ଜାତୀୟ |

ନେପାଳରେ ଆରମ୍ଭ ହେଲା ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ

ନେପାଳରେ ଆରମ୍ଭ ହେଲା ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ
ନୁଓ୍ବାକୋଟ,୧୬।୧: ରାଜଧାନୀ କାଠମାଣ୍ଡୁଠାରୁ ୭୫ କିଲୋମିଟର ଦୂର ପାହାଡିଆ ଜିଲା ନୁଓ୍ବାକୋଟରେ ଆରମ୍ଭ ହୋଇଛି ପ୍ରାଚୀନ ଷଣ୍ଢ ଲଢେଇ ଉତ୍ସବ। ଚନ୍ଦ୍ରଗଣନା ଅନୁଯାୟୀ, ବର୍ଷର ଦଶମ ମାସ ମାଘ ମାସରେ ଏହି ଉତ୍ସବ ଆୟୋଜନ କରାଯାଇଥାଏ। ଖ୍ରୀଷ୍ଟପୂର୍ବ ୧୮୮୭ରୁ ଏହି ଉତ୍ସବ ପାଳନ ହୋଇ ଆସୁଥିବା କୁହାଯାଉଛି। ସରକାରୀ ସ୍ତରରେ କିଛି ସାହାଯ୍ୟ ନ ମିଳିଲେ ସୁଦ୍ଧା ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ଉତ୍ସବ ପାଳନ କରାଯାଉଥିବା ଏଠାକାର କୃଷକମାନେ କହୁଛନ୍ତି। ତାମିଲନାଡୁର ଜାଲିକାଟୁ ଓ ସ୍ପେନର ବୁଲ୍‌ ଫାଇଟ୍‌ ପରି ଏହି ଷଣ୍ଢ ଲଢେଇ ଖୁବ୍‌ ମାରାତ୍ମକ।
All Right Reserved By

ଜାତୀୟ |

ଗୋଟିଏ ମାସର ଦରମା ଦାନ କରିବ କଂଗ୍ରେସ

ଗୋଟିଏ ମାସର ଦରମା ଦାନ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୮।୮: କେରଳ ବନ୍ୟା ପରିସ୍ଥିତକୁ ଦେଖି କଂଗ୍ରେସର ସମସ୍ତ ଏମ୍‌ପି, ଏମ୍‌ଏଲ୍‌ଏ ଓ ଏମ୍‌ସିଏଲ୍‌ ସେମାନଙ୍କର ଗୋଟିଏ ମାସର ଦରମା ଦାନ କରିବେ ବୋଲି କହିଛନ୍ତି। ଶନିବାର ଦଳ ପକ୍ଷରୁ ସମଶେର ସିଂ ସୁରଜଓ୍ବୋଲା ଏହି ଘୋଷଣା କରିଛନ୍ତି। 

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

କଳାଦିବସ ପାଳିଲେ ଆଇନିଜୀବୀ: ପାଟିରେ କଳା କପଡ଼ା ବାନ୍ଧି କଲେ ପ୍ରତିବାଦ

ଖୋର୍ଦ୍ଧା ଅଫିସ,୧୮।୮: କୋର୍ଟ, ପୋଲିସ ଓ ଜିଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତକରି ଖୋର୍ଦ୍ଧା ବାର ଆସୋସିଏଶନ ପକ୍ଷରୁ ଶନିବାର କଳାଦିବସ ପାଳନ କରାଯାଇଛି।

ପଞ୍ଜାବ ଦେଲା ୧ଲକ୍ଷ ଖାଦ୍ୟ ପ୍ୟାକେଟ୍‌

ପଞ୍ଜାବ ଦେଲା ୧ଲକ୍ଷ ଖାଦ୍ୟ ପ୍ୟାକେଟ୍‌

ଚଣ୍ଡିଗଡ,୧୮।୮: କେରଳ ବନ୍ୟାକୁ ଦେଖି ପ୍ରାୟ ସବୁ ରାଜ୍ୟରୁ ସହାୟତା ଆସୁଥିବା ବେଳେ ପଞ୍ଜାବ ପଠାଇଛି ୧ଲକ୍ଷ୍ୟ ଖାଦ୍ୟ ପ୍ୟାକେଟ। ଏଥିରେ ରହିଛି ପାଣି ବୋତଲ, କ୍ଷୀର, ବିସ୍କୁଟ ଓ ଚିନି ଇତ୍ୟାଦି।

କେରଳ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ: କଂଗ୍ରେସ

କେରଳ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରାଯାଉ: କଂଗ୍ରେସ

ନୂଆଦିଲ୍ଲୀ,୧୮।୮: କେରଳରେ ସୃଷ୍ଟି ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଲକ୍ଷଲକ୍ଷ ଲୋକ ବାସହରା ହୋଇଛନ୍ତି। ଏପରି ସ୍ଥଳେ କେରଳ ବନ୍ୟାକୁ ଜାତୀୟ ବିପତ୍ତି ଘୋଷଣା କରିବାକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀଙ୍କୁ ଟୁଇଟ୍‌ କରି ଦାବି କରିଛନ୍ତି।

ମିଠାଠାରୁ ବାଜପେୟୀଙ୍କୁ ଦୂରେଇ ରଖିଥିଲେ ମାଧୁରୀ

ମିଠାଠାରୁ ବାଜପେୟୀଙ୍କୁ ଦୂରେଇ ରଖିଥିଲେ ମାଧୁରୀ

ନୂଆଦିଲ୍ଲୀ,୧୮।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ କେବଳ ଯେ ତାଙ୍କର ଓଜସ୍ବିନୀ ଭାଷଣ ପାଇଁ ପରିଚିତ ଥିଲେ ତା’ ନୁହେଁ। ତାଙ୍କର କବିତା ମଧ୍ୟ ଥିଲା ବେଶ୍‌ ଦମ୍‌ଦାର୍‌ । ଆଉ ଖାଦ୍ୟରେ ବି ବେଶ୍‌ ରୁଚି ରଖୁଥିଲେ ଏହି ମହାନ୍‌ ବ୍ୟକ୍ତିତ୍ୱ। କୁହାଯାଏ ଗ୍ବାଲିୟରରେ ଜନ୍ମ ନେଇଥିବା ବାଜପେୟୀ ସେଠାକାର ପ୍ରତିଟି ଗଳିରେ ପ୍ରସ୍ତୁତ ହେଉଥିବା ଖାଦ୍ୟର ସ୍ବାଦ ପରଖିଛନ୍ତି। 

କେରଳକୁ ସହାୟତା ଦେଲେ ଗୁଜରାଟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ

କେରଳକୁ ସହାୟତା ଦେଲେ ଗୁଜରାଟ, ମହାରାଷ୍ଟ୍ର, ଝାଡ଼ଖଣ୍ଡ

ନୂଆଦିଲ୍ଲୀ,୧୮।୮: କେରଳର ବନ୍ୟା ପରିସ୍ଥିତିକୁ ଦେଖି ସବୁ ରାଜ୍ୟରୁ ଛୁଟିଛି ସହାୟତା। ଏବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ୨୦କୋଟି ଟଙ୍କା ସହାୟତା ଘୋଷଣା କରିଥିବା ବେଳେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନି ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ କେରଳକୁ ୧୦କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। 

 ୮୨ ହଜାର ଲୋକଙ୍କୁ ଉଦ୍ଧାର କଲା ସେନା

୮୨ ହଜାର ଲୋକଙ୍କୁ ଉଦ୍ଧାର କଲା ସେନା

ଥିରୁଭାନନ୍ତପୁରମ୍‌,୧୮।୮: କେରଳ ବନ୍ୟାରେ ଭାରତୀୟ ତିନି ପ୍ରତିରକ୍ଷା ବାହିନୀ ନିଜର ବୀରତ୍ୱ ପ୍ରଦର୍ଶନ କରିଛନ୍ତି। ଏଥିରେ ନୌସେନାର ୪୬ ଟିମ୍‌, ବାୟୁସେନାର ୧୩, ଆର୍ମିର ୧୮ ଏବଂ କୋଷ୍ଟଗାର୍ଡର ୧୬ଟି ଟିମ୍‌ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। 

କେରଳକୁ ୨୫ କୋଟି ସହାୟତା ଘୋଷଣା କଲେ କେସିଆର

କେରଳକୁ ୨୫ କୋଟି ସହାୟତା ଘୋଷଣା କଲେ କେସିଆର

ହାଇଦ୍ରାବାଦ୍‌,୧୮।୮: କେରଳରେ ସୃଷ୍ଟି ହୋଇଥିବା ବର୍ଷା ବିତ୍ପାତ ଯୋଗୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌) ୨୫ ଟଙ୍କାର ସହାୟତା ଘୋଷଣା କରିଛନ୍ତି। 

କେରଳକୁ ୧୦କୋଟି ଦେଲେ ନୀତୀଶ

କେରଳକୁ ୧୦କୋଟି ଦେଲେ ନୀତୀଶ

ପାଟନା,୧୮।୮: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେରଳ ବନ୍ୟା ପୀଡ଼ିତଙ୍କ ପାଇଁ ୧୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି। ଚିଫ୍‌ ମିନିଷ୍ଟର ରିଲିଫ୍‌ ଫଣ୍ଡରୁ କେରଳକୁ ଏହି ସହାୟତା ଯୋଗାଇ ଦିଆଯିବ ବୋଲି ଶନିବାର ନୀତୀଶ ଘୋଷଣା କରିଛନ୍ତି।

କେରଳକୁ ସହଯୋଗର ହାତ ବଢାଇଲା ହରିୟାଣା

କେରଳକୁ ସହଯୋଗର ହାତ ବଢାଇଲା ହରିୟାଣା

ଚଣ୍ଡିଗଡ଼,୧୮।୮: କେରଳରେ ଚଳିତ ବର୍ଷ ବନ୍ୟା ପରିସ୍ଥିତି ଜଟିଳ ହୋଇଛି। ଏଠାରେ ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୩ଶହ ଟପି ଯାଇଥିବା ବେଳେ ଏବେବି ଅନେକେ ନିଖୋଜ ଅଛନ୍ତି। 

କେରଳକୁ ୫ ଶହ କୋଟି ଅତିରିକ୍ତ ସହାୟତା: ଘୋଷଣା କଲେ ପ୍ରଧାନମନ୍ତ୍ରୀ

କେରଳକୁ ୫ ଶହ କୋଟି ଅତିରିକ୍ତ ସହାୟତା: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଥିରୁଭାନନ୍ତପୁରମ୍‌,୧୮।୮: କେରଳରେ ସୃଷ୍ଟି ହୋଇଛି ବର୍ଷା ବିତ୍ପାତ। ଏଥିରେ ରାଜ୍ୟର ୮ ହଜାର କୋଟି ଟଙ୍କାର ସମ୍ପତ୍ତି ନଷ୍ଟ  ହୋଇଥିବା ଆକଳନ କରାଯାଇଛି। ପୂର୍ବରୁ କେନ୍ଦ୍ର ସରକାର ଏଥିପାଇଁ ଶହେ କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ। 

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ପ୍ରିୟଙ୍କା-ନିକଙ୍କର ହେଲା ନିର୍ବନ୍ଧ

ମୁମ୍ବାଇ,୧୮।୮: ବଲିଉଡ ଦେଶୀଗର୍ଲ ପ୍ରିୟଙ୍କ ଚୋପ୍ରା ଶେଷରେ ନିକ୍‌ ଜୋନ୍ସଙ୍କ ହାତ ଧରିବେ ବୋଲି ସ୍ପଷ୍ଟ ହୋଇଛି। ଶନିବାର ମୁମ୍ବାଇରେ ଏମାନଙ୍କର ଏନ୍‌ଗେଜ୍‌ମେଣ୍ଟ ସେରିମନି ବା ‘ରୋକା’ ଆୟୋଜିତ ହୋଇଛି।