମିଳିଛି।

ବିରୋଧୀ ଆସନରେ ବସିବୁ -ମାୟାବତୀ

ବିରୋଧୀ ଆସନରେ ବସିବୁ -ମାୟାବତୀ

ରାୟପୁର,୧୬।୧୧(ପିଟିଆଇ)- ଛତିଶଗଡରେ କଂଗ୍ରେସ କିମ୍ବା ଭାଜପାର କୌଣସି ଗଠ ବନ୍ଧନରେ ସାମିଲ ହେବା ଅପେକ୍ଷା ସେ ବିରୋଧୀ ଆସନରେ ବସିବାକୁ ଅଧିକ ପସନ୍ଦ କରିବେ ବୋଲି ବିଏସ୍‌ପି ନେତ୍ରୀ ମାୟାବତୀ କହିଛନ୍ତି।

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

୩ ଜଣ ବାନ୍ଧବୀଙ୍କ ଡିମାଣ୍ଡ ପୂରଣ କରୁ କରୁ ପ୍ରେମିକ ପହଞ୍ଚିଲେ ଜେଲ

ନୂଆଦିଲ୍ଲୀ,୧୬।୧୧: ରାଜଧାନୀ ଦିଲ୍ଲୀର ଗୋବିନ୍ଦପୁରୀ ଅଞ୍ଚଳରେ ରହୁଥିବା ରୋହନ୍‌ ଗିଲ(ସନ୍ନି) ଏବେ ଜେଲର ଚାରିକାନ୍ଥ ଭିତରେ। ୩ ଜଣ ବାନ୍ଧବୀଙ୍କୁ ଖୁସି କରିବାକୁ ଯାଇ ତାଙ୍କୁ ଏବେ ଜେଲ ଯିବାକୁ ପଡିଛି।