ରାଜ୍ୟ |

ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମଙ୍ଗଳବାର ସୂଚନା ଦେଇଛନ୍ତି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି। ଦଳ ପକ୍ଷରୁ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି।
All Right Reserved By

ରାଜ୍ୟ |

ପିଡବ୍ଲୁଡି କାର୍ଯ୍ୟାଳୟ ପରିସରରୁ ଏକ ଲକ୍ଷ ଲୁଟ: ପୋଲିସ ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା

ପିଡବ୍ଲୁଡି କାର୍ଯ୍ୟାଳୟ ପରିସରରୁ ଏକ ଲକ୍ଷ ଲୁଟ: ପୋଲିସ ବିଳମ୍ବରେ ପହଞ୍ଚିବାରୁ ଉତ୍ତେଜନା

ବାରିପଦା ଅଫିସ,୧୮।୮: ବାରିପଦା ସହର ଜନଗହଳପୂର୍ଣ୍ଣ ଅଞ୍ଚଳ ତଥା କଚେରୀ ରୋଡ୍‌ସ୍ଥିତ ପିଡବ୍ଲୁଡି କାର୍ଯ୍ୟାଳୟ ପରିସରରୁ ଶନିବାର ଲୁଟ ହୋଇଛି। 

ଟ୍ରକ୍‌ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ: ରାଜ୍ୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ଟ୍ରକ୍‌ ଧକ୍କାରେ ଛାତ୍ରୀଙ୍କ ମୃତ୍ୟୁ: ରାଜ୍ୟ ରାଜପଥ ଅବରୋଧ କଲେ ଅଞ୍ଚଳବାସୀ

ବଣାଇଁ ,୧୯।୮(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇ ଉପଖଣ୍ଡର ମହୁଲପଦା ଥାନା ଅନ୍ତର୍ଗତ ସିହିଡିଅlଠାରେ ଶନିବାର ସକାଳେ ଏକ ଟ୍ରକ ଧକ୍କାରେ ଜଣେ ଛାତ୍ରୀ ଙ୍କ ମୃତ୍ୟୁ ଘଟିଛି। ଉକ୍ତ ଛାତ୍ରୀଜଣକ ହେଲେ ରଶ୍ମି ଗିରି (୧୪)। 

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି: ଉତ୍ତେଜନା ଯୋଗୁ ପୋଲିସ ମୁତୟନ

ଭଦ୍ରକ କଲେଜରେ ଛାତ୍ର ଅଶାନ୍ତି: ଉତ୍ତେଜନା ଯୋଗୁ ପୋଲିସ ମୁତୟନ

ଭଦ୍ରକ ଅଫିସ,୧୮।୮: ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟରେ ଶନିବାର ଛାତ୍ର ଅଶାନ୍ତି ଦେଖାଦେଇଛି। ଉତ୍ତେଜନାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ପରିସରରେ ପୋଲିସ ମୁତୟନ ହୋଇଛନ୍ତି। 

ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ: କିଙ୍ଗପିନ୍‌ ମହିଳାଙ୍କ ସମେତ ୨ ଗ୍ରାହକ ଗିରଫ

ଭଡ଼ା ଘରେ ଚାଲିଥିଲା ଦେହ ବ୍ୟବସାୟ: କିଙ୍ଗପିନ୍‌ ମହିଳାଙ୍କ ସମେତ ୨ ଗ୍ରାହକ ଗିରଫ

ଧର୍ମଶାଳା,୧୮।୮(ଡି.ଏନ୍‌.ଏ.): ଧର୍ମଶାଳା ଥାନା ରସୁଲପୁର ବ୍ଲକ ଅଧିନସ୍ଥ ବ୍ରହ୍ମବରଦା ହାଟସ୍ଥିତ ଏକ ଭଡା ଘରେ ଦେହବ୍ୟବସାୟ ଚାଲିଥିଲା। ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇ ୨ଜଣ ଦେହଜୀବୀ, ୨ଜଣ ଗ୍ରାହକଙ୍କ ସମେତ କାରୋବାର ଚଳାଉଥିବା ଜଣେ କିଙ୍ଗପିନ୍‌ ମହିଳାଙ୍କୁ ଗିରଫ କରାଯାଇଛି।

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

କେରଳରେ ବନ୍ୟା ବିତ୍ପାତ: ସହାୟତା ପାଇଁ ଓଡ଼ିଶାରୁ ଗଲେ ୨୪୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର, ୧୮।୮(ବ୍ୟୁରୋ): କେରଳରେ ବନ୍ୟାସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣି ଘେରରେ ହଜାର ହଜାର ଲୋକ ଫସି ରହିଛନ୍ତି। ତେବେ କେରଳ ବନ୍ୟା ପ୍ରପୀଡିତ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଶନିବାର ସକାଳେ ସ୍ବତନ୍ତ୍ର ବିମାନ ଯୋଗେ ଓଡ଼ିଶାରୁ ଉଦ୍ଧାରକାରୀ ଟିମ ଓ ଅଗ୍ନିଶମ ବିଭାଗ କର୍ମଚାରୀମାନେ କେରଳ ଯାଇଛନ୍ତି। 

୫ ଦିନ ଧରି ଗଜପତି ଜିଲାର ୮୦ ଗ୍ରାମ ଅନ୍ଧାରରେ: ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ

୫ ଦିନ ଧରି ଗଜପତି ଜିଲାର ୮୦ ଗ୍ରାମ ଅନ୍ଧାରରେ: ଉପଭୋକ୍ତାଙ୍କ ମହଲରେ ତୀବ୍ର ଅସନ୍ତୋଷ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୮।୮(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ସମେତ ଗଜପତି ଜିଲାର ୮୦ ଗ୍ରାମ ଗତ ୫ଦିନ ହେଲା ଅନ୍ଧାରରେ ରହିଛି। ବ୍ରାହ୍ମଣୀଗାଁଠାରେ ରହିଥିବା ୧.୬ କେଭିଏ( କିଲୋ ଭୋଲ୍ଟ ଏମ୍ପିୟର)ପାୱାର ଟ୍ରାନ୍ସଫରମର ଅଚଳ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡ଼ିଛି। 

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ

ପୁରୀ ଅଫିସ,୧୮ା୮: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ ହୋଇଛି। 

ପ୍ଲାଷ୍ଟିକ ବିରୋଧରେ ସଚେତନତା: କପଡ଼ା ବ୍ୟାଗ ବାଣ୍ଟିଲେ ଛାତ୍ରୀଛାତ୍ର

ପ୍ଲାଷ୍ଟିକ ବିରୋଧରେ ସଚେତନତା: କପଡ଼ା ବ୍ୟାଗ ବାଣ୍ଟିଲେ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୮।୮: ବ୍ରହ୍ମପୁର ରୋଟାରୀ କ୍ଲବ ପକ୍ଷରୁ ଶନିବାର ସକାଳେ ପ୍ଲାଷ୍ଟିକ ବ୍ୟବହାର ବିରୋଧରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶାଳ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ସେଣ୍ଟ ଭିନ୍‌ସେଣ୍ଟ ସ୍କୁଲର ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ। ସ୍କୁଲ ପରିସରରୁ ବାହାରି ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ସ୍କୁଲରେ ପହଞ୍ଚି ଥିଲା। 

ମାଲକାନଗିରିରେ ଭୁଷୁଡ଼ିଛି ସ୍ବାସ୍ଥ୍ୟସେବା: ନଦୀ ପାର ହୋଇ ଖଟିଆରେ ୪ କିମି ବୁହାହେଲେ ରୋଗୀ

ମାଲକାନଗିରିରେ ଭୁଷୁଡ଼ିଛି ସ୍ବାସ୍ଥ୍ୟସେବା: ନଦୀ ପାର ହୋଇ ଖଟିଆରେ ୪ କିମି ବୁହାହେଲେ ରୋଗୀ

ମାଲକାନଗିରି,୧୮।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ସ୍ବାସ୍ଥ୍ୟସେବା ଭୁଷୁଡ଼ି ପଡ଼ିଛି। ଜିଲାର ଅନେକ ଗ୍ରାମକୁ ଭଲ ରାସ୍ତାଟିଏ ନ ଥିବାରୁ ଏକାଧିକ ଥର ଜନନୀ ଯନ୍ତ୍ରଣା, ଭାରରେ ରୋଗୀ ବୁହାହେବା ପରି ଘଟଣା ଦେଖିବାକୁ ମିଳୁଛି। ଏହି କ୍ରମରେ ଶୁକ୍ରବାର ଜଣେ ରୋଗୀଙ୍କୁ ନଦୀ ପାର କରି ଖଟିଆରେ ୪କିମି ବୋହିକରି ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। 

ଦର୍ଶକଙ୍କ ମନ ଜିଣିଲା ନାଟକ ସୀତାଚୋରି

ଦର୍ଶକଙ୍କ ମନ ଜିଣିଲା ନାଟକ ସୀତାଚୋରି

ବଲାଙ୍ଗୀର ଅଫିସ, ୧୮ା୮ବଲାଙ୍ଗୀର ଦୁଲଦୁଲି କଳା ପରିଷଦ ତରଫରୁ ଆୟୋଜିତ ଏବଂ ସଙ୍ଗୀତ ନାଟକ ଏକାଡେମୀ ଓ ସଂସ୍କୃତି ବିଭାଗ, ନୂଆଦିଲ୍ଲୀ ମିଳିତ ସହଯୋଗିତା ଏବଂ ନାଟ୍ୟଗ୍ରାମ ସହାୟତାରେ ଦୁଇଦିନ ଧରି ହେବାକୁ ଥିବା ରାମଲୀଳା ଉତ୍ସବ-୨୦୧୮ ଗୁରୁବାର ବଲାଙ୍ଗୀର ସଦର ବ୍ଲକ ବରପଦର ଗଁାରେ ଉଦ୍‌ଘାଟିତ ହୋଇଥିଲା।

ଅସ୍ପୃଶ୍ୟତା ଦେଶ ପ୍ରଗତିରେ ବାଧା ସୃଷ୍ଟି କରିଛି

ଅସ୍ପୃଶ୍ୟତା ଦେଶ ପ୍ରଗତିରେ ବାଧା ସୃଷ୍ଟି କରିଛି

ବଲାଙ୍ଗୀର ଅଫିସ, ୧୮ା୮
ଆମ ସମାଜରେ ରହିଥିବା ଅସ୍ଫୃଶ୍ୟତା ଦେଶର ପ୍ରଗତିରେ ବାଧା ସୃଷ୍ଟି କରିଛି । ଦେଶ ଯେତିକି ଉନ୍ନତି କରିବା କଥା ଏହି ସାମାଜିକ ବ୍ୟାଧି କାରଣରୁ ଆଗକୁ ବଢ଼ିପାରୁନାହିଁ । 

ବଲାଙ୍ଗୀର ସରକାରୀ ବସ୍‌ଷ୍ଟାଣ୍ଡ: ପୂରଣ କରି ପାରୁନି ଯାତ୍ରୀଙ୍କ ଆବଶ୍ୟକତା

ବଲାଙ୍ଗୀର ସରକାରୀ ବସ୍‌ଷ୍ଟାଣ୍ଡ: ପୂରଣ କରି ପାରୁନି ଯାତ୍ରୀଙ୍କ ଆବଶ୍ୟକତା

ବଲାଙ୍ଗୀର ଅଫିସ, ୧୮ା୮ ବଲାଙ୍ଗୀର ସହରର ମୁଖ୍ୟସ୍ଥଳରେ ରହିଛି ବ୍ୟସ୍ତବହୁଳ ସରକାରୀ ବସ୍‌ଷ୍ଟାଣ୍ଡ ା ହେଳେ ଏଠାରେ  ଯାତ୍ରୀମାନଙ୍କ ସୁବିଧା ପାଇଁ ବିଶେଷ ବ୍ୟବସ୍ଥା ନାହିଁ ା