ଜାତୀୟ |

ଜେଏନ୍‌ୟୁରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

ଜେଏନ୍‌ୟୁରେ ୭୫ ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ

ନୂଆଦିଲ୍ଲୀ, ୧୨।୧: ଜବାହରଲାଲ୍‌ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି। ଏହାଠାରୁ କମ୍‌ ଉପସ୍ଥାନ ହେଲେ ଶିକ୍ଷାର୍ଥୀଙ୍କୁ ପରୀକ୍ଷା ଦେବାକୁ ଦିଆଯିବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚିତ କରିଛନ୍ତି। ୬୦ପ୍ରତିଶତରୁ କମ୍‌ ଉପସ୍ଥାନ ହେଲେ ଶିକ୍ଷାର୍ଥୀଙ୍କୁ ମେଡିକାଲ ପ୍ରମାଣପତ୍ର ଦେବାକୁ ପଡିବ। ସମସ୍ତ ଶିକ୍ଷାର୍ଥୀଙ୍କ ମାସିକ ଉପସ୍ଥାନ ଯାଞ୍ଚ୍‌ କରାଯିବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚିତ କରିଛନ୍ତି।

All Right Reserved By

ଜାତୀୟ |

ପ୍ରିୟା ପ୍ରକାଶଙ୍କୁ କପି କଲେ ରାହୁଲ

ପ୍ରିୟା ପ୍ରକାଶଙ୍କୁ କପି କଲେ ରାହୁଲ

ନୂଆଦିଲ୍ଲୀ,୨୦।୭: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଲୋକ ସଭାରେ କୋଳାକୋଳି ହେବା ଯେତିକି ଆଲୋଚନାର ବିଷୟ ପାଲଟିଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ରାହୁଲଙ୍କ ଆଖିମରାକୁ ନେଇ।

ରାହୁଲ, ମୋଦି କୋଳାକୋଳି

ରାହୁଲ, ମୋଦି କୋଳାକୋଳି

ନୂଆଦିଲ୍ଲୀ,୨୦।୭: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଳାକୋଳି ହେବା ଏବେ ଏକ ବଡ ଖବର ପାଲଟିଯାଇଛି। କେମିତି, କାହିଁକି ଓ କେଉଁ ପରିସ୍ଥିତିରେ ରାହୁଲ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରିଛନ୍ତି ତାକୁ ନେଇ ଚର୍ଚ୍ଚା ଚାଲିଛି।

ମନ୍ଦିରରେ ଲାଗିଲା କଲାମ୍‌ଙ୍କ ପ୍ରତିମା

ମନ୍ଦିରରେ ଲାଗିଲା କଲାମ୍‌ଙ୍କ ପ୍ରତିମା

ଚେନ୍ନାଇ,୨୦।୭: ଦେଶର ମିଜାଇଲ ମ୍ୟାନ୍‌ ଭାବେ ପରିଚିତ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କର ଏକ ପ୍ରତିମା ରାମେଶ୍ୱରର ଏକ ମନ୍ଦିରରେ ପାର୍ଶ୍ୱ ଦେବାଦେବୀଙ୍କ ସହ ସ୍ଥାନ ପାଇଛି।

ପାଞ୍ଚରୁ  ଊର୍ଦ୍ଧ୍ୱ ବାର୍ତ୍ତା ପଠାଇ ପାରିବେନି ହ୍ବାଟସ୍‌ ଆପ୍‌ ୟୁଜର୍ସ

ପାଞ୍ଚରୁ ଊର୍ଦ୍ଧ୍ୱ ବାର୍ତ୍ତା ପଠାଇ ପାରିବେନି ହ୍ବାଟସ୍‌ ଆପ୍‌ ୟୁଜର୍ସ

ନୂଆଦିଲ୍ଲୀ,୨୦।୭: ମେସେଜିଂ ଆପ୍‌ ହ୍ବାଟସ୍‌ ଆପ୍‌ ଭାରତରେ ଏହାର ୟୁଜର୍ସ ଏକାଥରେ ୫ରୁ ଊର୍ଦ୍ଧ୍ୱ ମେସେଜ୍‌ ଫରଓ୍ବାର୍ଡ କରିପାରିବେ ନାହିଁ ବୋଲି କହିଛି। ଏହାସହ ହ୍ବାଟସ୍‌ ଆପ୍‌ କୁଇକ୍‌ ଫରଓ୍ବାର୍ଡ ବଟନକୁ ମଧ୍ୟ ହଟାଇ ଦେବ ବୋଲି କହିଛି, ଯାହା ମିଡିଆ ମେସେଜ୍‌ ପାଖରେ ରହିଛି।

ହସ୍ପିଟାଲରେ ଭର୍ତ୍ତି ହେଲେ ୭୦ରୁ ଊର୍ଦ୍ଧ୍ୱ କଏଦୀ

ହସ୍ପିଟାଲରେ ଭର୍ତ୍ତି ହେଲେ ୭୦ରୁ ଊର୍ଦ୍ଧ୍ୱ କଏଦୀ

ମୁମ୍ବାଇ,୨୦।୭: ମହାରାଷ୍ଟ୍ରର ବାଇକୁଲ୍ଲା ଜେଲରେ ଥିବା ୭୦ରୁ ଊର୍ଦ୍ଧ୍ୱ କଏଦୀଙ୍କୁ ଶୁକ୍ରବାର ମୁମ୍ବାଇର ଜେଜେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମସଜିଦ୍‌ରେ କୋରାନ୍‌ ସହିତ ପଢ଼ାଯାଉଛି ବେଦ ଓ ବାଇବେଲ୍‌

ମସଜିଦ୍‌ରେ କୋରାନ୍‌ ସହିତ ପଢ଼ାଯାଉଛି ବେଦ ଓ ବାଇବେଲ୍‌

ସିିଲଚର୍‌,୨୦।୭: ଦେଶର କେତେକ ଅଞ୍ଚଳରେ ସାମ୍ପ୍ରଦାୟିକତା ବିବାଦ ନେଇ ଅଶାନ୍ତି ବାତାବରଣ ସୃଷ୍ଟି ହେବାରେ ଲାଗିଛି। ତେବେ ଆସାମରେ ଥିବା ଏକ ମସଜିଦ୍‌ ଦୀର୍ଘ ୭୦ ବର୍ଷ ଧରି ପାଲଟିଛି ସାମ୍ପ୍ରଦାୟିକ ସଦ୍‌ଭାବର ଏକ ଅନନ୍ୟ କେନ୍ଦ୍ର।

ଗଡିଲାନି ୯୨ ଲକ୍ଷ ଟ୍ରକ୍‌

ଗଡିଲାନି ୯୨ ଲକ୍ଷ ଟ୍ରକ୍‌

ନୂଆଦିଲ୍ଲୀ,୨୦।୭: ପେଟ୍ରୋଲ୍‌ ଓ ଡିଜେଲ ଦାମ୍‌ ବୃଦ୍ଧି ପ୍ରତିବାଦରେ ଶୁକ୍ରବାର ଦେଶବ୍ୟାପୀ ଅଲ୍‌ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି।

ପ୍ରଧାନମନ୍ତ୍ରୀଙ୍କ ୪୨ଥର ବିଦେଶ ଗସ୍ତ: ୧,୪୮୪ କୋଟି ଖର୍ଚ୍ଚ

ପ୍ରଧାନମନ୍ତ୍ରୀଙ୍କ ୪୨ଥର ବିଦେଶ ଗସ୍ତ: ୧,୪୮୪ କୋଟି ଖର୍ଚ୍ଚ

ନୂଆଦିଲ୍ଲୀ,୨୦।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ୪ ବର୍ଷ ମଧ୍ୟରେ ୪୨ଥର ବିଦେଶ ଗସ୍ତ କରିଛନ୍ତି। ଏନେଇ ୧,୪୮୪ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏସମ୍ପର୍କର ରାଜ୍ୟ ସଭାରେ ବୈଦେଶିକ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଭି.କେ. ସିଂ ସୂଚନା ଦେଇଛନ୍ତି।

ବରିଷ୍ଠ ନେତା ରାମଚନ୍ଦ୍ର ସିଂଦେଓଙ୍କ ପରଲୋକ

ବରିଷ୍ଠ ନେତା ରାମଚନ୍ଦ୍ର ସିଂଦେଓଙ୍କ ପରଲୋକ

ରାୟପୁର,୨୦।୭: ଛତିଶଗଡ଼ର ପ୍ରଥମ ବାଣିଜ୍ୟ ମନ୍ତ୍ରୀ ରାମଚନ୍ଦ୍ର ସିଂଦେଓଙ୍କର ଶୁକ୍ରବାର ପରଲୋକ ହୋଇଛି। ଏହି ବରିଷ୍ଠ କଂଗ୍ରେସ ନେତାଙ୍କର ୮୮ବର୍ଷ ବୟସରେ ମୃତ୍ୟୁ ଘଟିଛି।

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ଅନାସ୍ଥା ପ୍ରସ୍ତାବ: ବିଜେଡ଼ି କଲା ଓ୍ବାକ୍‌ଆଉଟ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୨୦।୭: ସରକାରଙ୍କ ବିରୋଧରେ ଟିଡିପି ଆଣିଥିବା ଅନାସ୍ଥା ପ୍ରସ୍ତାବ ନେଇ ଲୋକସଭାରେ ଆଲୋଚନା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ(ବିଜେଡ଼ି) ଓ୍ବାକ୍‌ଆଉଟ୍‌ କରିଛି।

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା/ନୂଆଦିଲ୍ଲୀ,୨୦।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଯୌନଶୋଷଣକୁ ଏକ ମାନସିକ ରୋଗଭାବେ ସୂଚିତ କରାଯାଇଛି।

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ

ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ

ନୂଆଦିଲ୍ଲୀ,୨୦।୭: ସ୍ତ୍ରୀଙ୍କୁ ଛାଡ଼ି ବିଦେଶ ପଳାଇଥିବା ୮ ଏନ୍‌ଆର୍‌ଆଇଙ୍କ ପାସପୋର୍ଟ ରଦ୍ଦ କରାଯାଇଛି। ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Model This Week

ରୂପେଶ