ଜାତୀୟ |

ପରଦାରେ ‘ପଦ୍ମାବତ୍‌’, ସଡ଼କରେ କର୍ନିସେନା

ପରଦାରେ ‘ପଦ୍ମାବତ୍‌’, ସଡ଼କରେ କର୍ନିସେନା

ନୂଆଦିଲ୍ଲୀ,୨୫।୧: ବହୁ ବାଦବିବାଦ ମଧ୍ୟରେ ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ପଦ୍ମାବତ୍‌’ ଗୁରୁବାର ସାରା ଦେଶରେ ରିଲିଜ୍‌ ହୋଇଛି। ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷା ସମେତ ଫିଲ୍ମଟି ପାଖାପାଖି ୭ହଜାର ସ୍କ୍ରିନରେ ରିଲିଜ୍‌ କରାଯାଇଛି। ଗୋଟିଏ ପଟେ ସିନେମା ହଲ୍‌ରେ ପଦ୍ମାବତ୍‌ ଚାଲୁଥିବା ବେଳେ ଅନ୍ୟପଟେ କିଛି ରାଜ୍ୟରେ କର୍ନିସେନାଙ୍କ ବିରୋଧ ଥମିନାହିଁ। ରାଜରାସ୍ତାରେ ଭଙ୍ଗାରୁଜା, ପୋଡାଜଳା ଦେଖିବାକୁ ମିଳିଛି। ଭୋପାଳରେ ସିନେମାହଲ୍‌ ସମ୍ମୁଖରେ ପୋଡାଜଳା କରୁଥିବା ବେଳେ କେତେକ ଲୋକଙ୍କୁ ପୋଲିସ ଗିରଫ କରିଛି। ଗୁରୁଗ୍ରାମରେ ସ୍କୁଲ ବସ୍‌ ଉପରକୁ କର୍ନିସେନାଙ୍କ ଆକ୍ରମଣ ଘଟଣାକୁ ନିନ୍ଦା କରାଯିବା ସହ ସେଠାକାର ସ୍କୁଲଗୁଡିକୁ ବନ୍ଦ କରି ଦିଆଯାଇଛି। ସେହିପରି ହାଇଦ୍ରାବାଦରେ ବିରୋଧ ପ୍ରଦର୍ଶନ ସମୟରେ ୪୮ ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଗୋଆ ସିନେମା ହଲ୍‌ ମାଲିକମାନେ ଫିଲ୍ମକୁ ରିଲିଜ୍‌ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବିହାରର ପାଟନାକୁ ଛାଡି ବାକି ସମସ୍ତ ଅଞ୍ଚଳରେ ଫିଲ୍ମ ରିଲିଜ୍‌ ହୋଇଛି।

All Right Reserved By

ଜାତୀୟ |

୧୦ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ

୧୦ ସନ୍ଦିଗ୍ଧ ବାଂଲାଦେଶୀ ଗିରଫ

ପୋର୍ଟ ବ୍ଲେଆର,୧୪।୮: ଉତ୍ତର ଆଣ୍ଡାମାନର ଦିଗଲିପୁର ଅଞ୍ଚଳରୁ ୧୦ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି। ସେମାନେ ଭାରତରେ ଅନେକ ଦିନ ଧରି ରହିଆସୁଥିଲେ। 

ଷ୍ଟାଲିନ ନେଇପାରିବେ ଦଳର ନେତୃତ୍ୱ: ସୁବ୍ରମଣ୍ୟମ ସ୍ବାମୀ

ଷ୍ଟାଲିନ ନେଇପାରିବେ ଦଳର ନେତୃତ୍ୱ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୧୪।୮: ଡିଏମ୍‌କେ ମୁଖ୍ୟ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ମୁଖିଆ ଆସନକୁ  ନେଇ ଟଣାଓଟରା ଚାଲିଛି। ମଙ୍ଗଳବାର ଦଳର ଏକ କାଉନ୍‌ସିଲ ବୈଠକ ବସିଥିବା ବେଳେ ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ ମନ୍ତବ୍ୟକୁ ନେଇ ରାଜନୀତି ସରଗରମ ହୋଇଛି। 

ପୋଲିସ ଭ୍ୟାନ୍‌ରେ ପ୍ରସବ କଲେ ମହିଳା

ପୋଲିସ ଭ୍ୟାନ୍‌ରେ ପ୍ରସବ କଲେ ମହିଳା

ନୂଆଦିଲ୍ଲୀ,୧୪।୮: ପୋଲିସ ଭ୍ୟାନ୍‌ରେ ଜଣେମହିଳା ପ୍ରସବ କରିଛନ୍ତି। ଦିଲ୍ଲୀର ବୁରାଡ଼ିର ଏକ ପୋଲିସ ଭ୍ୟାନ୍‌କୁ ସତ୍ୟା ବିହାରରେ ରହୁଥିବା ଜଣେ ମହିଳା ସହାୟତା ଲାଗି ଫୋନ୍‌ କରିଥିଲେ।

ସ୍ଥିର ନୁହନ୍ତି ସିଦ୍ଧୁ: ସୁବ୍ରମଣ୍ୟମ ସ୍ବାମୀ

ସ୍ଥିର ନୁହନ୍ତି ସିଦ୍ଧୁ: ସୁବ୍ରମଣ୍ୟମ ସ୍ବାମୀ

ନୂଆଦିଲ୍ଲୀ,୧୪।୮: ପଞ୍ଜାବ ସରକାରରେ ମନ୍ତ୍ରୀପଦ ସମ୍ଭାଳିଥିବା ତଥା ଭାରତର ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି ଭାଜପା ନେତା ସୁବ୍ରମଣ୍ୟମ ସ୍ବାମୀ। 

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୪।୮:  ଅଗଷ୍ଟ ୧୪ରେ ପାକିସ୍ତାନ ପାଳନ କରିଛି ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।

ଡୋକଲାମ ପରେ ଲଦାଖରେ ଚାଇନା ସେନା

ଡୋକଲାମ ପରେ ଲଦାଖରେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୧୪।୮: ଭାରତ ଚାଇନା ମଧ୍ୟରେ ପୁଣି ଥରେ ସୀମା ବିବାଦ ମୁଣ୍ଡ ଟେକିଛି। ଡୋକଲାମ ପରେ ଏବେ ଲଦାଖରେ ଚାଇନା ସେନା ପ୍ରବେଶ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଛି। 

ପ୍ରତିଶୋଧ ନେଲା ଭାରତ: ନିୟନ୍ତ୍ରଣ ରେଖାଠାରେ ୨ ପାକିସ୍ତାନୀ ସୈନ୍ୟ ନିହତ

ପ୍ରତିଶୋଧ ନେଲା ଭାରତ: ନିୟନ୍ତ୍ରଣ ରେଖାଠାରେ ୨ ପାକିସ୍ତାନୀ ସୈନ୍ୟ ନିହତ

ଶ୍ରୀନଗର,୧୪।୮:  ଭାରତୀୟ ସେନା ୨୪ ଘଣ୍ଟା ମଧ୍ୟରେ ଶହୀଦ ଯବାନଙ୍କ ପ୍ରତିଶୋଧ ନେଇଛି। କୁପଓ୍ବାରା ତଙ୍ଗଧାର ଅଞ୍ଚଳରେ ମଙ୍ଗଳବାର ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।

ଅନର କିଲିଂ: ଝିଅକୁ ଜହର ଦେଲେ ବାପା

ଅନର କିଲିଂ: ଝିଅକୁ ଜହର ଦେଲେ ବାପା

ମୁଜାଫରନଗର,୧୪।୮: ସଚେତନତା ସତ୍ତ୍ୱେ ଅନର କିଲିଂ ଘଟଣା ଘଟିବାରେ ଲାଗିଛି। ଉତ୍ତରପ୍ରଦେଶ ଭୋପା ଥାନା ଅନ୍ତର୍ଗତ ଶୁକରତାଲ ଅଞ୍ଚଳରେ ଘଟିଛି ଏକ ଅଘଟଣ। 

ଫିଲ୍ମରେ ଦେଶପ୍ରେମ

ଫିଲ୍ମରେ ଦେଶପ୍ରେମ

ନୂଆଦିଲ୍ଲୀ, ୧୪।୮: ଭାରତୀୟ ସ୍ବାଧୀନତା ସଂଗ୍ରାମର କାହାଣୀ ଓ ଘଟଣାବଳୀ ଜନସାଧାରଣଙ୍କ ଭାବପ୍ରବଣତାରେ ମିଶିଯାଇଛି କହିଲେ ଅତ୍ୟୁକ୍ତି ହେବନାହିଁ। ଲୋକଙ୍କ ଦେଶପ୍ରେମ ଭାବପ୍ରବଣତାକୁ ଦୃଷ୍ଟିରେ ରଖି ଅନେକ ହିନ୍ଦୀ ଚଳଚ୍ଚିତ୍ର ନିର୍ମିତ ହୋଇଛି। 

ସ୍ବାଧୀନତା ଦିବସରେ ମୋଦିଙ୍କ ଭେଟି

ସ୍ବାଧୀନତା ଦିବସରେ ମୋଦିଙ୍କ ଭେଟି

ନୂଆଦିଲ୍ଲୀ,୧୪।୮: ସ୍ବାଧୀନତା ଦବିସ ଅବସରରେ ଆସନ୍ତା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବଛାବଛା ଜିଲା ହସ୍ପିଟାଲରେ ଆୟୁଷ୍ମାନ ଭାରତ ପାଇଲଟ୍‌ ପ୍ରୋଜେକ୍ଟ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। 

ଡ୍ରଗ୍ସ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ମାଓବାଦୀଙ୍କ ହାତ ସନ୍ଦେହ

ଡ୍ରଗ୍ସ୍‌ ର଼୍ୟାକେଟ୍‌ର ପର୍ଦ୍ଦାଫାଶ: ମାଓବାଦୀଙ୍କ ହାତ ସନ୍ଦେହ

ନୂଆଦିଲ୍ଲୀ, ୧୪।୮:  ଦିଲ୍ଲୀ ପୋଲିସ୍‌ ଏକ ବଡ଼ ଡ୍ରଗ୍ସ୍‌ ର଼୍ୟାକେଟର ପର୍ଦ୍ଦଫାଶ୍‌ କରିଛି। ଝାଡ଼ଖଣ୍ଡର ମାଓବାଦୀ ଅଧ୍ୟୁଷିତ ଅଞ୍ଚଳରୁ ଏହି ଡ୍ରଗ୍ସ୍‌ ଦିଲ୍ଲୀ ସପ୍ଲାଏ ହେଉଥିବା ପୋଲିସ ଜାଣିପାରିଛି। 

କିଏ ହେବ ଡିଏମ୍‌କେର ଉତ୍ତରାଧିକାରୀ

କିଏ ହେବ ଡିଏମ୍‌କେର ଉତ୍ତରାଧିକାରୀ

ନୂଆଦିଲ୍ଲୀ,୧୪।୮: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ମୃତ୍ୟୁକୁ ୧ ସପ୍ତାହ ବିତି ଯାଇଛି। ହେଲେ ତାଙ୍କ ପରେ କିଏ ଡିଏମ୍‌କେ ଭାର ସମ୍ଭାଳିବ ତାକୁ ନେଇ ଚାଲିଛି ଟଣାଓଟରା। 

Model This Week

ଯସ୍ମିନ୍