ଫୁରସତ |

କନ୍ୟା ରାଶିର ମହିଳା ସୁନ୍ଦର ହୋଇଥାନ୍ତି

କନ୍ୟା ରାଶିର ମହିଳା ସୁନ୍ଦର ହୋଇଥାନ୍ତି
ପାଶ୍ଚାତ୍ୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୩ ଅଗଷ୍ଟରୁ ୨୨ ସେମ୍ବେର ମଧ୍ୟରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କର ରାଶି କନ୍ୟା ହୋଇଥାଏ। ଏହି ସମୟରେ ସୂର୍ଯ୍ୟ କନ୍ୟା ରାଶିରେ ହିଁ ଅବସ୍ଥାନ କରିଥାନ୍ତି। କନ୍ୟା ରାଶିର ମହିଳା ପ୍ରାୟତଃ ସୁନ୍ଦର ହୋଇଥାନ୍ତି। ସେମାନେ ଦୟାଶୀଳା ଓ ସ୍ମାର୍ଟ ହୋଇଥାନ୍ତି। ସଫଳତା ହାସଲ କରିଥିବା କନ୍ୟା ରାଶିର ମହିଳାଙ୍କ ମଧ୍ୟରେ ଆମେରିକାର ଖ୍ୟାତି ସମ୍ପନ୍ନ ଅଭିନେତ୍ରୀ ବିୟାଂସା, ଆମେରିକା-ସ୍ବିଡେନ ବଂଶୋଭବ ଗ୍ରିଟା ଗାବୋଂ, କାନାଡାର ସୁପର ମଡେଲ କୋକୋ ରୋଚା ପ୍ରଭୃତି ଦେଖିବାକୁ ସୁନ୍ଦର। ସେହିପରି  ଅଭିନେତ୍ରୀ ଲରେନ୍‌ କୋକଲେ, ଜର୍ମାନୀର ସୁପର ମଡେଲ କ୍ଲାଉଡିଆ ଶିଫର, ଅଷ୍ଟ୍ରେଲିଆ ଅଭିନେତ୍ରୀ ଶୋଫିଆ ଲୋରେନ୍‌ଙ୍କ ସୌନ୍ଦର୍ଯ୍ୟ ପ୍ରତି ଦର୍ଶକ ଆକୃଷ୍ଟ ହୋଇଥାନ୍ତି।
All Right Reserved By

ଫୁରସତ |

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

୬୫୦ କୁଆଁରୀଙ୍କ ରକ୍ତରେ ସ୍ନାନ କରିଥିଲେ ଏଲିଜାବେଥ୍‌ ବାଥରୀ

ଇତିହାସ ପୃଷ୍ଠା ଓଲଟାଇଲେ ଅନେକ ଭୟଙ୍କର ତଥ୍ୟ ସମ୍ପର୍କରେ ଜଣାପଡିଥାଏ। ଅନେକ ଶାସକ ପ୍ରଜାଙ୍କ ଉପରେ କରୁଥିବା ଅକଥନୀୟ ଅତ୍ୟାଚାର ସମ୍ପର୍କରେ ଶୁଣିଲେ ଲୋମ ଟାଙ୍କୁରୀ ଉଠିଥାଏ। ହଙ୍ଗେରୀରେ ପଞ୍ଚଦଶ ଶତାବ୍ଦୀରେ ଏଭଳି ଜଣେ ମହିଳାଙ୍କ କାହାଣୀ ଶୁଣିଲେ ଆଜି ମଧ୍ୟ ଲୋକଙ୍କ ମନରେ ଭୟ ସଞ୍ଚାର ହୋଇଥାଏ।

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ଶନିମହାଗ୍ରହଙ୍କୁ ଶାନ୍ତି ଲାଗି କରନ୍ତୁ ଘୋଡ଼ାନାଲ ପ୍ରୟୋଗ

ମଣିଷ ଜୀବନରେ ନାନାପ୍ରକାର ସମସ୍ୟା ଦେଖାଦେଇଥାଏ। ଏହାର ନିରାକରଣ ପାଇଁ ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଅନେକ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରେ ଘୋଡ଼ାନାଲର ଉପଯୋଗ ବେଶ୍‌ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ।

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ସୌଭାଗ୍ୟ ଲାଗି ଯେଉଁଠି ବରକନ୍ୟାଙ୍କ ଦେହରେ ବୋଳାଯାଏ କଳାରଙ୍ଗ...

ପୃଥିବୀର ଭିନ୍ନ ଭିନ୍ନ ଅଞ୍ଚଳରେ ନାନା ପ୍ରକାର ବିବାହ ପରମ୍ପରା ରହିଛି। ଏଭଳି ପରମ୍ପରା ପଛରେ ରହିଥାଏ କିଛି ରୋଚକ କାହାଣୀ। 

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଅତୁଟ ଯୌବନ ଚାହୁଁଛନ୍ତି; କରନ୍ତୁ ଶଙ୍ଖ ବାଦନ...

ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି।

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ସୌଭାଗ୍ୟ ଆଣିଥାଏ ଡିମ୍ପଲ୍‌

ନାରୀ ପୁରୁଷଙ୍କ ଶରୀରର ଭିନ୍ନ ଭିନ୍ନ ଗଠନ ଉପରେ ଜ୍ୟୋତିଷ ଶାସ୍ତ୍ରରେ ଅନେକ ପରାମର୍ଶ ଦିଆଯାଇଛି। ଗାଲରେ ଡିମ୍ପଲ୍‌ ଥିବା ପୁରୁଷ ଓ ନାରୀ ନିଜ ମନ ପସନ୍ଦର ଜୀବନସାଥୀ ପାଇଥାନ୍ତି ବୋଲି ଏଥିରେ ଉଲ୍ଲେଖ ରହିଛି। ଏପରି ବ୍ୟକ୍ତିଙ୍କ ଜୀବନରେ କୌଣସି ସମସ୍ୟା ପ୍ରାୟତଃ ସୃଷ୍ଟି ହୋଇ ନ ଥାଏ। 

ମନ୍ଦିର ଯେଉଁଠି ନେତା ଓ ଅଫିସରଙ୍କୁ ପ୍ରବେଶ ମନା...

ମନ୍ଦିର ଯେଉଁଠି ନେତା ଓ ଅଫିସରଙ୍କୁ ପ୍ରବେଶ ମନା...

ଦେଶର ବଢୁଥିବା ଅରାଜକତା ପାଇଁ କାନପୁରଠାରେ ଥିବା ଏକ ମନ୍ଦିରରେ ରାଜନେତା ଓ ଆଇଏସ୍‌ ତଥା ଆଇପିଏସ୍‌ ଆଦି ଅଫିସରଙ୍କୁ ଦାୟୀ କରାଯାଇଥାଏ। ତେଣୁ ମନ୍ଦିରରେ ଏସବୁ ବ୍ୟକ୍ତିଙ୍କୁ ପ୍ରବେଶ ଲାଗି ବାରଣ କରାଯାଏ। 

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ମାନସିକ ଚାପରୁ ବି ଦୂରେଇ ରଖେ ଯୋଗ

ଯୋଗ ଶରୀର ପାଇଁ ବେଶ୍‌ ଉପଯୋଗୀ। ଯୋଗ ମାଧ୍ୟମରେ ବିଭିନ୍ନ ରୋଗରୁ ସହଜରେ ମୁକ୍ତି ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। 

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

ଯେଉଁଠି ୫ ଡଲାରରେ ମିଳେ ଢେର୍‌ ଖୁସି...

କୁହାଯାଏ, ଖୁସିକୁ କେହି ଟଙ୍କା ଦେଇ କିଣିପାରନ୍ତି ନାହିଁ। ମାତ୍ର ଚାଇନାବାସୀ ଏହାକୁ ସତ କରି ଦେଖାଇଛନ୍ତି। ଏଠି ୫ ଡଲାରରେ ମିଳେ ଢେର୍‌ ଖୁସି।

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଯେଉଁଠି ଋଣ ପାଇଁ ନିଆଯାଏ ନିର୍ବସ୍ତ୍ର ସେଲଫି...

ଚାଇନାରେ ବ୍ୟାଙ୍କ ତଥା ଅନ୍ୟାନ୍ୟ ସଂସ୍ଥାରୁ ଋଣ କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ଏକ ନୂଆ ନିୟମ। ଋଣ ଧାରକଙ୍କୁ ଏଠାରେ ଅନ୍ୟ ଆବଶ୍ୟକ ଡକୁମେଣ୍ଟ ସହିତ ତାଙ୍କର ନିର୍ବସ୍ତ୍ର ସେଲଫି ଦାଖଲ କରିବାକୁ ପଡ଼ିଥାଏ। 

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ପ୍ରେମ ଓ ସୌଭାଗ୍ୟର ସୂଚନା ଦିଏ ଓଠର ତିଳ ଚିହ୍ନ

ମଣିଷ ଶରୀରରେ ତିଳ ଚିହ୍ନର ମହତ୍ତ୍ୱ ରହିଥାଏ ବୋଲି ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଓଠରେ ତିଳ ଚିହ୍ନ ଥିଲେ ଏହା ପ୍ରେମ ବିବାହ କରାଇବାରେ ସହାୟକ ହୋଇଥାଏ ବୋଲି ଅନେକ ଜ୍ୟୋତିଷ ସୂଚିତ କରିଥାନ୍ତି। 

ଝିଅକୁ ଶିଖାନ୍ତୁ  ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅକୁ ଶିଖାନ୍ତୁ ସମ୍ପର୍କ ଯୋଡ଼ି ରଖିବାର କଳା

ଝିଅଟିଏ ବୋହୂ ହୋଇ ଶାଶୁଘରକୁ ଗଲେ ତାହାର ଦାୟିତ୍ୱ ବଢ଼ିଯାଏ। ଶାଶୁଘର ସଦସ୍ୟଙ୍କ ସହ ମନ ମିଳାଇ ତାକୁ ଚାଲିବାକୁ ପଡ଼େ। ତେବେ ସେଠାରେ ସେ କିପରି ସୁସମ୍ପର୍କ ରଖିପାରିବ, ସେନେଇ ତାକୁ ବିବାହ ପୂର୍ବରୁ କିଛି ଶିଖିବାକୁ ପଡିଥାଏ। ସେ ସମ୍ପର୍କରେ...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ପୁରୁଷ ବି ବ୍ୟବହାର କରିପାରିବେ ଗର୍ଭନିରୋଧକ ଟ୍ୟାବଲେଟ୍‌...

ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା  ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ।