ଜାତୀୟ |

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି

ଚଳିତ ବର୍ଷରୁ ଶେଷ ହେବ ହଜ୍‌ ରିହାତି
ନୂଆଦିଲ୍ଲୀ,୧୬।୧: ଚଳିତ ବର୍ଷରୁ କେନ୍ଦ୍ର ସରକାର ହଜ ଯାତ୍ରା ପାଇଁ ରିହାତି ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଏନେଇ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର୍‌ ଆବ୍ବାସ୍‌ ନକ୍‌ଭି ମଙ୍ଗଳବାର ସୂଚନା ଦେଇଛନ୍ତି। ଏହି ରିହାତି ଅର୍ଥ ସଂଖ୍ୟାଲଘୁ ସମ୍ପ୍ରଦାୟର ବାଳିକାମାନଙ୍କ ପାଠପଢାରେ ଲାଗିବ ବୋଲି ନକ୍‌ଭି କହିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ସରକାର ହଜ୍‌ ଯାତ୍ରା ପାଇଁ ପାଖାପାଖି ୭୦୦କୋଟି ଟଙ୍କା ଖର୍ଚ୍ଚ କରିଥାନ୍ତି। ତେବେ ଚଳିତ ବର୍ଷ ୧.୭୫ ଲକ୍ଷ ଲୋକ ବିନା ରିହାତିରେ ହଜ୍‌ ଯାତ୍ରା କରିବେ। ପ୍ରକାଶ ଥାଉକି, ୨୦୨୨ ମଧ୍ୟରେ ହଜ୍‌ ଯାତ୍ରା ରିହାତିକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ୨୦୧୨ରେ ମାନ୍ୟବର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଆଦେଶ ଦେଇଥିଲେ।
All Right Reserved By

ଜାତୀୟ |

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

କାଳ ହେଲା ଅନ୍ଧବିଶ୍ୱାସ: ନାଗ ସାପ ନେଲା ଶିଶୁର ଜୀବନ

ରାୟପୁର, ୧୭।୧୦: ଅନ୍ଧ ବିଶ୍ୱାସର ଏକ ଚରମ ରୂପ ଦେଖିବାକୁ ମିଳିିଛି ଛତିଶଗଡର ରଜନାନ୍ଦ ଗ୍ରାମରେ। ଏଠାରେ ଅନ୍ଧବିଶ୍ୱାସ କାରଣରୁ ଜଣେ ୫ ମାସ ଶିଶୁର ଜୀବନ ଚାଲିଯାଇଛି।

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ମହିଳାଙ୍କ ପାଇଁ ଖୋଲିଲା ସାବରିମାଳା ମନ୍ଦିର: ୧୪୪ ଧାରା ଜାରି

ଥିରୁଭନନ୍ତପୁରମ୍‌, ୧୭।୧୦: କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର କବାଟ ବୁଧବାର ମହିଳାଙ୍କ ପାଇଁ ଖୋଲିଛି। ଅପରାହ୍ନ ୫ଟାରେ ପ୍ରଥମଥର ପାଇଁ ସବୁ ବୟସର ମହିଳା ମନ୍ଦିରକୁ ପ୍ରବେଶ କରିଛନ୍ତି। 

ଇସ୍ତଫା ଦେଲେ ଏମ.ଜେ ଆକବର

ଇସ୍ତଫା ଦେଲେ ଏମ.ଜେ ଆକବର

ନୂଆଦିଲ୍ଲୀ, ୧୭।୧୦: ମିଟୂ ଅଭିଯୋଗ ଆସିବା ପରେ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ.ଜେ ଆକବର ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ମହିଳା ପ୍ରବେଶ କରିବା ପୂର୍ବରୁ ସାବରିମାଳା ମନ୍ଦିର ଆଗରେ ହିଂସା: ସାମ୍ବାଦିକଙ୍କୁ ଆକ୍ରମଣ

ଥିରୁଭନନ୍ତପୁରମ୍‌, ୧୭।୧୦: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ପରେ ବୁଧବାର ପ୍ରଥମଥର ପାଇଁ କେରଳର ପ୍ରସିଦ୍ଧ ସାବରିମାଳା ମନ୍ଦିର ମହିଳାଙ୍କ ପାଇଁ ଖୋଲିବାକୁ ଯାଉଛି। 

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

କୋର୍ଟରେ କାନ୍ଦିଲେ ରାମପାଲ: ପୁଣି ଏକ ମାମଲାରେ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ, ୧୭।୧୦: ଆଶ୍ରମରେ ଜଣେ ମହିଳାଙ୍କ ହତ୍ୟା ଅଭିଯୋଗରେ ଆତ୍ମଘୋଷିତ ବାବା ରାମପାଲଙ୍କୁ ପୁଣି ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି।

 ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କଲେ ୪ ସେନା ଯବାନ

ପୁଣେ,୧୭।୧୦: ମହାରାଷ୍ଟ୍ରରେ ଜଣେ ଦିବ୍ୟାଙ୍ଗ ମହିଳାଙ୍କୁ ବଳାତ୍କାର କରିଛନ୍ତି ୪ ସେନା ଯବାନ। ସ୍ଥାନୀୟ ମିଲିଟାରୀ ହସ୍ପିଟାଲ ପରିସରରେ ଘଟିଛି ଏଭଳି କାଣ୍ଡ। ଏନେଇ ପୁଣେର ଖାଡକୀ ପୋଲିସ ଏକ ମାମଲା ରୁଜୁ କରିଛି।

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

କଂଗ୍ରେସରେ ଯୋଗଦେଲେ ଜସଓ୍ବନ୍ତଙ୍କ ପୁଅ ମାନବେନ୍ଦ୍ର

ଜୟପୁର,୧୭।୧୦: ରାଜସ୍ଥାନରେ ଭାଜପାକୁ ଲାଗିଛି ଏକ ବଡ଼ ଝଟକା। ଭାଜପାର ବରିଷ୍ଠ ନେତା ଜସଓ୍ବନ୍ତ ସିଂଙ୍କ ପୁତ୍ର ମାନବେନ୍ଦ୍ର ସିଂ କଂଗ୍ରେସରେ ଯୋଗଦେଇଛନ୍ତି। 

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

କୁମାରୀତ୍ୱ ପରୀକ୍ଷାର ବିରୋଧ କରିବାରୁ ମହିଳାଙ୍କୁ ଦାଣ୍ଡିଆରେ ପ୍ରବେଶ ମନା

ପୁଣେ, ୧୭।୧୦: ମହାରାଷ୍ଟ୍ର ପୁଣେ ଅନ୍ତର୍ଗତ ଭାଟନଗରର ପିମ୍ପରି ଚିଞ୍ଚଓ୍ବାଡ୍‌ରେ ଘଟିଛି  ଏକ ଅଭାବନୀୟ ଘଟଣା। 

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟଆଟାକ୍‌: ଡାକ୍ତରଙ୍କ ଉପସ୍ଥିତ ବୁଦ୍ଧି ବଞ୍ଚାଇଲା ଜୀବନ

ଇନ୍ଦୋର,୧୭।୧୦: ଲକ୍ଷ୍ନୌରୁ ଇନ୍ଦୋର ଯାଉଥିବା ଇଣ୍ଡିଗୋ ବିମାନରେ ମଝି ଆକାଶରେ ଜଣେ ୭୬ ବର୍ଷ ବୟସ୍କା ମହିଳା ଯାତ୍ରୀଙ୍କୁ ହାର୍ଟଆଟାକ୍‌ ହୋଇଥିଲା।

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ପାକିସ୍ତାନ ପାଇଁ ଗୁପ୍ତଚରୀ: ଗିରଫ ହେଲେ ଭାରତୀୟ ସେନା ଯବାନ

ମିରଟ,୧୭।୧୦: ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଅଭିଯୋଗରେ ଜଣେ ଭାରତୀୟ ସେନା ଯବାନଙ୍କୁ ଗିରଫ କରାଯାଇଛି। ଭାରତୀୟ ସେନାର ଗୋଇନ୍ଦା ବିଭାଗ ତାଙ୍କ ଉପରେ ୩ ମାସ ଧରି ତୀକ୍ଷ୍‌ଣ ନଜର ରଖିଥିଲେ।

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଅପରାଧୀଙ୍କ ଡ଼ରାଇବା ପାଇଁ ମୁହଁରୁ ଗୁଳି ଶବ୍ଦ ବାହାର କରିଥିବା ପୋଲିସ ବାବୁଙ୍କୁ ମିଳିବ ବୀରତା ପୁରସ୍କାର

ଲକ୍ଷ୍ନୌ,୧୭।୧୦: ଉତ୍ତରପ୍ରଦେଶ ସମ୍ଭଲରେ ଅପରାଧୀଙ୍କ ପିଛା କରୁଥିବା ସମୟରେ ପୋଲିସ ବାବୁଙ୍କ ପିସ୍ତଲ କାମ କରି ନ ଥିଲା। ମାତ୍ର କନେଷ୍ଟବଳ ମନୋଜ କୁମାର ମୁହଁରୁ ଠୋ ଠୋ ଶବ୍ଦ ବାହାର କରି ଅପରାଧୀଙ୍କ ସାମନା କରିଥିଲେ। 

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ଆନ୍ନା ବର୍ନସ୍‌ଙ୍କୁ ବୁକର ପୁରସ୍କାର

ନୂଆଦିଲ୍ଲୀ/ଡବଲିନ୍‌,୧୭।୧୦: ଉତ୍ତର ଅୟାରଲାଣ୍ଡ ଲେଖିକା ଆନ୍ନା ବର୍ନସ୍‌ଙ୍କୁ ୨୦୧୮ ପାଇଁ ମିଳିଛି ବୁକର ପୁରସ୍କାର। ତାଙ୍କ ରଚିତ ପୁସ୍ତକ ‘ମିଲ୍କମ୍ୟାନ୍‌’ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି।