ଅନ୍ତର୍ଜାତୀୟ |

ଡୁରାଣ୍ଡ୍‌ ଲାଇନ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଅନୁଚିତ

ଡୁରାଣ୍ଡ୍‌ ଲାଇନ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଅନୁଚିତ
ଆମଷ୍ଟେରଡାମ୍‌, ୧୧।୧: ପାକିସ୍ତାନ ଓ ଆଫଗାନୀସ୍ତାନ ଡୁରାଣ୍ଡ୍‌ ଲାଇନ୍‌ରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଅନୁଚିତ ବୋଲି ୟୁରୋପିଆନ୍‌ ଫାଉଣ୍ଡେସନ୍‌ ଫର୍‌ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌(ଇଏଫ୍‌ଏସ୍‌ଏଏସ୍‌) ପକ୍ଷରୁ ସୂଚିତ କରାଯାଇଛି। ପାକିସ୍ତାନ ଓ ଆଫଗାନୀସ୍ତାନ ମଧ୍ୟରେ ଲର୍ଡ କର୍ଜନ ଏହି ନିୟନ୍ତ୍ରଣ ରେଖା ଟାଣି କରିଥିଲେ। ଦୁଇଦେଶ ଏହି ଅନ୍ତର୍ଜାତୀୟ ସୀମାରେଖାକୁ ସମ୍ମାନ ଜଣାଇ ସମସ୍ତ ପ୍ରକାର ଉତ୍ତେଜନାମୂଳକ କାର୍ଯ୍ୟଠାରୁ ଦୂରେଇ ରହିବା ଆବଶ୍ୟକ ବୋଲି ଏହି ସଂସ୍ଥା କହିଛି।
All Right Reserved By

ଅନ୍ତର୍ଜାତୀୟ |

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌

ଭାରତ-ଆମେରିକା ଅଟଳଙ୍କ ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି: ମାଇକ୍‌

ଓ୍ବାଶିଂଟନ,୧୭।୮: ଭାରତ-ଆମେରିକା ସବୁବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରୁଛନ୍ତି। 

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ନିନ୍ଦା କଲେ ୩୫୦ରୁ ଅଧିକ ଖବର କାଗଜ

ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ନିନ୍ଦା କଲେ ୩୫୦ରୁ ଅଧିକ ଖବର କାଗଜ

ଓ୍ବାଶିଂଟନ,୧୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କ ମିଡ଼ିଆ ବିରୋଧୀ ମନ୍ତବ୍ୟକୁ ଦେଶର ୩୫୦ରୁ ଅଧିକ ଖବର କାଗଜ ନିନ୍ଦା କରିଛନ୍ତି। 

ଭାରତ-ପାକିସ୍ତାନ ଶାନ୍ତି ପ୍ରୟାସ ହେବ ଅଟଳଙ୍କ  ପାଇଁ ଶ୍ରେଷ୍ଠ ସମ୍ମାନ

ଭାରତ-ପାକିସ୍ତାନ ଶାନ୍ତି ପ୍ରୟାସ ହେବ ଅଟଳଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ

ଇସଲାମାବାଦ୍‌,୧୭।୮: ଭାରତ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ପ୍ରୟାସ ଦ୍ୱାରା ହିଁ ବିଶ୍ୱନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ କରାଯାଇ ପାରିବ। ଏନେଇ ପାକିସ୍ତାନ ପକ୍ଷରୁ ଇମ୍ରାନ୍‌ ଖାଁ ସୂଚିତ କରିଛନ୍ତି। 

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ବିଦେଶରେ ଅଟଳଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ/ଓ୍ବାଶିଂଟନ/ ବେଜିଂ/ଇସଲାମାବାଦ୍‌,୧୭।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ଅନେକ ବିଦେଶୀ ରାଷ୍ଟ୍ର ଶୋକ ସନ୍ଦେଶ ପଠାଇଛନ୍ତି। 

ଅସାମାନ୍ୟ ଅଟଳ

ଅସାମାନ୍ୟ ଅଟଳ


ନୂଆଦିଲ୍ଲୀ, ୧୬ା୮(ପି.ଟି)-ସ୍ବାଧୀନ ଭାରତରେ ଦୀର୍ଘ ୪ ଦଶନ୍ଧିଯାଏ ଏକକ ରାଜନୈତିକ ଦଳରେ ସୀମିତ ରହିଥିଲା ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ର। ଏହି ସମୟରେ ବିକଳ୍ପ ରାଜନୀତିର ଦିଗଦର୍ଶକ ସାଜିଥିଲେ ଭାରତୀୟ ଜନତା ପାର୍ଟିର ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀ। 

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ବାଜପେୟୀ: କର୍ମରେ ରାଜନେତା, ହୃଦୟରେ କବି

ନୂଆଦିଲ୍ଲୀ,୧୬। ୮-  
ହାର୍‌ ନେହିଁ ମାନୁଙ୍ଗା, ରାର୍‌ ନେହିଁ ଠାନୁଙ୍ଗା,
କାଲ୍‌ କେ କପାଲ ପେ ଲିଖ୍‌ତା, ମିଟାତା ହୁଁ
ଗୀତ୍‌ ନୟା ଗାତା ହୁଁ, ଗୀତ୍‌ ନୟା ଗାତା ହୁଁ। 

ବିମାନରେ କିକି ଚ୍ୟାଲେଞ୍ଜ

ବିମାନରେ କିକି ଚ୍ୟାଲେଞ୍ଜ

ଇସ୍‌ଲାମାବାଦ,୧୬।୮: କିକି ଚ୍ୟାଲେଞ୍ଜକୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଥିବା  ବେଳେ ଏହି ଖେଳ ନ ଖେଳିବାକୁ ଭାରତର କେତେକ ରାଜ୍ୟରେ ପୋଲିସ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏମିତିକି ନିକଟରେ ୩ଜଣ ସାଥୀ ରେଲଓ୍ବେ ଷ୍ଟେଶନରେ କିକି ଚ୍ୟାଲେଞ୍ଜ କରୁଥିବା ବେଳେ ଦଣ୍ଡିତ ମଧ୍ୟ ହୋଇଛନ୍ତି। 

କବିତା ଲେଖିବ ରୋବର୍ଟ

କବିତା ଲେଖିବ ରୋବର୍ଟ

ଟରଣ୍ଟୋ,୧୬।୮: ଆର୍ଟିଫିସିଆଲ ଇଣ୍ଟଲିଜେନ୍ସ ସହାୟତାରେ ବୈଜ୍ଞାନିକମାନେ ଏମିତି ଏକ ଆଲଗରିଦିମ୍‌ ବିକଶିତ କରିଛନ୍ତି ଯାହା ମାଧ୍ୟମରେ ଏବେ ରୋବର୍ଟ କବିତା ଲେଖି ପାରିବ। ଏଥିପାଇଁ ଅବଶ୍ୟ ଆଉ କିଛି ସମୟ ଲାଗିବ ବୋଲି ସେମାନେ କହିଛନ୍ତି।

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ପାକିସ୍ତାନ କୋଇଲା ଖଣିରେ ବିସ୍ଫୋରଣ

ଇସ୍‌ଲାମାବାଦ,୧୬।୮: ପାକିସ୍ତାନର ବେଲୁଚିସ୍ତାନରେ ଥିବା ଏକ କୋଇଲା ଖଣିରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୫ରେ ପହଞ୍ଚିଛି। ମଙ୍ଗଳବାର ରାତି ସୁଦ୍ଧା ୧୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ବୁଧବାର ଅନ୍ୟ ୨ ଜଣଙ୍କ ମୃତଦେହ ମିଳିଥିଲା। 

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଭାରତ-ଚାଇନା ମଧ୍ୟରେ ସ୍ବତନ୍ତ୍ର ବୈଠକ

ଗାଙ୍ଗଟକ,୧୫।୮: ସ୍ବାଧୀନତା ଦିବସ ଅବସରରେ ବୁଧବାର ଭାରତୀୟ ସେନା ଏବଂ ଚାଇନାର ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ) ମଧ୍ୟରେ ସିକ୍କିମ୍‌ର ନାଥୁ ଲା ପାସ୍‌ଠାରେ ଏକ ସ୍ବତନ୍ତ୍ର ସୀମା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉଭୟ ଦେଶର ସେନା ମିଳିତ ଭାବେ ଭାରତର ସ୍ବାଧୀନତା ଦିବସ ପାଳନ କରିଛନ୍ତି।

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ଫିଜିରେ ପାଳିତ ହେଲା ୭୨ ଭାରତୀୟ ସ୍ବାଧୀନତା ଦିବସ

ସୁବା, ୧୫।୮:  ଫିଜିରେ ୭୨ତମ ଭାରତୀୟ ସ୍ବାଧୀନତା ଦିବସ ପାଳିତ ହୋଇଛି। ଆଇଏନ୍‌ଏସ୍‌ ସହାଦ୍ରୀ ନୌସେନା କର୍ମଚାରୀ ପତାକା ଉତ୍ତୋଳନ ପରେ ଆୟୋଜିତ ପ୍ୟାରେଡ଼ରେ ଯୋଗ ଦେଇଥିଲେ। 

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଇଟାଲୀରେ ଓଭରବ୍ରିଜ୍‌ ଧସି ୩୫ ମୃତ

ଜେନୋଆ,୧୫।୮: ଇଟାଲୀର ଜେନୋଆ ସହରରେ ମଙ୍ଗଳବାର ଓଭରବ୍ରିଜ୍‌ ଭୁଶୁଡ଼ି ୩୫ ଜଣ ପ୍ରାଣ ହରାଇଛନ୍ତି। ପୋଲ ଭଗ୍ନାବଶେଷ ତଳେ ଅନେକ ଲୋକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି। ଫଳରେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଇଟାଲୀ ପରିବହନ ମନ୍ତ୍ରୀ ଏଡୋଆର୍ଡୋ ରିଜି ସୂଚନା ଦେଇଛନ୍ତି।