ମେଟ୍ରୋ |

ବାଘୁଣୀ ଅଙ୍କିତାର ୨ ଶାବକ ଜନ୍ମ

ବାଘୁଣୀ ଅଙ୍କିତାର ୨ ଶାବକ ଜନ୍ମ
ଭୁବନେଶ୍ୱର, ୧୩।୧(ବ୍ୟୁରୋ): ନନ୍ଦନକାନନକୁ ଆସିଛନ୍ତି ଦୁଇଟି ନୂଆ ଅତିଥି। ବାଘୁଣୀ ଅଙ୍କିତା ଦୁଇଟି ଶାବକଙ୍କୁ ଶୁକ୍ରବାର ରାତିରେ ଜନ୍ମ ଦେଇଛି। ଉଭୟ ଶାବକଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଥିବା ଜଣାପଡିଛି। ଏହାକୁ ମିଶାଇ ନନ୍ଦନକାନନରେ ବାଘ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୮ଟି ଧଳା ବାଘ(୩ ଅଣ୍ଡିରା, ୫ ମାଇ) ଅଛନ୍ତି। ପ୍ରକାଶ ଯେ, ୨୦୧୨ ମସିହାରେ ନନ୍ଦନକାନନର ସାଧାରଣ ରଙ୍ଗର ବାଘୁଣୀ ସାରା ଓ ଧଳା ମହାବଳ ବାଘ ରିଶିର ମିଳନରୁ ‘ଅଙ୍କିତା’ ଜନ୍ମ ହୋଇଥିଲା। ଏବେ ତାକୁ ୫ ବର୍ଷ ହୋଇଛି।
All Right Reserved By

ମେଟ୍ରୋ |

ପିସିଆର୍‌, ଟ୍ରାଫିକ ପୋଲିସ ନେବେ ସିପିଆର୍‌ ଟ୍ରେନିଂ:ପ୍ରଥମ ପର୍ଯ୍ୟାୟରେ ସାମିଲ ହେବେ ୫୦ଜଣ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- କିଛିଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେଶନରେ ଜଣେ ଯାତ୍ରୀଙ୍କୁ ହଠାତ୍‌ ହୃଦ୍‌ଘାତ ହୋଇଥିଲା। ଜିଆର୍‌ପିର ଜଣେ କନ୍‌ଷ୍ଟେବଳଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ତାଙ୍କର ଜୀବନ ବଞ୍ଚତ୍ୟାଇଥିଲା। 

ଆଇସ୍‌କ୍ରିମ ପାର୍ଲରରେ ଛୁରା ମାଡ଼:କର୍ମଚାରୀ ଆହତ, ଅଭିଯୁକ୍ତ କର୍ମଚାରୀ ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ଚନ୍ଦ୍ରଶେଖରପୁର ଥାନା ନୀଳାଦ୍ରିବିହାରସ୍ଥିତ ଏକ ଆଇସ୍‌କ୍ରିମ୍‌ ପାର୍ଲରେ ରବିବାର ରାତିରେ ଜଣେ କର୍ମଚାରୀଙ୍କ ଛୁରାମାଡ଼ରେ ଅନ୍ୟଜଣେ ଆହତ ହୋଇଛନ୍ତି। 

ନକଲି ଆର୍ମି ଅଫିସର ଗିରଫ

ନକଲି ଆର୍ମି ଅଫିସର ଗିରଫ

ଭୁବନେଶ୍ୱର,୨୩ା୧୦(ବ୍ୟୁରୋ)- ନିଜକୁ ଜଣେ ଆର୍ମି ଅଫିସର କହୁଥିଲେ। ଆର୍ମିରେ ଚାକିରି ଦେବାକୁ କହି ବେକାର ଯୁବତୀଯୁବକଙ୍କଠାରୁ ବହୁ ଲକ୍ଷ ଟଙ୍କା ନେଇଥିଲେ। ନକଲି କାର୍ଡ ତିଆରି କରି ଆର୍ମି ଅଫିସର ଭଳି ସମସ୍ତ ସୁବିଧା ସୁଯୋଗ ବି ହାତଉଥିଲେ। 

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ପୋଲିସର ଦାୟିତ୍ୱହୀନତା, ଚାଲିଗଲା ଜୀବନ:ବାଃ ବାଃରେ କମିଶନରେଟ ପୋଲିସ...

ଭୁବନେଶ୍ୱର,୨୩ା୧୦ (ବ୍ୟୁରୋ) - ଦୁର୍ଘଟଣାରେ ଆହତ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇଲେ ମିଳିବ ପୁରସ୍କାର। ଏପରି ବହୁ ଯୋଜନା କରି କମିଶନରେଟ ପୋଲିସ ବାଃ ବାଃ ନେବାକୁ ଚେଷ୍ଟା କରୁଥିବାବେଳେ ନିଜ ଅଧିକାରୀ ଓ କର୍ମଚାରୀଙ୍କୁ ସେତିକି ସଚେତନ କରିପାରି ନ ଥିବା ଭଳି ମନେ ହେଉଛି। 

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭାରତୀୟ ସେନ୍‌ସର ବୋର୍ଡ ଉପଦେଷ୍ଟା କମିଟି ସଦସ୍ୟ ହେଲେ ଶ୍ରୀକାନ୍ତ ପାଢ଼ୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ)-
ଓଡ଼ିଶା ଜନ୍ମିତ ଯୁବ ସାମାଜିକ କର୍ମୀ ତଥା ବମ୍ବେ ହାଇକୋର୍ଟରେ ଭାରତ ସରକାରଙ୍କ ଓକିଲ ଭାବେ କାର୍ଯ୍ୟ କରୁଥିବା ଶ୍ରୀକାନ୍ତ ପାଢ଼ୀଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ(ଭାରତୀୟ ସେନ୍‌ସର ବୋର୍ଡ)ରେ ଏକ ମର୍ଯ୍ୟାଦାଜନକ ପଦବୀରେ ନିଯୁକ୍ତ କରାଯାଇଛି।

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ:୭ ପାଇକ ବୀରଙ୍କୁ ଗୋଟିଏ ଦିନରେ ଦିଆଯାଇଥିଲା ଫାଶୀ

ପୁରୀ ଅଫିସ/ଗୋପ (ଡି.ଏନ.ଏ.), ୨୩ା୧୦: କୋଣାର୍କ ଅଞ୍ଚଳରେ ରହିଥିବା ତଥା କୋଣାର୍କ ମନ୍ଦିର ନିର୍ମାଣରେ ସହଯୋଗ କରିଥିବା ୧୮ଟି ଗଡ଼ର ଐତିହ୍ୟ ସଂକଳନ ପାଇଁ ସୋମବାର ଗୋପ ନିକଟ ରୂପାସଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି ଗଙ୍ଗବଂଶୀ କ୍ଷେତ୍ରୀୟ ସମାବେଶ।

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ହିଂସା ଘଟଣା, ପୁଣି ୬ କୋର୍ଟ ଚାଲାଣ

ପୁରୀ ଅଫିସ, ୨୨ା୧୦: ଶ୍ରୀମନ୍ଦିରରେ ଧାଡ଼ିଦର୍ଶନକୁ ନେଇ ହୋଇଥିବା ହିଂସାରେ ଗିରଫଦାରି ସଂଖ୍ୟା ୯୨ରେ ପହଞ୍ଚତ୍ଛି। ପୂର୍ବରୁ ପୋଲିସ ୮୬ ଜଣଙ୍କୁ ଗିରଫ କରିଥିବା ବେଳେ ସୋମବାର ଆଉ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। 

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ତିତ୍‌ଲି ପ୍ରଭାବିତ ଜିଲା ପାଇଁ ରିଲିଫ୍‌ ସହାୟତା ରାଶି ବୃଦ୍ଧି: ଦିଆଗଲା ୩୭୫ କୋଟି

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ସଚିବାଳୟରେ ସୋମବାର ତିତ୍‌ଲି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଓ ପଦକ୍ଷେପ  ନେଇ ଆଲୋଚନା ହୋଇଛି। ରାଜ୍ୟର ତିତ୍‌ଲି ପ୍ରଭାବିତ ଜିଲାଗୁଡିକୁ ୩୭୫ କୋଟି ଟଙ୍କା ରିଲିଫ୍‌ ସହାୟତା ଯୋଗାଇବା ପାଇଁ ବ୍ୟୟବରାଦ କରାଯାଇଥିବା ସ୍ବତନ୍ତ୍ର ରିଲିଫ୍‌ କମିଶନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି। 

ରାସ୍ତାରେ ପଡୁଛି ଆବର୍ଜନା

ରାସ୍ତାରେ ପଡୁଛି ଆବର୍ଜନା

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ସହରର କାମନାବର ସାହିଠାରୁ ଖ୍ରୀଷ୍ଟିୟାନ ସାହି ପର୍ଯ୍ୟନ୍ତ ରାସ୍ତା ଉପରେ ଅଳିଆ ଜମାହୋଇ ରହିଛି। ସବୁବେଳେ ଏହି ସ୍ଥାନରେ ଅଳିଆ ରହିବା କାରଣରୁ ଦୁର୍ଗନ୍ଧ ବାହାରୁଛି। 

ଗୋଚର ଜମିରେ ଆବାସ ଯୋଜନା

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ବ୍ଲକ ନରଣଗଡ ପଞ୍ଚାୟତରେ ଗୋଚର ଜମିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି । 

ପାଣିଓରାରେ ବ୍ରାଉନ ସୁଗାର କାରବାର: ନିଶା କବଳରେ ଇଞ୍ଜିନିୟରିଂ ଛାତ୍ର

ଖୋର୍ଦ୍ଧା ଅଫିସ,୨୨।୧୦: ଖୋର୍ଦ୍ଧା ଜିଲା ଜଟଣୀ ବ୍ଲକ ଚନ୍ଦକା ଥାନା ମେଣ୍ଢାଶାଳ ଫାଣ୍ଡି ପାଣିଓରାରେ ଅବାଧରେ ବ୍ରାଉନସୁଗାର କାରବାର ଚାଲିଛି । ତେବେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବ୍ୟବସାୟ କରାନଯାଇ ପ୍ରତିଦିନ ସ୍ଥାନ ବଦଳୁଛି ଓ ବ୍ରାଉନସୁଗାର ବିକ୍ରି କରୁଥିବା ଯୁବକ ବି ବଦଳୁଛନ୍ତି । 

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଜିଲାଗୁଡିକର ସ୍ବାସ୍ଥ୍ୟସେବା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ବାତ୍ୟା ତିତ୍‌ଲି, ବନ୍ୟା ପ୍ରଭାବିତ ଜିଲାଗୁଡିକର ସ୍ବାସ୍ଥ୍ୟସେବା ସମ୍ପର୍କରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର, ୨୨।୧୦(ବ୍ୟୁରୋ): ବାତ୍ୟା ତିତ୍‌ଲି ଓ ଏହାର ପରବର୍ତ୍ତୀ ବନ୍ୟାରେ ପ୍ରଭାବିତ ଅଞ୍ଚଳଗୁଡିକର ସ୍ବାସ୍ଥ୍ୟସେବା ବ୍ୟବସ୍ଥା ସମ୍ପର୍କରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। କ୍ଷତିଗ୍ରସ୍ତ ଅଞ୍ଚଳରେ ୧୫୪ଟି ସ୍ବାସ୍ଥ୍ୟ ଅନୁଷ୍ଠାନ କ୍ଷତିଗ୍ରସ୍ତ ହୋଇଛି। ବାହାର ଜିଲାରୁ ୫୪ଜଣ ଡାକ୍ତରଙ୍କୁ ମୁତୟନ କରାଯାଇଛି।