ଅନ୍ତର୍ଜାତୀୟ |

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୧: ବେଲୁଚିସ୍ତାନରେ ନିଖୋଜଥିବା ଲୋକମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିବା ପ୍ରମୁଖ ବେଲୁଚିସ୍ତାନ କର୍ମୀ ମାମା କ୍ୱେଦର ବାଲୋଚ ପାକିସ୍ତାନକୁ ଆତଙ୍କବାଦୀଙ୍କ କାରଖାନା ବୋଲି ଅଭିଯୋଗ କରିଛନ୍ତି। ପାକିସ୍ତାନୀ ନାଗରିକଙ୍କୁ ଆତଙ୍କବାଦ ଟ୍ରେନିଂ ଦେବା ପରେ ବେଲୁଚିସ୍ତାନ ସମେତ ଅନ୍ୟମାନଙ୍କ ବିରୋଧରେ ପାକିସ୍ତାନ ଏମାନଙ୍କୁ ବ୍ୟବହାର କରିବ ବୋଲି କ୍ୱେଦର କହିଛନ୍ତି। ସୂଚନାଯୋଗ୍ୟ, ୧୯୪୮, ମାର୍ଚ୍ଚ ୨୭ରେ ପାକିସ୍ତାନ ବେଲୁଚିସ୍ତାନ ଅଧିକାର କରିଥିଲା। ସେବେଠାରୁ ପାକିସ୍ତାନ ସେନା ଓ ଗୁପ୍ତଚର ଏଜେନ୍ସି ବେଲୁଚିସ୍ତାନ ଉପରେ ଅତ୍ୟାଚାର କରି ଆସୁଛନ୍ତି।

All Right Reserved By

ଅନ୍ତର୍ଜାତୀୟ |

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ସୁବା, ୧୫।୮:  ଫିଜିରେ ୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ ପରେ ଆୟୋଜିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ। 

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଜେନୋଆ,୧୫।୮: ଇଟାଲୀର ଜେନୋଆ ସହରରେ ମଙ୍ଗଳବାର ଓଭରବ୍ରିଜ୍‌ ଭୁଶୁଡ଼ି ୩୫ ଜଣ ପ୍ରାଣ ହରାଇଛନ୍ତି। ପୋଲ ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଇଟାଲୀ ପରିବହନ ମନ୍ତ୍ରୀ ଏଡୋଆର୍ଡୋ ରିଜି ସୂଚନା ଦେଇଛନ୍ତି। 

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁଙ୍କୁ ବଳାତ୍କାର କରିଛନ୍ତି ପାଦ୍ରୀ

ହାରିସ୍‌ବର୍ଗ,୧୫।୮: ପେନସିଲ୍‌ଭାନିଆରେ ଏକ ହଜାରରୁ ଅଧିକ ଶିଶୁ ବଳାତ୍କାରର ଶିକାର ହୋଇଛନ୍ତି। ସେମାନଙ୍କ ପାଦ୍ରୀମାନେ ଚର୍ଚ୍ଚ କିମ୍ବା ଅନ୍ୟ ସ୍ଥାନରେ ଏଭଳି ଆଚରଣ ପ୍ରଦର୍ଶନ କରିଛନ୍ତି। 

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

ଆର୍ମି ବେସ୍‌ ଉପରେ ତାଲିବାନ ଆକ୍ରମଣ: ୧୪ ସୈନ୍ୟ ନିହତ

କାବୁଲ,୧୪।୮: ଉତ୍ତର ଆଫଗାନୀସ୍ତାନରେ ଥିବା ଏକ ଆର୍ମି ବେସ୍‌ ଉପରେ ତାଲିବାନ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏଥିରେ ୧୪ ଆଫଗାନୀ ସୈନ୍ୟ ନିହତ ହେବା ସହିତ ୧୫ ଜଣ ଆହତ ହୋଇଛନ୍ତି। 

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଭାରତରେ ଆକ୍ରମଣ ପାଇଁ ଅଲ୍‌ କାଏଦା କରୁଛି ଯୋଜନା

ଜେନେଭା,୧୪।୮: ଭାରତରେ ଆକ୍ରମଣ ପାଇଁ  ଅଲ୍‌-କାଏଦା ଯୋଜନା କରୁଛି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତରେ ଏହି ଆତଙ୍କବାଦୀ ସଂଗଠନ ଆକ୍ରମଣ କରିବା ଲକ୍ଷ୍ୟ ନେଇ କାର୍ଯ୍ୟଧାରା ଜାରି ରଖିଛି। 

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି-ଓ୍ବାଘା ସୀମାରେ ମିଠା ଆଦାନ ପ୍ରଦାନ

ଅଟାରି/ଓ୍ବାଘା, ୧୪।୮:  ଅଗଷ୍ଟ ୧୪ରେ ପାକିସ୍ତାନ ପାଳନ କରିଛି ସ୍ବାଧୀନତା ଦିବସ। ଏହି ଅବସରରେ ଭାରତ-ପାକିସ୍ତାନ ଅଟାରି-ଓ୍ବାଘା ସୀମାରେ ଉଭୟ ଦେଶର ସେନାଙ୍କ ମଧ୍ୟରେ ମିଠା ଆଦାନ ପ୍ରଦାନ କରାଯାଇଛି।

ଡୋକଲାମ ପରେ ଲଦାଖରେ ଚାଇନା ସେନା

ଡୋକଲାମ ପରେ ଲଦାଖରେ ଚାଇନା ସେନା

ନୂଆଦିଲ୍ଲୀ/ବେଜିଂ,୧୪।୮: ଭାରତ ଚାଇନା ମଧ୍ୟରେ ପୁଣି ଥରେ ସୀମା ବିବାଦ ମୁଣ୍ଡ ଟେକିଛି। ଡୋକଲାମ ପରେ ଏବେ ଲଦାଖରେ ଚାଇନା ସେନା ପ୍ରବେଶ କରିଥିବା ଟାଇମ୍ସ ଅଫ୍‌ ଇଣ୍ଡିଆ ଏକ ରିପୋର୍ଟରେ ପ୍ରକାଶ କରିଛି। 

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ମୁକ୍ତି ସଂଗ୍ରାମ ସମୟରେ ବର୍ବରତା: ବାଂଲାଦେଶରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଢ଼ାକା,୧୪।୮: ବାଂଲାଦେଶରେ ୧୯୭୧ରେ ହୋଇଥିବା ମୁକ୍ତି ସଂଗ୍ରାମ ସମୟରେ ମାନବୀୟ ଭାବନା ବିରୋଧରେ କାର୍ଯ୍ୟ କରିଥିବା ୫ ଅଭିଯୁକ୍ତଙ୍କୁ ଏକ କୋର୍ଟ ମୃତ୍ୟୁ ଦଣ୍ଡାଦେଶ କରିଛନ୍ତି।

ଥରିଲା ଜାପାନ

ଥରିଲା ଜାପାନ

ଟୋକିଓ,୧୪।୮: ଜାପାନର ଚିବା ପ୍ରିଫେକଚରରେ ମଙ୍ଗଳବାର ସକାଳେ ଏକ ଭୂକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ପ୍ରାୟ ୯ଟା ୫ମିନିଟରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ଥିଲା ୫.୧। 

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ପାକିସ୍ତାନ ପାଳିଲା ୭୨ତମ ସ୍ବାଧୀନତା ଦିବସ

ଇସ୍‌ଲାମାବାଦ,୧୪।୮: ପାକିସ୍ତାନ ମଙ୍ଗଳବାର ଅର୍ଥାତ୍‌ ଅଗଷ୍ଟ ୧୪ରେ ତା’ର ସ୍ବାଧୀନତା ଦିବସ ଖୁବ୍‌ ଧୁମ୍‌ଧାମରେ ପାଳନ କରିଛି। ପ୍ରାର୍ଥନା ସହ ପତାକା ଉତ୍ତୋଳନ କରି ସ୍ବାଧୀନତା ଦିବସ ଉତ୍ସବର ଆରମ୍ଭ କରାଯାଇଛି। 

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

କାର୍‌ରେ ଚୁମ୍ବନ ଦେବାରୁ ଦମ୍ପତି ଗିରଫ

ଇସଲାମାବାଦ,୧୩।୮: ପାକିସ୍ତାନର ଇସଲାମାବାଦରେ ଯୁବ ଦମ୍ପତି କାର୍‌ ମଧ୍ୟରେ ଚୁମ୍ବନ ଦେବା ଓ ଆଲିଙ୍ଗନ କରିବାରୁ ଗିରଫ ହୋଇଥିବା ଜଣାପଡିଛି। ଦ ଏକ୍ସପ୍ରେସ୍‌ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ବୟସ ୧୮-୧୯ ବର୍ଷ। ଏମାନଙ୍କ ବିରୋଧରେ ଅଶ୍ଳିଳ କାମ କରୁଥିବା ଅଭିଯୋଗ ହୋଇଛି।

Model This Week

ଯସ୍ମିନ୍