ଅନ୍ତର୍ଜାତୀୟ |

ବରଫ ଝଡ଼ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ବରଫ ଝଡ଼ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ
ଓ୍ବାଶିଂଟନ୍‌,୫।୧: ଆମେରିକାରେ ଗୁରୁବାର ହୋଇଥିବା ପ୍ରବଳ ବରଫ ଝଡ଼ ପାଇଁ ଏକ ପ୍ରମୁଖ ଏୟାରଲାଇନ୍ସ ତା’ର ୨୦୦ ବିମାନ ଉଡାଣକୁ ବାତିଲ କରିଦେଇଛି। କାରଣ ନ୍ୟୁୟର୍କର ଜନ୍‌.ଏଫ୍‌ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଲାଗାର୍ଡିଆ ବିମାନ ବନ୍ଦରରେ ପ୍ରବଳ ମାତ୍ରାରେ ବରଫ ଝଡ ସହ ପବନର ଗତି ସାମାନ୍ୟଠାରୁ ଅଧିକ ଥିବାରୁ ବିମାନଗୁଡିକୁ ସ୍ଥଗିତ କରାଯାଇଛି। ରନ୍‌ଓ୍ବେରେ ବରଫ ଜମା ହୋଇ ଯାଇଥିବାରୁ ଅନ୍ତତଃ ପକ୍ଷେ ଗୋଟିଏ ଦିନ ପର୍ଯ୍ୟନ୍ତ ବିମାନ ଚଳାଚଳରେ ବାଧା ସୃଷ୍ଟି ହେବା ସୂଚନା ମିଳିଛି।
All Right Reserved By

ଅନ୍ତର୍ଜାତୀୟ |

ଇସ୍ରାଏଲ ଆକ୍ରମଣରେ ଅଲଅକ୍ସା ଟିଭିି ସେଣ୍ଟର ଧ୍ୱଂସ

ଇସ୍ରାଏଲ ଆକ୍ରମଣରେ ଅଲଅକ୍ସା ଟିଭିି ସେଣ୍ଟର ଧ୍ୱଂସ

ଗାଜା, ୧୩।୧୧(ପି.ଟି.ଆଇ.)-ଗାଜାରେ ମଙ୍ଗଳବାର ଅଲଅକ୍ସା ଟିଭି ସେଣ୍ଟରର ବିଲଡିଂ ଧ୍ୱଂସ ପାଇ ଯାଇଛି। ଇସ୍ରାଏଲ ଆକାଶ ପଥରେ ଆକ୍ରମଣ କରିବା ଯୋଗୁଁ ଏହି ଟିଭି ସେଣ୍ଟର ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି।

ଆକାଶରେ ଦିଶିଲା ଉଜ୍ୱଳ ଆଲୋକ ସହ ଅଜଣା ବସ୍ତୁ

ଆକାଶରେ ଦିଶିଲା ଉଜ୍ୱଳ ଆଲୋକ ସହ ଅଜଣା ବସ୍ତୁ

ଡବଲିନ୍‌,୧୩।୧୧: ଆୟରଲାଣ୍ଡର ଦକ୍ଷିଣ ପଶ୍ଚିମ ଉପକୂଳରେ ଏକ ଅନ୍‌ଆଇଡେଣ୍ଟିଫାଏଡ ଫ୍ଲାଇଙ୍ଗ ଅବଜେକ୍ଟ(ୟୁଏଫ୍‌ଓ) ବା ଅଜଣା ଉଡନ୍ତା ବସ୍ତୁ ଦେଖାଯାଇଥିବା ସୂଚନା ମିଳିଛି।

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ମୂଳ ଭାରତୀୟ ତୁଳସୀ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ମୂଳ ଭାରତୀୟ ତୁଳସୀ ଗୋବାର୍ଡ ୨୦୨୦ରେ ହେବାକୁଥିବା ଆମେରିକା ରାଷ୍ଟ୍ରପ୍ରତି ନିର୍ବାଚନ ଲଢ଼ିବା ଯୋଜନା କରୁଛନ୍ତି। ଏନେଇ ତାଙ୍କ ନିକଟ ସମ୍ପର୍କୀୟଙ୍କଠାରୁ ଜଣାପଡ଼ିଛି। 

୨୦୩୦ ସୁଦ୍ଧା  ଭାରତରେ ୧୭ ଲକ୍ଷ  ଶିଶୁଙ୍କୁୁ ନିମୋନିଆ ହେବା ଆଶଙ୍କା

୨୦୩୦ ସୁଦ୍ଧା ଭାରତରେ ୧୭ ଲକ୍ଷ ଶିଶୁଙ୍କୁୁ ନିମୋନିଆ ହେବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧:  ଆଗାମୀ ୧୨ ବର୍ଷ ମଧ୍ୟରେ ୨୦୩୦ ସୁଦ୍ଧା ଭାରତର ୧୭ ଲକ୍ଷ ଶିଶୁଙ୍କୁ ନିମୋନିଆ ହେବା ଆଶଙ୍କା ରହିଛି। ୨୦୩୦ ବେଳକୁ ବାୟୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇବାର ଯଥେଷ୍ଟ ଆଶଙ୍କା ରହିଛି।

ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଦାନ ଦେଇଥିବା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ଆଦେଶ

ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଦାନ ଦେଇଥିବା ବ୍ୟକ୍ତିଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ଆଦେଶ

ଲାହୋର,୧୩।୧୧: ଡ୍ୟାମ୍‌ ନିର୍ମାଣ ପାଇଁ ୮ କୋଟି ଟଙ୍କା ଦାନ ଦେଇଥିବା ଜଣେ ପାକିସ୍ତାନ ନାଗରିକଙ୍କ ମାନସିକ ଅବସ୍ଥା ଯାଞ୍ଚ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଶେଖ୍‌ ଶାହିଦ୍‌ ନାମକ ଜଣେ ବ୍ୟକ୍ତି ଏହି ଦାନ କରିଥିଲେ। 

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଅଧାରୁ ଅଧିକ ପାକିସ୍ତାନ ଜନସାଧାରଣଙ୍କୁ ଇଣ୍ଟରନେଟ୍‌ ଅଜଣା

ଇସଲାମାବାଦ୍‌,୧୩।୧୧: ବର୍ତ୍ତମାନର ଇଣ୍ଟରନେଟ୍‌ ଯୁଗରେ ମଧ୍ୟ ପାକିସ୍ତାନର ଅଧାରୁ ଅଧିକ ଜନସାଧାରଣଙ୍କର ଏସମ୍ପର୍କରେ କୌଣସି ଜ୍ଞାନନାହିଁ। ଦେଶର ୬୯ ପ୍ରତିଶତ ଲୋକ ଇଣ୍ଟରନେଟ୍‌ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜଣା।

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ଅନୁପ୍ରବେଶ ମାମଲା: ଆମେରିକାରେ ୨୩ଶହରୁ ଅଧିକ ଭାରତୀୟ ବନ୍ଦୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୩।୧୧: ଅନୁପ୍ରବେଶ ମାମଲାରେ ଆମେରିକାରେ ୨୩ ଶହ ୮୨ ଜଣ ଭାରତୀୟ ବନ୍ଦୀ ଅଛନ୍ତି। ୮୬ ଜେଲ୍‌ରେ ସେମାନେ କାଟୁଛନ୍ତି ବନ୍ଦୀ ଜୀବନ। 

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ସ୍ପାଇଡର ମ୍ୟାନର ଜନକ ଷ୍ଟାନ ଲିଙ୍କ ପରଲୋକ

ଓ୍ବାଶିଂଟନ,୧୩।୧୧: ମାର୍ଭେଲ କମିକର ଜନକ ଷ୍ଟାନ ଲିଙ୍କ ପରଲୋକ ହୋଇଛି। ୯୫ ବର୍ଷ ବୟସରେ ଆମେରିକାର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଲି। 

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ରୋହିଙ୍ଗ୍ୟା ମାମଲା: ୟାଙ୍ଗ୍‌ ସାନ୍‌ ସୁ କିଙ୍କଠାରୁ ସମ୍ମାନ ଫେରାଇ ନେଲା ଆମିନିଷ୍ଟ ଇଣ୍ଟରନ୍ୟାସନାଲ

ଓ୍ବାଶିଂଟନ,୧୩।୧୧: ମ୍ୟାନମାରରେ ରୋହିଙ୍ଗ୍ୟାଙ୍କ ଉପରେ ହୋଇଥିବା ସୈନ୍ୟବାହିନୀର ଅତ୍ୟାଚାର ବିରୋଧରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ  ନ କରାଯାଇଥିବାରୁ ଆମିନିଷ୍ଟ ଇଣ୍ଟରନ୍ୟାସନାଲ ପକ୍ଷରୁ ୟାଙ୍ଗ୍‌ ସାନ୍‌ ସୁ କିଙ୍କୁ ପ୍ରଦାନ କରାଯାଇଥିବା ସର୍ବୋଚ୍ଚ ସମ୍ମାନ ଫେରାଇ ନିଆଯାଇଛି।

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ଶୁକ୍ରକୁ ସ୍ପେସ୍‌କ୍ରାଫ୍ଟ ପଠାଇବ ଇସ୍ରୋ

ବେଙ୍ଗାଲୁରୁ, ୧୩।୧୧: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ୨୦୨୩ରେ ଶୁକ୍ରକୁ ଏକ ପର୍ଯ୍ୟବେକ୍ଷଣକାରୀ ମହାକାଶଯାନ  ଲଞ୍ଚ୍‌ କରିବ।

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ଇସ୍ରାଏଲ୍‌ ଉପରେ ମାଡ଼ ହୋଇଛି ୩ ଶହ ରକେଟ

ସିଡ୍ରେଟୋ,୧୩।୧୧: ଗାଜା ଅଞ୍ଚଳରୁ ଇସ୍ରାଏଲ୍‌ ଉପରେ ୩ ଶହ ରକେଟ ମାଡ଼ ହୋଇଛି। ଏନେଇ ଇସ୍ରାଏଲ୍‌ ସୈନ୍ୟ ବିଭାଗ ସୂଚନା ଦେଇଛି। ଏହାଦ୍ୱାରା ୧୧ ଜଣ ଆହତ ହୋଇଛନ୍ତି। 

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସ ସଜାଡି କଲେ ବିଶ୍ୱ ରେକର୍ଡ

ବେଜିଂ,୧୨।୧୧: ଚାଇନା ସ୍କିଆମେନର ୧୩ ବର୍ଷୀୟ ବାଳକ କ୍ୱି ଜିନ୍‌ଉ ଏବେ ନିଜର ଅସମ୍ଭବ ପ୍ରତିଭା ବଳରେ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛନ୍ତି। ସେ ଏକାଥରେ ୩ଟି ରୁବିକ୍‌ କ୍ୟୁବ୍ସକୁ ଖୁବ୍‌ କମ୍‌ ସମୟ ମଧ୍ୟରେ ସଜାଡି ପାରୁଛନ୍ତି।