ଜାତୀୟ |

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

‘ପଦ୍ମାବତ୍‌’କୁ ପୁଣି ରେଡ୍‌ ସିଗ୍‌ନାଲ୍‌

ନୂଆଦିଲ୍ଲୀ,୧୬।୧: ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’କୁ ହରିୟାଣାରେ ମଧ୍ୟ ନିଷିଦ୍ଧ କରାଗଲା। ରାଜସ୍ଥାନ, ଗୁଜରାଟ, ମଧ୍ୟପ୍ରଦେଶ ପରେ ଏବେ ହରିୟାଣା ସରକାର ଏହି ଫିଲ୍ମକୁ ରାଜ୍ୟରେ ରିଲିଜ୍‌ କରିବାକୁ ବାରଣ କରିଛନ୍ତି। ମଙ୍ଗଳବାର ହରିୟାଣା କ୍ୟାବିନେଟ ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି। ରଣବୀର, ଦୀପିକା, ସାହିଦ କପୁର ଷ୍ଟାର କାଷ୍ଟର ଏହି ଫିଲ୍ମର ରିଲଜ୍‌କୁ ନେଇ କିଛିଦିନ ହେବ ବିବାଦ ଲାଗି ରହିଛି। ସେନ୍‌ସର୍‌ ବୋର୍ଡର ଗ୍ରୀନ ସିଗ୍‌ନାଲ୍‌ ପରେ ମଧ୍ୟ ଏହି ଫିଲ୍ମରୁ ସଙ୍କଟ ଦୂର ହେଉନାହିଁ।

All Right Reserved By

Model This Week

ସନ୍ତୋଷ

ଜାତୀୟ |

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ଥୁଥୁକୁଡ଼ି ହିଂସା ଘଟଣା: ସାମ୍ବାଦିକ, ଲେଖକଙ୍କ ବିକ୍ଷୋଭ ପ୍ରଦର୍ଶନ

ମାଡ୍ରାସ,୨୬।୫: ଷ୍ଟେର୍‌ଲାଇଟ୍‌ କପରକୁ ବିରୋଧବେଳେ ଥୁଥୁକୁଡ଼ିରେ ହିଂସା ଘଟି ୧୩ ଜଣଙ୍କ ପ୍ରାଣହାନି ହେବା ଘଟଣା ନେଇ ଳେଖକ, ସାମ୍ବାଦିକ ଏବଂ ତାମିଲନାଡୁ ଫିଲ୍ମ ଫ୍ରେଟର୍ନିଟିର ସଦସ୍ୟମାନଙ୍କ ପକ୍ଷରୁ ଶନିବାର ମାଡ୍ରାସଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ରାହୁଲଙ୍କ ରିପୋର୍ଟକାର୍ଡରେ ମୋଦି ଫେଲ୍‌

ନୂଆଦିଲ୍ଲୀ,୨୬।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରିପୋର୍ଟକାର୍ଡରେ ଫେଲ୍‌ ହୋଇଛନ୍ତି। ମୋଦି ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ରାହୁଲ ଏହି ରିପୋର୍ଟକାର୍ଡ ପ୍ରକାଶ କରିଛନ୍ତି।

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ହିମାଚଳ ପ୍ରଦେଶରେ ୨୨ ଦିନରେ ୬ଶହ ସ୍ଥାନରେ ଲାଗିଛି ନିଆଁ

ଶିମଲା,୨୬।୫: ଗ୍ରୀଷ୍ମ ପ୍ରବାହରେ ସାରା ଦେଶ ଆଉଟୁ ପାଉଟୁ ହେଉଥିବା ବେଳେ ଗତ ୨୨ ଦିନ ମଧ୍ୟରେ ହିମାଚଳ ପ୍ରଦେଶର ପାଖାପାଖି ୬ଶହ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି।

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

୩ ଘଣ୍ଟା ପାଇଁ ବନ୍ଦ ହେଲା ବମ୍ବେ ବିମାନବନ୍ଦର ରନ୍‌ଓ୍ବେ

ବମ୍ବେ,୨୬।୫: ଇନ୍‌ଷ୍ଟ୍ରୁମେଣ୍ଟ ଲ୍ୟାଣ୍ଡିଂ ସିଷ୍ଟମ(ଆଇଏଲ୍‌ଏସ୍‌)ରେ କାର୍ଯ୍ୟ ଚାଲିଥିବାରୁ ଶନିବାର ବମ୍ବେର ଛତ୍ରପତି ଶିବାଜୀ ଅନ୍ତର୍ଜାତୀୟ ବିମାନବନ୍ଦରର ମୁଖ୍ୟ ରନ୍‌ଓ୍ବେକୁ ୩ ଘଣ୍ଟା ପାଇଁ ବନ୍ଦ କରାଯାଇଛି।

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ଆଫ୍ରିକାନ୍‌ ୟୁନିୟନର ୫୫ ବର୍ଷ ପୂର୍ତ୍ତି ପାଳନରେ ଯୋଗଦେଲେ ସୁଷମା

ନୂଆଦିଲ୍ଲୀ,୨୬।୫: ଆଫ୍ରିକାନ୍‌ ୟୁନିୟନ ପକ୍ଷରୁ ଶୁକ୍ରବାର ଏହାର ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଇ କେତେଜଣ ପ୍ରବାସୀ ଆଫ୍ରିକୀୟ ନୂଆଦିଲ୍ଲୀରେ ଏକାଠି ହୋଇଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ।

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଭାଜପାର ୪ ବର୍ଷର ଶାସନ ନୈରାଶ୍ୟଜନକ: ମାୟାବତୀ

ଲକ୍ଷ୍ନୌ,୨୬।୫: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ସୁପ୍ରିମୋ ମାୟାବତୀ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାରର ୪ ବର୍ଷର ଶାସନକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଭିହିତ କରିଛନ୍ତି। ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବା ଅବସରରେ ଭାଜପା ପ୍ରତ୍ୟେକ କ୍ଷେତ୍ରରେ ଅସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି।

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ଶୌଚାଳୟ ସାମ୍ନାରେ ସେଲ୍‌ଫି ନ ନେଲେ ଦରମା ବନ୍ଦ

ସୀତାପୁର,୨୬।୫: ଉତ୍ତରପ୍ରଦେଶର ସୀତାପୁର ଜିଲା ମାଜିଷ୍ଟ୍ରେଟ୍‌ ସ୍ବଚ୍ଛ ଭାରତ ମିଶନ୍‌କୁ ସଫଳ କରିବା ଲାଗି ଏକ ଅଭିନବ ଉପାୟ ଆପଣାଇଛନ୍ତି। ସେ ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ନିଜର ଘରେ ଥିବା ଶୌଚାଳୟ ସାମ୍ନାରେ ସେଲ୍‌ଫି ନେଇ ଉକ୍ତ ଫଟୋକୁ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

୧୪ ବର୍ଷର ଛାତ୍ର ସହ ଅନୈତିକ ସମ୍ପର୍କ ରଖୁଥିଲେ ୩୪ ବର୍ଷୀୟା ଶିକ୍ଷୟିତ୍ରୀ

ଚଣ୍ଡୀଗଡ,୨୬।୫: ଜଣେ ୧୪ ବର୍ଷର ଛାତ୍ରଙ୍କ ସହ ଟ୍ୟୁସନ ଶିକ୍ଷୟିତ୍ରୀ ଶାରୀରିକ ସମ୍ପର୍କ ରଖିବା ଘଟଣା ଏବେ ଚଣ୍ଡୀଗଡରେ ଚର୍ଚ୍ଚାର ବିଷୟ ପାଲଟିଛି। ଛାତ୍ରଙ୍କର ଅଭିଯୋଗକ୍ରମେ ଉକ୍ତ ଶିକ୍ଷୟତ୍ରୀଙ୍କୁ ପୋଲିସ ଗିରଫ କରିଛି।

ମଣିପୁରରେ ସୌର ଶୌଚାଳୟ

ମଣିପୁରରେ ସୌର ଶୌଚାଳୟ

ଇମ୍ଫାଲ,୨୬।୫: ସୌର ଶୌଚାଳୟ ନିର୍ମାଣରେ ମଣିପୁର ଉତ୍ତର-ପୂର୍ବରେ ପ୍ରଥମ ଏବଂ ଦେଶର ୩ୟ ରାଜ୍ୟ ଭାବେ ପରିଗଣିତ ହୋଇଛି। ଇବୁଧୋଉ ମାର୍ଜିଂ ହିଲ୍‌ ହେଂଗାଙ୍ଗ୍‌ରେ ଗତ ସପ୍ତାହରେ ପର୍ଯ୍ୟଟନ ବିଭାଗ ସଚିବ ଓ୍ବିଖୋମ୍‌ ଇବୋହଲ ଏହାର ଉଦ୍‌ଘାଟନ କରିଛନ୍ତି।

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

ନିପା ଭାଇରସର ମୁଖ୍ୟକାରଣ ନୁହେଁ ବାଦୁଡି

କୋଜିକୋଡେ,୨୬।୫: କେରଳରେ ନିପା ଭାଇରସରେ ଏବେ ସୁଦ୍ଧା ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଭାଇରସ ବାଦୁଡିଠାରୁ ଆସୁଛି ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏହା ଭୂଲ୍‌ ବୋଲି ଡାକ୍ତରମାନେ କହୁଛନ୍ତି।

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଜମ୍ମୁ-କଶ୍ମୀରରେ ସଡ଼କ ଦୁର୍ଘଟଣା: ୫ ମୃତ

ଶ୍ରୀନଗର,୨୬।୫: ଜମ୍ମୁ-କଶ୍ମୀରର ସାମ୍ବାରେ ଶୁକ୍ରବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୭ଜଣ ଆହତ ହୋଇଛନ୍ତି।

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ମୁସଲମାନ ବ୍ୟକ୍ତିଙ୍କୁ ରକ୍ଷା କରି ମନ ଜିଣିଲେ ଶିଖ୍‌ ପୋଲିସ

ନୂଆଦିଲ୍ଲୀ,୨୬।୫: ମୁସଲମାନ ବ୍ୟକ୍ତିଙ୍କୁ ଆକ୍ରମଣ ହେଉଥିବା ସମୟରେ ଜଣେ ଶିଖ୍‌ ପୋଲିସ ଅଫିସର ତାଙ୍କୁ ବଞ୍ଚାଇବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।