ଅନ୍ତର୍ଜାତୀୟ |

ଆଫଗାନ ସେନା ଆକ୍ରମଣ: ୬୫ ଆଇଏସ୍‌ ମୃତ

ଆଫଗାନ ସେନା ଆକ୍ରମଣ: ୬୫ ଆଇଏସ୍‌ ମୃତ

କାବୁଲ,୨।୧: ଆଫଗାନ ସେନାଙ୍କ ଆକ୍ରମଣରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ଅତିକମ୍‌ରେ ୬୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର କାବୁଲର ପୂର୍ବ ଭାଗରେ ଥିବା ସହରରେ ଏହି ଆକ୍ରମଣ ହୋଇଛି। ହାସକା ମିନା ଜିଲାର ଗୋର୍ଗୋରେ ଓ ଓ୍ବଙ୍ଗାରା ଅଞ୍ଚଳରେ ଉଭୟ ଆକାଶ ମାର୍ଗରୁ ଓ ସ୍ଥଳ ପଥରେ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନଙ୍ଗାହାର ରାଜ୍ୟପାଳଙ୍କ ପ୍ରବକ୍ତା ଅତୁଲାହୋ ଖୋୟାନି। ଏହି ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ସମେତ ଅନ୍ୟ ୧୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ, ଚଳିତ ସପ୍ତାହର ପ୍ରଥମ ଭାଗରେ ଆମେରିକା ଡ୍ରୋନ ଆକ୍ରମଣ ଫଳରେ ନଙ୍ଗାହାରର ପୂର୍ବଭାଗରେ ୧୧ ଜଣ ଆଇଏସ୍‌ ଆତଙ୍କବାଦୀଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା।

All Right Reserved By

ଅନ୍ତର୍ଜାତୀୟ |

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ଆମେରିକାରେ ଓଲଟିଲା ପର୍ଯ୍ୟଟନ ବୋଟ୍‌: ୮ ମୃତ

ନ୍ୟୁୟର୍କ,୨୦।୭: ଆମେରିକାର ମିସୌରୀ ରାଜ୍ୟରେ ଏକ ପର୍ଯ୍ୟଟନ ଡଙ୍ଗା ଓଲଟି ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ର ତାଣ୍ଡବ: ୨ ମୃତ

ହନୋଇ,୨୦।୭: ଭିଏତନାମ୍‌ରେ ଟାଇଫୁନ୍‌ ‘ସୋନ୍‌ ତିହ୍ନ’ ତାଣ୍ଡବ ରଚିଛି। ଶୁକ୍ରବାର ଏହା ଭିଏତନାମ୍‌ ଉପକୂଳ ଛୁଇଁବା ପରେ ଥାନ୍‌ ହୋଆ ପ୍ରଦେଶରେ ଧାରଣ କରିଛି ଉଗ୍ରରୂପ।

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ପ୍ରଥମ ଥର ଲାଗି ଜେଲ୍‌ରେ କଥାହେଲେ ମରିୟମ, ନଓ୍ବାଜ

ଇସ୍‌ଲାମାବାଦ,୨୦।୭: ଏଓ୍ବେନଫିଲ୍ଡ ପ୍ରପର୍ଟିଜ୍‌ ମାମଲରେ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ୍‌ ଓ ତାଙ୍କ ଝିଅ ମରିୟମ ଶୁକ୍ରବାର ପରସ୍ପର ସହ କଥା ହୋଇଥିବା ଜଣାପଡିଛି।

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଯୌନଶୋଷଣ ଏକ ମାନସିକ ରୋଗ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା/ନୂଆଦିଲ୍ଲୀ,୨୦।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ଯୌନଶୋଷଣ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଜାତିସଂଘର ଚିନ୍ତା ବଢ଼ିବାରେ ଲାଗିଛି। ନିକଟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଯୌନଶୋଷଣକୁ ଏକ ମାନସିକ ରୋଗଭାବେ ସୂଚିତ କରାଯାଇଛି।

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

୧୧୩ ବର୍ଷ ତଳେ ବୁଡ଼ିଥିବା ଜାହାଜର ସନ୍ଧାନ ମିଳିଲା: ବୋଝେଇ ହୋଇଛି ୨ ଶହ ଟନ୍‌ ସୁନା ବିସ୍କୁଟ

ସିଓଲ,୨୦।୭: ଦକ୍ଷିଣ କୋରିଆ ଓଲୁଂଗଡୋ ଦ୍ୱୀପଠାରେ ୧୧୩ବର୍ଷ ତଳେ ବୁଡ଼ିଥିବା ଏକ ଜାହାଜର ସନ୍ଧାନ ମିଳିଛି। ରୁଷିଆର ଏହି ଜାହାଜ ୧୯୦୫ରେ ବୁଡ଼ିଯାଇଥିଲା।

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

୧୫୬ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୦।୭: ଲିବିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ୧୫୬ ଜଣ ଅନୁପ୍ରବେଶକାରୀଙ୍କୁ ନୌସେନା ଉଦ୍ଧାର କରିଛି। ସେମାନଙ୍କ ମଧ୍ୟରେ ୨୪ ଜଣ ମହିଳା ଏବଂ ୧୦ ଜଣ ଛୋଟ ପିଲା ରହିଛନ୍ତି।

ନେପାଳ ସୀମାରୁ ୩ ଭାରତୀୟ ଗିରଫ

ନେପାଳ ସୀମାରୁ ୩ ଭାରତୀୟ ଗିରଫ

କାଠମାଣ୍ଡୁ,୧୯।୭: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୁରୁବାର ୩ ଭାରତୀୟଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ବ୍ୟାଙ୍କକ୍‌,୧୯।୭: ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫାରେ ଦୀର୍ଘ ୧୮ ଦିନ ପରେ ନୂଆ ଜୀବନ ପାଇଥିବା ୧୨ ଜଣ ଖେଳାଳି ଓ ତାଙ୍କ କୋଚ୍‌ ପ୍ରଥମ ଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

ପାକିସ୍ତାନ ମାଗୁଛି ଚାନ୍ଦା

ପାକିସ୍ତାନ ମାଗୁଛି ଚାନ୍ଦା

ଇସଲାମାବାଦ,୧୯।୭: ନିଜକୁ ଏକ ଶକ୍ତିଶାଳୀ ପରମାଣୁ ଦେଶଭାବେ ପରିଚୟ ଦେଉଥିବା ପାକିସ୍ତାନର ଅସଲ ଚେହେରା ପଦାକୁ ଆସିଛି। ଡ୍ୟାମ୍‌ ନିର୍ମାଣ କରିବାକୁ ଏବେ ପାକିସ୍ତାନ ଚାନ୍ଦା ଆଦାୟ କରୁଥିବା ଜଣାପଡିଛି।

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ବ୍ରସେଲ୍ସ,୧୯।୭: ଗୁଗୁଲ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲଗାଇଛି ୟୁରୋପିଆନ୍‌ ୟୁନିଅନ(ଇୟୁ)। ଆଣ୍ଡ୍ରଏଡ୍‌ ମୋବାଇଲ୍‌ ସିଷ୍ଟମରେ ସହାତାରେ ସମାଜରେ ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ପରିବେଶ ସୃଷ୍ଟି କରିବା ଅଭିଯୋଗ ଆଧାରରେ ଏପରି କରାଯାଇଛି।

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନରେ ଆସନ୍ତା ୨୫ରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏବେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

ପେଲ୍‌ହାମ୍‌,୧୯।୭: ଓ୍ବାଲଟର କର୍ର ନାମକ ଅମ୍ବାଲା ପେଲ୍‌ହାମ୍‌ର ଜଣେ ଛାତ୍ର ଚାକିରିର ପ୍ରଥମ ଦିନରେ ଜିତି ନେଇଛନ୍ତି କମ୍ପାନୀ ମାଲିକଙ୍କ ହୃଦୟ। ଚାକିରିର ପ୍ରଥମ ଦିନରେ ହିଁ ମାଲିକ ତାଙ୍କୁ ଉପହାର ସ୍ବରୂପ ଏକ ଫୋର୍ଡ କାର୍‌ ଦେଇଛନ୍ତି।

Model This Week

ରୂପେଶ