ଅନ୍ତର୍ଜାତୀୟ |

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି
ଇସଲାମାବାଦ,୮।୧: ଥିଙ୍କ୍‌ ଟାଙ୍କ (ଇନଷ୍ଟିଚ୍ୟୁଟ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌)ର ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ଆଇଏସ୍‌ ଉପସ୍ଥିତିରେ ବୃଦ୍ଧି ଘଟିଛି। ସେହିପରି ପାକିସ୍ତାନ ସିକ୍ୟୁରିଟି ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ହୋଇଥିବା ୬ଟି ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ଆଇଏସ୍‌ର ହାତଥିବା ଦାବି କରାଯାଇଛି। ଯେଉଁଥିରେ ୧୫୦ ଲୋକଙ୍କର ମୃତ୍ୟୁ ଘଟିଛି ବୋଲି ପାକିସ୍ତାନ ଇନଷ୍ଟିଚ୍ୟୁଟ ଫର୍‌ ପିସ୍‌ ଷ୍ଟଡିଜ୍‌(ପିଆଇପିଏସ୍‌)ର ରିପୋର୍ଟ ପ୍ରକାଶ କରିଛି।
All Right Reserved By

ଅନ୍ତର୍ଜାତୀୟ |

ସୁଦାନରେ ଜରୁରୀ ପରିସ୍ଥିତି

ସୁଦାନରେ ଜରୁରୀ ପରିସ୍ଥିତି

ଖାର୍ତ୍ତୁମ୍‌,୨୪।୨: ସୁଦାନ ରାଷ୍ଟ୍ରପତି  ଓମାର ଅଲ-ବଶିର କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକୁ ଭଙ୍ଗକରିବା ସହ ବର୍ଷକ ପାଇଁ ଜରୁରିକାଳୀନ ପରିସ୍ଥିତି ଜାରି କରିଛନ୍ତି। 

ଦକ୍ଷିଣ ସୁଦାନରେ ଭୋକିଲା ହେବେ ୭ ନିୟୁତ

ଦକ୍ଷିଣ ସୁଦାନରେ ଭୋକିଲା ହେବେ ୭ ନିୟୁତ

ରୋମ୍‌,୨୪।୨:: ଦକ୍ଷିଣ ସୁଦାନରେ ପାଖାପାଖି ୭ ନିୟୁତ ଲୋକ ମେ-ଜୁଲାଇ ମଧ୍ୟରେ ଗୁରୁତର ଖାଦ୍ୟସଂକଟର ସମ୍ମୁଖୀନ ହେବେ ବୋଲି ଜାତିସଂଘର ୩ଟି ସଂସ୍ଥା ପକ୍ଷରୁ ସତର୍କ କରିଦିଆଯାଇଛି। 

ଆଇସକ୍ରିମ୍‌ ଖାଇ ଗଲା ଝିଅର ଜୀବନ

ଆଇସକ୍ରିମ୍‌ ଖାଇ ଗଲା ଝିଅର ଜୀବନ

ଲଣ୍ଡନ, ୨୩।୨: ଆଇସକ୍ରିମ ଖାଇ ଜଣେ ୯ ବର୍ଷିୟା ଝିଅର ମୃତ୍ୟୁ ଘଟିଛି। 

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ

ପୁଲଓ୍ବାମା ଆକ୍ରମଣକୁ ନେଇ ଆମେରିକାରେ ବିରୋଧ ପ୍ରଦର୍ଶନ କଲେ ଭାରତୀୟ

ନ୍ୟୁଜର୍ସି,୨୩।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସାରା ବିଶ୍ୱ ଏକ ପ୍ରକାର ନିନ୍ଦା କରିଛନ୍ତି। ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା ଏହି ଆକ୍ରମଣ କରାଯାଇଥିବା ଜଣାପଡିବା ପରେ ପ୍ରାୟ ସବୁ ଦେଶ ପାକିସ୍ତାନକୁ ନିନ୍ଦା କରିଥିଲେ। 

ପରିସ୍ଥିତି ଭୟଙ୍କର: ଟ୍ରମ୍ପ

ପରିସ୍ଥିତି ଭୟଙ୍କର: ଟ୍ରମ୍ପ

ଓ୍ବାଶିଂଟନ,୨୩।୨: ପୁଲଓ୍ବାମା ସିଆର୍‌ପିଏଫ୍‌ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ପରେ ଭାରତ ପାକିସ୍ତାନ ମଧ୍ୟରେ ଯେଉଁ ପରିସ୍ଥିତି ଉପୁଜିଛି ତାହା ଭୟଙ୍କର ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। 

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର

ମୋଦିଙ୍କୁ ସିଓଲ ଶାନ୍ତି ପୁରସ୍କାର

ନୂଆଦିଲ୍ଲୀ/ସିଓଲ,୨୨।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ କୋରିଆ ଗସ୍ତରେ ଅଛନ୍ତି। ଶୁକ୍ରବାର ସେଠାରେ ତାଙ୍କୁ ‘ସିଓଲ ଶାନ୍ତି ପୁରସ୍କାର’ରେ ସମ୍ମାନିତ କରାଯାଇଛି। 

ନାଟକ କରୁଛି ପାକିସ୍ତାନ

ନାଟକ କରୁଛି ପାକିସ୍ତାନ

ଇସଲାମାବାଦ,୨୨।୨: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ପାକିସ୍ତାନ ଆତଙ୍କବାଦୀ ସଙ୍ଗଠନ ଜୈଶ-ଇ-ମହମ୍ମଦ ଦ୍ୱାରା କରାଯାଇଥିବା ଆକ୍ରମଣକୁ ସାରା ବିଶ୍ୱ ନିନ୍ଦା କରିଛି। 

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ

ସୌଦି ରାଜକୁମାରଙ୍କୁ ସୁନା ବନ୍ଧୁକ ଉପହାର ଦେଲା ପାକିସ୍ତାନ

ଇସ୍‌ଲାମାବାଦ,୨୨।୨: ସୌଦି ଯୁବରାଜ ମହମ୍ମଦ ବିନ୍‌ ସଲମାନ ୩ଦିନ ତଳେ ପାକିସ୍ତାନ ଗସ୍ତ କରିଥିଲେ। ଏହି ଅବସରରେ ପାକିସ୍ତାନ ତାଙ୍କୁ ଉପହାର ସ୍ବରୂପ ଏକ ସୁନାର ବନ୍ଧୁକ ଦେଇଥିବା ସୂଚନା ମିଳିଛି।

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା

ଗବେଷଣା ପାଇଁ ୬ ଲାବ୍ରାଡରଙ୍କୁ କରାଯିବ ହତ୍ୟା

ଷ୍ଟକ୍‌ହୋମ୍‌,୨୨।୨: କୁକୁର ମଣିଷର ଅତି ବିଶ୍ୱସ୍ତ। ମାଲିକ ପାଇଁ ଜୀବନ ଦେବାକୁ ପଛାଏ ନାହିଁ କୁକୁର। ଏବେ ଚିକିତ୍ସା ଭିତ୍ତିକ ଏକ ଗବେଷଣା ଅନ୍ତର୍ଗତ ସୁଇଡେନ୍‌ ବିଶ୍ୱବିଦ୍ୟାଳୟରେ ୬ ଲାବ୍ରାଡର ପ୍ରଜାତିର କୁକୁରଙ୍କୁ ହତ୍ୟା କରାଯିବ। 

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ପାକିସ୍ତାନ ମନରେ ଭୟ: ନିୟନ୍ତ୍ରଣ ରେଖାରେ ଆରମ୍ଭ କଲା ଯୁଦ୍ଧ ପ୍ରସ୍ତୁତି

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୨।୨: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ପାକିସ୍ତାନ ମନରେ ଭୟ ମଧ୍ୟ ବଢ଼ିବାରେ ଲାଗିଛି।

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ଦକ୍ଷିଣ କୋରିଆ ଗସ୍ତରେ ମୋଦି: ପାଇବେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ/ସିଓଲ, ୨୧।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇଦିନିଆ ଦକ୍ଷିଣ କୋରିଆ ଗସ୍ତରେ ଯାଇଛନ୍ତି। 

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଜେହାଦୀ ଦୁହ୍ଲନ୍‌ଙ୍କୁ କୌଣସି ଦେଶରେ ମିଳୁନିି ଶରଣ

ଲଣ୍ଡନ,୨୧।୨: ସିରିଆ ଆଇଏସ୍‌ ସଂଗଠନରେ ସାମିଲ୍‌ ହୋଇ ଜଣେ ଆତଙ୍କବାଦୀଙ୍କୁ ବିବାହ କରିଥିବା ଜେହାଦୀ ଦୁହ୍ଲନ୍‌ ଶାମିମା ବେଗମ୍‌ଙ୍କୁ ପୃଥିବୀର କୌଣସି ଦେଶ ଶରଣ ଦେବାକୁ ପ୍ରସ୍ତୁତ ନୁହଁନ୍ତି।