ଅନ୍ତର୍ଜାତୀୟ |

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା
ଇସଲାମାବାଦ୍‌, ୧୯।୧: ପାକିସ୍ତାନ ଓ ଇରାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବରଠାରୁ ରେଳ ସେବା ଆରମ୍ଭ ହେବ। ଏସମ୍ପର୍କରେ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। କ୍ୱିଟା ଏବଂ ମାଶଦ୍‌ କିମ୍ବା ଜେହଦାନ୍‌ ମଧ୍ୟରେ ରେଳ ଚଳାଚଳ କରିବ। ଏନେଇ ଦୁଇଦେଶ ୧୯୫୯ ରେଳ ଚୁକ୍ତିର ନବୀକରଣ କରିଛନ୍ତି। ଚୁକ୍ତି ଅନୁସାରେ ୧୫ଟି ଟ୍ରେନ୍‌ ଦୁଇଦେଶ ମଧ୍ୟରେ ଚଳାଚଳ କରିବ। ୨୦୧୭ ଅକ୍ଟୋବରରେ ରେଳ ଚଳାଚଳ ପାଇଁ ଦୁଇଦେଶ ମଧ୍ୟରେ ଚୁକ୍ତି ହୋଇଥିଲା।
All Right Reserved By

ଅନ୍ତର୍ଜାତୀୟ |

ଆମେରିକାରେ ବରଫ ଝଡ଼: ୮ ମୃତ

ଆମେରିକାରେ ବରଫ ଝଡ଼: ୮ ମୃତ

ନ୍ୟୁୟର୍କ,୧୭।୧୧: ଆମେରିକାର ପୂର୍ବ ଭାଗରେ ହୋଇଥିବା ବରଫ ଝଡ଼ରେ ଅତିକମ୍‌ରେ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି।

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଇତିହାସର ସବୁଠାରୁ ବଡ ଅଗ୍ନିକାଣ୍ଡ

ଓ୍ବାଶିଂଟନ,୧୬।୧୧: ଆମେରିକାର କାଲିଫର୍ନିଆ ଜଙ୍ଗଲରେ ଲାଗିଥିବା ନିଆଁ ଇତିହାସର ସବୁଠାରୁ ବଡ ଓ ଭୟଙ୍କର ଅଗ୍ନିକାଣ୍ଡ ବୋଲି କୁହାଯାଉଛି। ଦିନକୁ ଦିନ ଏହା କମିବା ପରିବର୍ତ୍ତେ ବଢି ଚାଲିଛି।

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

ବଳାତ୍କାର ଅଭିଯୋଗ: ଧର୍ମଗୁରୁଙ୍କ ଯୌନାଙ୍ଗ କାଟି ପୋଲିସ ନିକଟରେ ପହଞ୍ଚିଲେ ପୀଡ଼ିତାଙ୍କ ପିତା

କେପ୍‌ ଟାଉନ୍‌,୧୬।୧୧: ଦକ୍ଷିଣ ଆଫ୍ରିକାରେ ଯୌନ ଶୋଷଣକୁ ନେଇ ଘଟିଥିବା ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୯ ବର୍ଷୀୟା ବାଳିକାଙ୍କୁ ଜଣେ ଧର୍ମଗୁରୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା।

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ପୁଣି ଡ୍ରାଗନ୍‌ର ଦାଦାଗିରି: ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଅନୁପ୍ରବେଶ

ନୂଆଦିଲ୍ଲୀ/ ବେଜିଂ,୧୬।୧୧: ଭାରତ ଉପରେ ପୁଣି ଡ୍ରାଗନ୍‌ ଆରମ୍ଭ କରିଛି ଦାଦାଗିରି। ଲଦାଖର ପାଙ୍ଗୋଙ୍ଗ୍‌ ତ୍ସୋ ହ୍ରଦରେ ଚାଇନା ସୈନ୍ୟ ଅନୁପ୍ରବେଶ କରିଥିବା ଗୋଇନ୍ଦା ରିପୋର୍ଟରୁ ଜଣାପଡ଼ିଛି। 

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ହାଇଟେକ୍‌ ଅସ୍ତ୍ରଶସ୍ତ୍ର ପରୀକ୍ଷା କଲା ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ,୧୬।୧୧: ଉତ୍ତରକୋରିଆ ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷଣ ବନ୍ଦ କରିଛି। ତେବେ ସମ୍ପ୍ରତି କେତେକ ହାଇଟେକ୍‌ ଅସ୍ତ୍ରଶସ୍ତ୍ର ଏହି ଦେଶ ପରୀକ୍ଷା କରିଛି। 

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ: ୩୫ ମୃତ

ଆଫଗାନିସ୍ତାନ,୧୫।୧୧: ଆଫଗାନ ସୁରକ୍ଷାକର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ଗୁରୁବାର ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଗକୁ ଏହା ବଢିପାରେ ବୋଲି ଆଲୋଚନା ହେଉଛି।

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଭାବି ସ୍ବାମୀଙ୍କ ମୃତ୍ୟୁ ପରେ ନବବଧୂ ବେଶରେ ସଜେଇ ହେଲେ ଯୁବତୀ

ଜାକର୍ତ୍ତା,୧୫।୧୧: ଗତ ଅକ୍ଟୋବରରେ ଇଣ୍ଡୋନେସିଆର ଲାୟନ ଏୟାର ଫ୍ଲାଇଟ୍‌ ୬୧୦ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା। 

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧:  ସିନ୍ଧୁ ସଭ୍ୟତା ଧ୍ୱଂସ ହେବାର କାରଣ ଖୋଜି ପାଇଛନ୍ତି ପ୍ରତ୍ନତତ୍ତ୍ୱବିତ୍‌। 

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ହେବେ ଗଣତନ୍ତ୍ର ଦିବସ ଅତିଥି

ନୂଆଦିଲ୍ଲୀ/କେପ୍‌ ଟାଉନ୍‌,୧୫।୧୧: ଆସନ୍ତା ଗଣତନ୍ତ୍ର ଦିବସରେ ଅତିଥିଭାବେ ଭାରତ ଆସିବେ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସାୟରିଲ ରାମାଫୋସା। 

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ପାକିସ୍ତାନରେ ଶିକ୍ଷାଲାଭରୁ ବଞ୍ଚିତ ୨.୨୫ କୋଟି ଶିଶୁ

ଇସଲାମାବାଦ୍‌,୧୫।୧୧: ପାକିସ୍ତାନରେ ୨.୨୫ କୋଟି ଶିଶୁ  ପ୍ରାଥମିକ ଶିକ୍ଷାଲାଭରୁ ବଞ୍ଚିତ। 

ରୁଷିଆରେ ଭୂକମ୍ପ

ରୁଷିଆରେ ଭୂକମ୍ପ

ମସ୍କୋ,୧୫।୧୧: ରୁଷିଆର କାମତଚକା ପ୍ରାୟଦ୍ୱୀପ ଅଞ୍ଚଳରେ ଗୁରୁବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି।