ବାଲେଶ୍ୱର

ପୋଲକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌

ପୋଲକୁ ଧକ୍କା ଦେଲା ତୀର୍ଥଯାତ୍ରୀ ବସ୍‌

ବାଲେଶ୍ୱର ଅଫିସ, ୩।୧: ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅଧୀନ ୬୦ନଂ ଜାତୀୟ ରାଜପଥ ବାରୁଣୀପୋଲକୁ ପୁରୀରୁ କଲିକତା ଯାଉଥିବା ଏକ ତୀର୍ଥଯାତ୍ରୀ ବସ୍‌ ମଙ୍ଗଳବାର ବିଳମ୍ବିତ ରାତିରେ ଧକ୍କା ଦେଇଥିଲା। ଫଳରେ ୧୦ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ ବାଲେଶ୍ୱର ଉପଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏନ୍‌ଡିଆରଏଫ ଟିମ୍‌ ସହାୟତାରେ ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

All Right Reserved By

ବାଲେଶ୍ୱର

ବିଜେଡିରେ କଂଗ୍ରେସ କର୍ମୀ

ଧାମନଗର,୧୯।୭(ଡି.ଏନ.ଏ.)-ଧାମନଗର ବ୍ଲକ ଦଳାଙ୍ଗ ଓ ପଧାନୀ ପଞ୍ଚାୟତରେ ୨୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି।

ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ କମିଟି ଗଠିତ

ବନ୍ତ,୧୯।୭(ଡି.ଏନ.ଏ.)-ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଭଦ୍ରକ ଜିଲା ବିଜେଡି ସଂଖ୍ୟାଲଘୁ ସେଲ୍‌ କମିଟି ଗଠିତ ହୋଇଛି।

‘ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ’

‘ଆମ ସାହିତ୍ୟରେ ଶ୍ରୀଜଗନ୍ନାଥ’

ଭଦ୍ରକ ଅଫିସ,୧୯।୭-ଶ୍ରୀଜଗନ୍ନାଥ ଚେତନାରୁ ଓଡ଼ିଆ ଭାଷା ଓ ସାହିତ୍ୟ ସୃଷ୍ଟି ହୋଇଛି। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଲାଭ କରିବାରେ ଶ୍ରୀଜଗନ୍ନାଥଙ୍କ ଚେତନା ତଥା ମାଦଳା ପାଞ୍ଜିର ବଳିଷ୍ଠ ଭୂମିକା ରହିଛି ବୋଲି ଆମ ମାତୃଭାଷା ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ସଂକ୍ରାନ୍ତି ଆସରରେ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ

ଭଦ୍ରକ ଅଫିସ,୧୯।୭-ବାସୁଦେବପୁର ବ୍ଲକ ଅଧୀନ ନାୟକାଣିଡିହି ସେବା ସମବାୟ ସମିତି ତରଫରୁ ଆନ୍ଦୋଳା ପଞ୍ଚାୟତ କାର୍ଯ୍ୟାଳୟଠାରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟଙ୍କା ହଡ଼ପ ଅଭିଯୋଗରେ ବିଜେଡିର ଆନ୍ଦୋଳନ

ଟଙ୍କା ହଡ଼ପ ଅଭିଯୋଗରେ ବିଜେଡିର ଆନ୍ଦୋଳନ

ଧାମନଗର,୧୯।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବିଜେଡି ପକ୍ଷରୁ ଗୁରୁବାର ଧୂଷୁରୀଠାରେ ଆନ୍ଦୋଳନ କରାଯାଇଛି। କଲ୍ୟାଣମଣ୍ଡପ ପାଇଁ ମଞ୍ଜୁର ହୋଇଥିବା ୨୦ ଲକ୍ଷ ଟଙ୍କା ହଡ଼ପ କରାଯାଇଥିବା ଅଭିଯୋଗରେ ଏହି ଆନ୍ଦୋଳନ କରାଯାଇଛି।

ବିଦ୍ୟୁତ୍‌ ବିଭ୍ରାଟ ନେଇ ଆନ୍ଦୋଳନ

ବିଦ୍ୟୁତ୍‌ ବିଭ୍ରାଟ ନେଇ ଆନ୍ଦୋଳନ

ଧାମନଗର,୧୯।୭(ଡି.ଏନ୍‌.ଏ): ବିଦ୍ୟୁତ୍‌ ବିଭ୍ରାଟ ନେଇ ଭଦ୍ରକ ଜିଲା ଧାମନଗର ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ଏବଂ ଷ୍ଟ୍ରକଚରରେ ଉପଭୋକ୍ତା ସଂଘ ପକ୍ଷରୁ ଗୁରୁବାର ତାଲା ପକାଯାଇ ଆନ୍ଦୋଳନ କରାଯାଇଛି। ପରେ ସାନବଜାର ଛକରେ ରାସ୍ତା ଅବରୋଧ ମଧ୍ୟ କରାଯାଇଛି।

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ବେଆଇନ ମୋରମ ଚାଲାଣ ଅଭିଯୋଗରେ ରାସ୍ତାରୋକୋ

ସଜନାଗଡ଼,୧୯।୭(ଡି.ଏନ୍‌.ଏ.): ନୀଳଗିରି ଥାନା ଅନ୍ତର୍ଗତ ପୋଡ଼ାଶୁଳା ଛକଠାରେ ଗୁରୁବାର ସକାଳ ୬ଟାରୁ ୧୯ ନମ୍ବର ରାଜ୍ୟ ରାଜପଥକୁ ପ୍ରକୃତି ସୁରକ୍ଷା ମଞ୍ଚ ପକ୍ଷରୁ ଅବରୋଧ କରାଯାଇଛି। ବେଆଇନ ମୋରମ ଚାଲାଣ ଅଭିଯୋଗରେ ଏହି ରାସ୍ତାରୋକୋ କରାଯାଇଛି।

ଭାଉଜଙ୍କୁ ହତ୍ୟା କରି ଦିଅରଙ୍କ ଆତ୍ମସମର୍ପଣ

ରାସଗୋବିନ୍ଦପୁର, ୧୯।୭(ଡ଼ି.ଏନ୍‌.ଏ) -ରାସଗୋବିନ୍ଦପୁର ବ୍ଲକ ରାଘବପୁର ଛକରେ ବୁଧବାର ଦିଅର ଆକ୍ରମଣରେ ଭାଉଜଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ଅଭିଯୁକ୍ତ ଦିଅର ଅଜିତ ରାମ ବଡ଼ାମପୁର ଫାଣ୍ଡିରେ ଆତ୍ମସମର୍ପଣ କରିଛନ୍ତି।

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ଡାକ୍ତରଙ୍କ ଅନୁପସ୍ଥିତିରେ ପ୍ରସବ କଲେ ମହିଳା

ବିଶୋଇ, ୧୯।୭ :ପ୍ରସବ ନିମନ୍ତେ ମୟୂରଭଞ୍ଜ ଜିଲା ବିଶୋଇ ପ୍ରାଥମିକ ଚିକିତ୍ସାଳୟରେ ବୁଧବାର ଭର୍ତ୍ତି ହୋଇଥିବା ଜଣେ ମହିଳା ଡାକ୍ତରଙ୍କ ଅନୁପସ୍ଥିତିରେ ସନ୍ତାନ ପ୍ରସବ କରିଛନ୍ତି। ଉକ୍ତ ସମୟରେ କେହି ବି ମେଡିକାଲ କର୍ମଚାରୀ ତାଙ୍କ ନିକଟରେ ଉପସ୍ଥିତ ନ ଥିଲେ।

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

୧୫୦ ମହିଳାଙ୍କୁ ରାଜମିସ୍ତ୍ରୀ ତାଲିମ

ଠାକୁରମୁଣ୍ଡା,୧୯।୭(ଡି.ଏନ.ଏ)-ଠାକୁରମୁଣ୍ଡା ବ୍ଲକର ମହିଳାମାନଙ୍କୁ ରାଜମିସ୍ତ୍ରୀ ତାଲିମ ପ୍ରଦାନ କରି ରୋଜଗାରକ୍ଷମ କରାଇବା ନିମନ୍ତେ ୧୫୦ଜଣ ମହିଳାଙ୍କୁ ଜୀବିକା ମିଶନ ପକ୍ଷରୁ ଚୟନ କରାଯାଇଛି।

ଖେଳଣା କିଟ୍‌ ଦୁର୍ନୀତି: ରସିଦରେ ପଡିଛି ୩ ମାସ ଆଗୁଆ ତାରିଖ

ବାରିପଦା ଅଫିସ,୧୯।୭-ପ୍ରାକ୍‌ ବିଦ୍ୟାଳୟ ଶିକ୍ଷାରେ ଗୁଣାତ୍ମକମାନ ବଢ଼ାଇବା ଲାଗି ମୟୂରଭଞ୍ଜ ଜିଲାର ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯୋଗାଇ ଦିଆଯାଇଥିବା ଖେଳଣା କିଟ୍‌ କିଣାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ଏହି ଘଟଣାର ତଦନ୍ତ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏଥିଯୋଗୁ କର୍ମୀ ଓ ଅଧିକାରୀଙ୍କ ମଧ୍ୟରେ ଶଙ୍କା ସୃଷ୍ଟି ହୋଇଛି।

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

ଗଛମୂଳ ପାଲଟିଛି ଆଶ୍ରୟ ସ୍ଥଳୀ

କପ୍ତିପଦା,୧୯।୭(ଡି଼.ଏନ୍‌.ଏ) -ଆଦିବାସୀ ବହୁଳ ମୟୂରଭଞ୍ଜ ଜିଲାରେ ବସବାସ କରୁଥିବା ବିଭିନ୍ନ ଜନଜାତି ମଧ୍ୟରୁ ମାଙ୍କଡିଆ ଜନଜାତି ମୁଖ୍ୟତଃ କପ୍ତିପଦା ବ୍ଲକରେ ଦେଖାଦେଇଛନ୍ତି।

Model This Week

ରୂପେଶ