ଜାତୀୟ |

ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ

ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ
ଥିରୁଭନ୍ଥପୁରମ୍‌, ୧୯।୧: କେରଳ ଥୋନାକେଲ ଜିଲାର ଏକ ନିମ୍ନ ପ୍ରାଇମେରୀ ସ୍କୁଲରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୧୨୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡିଛନ୍ତି। ମଧ୍ୟାହ୍ନ ଭୋଜନ ଖାଇବା ପରେ ବାନ୍ତି ହେବାରୁ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅସୁସ୍ଥ ଛାତ୍ରୀଛାତ୍ରଙ୍କ ଅବସ୍ଥା ଠିକ ଅଛି ବୋଲି ହସ୍ପିଟାଲ ପକ୍ଷରୁ ସୂଚିତ କରାଯାଇଛି। ଖାଦ୍ୟ ନମୂନାକୁ ପରୀକ୍ଷା ପାଇଁ ପଠାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।
All Right Reserved By

ଜାତୀୟ |

ସିଦ୍ଧଗଙ୍ଗା ମଠର ମୁଖ୍ୟ ମହନ୍ତ ଶିବକୁମାର ସ୍ବାମୀଙ୍କ ପରଲୋକ

ସିଦ୍ଧଗଙ୍ଗା ମଠର ମୁଖ୍ୟ ମହନ୍ତ ଶିବକୁମାର ସ୍ବାମୀଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୧: କର୍ନାଟକର ତୁମକୁରୁସ୍ଥିତ ସିଦ୍ଧଗଙ୍ଗା ମଠର ମୁଖ୍ୟ ମହନ୍ତ ଡା.ଶିବକୁମାର ସ୍ବାମୀଙ୍କର ୧୧୧ ବର୍ଷ ବୟସରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ ଓ ତାଙ୍କର ମଠରେ ହିଁ ଚିକିତ୍ସା ଚାଲୁଥିଲା। 

୧୦ ଦିନରେ ୪ ଭାଜପା ନେତାଙ୍କୁ ହତ୍ୟା: କର୍ମୀଙ୍କ ବିକ୍ଷୋଭ ଆରମ୍ଭ

୧୦ ଦିନରେ ୪ ଭାଜପା ନେତାଙ୍କୁ ହତ୍ୟା: କର୍ମୀଙ୍କ ବିକ୍ଷୋଭ ଆରମ୍ଭ

ଭୋପାଳ,୨୧।୧: ମଧ୍ୟପ୍ରଦେଶରେ ଶାସନ ଡୋର ବଦଳିବା ପରେ ମାତ୍ର ୧୦ ଦିନରେ ୪ ଜଣ ଭାଜପା ନେତାଙ୍କୁ ହତ୍ୟା କରାଗଲାଣି। ଏନେଇ ଭାଜପା କର୍ମୀ ଆରମ୍ଭ କରିଛନ୍ତି ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ। 

ଘରେ ଲାଗିଲା ନିଆଁ: ମାଲିକଙ୍କୁ ବଞ୍ଚାଇବା ପାଇଁ କୁକୁର ଦେଲା ଜୀବନ

ଘରେ ଲାଗିଲା ନିଆଁ: ମାଲିକଙ୍କୁ ବଞ୍ଚାଇବା ପାଇଁ କୁକୁର ଦେଲା ଜୀବନ

ଜୟପୁର,୨୧।୧: କୁକୁର ମଣିଷର ଅତି ବିଶ୍ୱସ୍ତ। ଏହାର ଅନେକ ଉଦାହରଣ ମିଳିଥାଏ ଇତିହାସ ପୃଷ୍ଠାରୁ। ପୁଣି ଏହାର  ଘଟିଛି ପୁନରାବୃତ୍ତି।

ଉଦ୍‌ଘାଟନ ପୂର୍ବରୁ ଦୁର୍ଘଟଣା

ଉଦ୍‌ଘାଟନ ପୂର୍ବରୁ ଦୁର୍ଘଟଣା

ନୂଆଦିଲ୍ଲୀ,୨୧।୧: ଜମ୍ମୁରେ ନିର୍ମାଣ କରାଯାଇଥିବା କେବଲ୍‌ ରୋପଓ୍ବେ ପରିଯୋଜନା ଆରମ୍ଭ ହେବା ପୂର୍ବରୁ ଏକ ବଡ ଦୁର୍ଘଟଣା ଘଟିଛି। ରବିବାର କେବଲ କାର୍‌କୁ କିପରି ସୁରକ୍ଷା ଦିଆଯିବ ସେ ସମ୍ପର୍କରେ ଅଭ୍ୟାସ କରିବା ସମୟରେ ଘଟିଥିଲା ଏହି ଦୁର୍ଘଟଣା। 

ଭାରତ ଫ୍ରାନ୍ସରୁ କିଣିବ ୩ ହଜାର ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର

ଭାରତ ଫ୍ରାନ୍ସରୁ କିଣିବ ୩ ହଜାର ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ,୨୧।୧: ଭାରତ ଫ୍ରାନ୍ସରୁ ୩ ହଜାର ଆଣ୍ଟିଟ୍ୟାଙ୍କ କ୍ଷେପଣାସ୍ତ୍ର କିଣିବ। ଏଥିପାଇଁ ଦୁଇ ଦେଶ ମଧ୍ୟରେ ଚୁକ୍ତି ହୋଇଛି। ଏଥିଲାଗି ଏକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। 

ଜୀବନ ନେଲା ଜାଲିକାଟୁ

ଜୀବନ ନେଲା ଜାଲିକାଟୁ

ଚେନ୍ନାଇ,୨୧।୧: ତାମିଲନାଡୁର ପୁଡୁକୋଟାଇ ଜିଲାରେ ଚାଲିଥିବା ଜାଲିକାଟୁ ଉତ୍ସବରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମକର ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଏହି ବିପଜ୍ଜନକ ଖେଳ ଖେଳିବାକୁ ସରକାରଙ୍କ ତରଫରୁ କେତୋଟି ନିୟମ ପ୍ରଣୟନ କରାଯାଇଥିଲେ ସୁଦ୍ଧା ଏଥର ପୁଣିଥରେ ଏହି ଖେଳରେ ଲୋକଙ୍କ ମୃତ୍ୟୁ ହୋଇଛି।

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର

ବୁଡଗାମ,୨୧।୧: ଜମ୍ମୁ-କଶ୍ମୀରର ଜିନପଞ୍ଚାଲ ଅଞ୍ଚଳରେ ରବିବାର ଆରମ୍ଭ ହୋଇଥିବା ଏନକାଉଣ୍ଟରରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

ବିରୋଧୀଙ୍କୁ ଜବାବ ଦେବାକୁ ନୀତୀଶଙ୍କ ସହ ରାଲି କରିବେ ମୋଦି

ବିରୋଧୀଙ୍କୁ ଜବାବ ଦେବାକୁ ନୀତୀଶଙ୍କ ସହ ରାଲି କରିବେ ମୋଦି

ନୂଆଦିଲ୍ଲୀ,୨୧।୧: ବିରୋଧୀଙ୍କୁ ଜବାବ ଦେବାକୁ ଯାଇ ଏକାଠି ହେବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଯଦିଓ ଏହି ରାଲିର କୌଣସି ତାରିଖ ଘୋଷଣା କରାଯାଇନାହିଁ ତଥାପି ଏହା ଫେବୃୟାରୀ ଶେଷ ସପ୍ତାହ ଅବା ମାର୍ଚ୍ଚ ପ୍ରଥମ ସପ୍ତାହରେ ଆୟୋଜିତ ହୋଇପାରେ ବୋଲି କୁହାଯାଉଛି। 

 ମାୟାବତୀ ବି ନାରୀ, ସେ ୫୬ ଇଞ୍ଚ ଜଣେ ପୁରୁଷଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ: ଅଳକା ଲାମ୍ବା

ମାୟାବତୀ ବି ନାରୀ, ସେ ୫୬ ଇଞ୍ଚ ଜଣେ ପୁରୁଷଙ୍କଠାରୁ ମଧ୍ୟ ଅଧିକ ପ୍ରଭାବଶାଳୀ: ଅଳକା ଲାମ୍ବା

ନୂଆଦିଲ୍ଲୀ,୨୧।୧: ଭାଜପାର ମୋଗଲସରାଇ ବିଧାନସଭା ଆସନର ବିଧାୟିକା ସାଧନା ସିଂ ବିଏସ୍‌ପି ଅଧ୍ୟକ୍ଷା ମାୟାବତୀଙ୍କ ବିରୋଧରେ ଦୁଇ ଦିନ ତଳେ ବିବାୟଦୀୟ ମନ୍ତବ୍ୟ ଦେଇଥିଲେ।

ବାହାହେବେ ହାର୍ଦ୍ଦିକ

ବାହାହେବେ ହାର୍ଦ୍ଦିକ

ସୁରଟ,୨୧।୧: ପାଟିଦାର ସଂରକ୍ଷଣ ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ ଖୁବ୍‌ଶୀଘ୍ର ବାହା ହେବାକୁ ଯାଉଛନ୍ତି। ଯଦିଓ ତାଙ୍କ ପରିବାର ତରଫରୁ ଏହା ସ୍ପଷ୍ଟ କରାଯାଇ ନାହିଁ। ତାଙ୍କ ପିତା ଭରତଭାଇ ପଟେଲ କିନ୍ତୁ କହିଛନ୍ତି ଜାନୁୟାରୀ ୨୭ରେ ହାର୍ଦ୍ଦିକ-କିଞ୍ଜଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି।

 ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ଏପ୍ରିଲ୍‌ରୁ ଆରମ୍ଭ ହେବ ଦବଙ୍ଗ-୩ର ଶୁଟିଂ; ସୋନାକ୍ଷୀ ଦେଲେ ସୂଚନା

ମୁମ୍ବାଇ, ୨୧।୧: ଅରବାଜ୍‌ ଖାଁଙ୍କ ହୋମ୍‌ ପ୍ରଡକସନ୍‌ରେ ଖୁବ୍‌ ଶୀଘ୍ର ଦବଙ୍ଗ-୩ର ଶୁଟିଂ ଆରମ୍ଭ ହେବ। ଏନେଇ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଦେଇଛନ୍ତି ସୂଚନା। 

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ଅଙ୍କିତାଙ୍କ ପରେ କୃତି ସେନନ୍‌ଙ୍କ ସହ ଡେଟିଂ କରୁଥିଲେ ସୁଶାନ୍ତ ସିଂ

ମୁମ୍ବାଇ,୨୧।୧: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ସୋମବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୬ ଜାନୁୟାରୀ ୨୧ରେ ସେ ବିହାର ପାଟନାଠାରେ ଜନ୍ମଗ୍ରହଣ କରିଥିଲେ।