ମେଟ୍ରୋ |

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ
ପୁରୀ ଅଫିସ, ୨୩।୧: ପୁରୀ ଜିଲା ମାଖନଲାଲ ହାଲ୍‌ଦାର ସ୍ମୃତି ସମିତି ପକ୍ଷରୁ ଭିଆଇପି ରୋଡ ନେତାଜୀ ଛକଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ମନେରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ। ନେତାଜୀ ଆମପାଇଁ ଆଦର୍ଶ ହୋଇ ରହିଛନ୍ତି ଓ ରହିବେ। ତାଙ୍କ ବାଣୀ, ଦେଶସେବା, ବଳିଦାନ, ତ୍ୟାଗକୁ ଅନୁସରଣ କରିପାରିଲେ ଏହା ତାଙ୍କ ପାଇଁ ଶ୍ରେଷ୍ଠ ସ୍ମୃତିଚାରଣ ହେବ ବୋଲି ଜିଲାପାଳ ମଧ୍ୟ କହିଥିଲେ। ସମିତି ସଭାପତି ଦିବାକର ତ୍ରିପାଠୀଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ଅନାମ ଚରଣ ସାହୁ, ପ୍ରତିମା ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।
All Right Reserved By

ମେଟ୍ରୋ |

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ଅସାବଧାନତାରୁ ବ୍ୟକ୍ତିଙ୍କ ମୃତ୍ୟୁ

ବଳଙ୍ଗା,୨୦।୩(ଡି.ଏନ୍‌.ଏ.): ବଳଙ୍ଗା ଥାନା ଅନ୍ତର୍ଗତ ସାଇଁଶଶାସନ ପଞ୍ଚାୟତ ଭଗବତୀପୁର ଗ୍ରାମର ଶରତ କୁମାର ରଥ (ଟୁଟୁ) ୫୨ ବର୍ଷ ଧାନକଳ ଚଳାଉ ଥିବାବେଳେ  ଅସାବଧାନତା ବଶତଃ କଳ ଫିତାରେ ହାତ ଏବଂ ମୁଣ୍ଡ ପଶିଯାଇଥିଲା।

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ଜେସିବି ମେଶିନ ପୋଡ଼ିଲେ ଦୁର୍ବୃତ୍ତ

ବାଲିଅନ୍ତା,୨୦।୩(ଡି.ଏନ୍‌.ଏ.):  ବାଲିଅନ୍ତା ଥାନା ଅଧୀନ ବେଣୁପୁର ମୌଜା ବିଲଗହୀରରେ ମାଟି ଖୋଳା କାର୍ଯ୍ୟରେ ନିୟୋଜିତ ଥିବା ଏକ ଜେସିବି ମେଶିନକୁ ମଙ୍ଗଳବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। 

ଶୋଭାଯାତ୍ରାରେ ସଚେତନତା

ଶୋଭାଯାତ୍ରାରେ ସଚେତନତା

ଚୌଦ୍ୱାର, ୨୦ା୩ (ଡି.ଏନ୍‌.ଏ.): ଜଳ ସଞ୍ଚୟ ପାଇଁ ସଚେତନ କରିବା ଉଦ୍ଦେଶ୍ୟରେ ଚୌଦ୍ୱାର କଲେଜ ଏନ୍‌ସିସି କ୍ୟାଡେଟ୍‌ମାନଙ୍କ ଦ୍ୱାରା ଏକ ସଚେତନତା ଶୋଭାଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି।

ବାଦାମବାଡି ଷ୍ଟାଣ୍ଡରୁ ଚୋରି ବସ୍‌ ଖୋର୍ଦ୍ଧାରୁ ଉଦ୍ଧାର

ବାଦାମବାଡି ଷ୍ଟାଣ୍ଡରୁ ଚୋରି ବସ୍‌ ଖୋର୍ଦ୍ଧାରୁ ଉଦ୍ଧାର

କଟକ ଅଫିସ,୨୦ା୩: ବାଦାମବାଡି ଷ୍ଟାଣ୍ଡରୁ ମଙ୍ଗଳବାର ବିଳମ୍ବିତ ରାତିରେ ଡଲ୍‌ ନାମକ ଏକ ଯାତ୍ରିବାହୀ ବସ୍‌(ଓଆର୦୪ଡି-୫୪୦୪) ଚୋରି ହୋଇଥିଲା। 

ଚାଲିଲା ଭସାପୋଲ, ଦୂର ହେଉନି ଯାତ୍ରୀଙ୍କ ସମସ୍ୟା, ୪ ଚକିଆ, ୩ ଚକିଆକୁ ଅନୁମତି ନାହିଁ

ଚାଲିଲା ଭସାପୋଲ, ଦୂର ହେଉନି ଯାତ୍ରୀଙ୍କ ସମସ୍ୟା, ୪ ଚକିଆ, ୩ ଚକିଆକୁ ଅନୁମତି ନାହିଁ

କୃଷ୍ଣପ୍ରସାଦ,୨୦ା୩(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦାଠାରୁ ସାତପଡ଼ା ପର୍ଯ୍ୟନ୍ତ ଚିଲିକାରେ ଯାତାୟତ କରୁଥିବା ଭସାପୋଲ ୩ ମାସ ବନ୍ଦ ରହିବା ପରେ ମାର୍ଚ୍ଚ ୧୧ ତାରିଖଠାରୁ ପୁଣି ଚାଲିଛି।

ଦୋଳ ନାଗାଯାତ ପାଇଁ ବିଭିନ୍ନ ଗ୍ରାମ ଉତ୍ସବମୁଖର

ଦୋଳ ନାଗାଯାତ ପାଇଁ ବିଭିନ୍ନ ଗ୍ରାମ ଉତ୍ସବମୁଖର

ସାକ୍ଷୀଗୋପାଳ,୨୦।୩(ଡି.ଏନ୍‌.ଏ.) : ସାକ୍ଷୀଗୋପାଳର ବିଭିନ୍ନ ଗ୍ରାମାଞ୍ଚଳରେ ଦୋଳଯାତ୍ରା ଓ ନାଗାଯାତକୁ ନେଇ ଗ୍ରାମଗୁଡିକ ବେଶ୍‌ ଉତ୍ସବମୁଖର ହୋଇଉଠିଛି। 

ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁର୍ଘଟଣା: ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀ ମୃତ

ବରମୁଣ୍ଡା ଓଭର ବ୍ରିଜ ଉପରେ ଦୁର୍ଘଟଣା: ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀ ମୃତ

ପାତ୍ରପଡା, ୨୦। ୩( ଡି.ଏନ.ଏ.): ବରମୁଣ୍ଡା ଓଭର ବ୍ରିଜ୍‌ ଉପରେ ବୁଧବାର ଅଜଣାଗାଡି ଧକ୍କାରେ ସ୍ବାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। 

ସଭାମଣ୍ଡପରେ ହରିହର ଭେଟ ଉତ୍ସବ

ସଭାମଣ୍ଡପରେ ହରିହର ଭେଟ ଉତ୍ସବ

କାକଟପୁର, ୨୦।୩(ଡି.ଏନ୍‌.ଏ.): ଦୋଳ ଉତ୍ସବ ପାଇଁ ସମଗ୍ର ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇପଡ଼ିଛି। ଠାକୁରମାନେ ସ୍ବ ସ୍ବ ବିମାନରେ ଗଁ। ଗଁ। ବୁଲି ଚାଚେରୀ ଭୋଗ ଖାଉଛନ୍ତି।

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭାଜପାରେ ମିଶିଲେ ପୂର୍ବତନ ବିଧାୟକ କେ. ନାରାୟଣ ରାଓ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଜପତି ଜିଲା ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ବୁଧବାର ଭାଜପାରେ ମିଶିଛନ୍ତି। ଭୁବନେଶ୍ୱର ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ଭାଜପାର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ବିଧିବଦ୍ଧଭାବେ ଭାଜପାରେ ଯୋଗ ଦେଇଛନ୍ତି। 

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ନେତା ଦଳ ଛାଡ଼ିବା ନେଇ ମତ ରଖିଲେ ଅରୁଣ: ବିଜେଡି ବଡ଼ ପରିବାର, କିଛି ଅସୁଖୀ ହେବା ସ୍ବାଭାବିକ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ବିଜେଡି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପରେ ଦଳର ବହୁ ଆଶାୟୀ ନେତା ଏବେ ଭାଜପା ଓ କଂଗ୍ରେସମୁହାଁ। ଏପରିକି ଟିକେଟ ବଣ୍ଟନକୁ ନେଇ ଦଳରେ ଅସନ୍ତୋଷ ଲାଗି ରହିଛି। ଏହାକୁ ନେଇ ବୁଧବାର ମତ ରଖିଛନ୍ତି ବିଜେଡି ମୁଖପାତ୍ର ଅରୁଣ ସାହୁ। 

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭାଜପାମୁହାଁ ବିଜେଡି ନେତା: ଦଳ ଛାଡ଼ିଲେ ପୂର୍ଣ୍ଣଚନ୍ଦ୍ର, ପ୍ରତ୍ୟୁଷା

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ନ ପାଇ ବିଜେଡିର ଗୋଟିଏ ପରେ ଗୋଟିଏ ବିଧାୟକ ତଥା ନେତା ଭାଜପାମୁହାଁ ହେବାରେ ଲାଗିଛନ୍ତି। ବୁଧବାର ଢେଙ୍କାନାଳ ବିଧାୟକ ନବୀନ ନନ୍ଦ କଂଗ୍ରେସରେ ଯୋଗ ଦେବା ପରେ ପୁଣି ୨ଜଣ ବିଜେଡି ନେତା ଦଳ ଛାଡ଼ିଛନ୍ତି। 

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ସସ୍ମିତ୍‌ଙ୍କ ତେର୍ଚ୍ଛାବାଣ: ବିଜେଡିର ନାମାଙ୍କନ ହେଲାଣି, ଭାଜପାର ଅଙ୍କକଷା ସରୁନି

ଭୁବନେଶ୍ୱର,୨୦।୩(ବ୍ୟୁରୋ): ୨୦୧୯ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିରୋଧୀ ଦଳଗୁଡ଼ିକୁ ପରସ୍ପରକୁ ସେତିକି କଟାକ୍ଷ କରୁଛନ୍ତିି। ଏହି କ୍ରମରେ ବୁଧବାର ଭାଜପାକୁ ତେର୍ଚ୍ଛାବାଣ ମାରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା