ସମ୍ବଲପୁର

ହାର ମାନିଛେ ବୟସ: ୮୭ ବଛରେ ବହି ବିକି କୁଟୁମ୍‌ ପୁଷୁଛନ ଭିଖାରୀ

ହାର ମାନିଛେ ବୟସ: ୮୭ ବଛରେ ବହି ବିକି କୁଟୁମ୍‌ ପୁଷୁଛନ ଭିଖାରୀ
ଅତାବିରା, ୧।୧ (ଡି.ଏନ.ଏ.): ବୁଢ଼ା ବେଲେ ସାଇକଲ ଧରି ଗାଁ ଗାଁ ବହି ବିକି ନିଜର କୁଟୁମ୍‌ ପୁଷୁଥିବାର ଝନେ ୮୭ ବଛର ବୁର୍‌ଧ ଉନିହାଁ ମାନକର ଲାଗି ଉଦାହରନ ସାଜିଛନ। ବରଗଡ଼ ଜିଲା ଅତାବିରା ବ୍ଲକ କାଦୋବାହାଲ ପନ୍‌ଚେତ କାଦୋବାହାଲ ଗଉଁତିଆ ପଡାରେ ରହୁଛନ ଭିଖାରୀ ଚରଣ ନାୟକ। ତାଁହାକୁ ହେଲାନ ୮୭ ବଛର। ୫୦ ବଛର ହେଲା ସେ ଇଠାନେ ରହିଆସୁଛନ। ତାକର ମୂଲ ଘର ହେଉଛେ କଟକ ନରସିଂହପୁର। ପରିବାର ବଏଲେ ୨ ଝି, ୨ ପୁଓ। ଗାଁ ଗାଁ ବୁଲି ବହି ବିକି ଝି ମାନକୁ ପାଠ୍‌ ପଢ଼ାବାର ସାଁଗେ ବିହାଚୁରା ଭିଲ କରିଛେଁ ବଲି ସେ କହିଛନ। ଭିଖାରୀ ଆର ତାଁକର ଧରମ ପତ୍ନୀ ମାସିକ ୩ ଶହ ଟଁକା ଲେଖେନ ବୁଢ଼ୀବୁଢ଼ା ଭତ୍ତା ପାଉଛନ। ହେଲେ ଗାଁରେ ୫୦ ବଛର ହେଲା ବାସ କରିଆସୁଥିଲେ ବି ସରକାରୀ ଯୋଜନାରେ ଆବେଦନ କରି ଆଏଜ୍‌ତକ୍‌ ଇନ୍ଦିରା ଆବାସ, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ କି ମୋ କୁଡିଆ ଯୋଜନାରେ ଘର ଖଁଡେ ନୁହେ ପାଆନ। ୮୭ ବଛରେ ଭିଖାରୀ ସାଇକଲରେ ବହି, କ୍ୟାଲେଣ୍ଡର, ଉପନ୍ୟାସ, ଗପ, ଛୁଆମାନକର ଲାଗି ଜାତି ଜାତିର ରଂଗିନ ଫଟୁଥିବାର ବହି ବିକି ଯେନ୍‌ ଦୁଇ ପଏସା ପାଉଛନ ସେଥ୍‌ରେ ତାକାର କୁଟୁମ ଚଲୁଛେ। ଆର ଯେନ୍‌ ପଏସେ ଦୁଇ ପଏସା ଅଗଲେଇ ଉଛଲେଇ ରଖୁଛନ ସେଥ୍‌ରେ ତାକର ଦୁହି ପୁଓର ପାଠ୍‌ ପଢ଼ା ଚଲୁଛେ ବଲି କହିଛନ। ତାଁକର ଜମିବାଡି ବଲି କିଛି ନାଇଁ। ଦରିଦ୍ର ସୀମାରେଖା ତଲେ ବାସ କରୁଥିବାର ପରିବାରମାନକର ଭିତ୍‌ରୁ ତାକର ପରିବାରଟା ଗୁଟେ ଆଏ। ଗାଁର ଗଉଁତିଆ ନିଲାଞ୍ଚଲ ଦାଶ ଦେଇଥିବାର ଖଁଡେ ଜାଗାରେ କୁଟୁମ୍‌ଟା ରହିଆସୁଛନ। ମୋର ନିଜର ରୟତି ଘରଡିହି ନାଇଁନ ଯେ ଇନ୍ଦିରା ଆବାସ ନାଇଁ ମିଲବାର। ହେଲେ ଆମର ପନ୍‌ଚେତରେ ସରକାରୀ, ଗୋଚରଜମିରେ ରହୁଥିବାର ଲୁକ୍‌କୁ ମିଲୁଛେ ଆର ମତେ ନାଇଁ ମିଲବାର ବଲି ଦୁଖମନା ହେଇ ଅଭିଯୋଗ କରିଛନ। ପନ୍‌ଚେତରେ ବାରବାର ଆବେଦନ କଲେ ଭିଲ ରୟତି ଜମି ନାଇଁ ଥିବାରଲାଗି ଘର ନାଇଁ ମିଲବାର ବଲି କହିଥିଲେ।
All Right Reserved By

ସମ୍ବଲପୁର

 ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ନାନା ଅବ୍ୟବସ୍ଥା ମଧ୍ୟରେ ଦେଓଗାଁ ପ୍ୟାକ୍ସ: ବର୍ଷାରେ ଭିଜିଲା ବସ୍ତାବସ୍ତା ଧାନ

ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ପ୍ୟାକ୍ସ ଏବେ ନାନା ଅବ୍ୟବସ୍ଥା ମଧ୍ୟଦେଇ ଗତି କରୁଛି।  ନିଜସ୍ବ ଗୋଦାମ ଘର ନ ଥିବାରୁ ପେଥେଇ ପ୍ରଭାବ ଜନିତ ଲଗାଣ ବର୍ଷାରେ ମଙ୍ଗଳବାର ମଣ୍ଡିକୁ ଆସିଥିବା ୭ଶହ କୁଇଣ୍ଟାଲରୁ ଉର୍ଦ୍ଧ୍ୱ ଧାନବସ୍ତା ପାଣିରେ ଭିଜି ଯାଇଛି ।

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

ଚାଷୀଙ୍କୁ ଦାଉ ସାଜିଲା ପେଥାଇ: ପାଚିଲା ଧାନ ସାଙ୍ଗକୁ କପା, ପନିପରିବା, ଡାଲିଜାତୀୟ ଶସ୍ୟ ନଷ୍ଟ

 ଦେଓଗାଁ, ୧୮ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକରେ ଚକଡା ରୋଗରେ ଧାନଚାଷ କ୍ଷତି ପରେ ଏବେ ପେଥେଇ ଚାଷୀଙ୍କୁ ଦାଉ ସାଜିଛି ା ଗତ ଦୁଇଦିନ ହେଲା ପେଥାଇ ପ୍ରଭାବରେ  ଲଗାଣ ବର୍ଷାରେ ଦେଓଗାଁ ବ୍ଲକର ଅନେକ ଚାଷୀଙ୍କ ପାଚିଲା ଧାନ ସାଙ୍ଗକୁ କପା, ପନିପରିବା ଓ ଡାଲିଜାତୀୟ ଶସ୍ୟ ନଷ୍ଟ ହୋଇଛି ଚାଷୀ ଏବେ ବିଲରେ ବର୍ଷା ପାଣିରେ ବୁଡି ରହିଥିବା ପାଚିଲା ଧାନକୁ ଦେଖି ଦୁଃଖରେ ଭାଙ୍ଗିପଡିଛିି । 

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଭିଜିଲାନ୍ସ ଜାଲରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ

ଝାରସୁଗୁଡା ଅଫିସ,୧୮।୧୨: ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଏଡିଏମ୍‌ଓ ଉଷାରାଣୀ ଦାଶ ମଙ୍ଗଳବାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ବିଲ୍‌ ପାସ୍‌ କରାଇଦେବା ପାଇଁ ୫୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା:  ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

କ୍ରିକେଟ୍‌ ସଂସଦ ଗଠନ ଦାବି ତେଜିଲା: ଜିଲାପାଳଙ୍କୁ ଭେଟିଲେ ଶତାଧିକ କ୍ରିକେଟ ପ୍ରେମୀ

ବାଲେଶ୍ୱର ଅଫିସ,୧୮।୧୨- ବାଲେଶ୍ୱର ଜିଲାର କ୍ରୀଡ଼ା ସଂସଦରୁ କ୍ରିକେଟ୍‌କୁ ଅଲଗା କରି ପୃଥକ୍‌ ଭାବେ କ୍ରିକେଟ୍‌ ସଂସଦ ଗଠନ ଦାବିରେ ସୋମବାର ଜିଲାର ଶତାଧିକ କ୍ରିକେଟ୍‌ ଖେଳାଳୀ ପରମିଟ୍‌ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ସହର ପରିକ୍ରମା କରିବା ପରେ ଜିଲାପାଳଙ୍କ ଅଫିସ୍‌ ସମ୍ମୁଖରେ ପହଞ୍ଚତ୍ ବିଭିନ୍ନ ସ୍ଲୋଗାନ ଦେବା ସହ ଏକ ପ୍ରତିନିଧି ଦଳ ମିଳିତ ଜନ ଅଭିଯୋଗ ଶୁଣାଣିରେ ଦାବିପତ୍ର ପ୍ରଦାନ କରିଥିଲେ। 

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଫେନ୍‌ ଫିରବା ସିଂଘବଜା, ମୁହୁରୀର ସୋର

ଲୋଇସିଂହା,୧୮।୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ଅଗଲାପାଲି ଗଁାର ସାମିଲ ବାଗ(୭୦)। ସେ ଝନେ ପଞ୍ଚବାଦ୍ୟ କଳାକାର। ପଞ୍ଚବାଦ୍ୟର ମୁହୁରୀଆ ହିସାବେ ସେ ଅଂଚଲରେ ନଁା କମେଇଛନ୍‌। ତାକରଠାନୁ ୮ ଝନ୍‌ ଚେଲା ଇ କଳାକେ ଶିଖିଛନ୍‌। 

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ମର୍‌ଡି ପରେ ଅଦିନିଆ ଝଁକେର୍‌ : ଭିଜିଗଲାନ ଧାନ୍‌, ଚିନ୍ତାନେ ଚାଷୀ

ବଲାଙ୍ଗୀର ଅଫିସ, ୧୮ା୧୨ଚଳିତ ଖରିଫ୍‌ ଋତୁରେ ବର୍ଷାଭାବ ଯୋଗୁ ଜିଲାର ବିଭିନ୍ନ ବ୍ଲକରେ ମରୁଡି ପରିସ୍ଥିତି ଦେଖାଦେଇଥିଲା ା ସରକାର ଜିଲାର ୧୪ଟି ବ୍ଲକରୁ ୧୦ଟିରେ ଫସଲ ପ୍ରଭାବିତ ହୋଇଥିବା ଘୋଷଣା କରି ମରୁଡି ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

କୋସଲ ବନ୍ଦ: ଜୀବନ ଯାତ୍ରା ବ୍ୟାହତ

ବୀରମହାରାଜପୁର, ୧୭ା୧୨(ଡି.ଏନ୍‌.ଏ): କୋସଲ ରାଏଜ୍‌ ସମନ୍ବୟ ସମିତି ଅହ୍ବାନ କ୍ରମେ ସୋମବାର ବୀରମହାରାଜପୁର ଉପଖଣ୍ଡରେ ୧୨ ଘଣ୍ଟିଆ ବନ୍ଦ ପାଳିତ ହୋଇଯାଇଛି। 

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲିରେ ଲଘୁଚାପ ବର୍ଷା: ଖୋଲା ଆକାଶ ତଳେ ପଡ଼ିଛି ହଜାର ହଜାର ଧାନ ବସ୍ତା

ଭଟଲି,୧୭।୧୨(ଡି.ଏନ.ଏ): ବରଗଡ଼ ଜିଲା ଭଟଲିଠାରେ ଅଦିନିଆ ଲଘୁଚାପ ବର୍ଷା ଚାଷୀ ମୁଣ୍ଡରେ ଚଡ଼କ ସୃଷ୍ଟି କରିଛିା ଚାଷୀମାନେ ଅମଳ ହୋଇଥିବା ଧାନକୁ ବିକ୍ରିପାଇଁ ମଣ୍ଡିରେ ପକାଇଥିଲୋ 

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କୋଶଳ ରାଜ୍ୟ ଦାବିରେ କେସିଙ୍ଗାରେ ମହାବନ୍ଦ ପାଳନ

କେସିଙ୍ଗା,୧୭।୧୨(ଡି.ଲନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରରେ କୋଶଳ ରାଜ୍ୟ ଦାବିକୁ ନେଇ ସୋମବାର ସକାଳ ୭ରୁ ମହାବନ୍ଦ ପାଳନ କରାଯାଇଛି। 

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼ରେ କୋଶଳ ମହାବନ୍ଦ: ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ଠପ୍‌

ଦେବଗଡ଼,୧୭।୧୨(ସ୍ବ.ପ୍ର.): ସମନ୍ବୟସମିତି ଦେବଗଡ଼ ଶାଖା ପକ୍ଷରୁ ପଶ୍ଚିମ ଓଡ଼ିଶାକୁ  ସ୍ବତନ୍ତ୍ର ରାଜ୍ୟ ଦାବିରେ ଦେବଗଡ଼   ଜିଲାରେ ସୋମବାର ମହାବନ୍ଦ ଡ଼ାକରା ଦିଆଯାଇଛି।

 କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

କୋଶଳ ମହାବନ୍ଦ: ଗାଁଠୁ ସହର ପ୍ରଭାବିତ

ବରଗଡ଼ ଅଫିସ୍‌,୧୭।୧୨-ସ୍ବତନ୍ତ୍ର କୋସଲ ପ୍ରଦେଶ ଦାବିରେ ସୋମବାର କୋଶଳ ମହାବନ୍ଦ ଆନ୍ଦୋଳନ ଚାଲିଛି। କୋସଲ ରାଜ୍ୟ ସମନ୍ବୟ ସମିତି ପକ୍ଷରୁ ଦିଆଯାଇଥିବା ଏହି ଡାକରାକୁ ବରଗଡ଼ ଜିଲାରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି।

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ବତୀକଁର ଘରେ ଲିଭି ଲିଭି ଯାଉଛେ ବତୀ

ନୂଆପଡା ଅଫିସ,୧୭ା୧୨: ସରକାର ସବୁବେଲେ ଗରିବ୍‌ଦୁଖିକର ଲାଗି ଯୋଜ୍‌ନା ଉପରେ ଯୋଜ୍‌ନା ତିଆର କରୁଛନ୍‌। କେହି ଯେନ୍‌ଥେଇ ବାସହୀନ ହେଇ ନାଇଁ ରହେବେ, ରୋଗ୍‌ରେ ନାଇଁ ମରବେ, ସେଥିରଲାଗି ଭିନେ ଭିନେ ଯୋଜ୍‌ନା କାଯ୍‌କାରୀ କରୁଛନ୍‌। ହେଲେ କେହେନ୍‌ସି ନାଇଁ କେହେନ୍‌ସି କାରନ୍‌ରୁ ଇ ଯୋଜ୍‌ନାର ସୁଫଲ ପାଏବାରୁ ଗରିବଦୁଖି ବଁଚିତ ହେଉଛନ୍‌।