ରାଜ୍ୟ |

୧୨ ଘଣ୍ଟିଆ କୋରାପୁଟ ବନ୍ଦ ଡାକରା

ଭୁବନେଶ୍ୱର,୨୩।୧(ବ୍ୟୁରୋ): କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା ପ୍ରତିବାଦରେ ବୁଧବାର ଭାଜପା ପକ୍ଷରୁ ୧୨ ଘଣ୍ଟିଆ ଅବିଭକ୍ତ କୋରାପୁଟ ଜିଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସା ୬ଟା ପର୍ଯ୍ୟନ୍ତ ଚକଅଖ, ଦୋକାନବଜାର, ସରକାରୀ ଅଫିସ ଓ ସ୍କୁଲ କଲେଜ ବନ୍ଦ ରଖିବାକୁ ଦଳ ଆହ୍ବାନ ଦେଇଛି। ଏ ନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପା ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ସୂଚନା ଦେଇଛନ୍ତି। ବନ୍ଦ ପାଳନକୁ ସଫଳ କରିବାପାଇଁ ଦଳ ଜନ ସାଧାରଣଙ୍କ ସହଯୋଗ ଲୋଡ଼ିଛି। ଏଥିସହ ଦଳ ପକ୍ଷରୁ ଉକ୍ତ ଘଟଣାର ସିବିଆଇ ତଦନ୍ତ ଦାବି କରିଛି।

All Right Reserved By

ରାଜ୍ୟ |

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

୪ ମାସ ପୂର୍ବରୁ ୧୪ ହଜାର ହୋଟେଲ ରୁମ୍‌ ବୁକ୍‌

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)-ଏସିଆନ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜନ କରି ଦେଶର କ୍ରୀଡ଼ା ରାଜଧାନୀରେ ପରିଣତ ହୋଇଥିବା ଓଡ଼ିଶା ଏବେ ବିଶ୍ୱକପ୍‌ ହକି ଟୁର୍ନାମେଣ୍ଟର ଆୟୋଜକ ଭାବେ ଇତିହାସ ରଚିବାକୁ ଯାଉଛି।

ଜାତୀୟ ଜଳବାୟୁ ଚାମ୍ପିୟନ ଆଖ୍ୟା ପାଇଲେ ଓଡ଼ିଶାର ସାତ୍ତ୍ୱିକ

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସୋସିଓଲୋଜି ବିଭାଗ ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ଦିଲ୍ଲୀସ୍ଥିତ ଆମେରିକା ଦୂତାବାସ ତରଫରୁ ଆୟୋଜିତ ‘ଜଳବାୟୁ ପରିବର୍ତ୍ତନ ଓ ଏହାର ପ୍ରଭାବ’ ଶ୍ରୀର୍ଷକ ପ୍ରତିଯୋଗିତାରେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି।

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଇଂଲିଶ ମିଡିୟମ ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ଶିକ୍ଷା ସଚବିଙ୍କ ପରାମର୍ଶ:‘ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦିଅ’

ଭୁବନେଶ୍ୱର, ୧୯ା୬(ବ୍ୟୁରୋ)- ଆମ ଶିକ୍ଷା ପରିବେଶରେ ସମସ୍ତ ଭଲ ଜିନିଷ ଯେପରିକି ଶିକ୍ଷା ପ୍ରଣାଳୀ ହେଉ କିମ୍ବା କିଛି ନୂତନ ତଥା ଅଭିନବ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବାକୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗ ସଚିବ ଅନିଲ ସ୍ବରୂପ ଇଂଲିଶ୍‌ ମିଡିୟମ ସ୍କୁଲ ଅଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇଛନ୍ତି।

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

୫ଟି ପ୍ରଶ୍ନ: ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଉଦ୍ଧବ ଚନ୍ଦ୍ର ମାଝି

‘ଅଭିଯୋଗ ନେଇ ଆସୁଥିବା ଲୋକଙ୍କୁ ନିଜ ଗାଁର ଭାବି ନ୍ୟାୟ ଦେବାକୁ ଗୁରୁତ୍ୱ ଦେଇଥାଏ’ ୧୯୮୭ ବ୍ୟାଚ୍‌ର ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀ ଡ. ଉଦ୍ଧବ ଚନ୍ଦ୍ର ମାଝି। କଳାହାଣ୍ଡିରୁ ଟ୍ରେନିଂ ରିଜର୍ଭ ଅଫିସର ଭାବେ ସେ ଚାକିରି ଜୀବନ ଆରମ୍ଭ କରିଥିଲେ।

ଭୁବନେଶ୍ୱର ରେଳ ଷ୍ଟେଶନରୁ ଶିଶୁ ଶ୍ରମିକ ଉଦ୍ଧାର: ଘରେ ରଖି ନିର୍ଯାତନା ଦେଉଥିଲେ ଡିସିପିଓ

ଭୁବନେଶ୍ୱର,୧୯।୬ (ବ୍ୟୁରୋ)- ଜଣେ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ) ୮ବର୍ଷର ଜଣେ ନାବାଳିକାଙ୍କୁ ନିଜ ଘରେ ରଖି ନିର୍ଯାତନା ଦେଇ ଆସୁଥିବା ଘଟଣା ପଦାକୁ ଆସିଛି। ପୋଲିସ ଓ ଚାଇଲ୍ଡ ଲାଇନ ଉକ୍ତ ନାବାଳିକାଙ୍କୁ ରବିବାର ରାତିରେ ଭୁବନେଶ୍ୱର ଷ୍ଟେଶନରୁ ଉଦ୍ଧାର କରିଛି।

ଅବକାରୀ କାର୍ଯ୍ୟାଳୟ ଘେରାଉ

ଅବକାରୀ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଅଫିସ,୧୯।୬ ଢେଙ୍କାନାଳ ଜିଲା ସଦର ବ୍ଲକ ମଧୁସାହୁପାଟଣା ପଞ୍ଚାୟତର ୪ଟି ଗ୍ରାମରେ ନିଶା କାରବାର ବୃଦ୍ଧିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

ଚିକିତ୍ସାଧୀନ ଅବସ୍ଥାରେ ନବବଧୂ ମୃତ

କଣିହାଁ,୧୯।୬(ଡି.ଏନ.ଏ.) କଣିହାଁ ବ୍ଲକ କମରେଇ ପଞ୍ଚାୟତ ତେଲିସିଂହା ଗ୍ରାମରେ ୧୧ ତାରିଖରେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ନବବଧୂ ସ୍ବାଗତିକା ସାହୁ(ପିଙ୍କି)ଙ୍କ ସୋମବାର ମୃତ୍ୟୁ ଘଟିଛି।

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ସେସୁ କାର୍ଯ୍ୟାଳୟ ଘେରିଲେ ଲୋକେ

ଅନୁଗୋଳ ଅଫିସ୍‌,୧୯।୬ ଅନୁଗୋଳ ବ୍ଲକ ବେଣାଗାଡ଼ିଆ ଅଞ୍ଚଳରେ ବାରମ୍ବାର ବିଦ୍ୟୁତ୍‌ କାଟ ହେଉଥିବା ବେଳେ ଲୋ ଭୋଲଟେଜ୍‌ ସମସ୍ୟା ରହିଛି। ଏହାର ପ୍ରତିବାଦରେ ଗ୍ରାମର ମହିଳା ଓ ପୁରୁଷମାନେ ସୋମବାର ଅନୁଗୋଳ ସେସୁ ଅଫିସ୍‌ ଘେରାଉ କରିଥିଲେ।

ଅଟକିଛି ଧାନବୁଣା, ତଳିପକା

ଅଟକିଛି ଧାନବୁଣା, ତଳିପକା

ଢେଙ୍କାନାଳ ଅଫିସ,୧୯।୬ରାଜ୍ୟରେ ମୌସୁମୀ ଆଗମନ ସତ୍ତ୍ୱେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ପ୍ରାୟ ସବୁ ସ୍ଥାନରେ ଅଗ୍ନିବର୍ଷା ଯୋଗୁ ଜନଜୀବନ ହନ୍ତସନ୍ତ ହେଉଛି।

ସମବାୟ ସମିତିରେ ଉତ୍ତେଜନା

ସମବାୟ ସମିତିରେ ଉତ୍ତେଜନା

ଛେଣ୍ଡିପଦା,୧୯ା୬, (ଡି.ଏନ.ଏ.)/(ସ୍ବ.ପ୍ର.)ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଟାଙ୍ଗିରି ପଞ୍ଚାୟତରେ ଚିନାବଦାମ ମଣ୍ଡି ଖୋଲାଯିବାରେ ବିଳମ୍ବକୁ ନେଇ ସୋମବାର ସମବାୟ ସମିତିରେ ଉତ୍ତେଜନା ଦେଖାଦେଇଛି।

ଅଣନିଃଶ୍ୱାସୀ କରୁଛି ପାଉଁଶ

ଅଣନିଃଶ୍ୱାସୀ କରୁଛି ପାଉଁଶ

କଣିହାଁ,୧୯।୬(ଡି.ଏନ.ଏ.)ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନସାଧାରଣଙ୍କୁ ଅତିଷ୍ଠ କରୁଥିବାବେଳେ ଅନୁଗୋଳ ଜିଲା କଣିହାଁ ବ୍ଲକବାସୀ ପାଉଁଶରେ ଅଣନିଃଶ୍ୱାସୀ ହେଉଛନ୍ତି। ଗତ ୨ ଦିନ ହେଲା ଏନ୍‌ଟିପିସି ପ୍ରକଳ୍ପର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ଉଡ଼ୁଛି।

କୌଣସି ବୃତ୍ତି ଛୋଟ ନୁହେଁ

କୌଣସି ବୃତ୍ତି ଛୋଟ ନୁହେଁ

ତାଙ୍କ ଜନ୍ମ ପଶ୍ଚିମବଙ୍ଗର ହଳଦିଆ ମେଦିନିପୁର ଅଞ୍ଚଳରେ। କର୍ମଭୂମି ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ସାହାଡ଼ା-ଅଣ୍ଡରାଇ। ୪୫ ବର୍ଷ ତଳେ ଏଠାକୁ ଆସି ଜୀବନ ଜୀବିକାର ବାଟ ଖୋଜି ପାଇଛନ୍ତି ଲାଲମୋହନ ନାୟକ। ଭଲ ପାଇ ପ୍ରବାସକୁ କରିଛନ୍ତି ଆପଣାର।

Model This Week

ପ୍ରଭାତ