ଜାତୀୟ |

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ
ନୂଆଦିଲ୍ଲୀ,୨୧।୧: ଦିଲ୍ଲୀର ବଓ୍ବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ବାଣ କାରଖାନାରେ ଶନିବାର ନିଆଁ ଲାଗିଯାଇଥିଲା। ଏଥିରେ ୧୦ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କାରଖାନାର ୩ଟି ଦ୍ୱାରା ବନ୍ଦ ଥିବାରୁ ମୁଖ୍ୟ ଦ୍ୱାର ବାଟେ ସବୁ କର୍ମଚାରୀ ବାହାରିବା ସମ୍ଭବ ହୋଇ ନ ଥିଲା। ଫଳରେ ମୃତ୍ୟୁ ସଂଖ୍ୟା ବଢି ଯାଇଥିଲା। ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ପୋଲିସ ବିଳମ୍ବିତ ରାତିରେ କାରଖାନାର ମାଲିକଙ୍କୁ ଗିରଫ କରିଛି।
All Right Reserved By

ଜାତୀୟ |

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ପଞ୍ଜାବ ରେଳ ଦୁର୍ଘଟଣା: ରେଲଓ୍ବେ ପାଖରେ ନ ଥିଲା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା

ଅମୃତସର,୨୦।୧୦: ପଞ୍ଜାବ ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୬୧ ଛୁଇଁଛି। ଆଗକୁ ଏହା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି। ତେବେ ଶୁକ୍ରବାର ରେଳ ଧାରଣାରେ ଠିଆ ହୋଇ କିଛି ଲୋକ ରାବଣ ପୋଡି ଉତ୍ସବ ଦେଖୁଥିବା ସମୟରେ ହଠାତ୍‌ ଏକ ଟ୍ରେନ୍‌ ସେମାନଙ୍କ ଉପରେ ମାଡି ଯାଇଥିଲା।

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ରାବଣ ପୋଡ଼ି ଦେଖୁଥିବା ବେଳେ ଚଢ଼ିଗଲା ଟ୍ରେନ୍‌, ୩୦ରୁ ଊର୍ଦ୍ଧ୍ୱ ମୃତ

ଅମୃତସର,୧୯ା୧୦-ପଞ୍ଜାବର ଅମୃତସର-ଦିଲ୍ଲୀ ରାଜପଥ କଡ଼ରେ ରେଳଧାରଣାରେ ଠିଆ ହୋଇ ରାବଣପୋଡ଼ି ଦେଖୁଥିବା ସମୟରେ ଟ୍ରେନ୍‌ ଚଢ଼ିଯିବାରୁ ୩୦ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି।  

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ପଞ୍ଚକୁଲାରେ ଜଳିଲା ୨୧୦ ଫୁଟ୍‌ର ରାବଣ

ହରିୟାଣା,୧୯।୧୦: ହରିୟାଣାର ପଞ୍ଚକୁଲାରେ ରାବଣ ପୋଡି ଅବସରରେ ୨୧୦ ଫୁଟର ଏକ ରାବଣ ପିତ୍ତୁଳା ପୋଡା ଯାଇଛି। ସେହିପରି ଶ୍ରୀ ନବଧାର୍ମିକ ଲିଳା କମିଟି ଦ୍ୱାରା ଆୟୋଜିତ ରାବଣ ପୋଡି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ।

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ରାବଣରେ ଅଗ୍ନି ସଂଯୋଗ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାବଣ ପିତୁଳାରେ ଅଗ୍ନି ସଂଯୋଗ କରିଛନ୍ତି। ତୀରମାରି ପ୍ରଧାନମନ୍ତ୍ରୀ ପିତୁଳାକୁ ଦହନ କରିବା ସହ ଏଠାରେ ଅନୁଷ୍ଠିତ ହୋଇଥିବା ରାମଲିଳାକୁ ମଧ୍ୟ ଉପଭୋଗ କରିଥିଲେ।

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

# ମି ଟୂ ଅଭିଯୋଗ ସହି ନ ପାରି ଆାତ୍ମହତ୍ୟା ଉଦ୍ୟମ କଲେ ଅନିର୍ବାଣ

ମୁମ୍ବାଇ,୧୯।୧୦: ବଲିଉଡ ଜଗତରେ ଏବେ # ମି ଟୂ ଅଭିଯାନ ଦ୍ରୁତ ଗତିରେ ମାଡି ଚାଲିଛି। ଏଥିରେ ଅଭିନେତାଙ୍କଠାରୁ ଆରମ୍ଭ କରି ନିର୍ଦ୍ଦେଶକ ପର୍ଯ୍ୟନ୍ତ ସମସ୍ତଙ୍କର ଏକ ଲମ୍ବା ତାଲିକା ହୋଇ ଗଲାଣି।

ଆଶିଷଙ୍କୁ ମିଳିଲାନି ଜାମିନ

ଆଶିଷଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ,୧୯।୧୦: ରାଜଧାନୀ ଦିଲ୍ଲୀରେ ଥିବା ପଞ୍ଚତାରକା ହୋଟେଲ ହୟାତ ବାହାରେ ବନ୍ଧୁକ ଦେଖାଇ ମହିଳାଙ୍କୁ ଧମକାଉ ଥିବା ଅଭିଯୋଗରେ ବିଏସ୍‌ପି ନେତାଙ୍କ ପୁଅ ଆଶିଷ ପାଣ୍ଡେଙ୍କୁ ଜାମିନ ମିଳିଲା ନାହିଁ । 

ମହାରାଷ୍ଟ୍ର ଗସ୍ତରେ ମୋଦି

ମହାରାଷ୍ଟ୍ର ଗସ୍ତରେ ମୋଦି

ଶିରିଡି,୧୯।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ଗସ୍ତ କରିଛନ୍ତି। ଏହି ଅବସରରେ ସେ ଶରିଡି ଶାଇ ମନ୍ଦିର ଦର୍ଶନ କରିଛନ୍ତି। ଏକ ଜନସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍‌ଏଓ୍ବାଇ-ଜି) ଅଧିନରେ ଘର ମିଳିଥିବା ହିତାଧିକାରୀଙ୍କୁ ଘରର ଚାବି ପ୍ରଦାନ କରିଥିଲେ।

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ବିଜୟା ଦଶମୀରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୯।୧୦: ବିଜୟା ଦଶମୀ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ଯୌନ ଶୋଷଣ ଅଭିଯୋଗ ଆସିବାରୁ ନିଜ ଯୌନାଙ୍ଗ କାଟିଲେ ସାଧୁ

ବମନା,୧୯।୧୦: ଉତ୍ତର ପ୍ରଦେଶର ବମନା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ମଦନୀ ବାବା ନାମକ ଜଣେ ସାଧୁ ନିଜ ଯୌନାଙ୍ଗ କାଟି ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ବିଜୟା ଦଶମୀରେ ସିନ୍ଦୁର ଖେଳିଲେ ମହିଳା

ରାଞ୍ଚି,୧୯।୧୦: ମାହାମାୟା ଦଶଭୂଜା ଏବେ ଧରାବତରଣ କରିଛନ୍ତି। ତାଙ୍କର ପୂଜା ଅବସରରେ ଶୁକ୍ରବାର ବିଜୟା ଦଶମୀ ଥିବାରୁ ଦେଶର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ନିଆରା ପରମ୍ପରା ସିନ୍ଦୁର ଖେଳ। 

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ଶାରୀରିକ ସମ୍ପର୍କ ନ ରଖିବାରୁ ମଡେଲଙ୍କୁ ହତ୍ୟା

ମୁମ୍ବାଇ,୧୯।୧୦: ମାନସି ଦୀକ୍ଷିତ(୨୦)ଙ୍କ ହତ୍ୟା ରହସ୍ୟ ଏବେ ନୂଆ ମୋଡ ନେଇଛି। ପ୍ରଥମେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ଝଗଡା ଓ ମାତ୍ର ୨୫ଶହ ଟଙ୍କା ପାଇଁ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଥିଲା। 

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ମହଙ୍ଗା ପଡ଼ିଲା ବଡ଼ି ମସାଜ୍‌: ଏଏସ୍‌ଆଇ ନିଲମ୍ବିତ

ପାଟନା,୧୯।୧୦: ବିହାର କୈମୁର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାର ଥିବା ଜୈନପୁର ଥାନାର ଏଏସ୍‌ଆଇ ଡ୍ୟୁଟିରେ ଥିବା ସମୟରେ ବଡ଼ି ମସାଜ୍‌ କରି ନିଜର ଚାକିରି ହରାଇଛନ୍ତି।