ଜାତୀୟ |

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି

ଏକ ପ୍ରତିଶତ ଧନୀଙ୍କ ପାଖରେ ଦେଶର ୭୩ ପ୍ରତିଶତ ସମ୍ପତ୍ତି
ନୂଆଦିଲ୍ଲୀ, ୨୨।୧: ଦେଶ ବିକାଶର ପ୍ରକୃତ ସତ୍ୟ ଏବେ ଲୋକଲୋଚନକୁ ଆସିଛି। ଦେଶର ଏକ ପ୍ରତିଶତ ଧନୀଙ୍କ ପାଖରେ ୭୩ ପ୍ରତିଶତ ସମ୍ପତ୍ତି ରହିଥିବା ଅକ୍ସଫେମ୍‌ ସଂସ୍ଥା ଦ୍ୱାରା କରାଯାଇଥିବା ସର୍ଭେ ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ଗତବର୍ଷ ସମ୍ପନ୍ନ ହୋଇଥିବା ରିପୋର୍ଟରେ ଦର୍ଶଯାଇଥିଲା ଯେ, ଦେଶର ଧନୀଙ୍କ ପାଖରେ ୫୩ ପ୍ରତିଶତ ସମ୍ପତ୍ତି ରହିଛି। ଏକ ବର୍ଷ ମଧ୍ୟରେ ଏସବୁ ଧନୀଙ୍କ ସମ୍ପତ୍ତିରେ ୨୧ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ରିପୋର୍ଟରେ ପ୍ରକାଶ ପାଇଛି। ଏହାଦ୍ୱାରା ଭାରତରେ ଧନୀ ଓ ଗରିବଙ୍କ ମଧ୍ୟରେ ଆର୍ଥିକ ଦୂରତା କ୍ରମଶଃ ବଢ଼ିବାରେ ଲାଗିଛି। ଏହି ରିପୋର୍ଟରେ କୁହାଯାଇଛି ଯେ, ପୃଥବୀର ଏକ ପ୍ରତିଶତ ଧନୀଙ୍କ ପାଖରେ ୮୨ ପ୍ରତିଶତ ସମ୍ପତ୍ତି ରହିଛି। ଯାହାଦ୍ୱାରା ଧନୀ ଅଧିକ ଧନୀ ହେବାରେ ଲାଗିଛନ୍ତି ଏବଂ ଗରିବଙ୍କଠାରୁ ସେମାନଙ୍କର ଆର୍ଥିକ ଦୂରତା ବୃଦ୍ଧି ପାଇଚାଲିଛି। ପୃଥିବୀରେ ୩.୭ ହଜାର ନିୟୁତ ସଂଖ୍ୟକ ଗରିବ ରହିଛନ୍ତି। ଗତ ଏକବର୍ଷ ମଧ୍ୟରେ ସେମାନଙ୍କ ସମ୍ପତ୍ତିରେ କୌଣସି ବୃଦ୍ଧି ହୋଇ ନାହିଁ। ଗରିବ ସୀମାରେଖା ତଳେ ବାସ କରୁଥିବା ଏଭଳି ଲୋକ ବଡ ବଡ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମାସିକ ଦରମାସ୍ତରରେ ପହଞ୍ଚିବାକୁ ୯୪୧ ବର୍ଷ ସମୟ ନେବେ ବୋଲି ରିପୋର୍ଟରେ ଦର୍ଶଯାଇଛି। ଗତବର୍ଷ ଭାରତରେ ୧୭ଜଣ ଅରବ ପତି ଥିବାବେଳେ ଚଳିତବର୍ଷ ସେମାନଙ୍କ ସଂଖ୍ୟା ୧୦୧ରେ ପହଞ୍ଚିଛି। ଭାରତରେ ୪ ଜଣ ଅରବପତି ମହିଳା ଥିବା ରିପୋର୍ଟରେ କୁହାଯାଇଛି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ପାରିବାରିକ ଉତ୍ତରାଧିକାରୀ ସୂତ୍ରରେ ସମ୍ପତ୍ତି ମିଳିଛି।
All Right Reserved By

ଜାତୀୟ |

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ:  ସଙ୍କଟରେ ତିମି ବଂଶ

ସମୁଦ୍ରରେ ବର୍ଜ୍ୟ ପ୍ଲାଷ୍ଟିକ୍‌ ସାମଗ୍ରୀ: ସଙ୍କଟରେ ତିମି ବଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୧୧: ସମୁଦ୍ରରେ ଅଦରକାରୀ ପ୍ଲାଷ୍ଟିକ୍‌ ସାମଗ୍ରୀକୁ ପକାଇବା ଯୋଗୁ ତିମି ବଂଶ ପାଇଁ ସୃଷ୍ଟି ହୋଇଛି ସଙ୍କଟ। 

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ମାଧ୍ୟାକର୍ଷଣ ଶକ୍ତି ଫେଲ୍‌ ମାରିବାରୁ କେଜରିଓ୍ବାଲଙ୍କ ଆଖିରେ ପଡିଲା ଲଙ୍କାଗୁଣ୍ଡ: ଉମର ଅବଦୁଲ୍ଲା

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଉପରକୁ ହୋଇଥିବା ଲଙ୍କାଗୁଣ୍ଡ ମାଡକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା।

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୌସେନାର ବଢ଼ିବ ଶକ୍ତି: ରୁଷିଆ ସହଯୋଗରେ ନିର୍ମିତ ହେବ ଯୁଦ୍ଧପୋତ

ନୂଆଦିଲ୍ଲୀ/ମସ୍କୋ,୨୧।୧୧: ଭାରତ ନୌସେନାର ଶକ୍ତି ବୃଦ୍ଧି ପାଇଁ ରୁଷିଆ ସହିତ ହାତ ମିଳାଇଛି। ଏନେଇ ଗୋଆ ଶିପ୍‌ୟାର୍ଡ ଲିମିଟେଡ୍‌ ଏବଂ ରୁଷିଆର ସରକାରୀ କମ୍ପାନୀ ରୋସୋବୋରୋନ ଏକ୍ସପୋର୍ଟ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। 

ଟ୍ରେନ୍‌ ଟ୍ରାକରେ ଗଳିପଡିଲା ଶିଶୁ: ଭିଡିଓ ଭାଇରାଲ

ଟ୍ରେନ୍‌ ଟ୍ରାକରେ ଗଳିପଡିଲା ଶିଶୁ: ଭିଡିଓ ଭାଇରାଲ

ଲକ୍ଷ୍ନୌ,୨୧।୧୧: ଉତ୍ତର ପ୍ରଦେଶର ମଥୁରାରେ ମଙ୍ଗଳବାର ଘଟିଛି ଏକ ଅଭାବନୀୟ ଘଟଣା। ମା’ କୋଳରୁ ଟ୍ରେନ୍‌ ଟ୍ରାକ୍‌ ଉପରକୁ ଖସି ପଡିଥିବା ଏକ ବର୍ଷର ଶିଶୁକନ୍ୟା ଜୀବିତ ଉଦ୍ଧାର ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ବିମୁଦ୍ରିକରଣ ଚାଷୀଙ୍କୁ କରିଛି ପ୍ରଭାବିତ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୨୧।୧୧: ବିମୁଦ୍ରିକରଣ ପ୍ରଭାବ ଦେଶର ଚାଷୀଙ୍କ ଉପରେ ଅଧିକ ପଡ଼ିଛି। ଏନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

 ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ଦିଲ୍ଲୀରେ ୨ ସନ୍ଦିଗ୍ଧ ଆତଙ୍କବାଦୀ: ପୋଲିସ ପକ୍ଷରୁ ଫଟୋ ଜାରି

ନୂଆଦିଲ୍ଲୀ,୨୧।୧୧: ଦିଲ୍ଲୀରେ ପ୍ରବେଶ କରିଛନ୍ତି ୨ ସନ୍ଦିଗ୍ଧ ଆତଙ୍କବାଦୀ। ସେମାନେ ଜୈଶ୍‌-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି କୁହାଯାଉଛି। 

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ଆଗାମୀ ନିର୍ବାଚନରେ ଲଢିବେ ନାହିଁ ସୁଷମା

ନୂଆଦିଲ୍ଲୀ,୨୦।୧୧: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଆସନ୍ତା ୨୦୧୯ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ବୋଲି କହିଛନ୍ତି। ତେବେ ଦଳ ଯାହା ନିଷ୍ପତ୍ତି ନେବ ତାକୁ ସେ ସମ୍ମାନ ଦେବେ ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି। 

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ମୁଖ୍ୟମନ୍ତ୍ରୀଙ୍କ ବୋହୂ ଅଧିକ ଧନୀ

ହାଇଦ୍ରାବାଦ,୨୦।୧୧: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍‌)ଙ୍କ ବୋହୂ କେ ଶୈଲିମା ତାଙ୍କ ସ୍ବାମୀ ତଥା ତେଲେଙ୍ଗାନାର ପ୍ରଯୁକ୍ତି ମନ୍ତ୍ରୀ କେଟି ରାମା ରାଓ(କେଟିଆର୍‌)ଙ୍କଠାରୁ ଅଧିକ ଧନୀ ବୋଲି ଜଣାପଡିଛି।

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭାଜପା ବିଧାୟକଙ୍କୁ ଜୋତାମାଳ: ଭିଡିଓ ଭାଇରାଲ

ଭୋପାଳ,୨୦।୧୧: ମଧ୍ୟପ୍ରଦେଶର ନଗଡା ସହରରେ ଭାଜପା ବିଧାୟକ ତଥା ବର୍ତ୍ତମାନ ନିର୍ବାଚନର ପ୍ରାର୍ଥୀ ଦିଲ୍ଲୀପ ଶେଖାଓ୍ବତଙ୍କୁ ଜଣେ ବ୍ୟକ୍ତି ଜୋତାମାଳ ପିନ୍ଧାଇବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ହୁରିୟତ ନେତା ହଫିଜୁଲ୍ଲାଙ୍କୁ ଗୁଳି କରି ହତ୍ୟା

ଶ୍ରୀନଗର,୨୦।୧୧: ଦକ୍ଷିଣ କଶ୍ମୀରରେ ହୁରିୟତ ନେତା ହଫିଜୁଲ୍ଲା ମୀର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର

ନୂଆଦିଲ୍ଲୀ,୨୦।୧୧: ଇଞ୍ଜିନିୟରିଂ ତୁଳନାରେ ଏମବିଏ ଶିକ୍ଷାର୍ଥୀ ଅଧିକ ବେକାର ରହୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଏମବିଏ ସ୍ନାତକ ନିଯୁକ୍ତି ଲାଗି ହେଉଥିବା ପ୍ରତିଯୋଗୀତା ପରୀକ୍ଷାରେ ଆବଶ୍ୟକ ଯୋଗ୍ୟତା ପୂରଣ କରିବାକୁ ସକ୍ଷମ ହୋଇପାରୁ ନାହାଁନ୍ତି।

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ଆତ୍ମ ସମର୍ପଣ କଲେ ମଞ୍ଜୁ ବର୍ମା

ବେଗୁସରାଇ,୨୦।୧୧: ବିହାରର ପୂର୍ବତନ ମନ୍ତ୍ରୀ ତଥା ବହୁଚର୍ଚ୍ଚିତ ସେଲଟର ହୋମ୍‌ ମାମଲାର ଅଭିଯୁକ୍ତ ମଞ୍ଜୁ ବର୍ମା ମଙ୍ଗଳବାର ବେଗୁସରାଇ କୋର୍ଟରେ ଆତ୍ମ ସମର୍ପଣ କରିଛନ୍ତି।