ଜାତୀୟ |

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

କଲିକତା,୨୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଏକ ଚିଠି ଲେଖିଛନ୍ତି। ବିବେକାନନ୍ଦ ଓ ନେତାଜୀ ଉଭୟେ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରର ବ୍ୟକ୍ତିତ୍ୱ। ତେଣୁ ଏମାନଙ୍କ ଜନ୍ମ ଦିବସ ଜାନୁୟାରୀ ୧୨ ଓ ୨୩ କୁ ମମତା ଛୁଟି ଦିବସ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିବା କଥା ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି।

All Right Reserved By
Karnatak Exit Poll

Model This Week

ସନ୍ତୋଷ

ଜାତୀୟ |

ଶାସ୍ତ୍ରର ଅନୁମତି ମିଳିଲେ ହେବ ଗହଣା ପ୍ରଦର୍ଶନ: ତିରୁମାଲା ତିରୁପତି

ଶାସ୍ତ୍ରର ଅନୁମତି ମିଳିଲେ ହେବ ଗହଣା ପ୍ରଦର୍ଶନ: ତିରୁମାଲା ତିରୁପତି

ବିଜୟଓ୍ବାଡା,୨୧।୫: ତିରୁମାଲା ତିରୁପତି ଦେବସ୍ଥାନମ(ଟିଟିଡି) ଏବଂ ପୂର୍ବ ମୁଖ୍ୟ ପୂଜାରୀ ଏଭି ରମଣ ଦିକ୍ଷିତିଲୁଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ରବିବାର ନୂଆ ମୋଡ ନେଇଛି।

କୋଟାରେ ଖୋଲିବ ମଦର ମିଲ୍କ ବ୍ୟାଙ୍କ

କୋଟାରେ ଖୋଲିବ ମଦର ମିଲ୍କ ବ୍ୟାଙ୍କ

କୋଟା,୨୧।୫: ରାଜସ୍ଥାନ କୋଟାର କିଛି ଚିକିତ୍ସାଳରେ ଖୋଲିବାକୁ ଯାଉଛି ମଦର ମିଲ୍କ ବ୍ୟାଙ୍କ। କୌଣସି କାରଣରୁ ଯେଉଁ ଶିଶୁମାନଙ୍କୁ ମା’ କ୍ଷୀର ମିଳୁନି ସେମାନଙ୍କୁ ଏହି ବ୍ୟାଙ୍କରୁ ସହଜରେ ମା’ କ୍ଷୀର ମିଳିପାରିବ।

ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ର ପରୀକ୍ଷଣ ସଫଳ

ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ର ପରୀକ୍ଷଣ ସଫଳ

ବାଲେଶ୍ୱର ଅଫିସ,୨୧।୫: ବାଲେଶ୍ୱର ଜିଲା ଚାନ୍ଦିପୁରରୁ ସୋମବାର ଲାଇଫ୍‌ ଏକ୍ସଟେନ୍‌ସନ୍‌ ପ୍ରୋଗ୍ରାମ୍‌ରେ ବ୍ରହ୍ମୋସ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ(ଆଇଟିଆର୍‌)ର ଏକ ମୋବାଇଲ ଲଞ୍ଚରରୁ ପୂର୍ବାହ୍ନ ୧୦ଟା ୪୦ରେ ଏହାର ପରୀକ୍ଷଣ କରାଯାଇଥିଲା।

ୟୁରାନିୟମ୍‌ ଭଣ୍ଡାର ୪୦ ବର୍ଷରେ ସରିବ

ୟୁରାନିୟମ୍‌ ଭଣ୍ଡାର ୪୦ ବର୍ଷରେ ସରିବ

ନୂଆଦିଲ୍ଲୀ, ୨୧।୫: ଦେଶରେ ଥିବା ୟୁରାନିୟମ୍‌ ଭଣ୍ଡାର ଆସନ୍ତା ୪୦ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଭୂବିଜ୍ଞାନୀମାନେ ମତପୋଷଣ କରିଛନ୍ତି। ଏହାଦ୍ୱାରା ଆଗାମୀ ଦିନରେ ଶକ୍ତି ଉତ୍ପାଦନ କ୍ଷେତ୍ରରେ ଅନେକ ଅସୁବିଧା ଦେଖାଯିବ। ସମ୍ପ୍ରତି ଦେଶରେ ୨ଲକ୍ଷ ୫୦ ହଜାର ଟନ୍‌ ୟୁରାନିୟମ୍‌ ଗଚ୍ଛିତ ରହିଛି।

ଚୋରି ଅଭିଯୋଗରେ ଦଳିତଙ୍କୁ ପିଟିପିଟି ହତ୍ୟା: ଭିଡିଓ ଭାଇରାଲ

ଚୋରି ଅଭିଯୋଗରେ ଦଳିତଙ୍କୁ ପିଟିପିଟି ହତ୍ୟା: ଭିଡିଓ ଭାଇରାଲ

ଗାନ୍ଧୀନଗର,୨୧।୫: ଗୁଜରାଟର ରାଜକୋଟରେ ଚୋରି କରିଥିବା ଅଭିଯୋଗରେ ଜଣେ ଦଳିତ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଜଣାପଡିଛି। ରବିବାର ସକାଳେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣା ପଦାକୁ ଆସିଛି।

ଚଳନ୍ତା ଟ୍ରେନ୍‌ରେ ନିଆଁ

ଚଳନ୍ତା ଟ୍ରେନ୍‌ରେ ନିଆଁ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀରୁ ବିଶାଖାପାଟନା ଯାଉଥିବା ଆନ୍ଧ୍ର ଏକ୍ସପ୍ରେସରେ ସୋମବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏହାର ୪ଟି କୋଚ୍‌ ସମ୍ପୂର୍ଣ୍ଣ ଜଳିଯାଇଥିବା ସୂଚନା ମିଳିିଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି।

୨୪ ଘଣ୍ଟା ମଧ୍ୟରେ ଆସିପାରେ ଝଡବର୍ଷା

୨୪ ଘଣ୍ଟା ମଧ୍ୟରେ ଆସିପାରେ ଝଡବର୍ଷା

ନୂଆଦିଲ୍ଲୀ,୨୧।୫: ବିହାର ସମେତ ପୂର୍ବୋତ୍ତର ରାଜ୍ୟ ଓ ଉତ୍ତରରେ ଜମ୍ମୁ-କଶ୍ମୀର, ହୀମାଚଳ ପ୍ରଦେଶ ଓ ଝାଡଖଣ୍ଡରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝଡବର୍ଷା ହେବାର ସମ୍ଭାବନା ରହିଛି।

ଗର୍ଭବତୀ ଝିଅ ମଥାରେ ସିନ୍ଦୂର ପିନ୍ଧାଇଲେ ପିତା

ଗର୍ଭବତୀ ଝିଅ ମଥାରେ ସିନ୍ଦୂର ପିନ୍ଧାଇଲେ ପିତା

ପାଟନା,୨୧।୫: ବିହାରର ବାଙ୍କା ଜିଲାରେ ଜଣେ ପିତା ନିଜ ନାବାଳିକା ଝିଅ ସହ ମାସ ମାସ ଧରି ଶାରୀରିକ ସମ୍ପର୍କ ରଖିଥିଲେ। ପରେ ଝିଅ ଗର୍ଭବତୀ ହୋଇଥିବା ଜାଣି ପିତା ନିଜ ନାବାଳିକା ଝିଅ ମଥାରେ ସିନ୍ଦୂର ପିନ୍ଧାଇ ଦେଇଛନ୍ତି।

ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ନୂଆଦିଲ୍ଲୀ, ୨୧।୫: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ୨୭ତମ ଶ୍ରାଦ୍ଧ ବାର୍ଷିକୀ ସୋମବାର ପାଳିତ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ତଥା କଂଗ୍ରେସ ଦଳର ଅନ୍ୟ ସଦସ୍ୟ ରାଜୀବଙ୍କ ସମାଧିସ୍ଥଳ ବୀର ଭୂମିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହି ଅବସରରେ ରାହୁଲ ଟୁଇଟ୍‌ କରି ଜଣାଇଛନ୍ତି ଯେ, ମନରେ ଘୃଣା ଭାବ ନେଇ ଚାଲୁଥିବା ଲୋକ ଜେଲରେ ରହିଥିବା କଏଦି ସଦୃଶ।

ବସ୍‌, ଟ୍ରକ୍‌ ଧକ୍କା: ୯ ମୃତ ୨୦ ଆହତ

ବସ୍‌, ଟ୍ରକ୍‌ ଧକ୍କା: ୯ ମୃତ ୨୦ ଆହତ

ଗୁନା,୨୧।୫: ମଧ୍ୟପ୍ରଦେଶର ଗୁନା ଜିଲାରେ ସୋମବାର ହୋଇଥିବା ଏକ ସଡକ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯିବା ସହ ସେମାନଙ୍କ ମଧ୍ୟରୁ ୫ ଗୁରୁତରଙ୍କୁ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ମାଓବାଦୀ ଆକ୍ରମଣ: ଦେଢ଼ବର୍ଷରେ ୫୧ ଯବାନ ଶହୀଦ

ମାଓବାଦୀ ଆକ୍ରମଣ: ଦେଢ଼ବର୍ଷରେ ୫୧ ଯବାନ ଶହୀଦ

ନୂଆଦିଲ୍ଲୀ, ୨୧।୫: ଗତ ଦେଢ଼ବର୍ଷ ମଧ୍ୟରେ ଦେଶରେ ବିଭିନ୍ନ ମାଓବାଦୀ ଆକ୍ରମଣରେ ୫୧ ଯବାନ ଶହୀଦ ହୋଇଛନ୍ତି। ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ସୂଚିତ କରାଯାଇଛି। ୨୦୧୦ରୁ ୨୦୧୩ ମଧ୍ୟରେ ସାଢ଼େ ଋ ହଜାର ମାଓବାଦୀ ଆକ୍ରମଣ ହୋଇଥିବାବେଳେ ୨୦୧୪ରୁ ୨୦୧୭ ମଧ୍ୟରେ ୪ ହଜାର ମାଓବାଦୀ ଆକ୍ରମଣ ଘଟଣା ଘଟିଥିଲା।

ବ୍ୟାପୁଛି ନିପା ଭାଇରସ୍‌: ୧୧ ମୃତ

ବ୍ୟାପୁଛି ନିପା ଭାଇରସ୍‌: ୧୧ ମୃତ

ନୂଆଦିଲ୍ଲୀ,୨୧।୫: ଜୀବନନାଶକାରୀ ନିପା ଭାଇରସ୍‌ କବଳରେ କେରଳ। ଏବେ ସୁଦ୍ଧା ଏଥିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପୂରା ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି।