Dharitri News
ଜାତୀୟ |

କଏଦୀ ଫେରାର ଜେଲ ଅଧିକାରୀ ନିଲମ୍ବିତ

କଏଦୀ ଫେରାର ଜେଲ ଅଧିକାରୀ ନିଲମ୍ବିତ ମଥୁରା,୧।୧: ମଥୁରା ଜିଲା ଜେଲର ୪ଜଣ ଜେଲ ଅଧିକାରୀଙ୍କୁ ସୋମବାର ନିଲମ୍ବନ କରାଯାଇଛି। ଜେଲ ପାଚେରୀ ଡେଇଁ କଏଦୀ ଫେରାର ହେବା ପରେ ଏହି ଅଧିକାରୀମାନଙ୍କୁ ନିଲମ୍ବନ କରାଯାଇଛି। ସୂଚନାଯୋଗ୍ୟ, ରବିବାର ରାତି ୨ଟାରେ ୩ କଏଦୀ ଜେଲ ଭାଙ୍ଗି ପାଚେରୀ ଡେଇଁ ପଳାଇ ଯାଇଥିଲେ। ଅନ୍ୟଜଣେ କଏଦି ପାଚେରୀ ଡେଇଁବାକୁ ଉଦ୍ୟମ କରୁଥିବା ସମୟରେ ଆହତ ହୋଇ ଧରାପଡିଥିଲେ। ଏହି ଘଟଣା ଜଣା ପଡିବା ପରେ ଜେଲ ଅଧିକାରୀମାନଙ୍କୁ ନିଲମ୍ବିତ କରାଯାଇଛି।

ଜାତୀୟ |

ପରୀକ୍ଷା ହଲ୍‌ରେ ପହଞ୍ଚି ପାରିଲେନି ଛାତ୍ର: ଜେସିବି ମେସିନ୍‌ ଲାଗି ବାହାରିଲା ମୃତଦେହ

ପରୀକ୍ଷା ହଲ୍‌ରେ ପହଞ୍ଚି ପାରିଲେନି ଛାତ୍ର: ଜେସିବି ମେସିନ୍‌ ଲାଗି ବାହାରିଲା ମୃତଦେହ

ଦୁମକା,୨୧।୧: ଝାଡଖଣ୍ଡର ଦୁମକାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୮ ଛାତ୍ରଙ୍କ ମୃତ୍ୟୁ ହୋଇଛିି। ଟ୍ରକ-ଟାଟା ସୁମୋ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି।

ଅଯୋଗ୍ୟ ଘୋଷିତ ହେଲେ ୨୦ ଏଏପି ବିଧାୟକ

ଅଯୋଗ୍ୟ ଘୋଷିତ ହେଲେ ୨୦ ଏଏପି ବିଧାୟକ

ନୂଆଦିଲ୍ଲୀ,୨୧।୧: ଅରବିନ୍ଦ କେଜରିଓ୍ବାଙ୍କ ନେତୃତ୍ୱାଧୀନ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି)କୁ ଲାଗିଛି ଶକ୍ତ ଧକ୍କା। ଦିଲ୍ଲୀ ବିଧାନସଭାର ୨୦ ବିଧାୟକଙ୍କୁ ରବିବାର ରାଷ୍ଟ୍ରପତି ଅଯୋଗ୍ୟ ଘୋଷଣା କରିଛନ୍ତି।

ହଜ୍‌ ହାଉସ୍‌ ପରେ ଏବେ ପାର୍କ ଓ ଡିଭାଇଡର ପାଳି

ହଜ୍‌ ହାଉସ୍‌ ପରେ ଏବେ ପାର୍କ ଓ ଡିଭାଇଡର ପାଳି

ଲକ୍ଷ୍ନୌ,୨୧।୧: ଉତ୍ତରପ୍ରଦେଶ ସରକାରଙ୍କ କମଳା ରଙ୍ଗ ପ୍ରୀତି ଏବେ ଆଉ କାହାକୁ ଅଛପା ନାହିଁ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ଏବେ କମଳା ରଙ୍ଗରେ ରଙ୍ଗେଇବାରେ ବ୍ୟସ୍ତ ଉତ୍ତରପ୍ରଦେଶ ସରକାର।

ଏବେବି ବିଜୁଳି ଆଲୋକଠାରୁ ବହୁ ଦୂରରେ ଫୁଟେରା ଧାନେ ଗ୍ରାମ

ଏବେବି ବିଜୁଳି ଆଲୋକଠାରୁ ବହୁ ଦୂରରେ ଫୁଟେରା ଧାନେ ଗ୍ରାମ

ଚିନ୍ଦଓ୍ବାରା,୨୧।୧: ମଧ୍ୟପ୍ରଦେଶର ଚିନ୍ଦଓ୍ବାରା ଜିଲାରୁ ୧୫ କିଲୋମିଟର ଦୂର ଫୁଟେରା ଧାନେ ଗ୍ରାମରେ ଆଜିବି ଲୋକେ ବିଜୁଳି ଆଲୋକଠାରୁ ବହୁଦୂରରେ।

ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ୪କୋଟି ଲୋକଙ୍କ ମାନବ ଶୃଙ୍ଖଳ

ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ୪କୋଟି ଲୋକଙ୍କ ମାନବ ଶୃଙ୍ଖଳ

ଝାଡଖଣ୍ଡ,୨୧।୧: ବିହାରରେ ଜାନୁୟାରୀ ୨୧ରେ ଯୌତୁକ ଓ ବାଲ୍ୟ ବିବାହ ବିରୋଧରେ ଏକ ମାନବ ଶୃଙ୍ଖଳ ହୋଇଛି। ଏହାର ଲମ୍ବ ରହିଛି ୧୩୬୬୦ କିଲୋମିଟର। ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ମାନବ ଶୃଙ୍ଖଳ କରାଯାଇଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ଯବାନ ଶହୀଦ

ପୁଞ୍ଚ,୨୧।୧: ଜମ୍ମୁ-କଶ୍ମୀର ପୁଞ୍ଚର ମେଣ୍ଡର ସେକ୍ଟରରେ ରବିବାର ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ ଫଳରେ ଭାରତୀୟ ସେନାର ୨୫ ବର୍ଷୀୟ ଯବାନ ଚନ୍ଦନ କୁମାର ରାୟ ଶହୀଦ ହୋଇଛନ୍ତି

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୭ ମୃତ

ନୂଆଦିଲ୍ଲୀ,୨୧।୧: ଦିଲ୍ଲୀର ବଓ୍ବାନା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ବାଣ କାରଖାନାରେ ଶନିବାର ନିଆଁ ଲାଗିଯାଇଥିଲା। ଏଥିରେ ୧୦ ମହିଳାଙ୍କ ସମେତ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା

ପ୍ରିନ୍ସିପାଲଙ୍କୁ ଗୁଳିକରି ହତ୍ୟା

ଯମୁନାନଗର, ୨୧।୧(ପି.ଟି.): ହରିୟାଣାରେ ସ୍କୁଲରୁ ତଡ଼ା ଖାଇଥିବା ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଶନିବାର ନିଜ ପ୍ରିନ୍ସିପାଲଙ୍କୁ ହତ୍ୟା କରିଛନ୍ତି। ପ୍ରିନ୍ସିପାଲ ରିତୁ ଛାବ୍ରା (୪୭) ଗାଳି କରିବାରୁ ଛାତ୍ରଜଣକ ପ୍ରତିଶୋଧପରାୟଣ ହୋଇ ବାପାଙ୍କ ଲାଇସେନ୍ସ ପ୍ରାପ୍ତ .୩୨ ବୋର୍‌ ରିଭଲ୍‌ଭର ନେଇ ତାଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ହେବାପରେ ଛାବ୍ରାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି।

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ୪ ଯବାନ ଶହୀଦ, ୫ ନାଗରିକ ମୃତ

ଜମ୍ମୁ-କଶ୍ମୀର,୨୦।୧: ଭାରତ-ପାକିସ୍ତାନ ସୀମାରେ ଚାଲିଥିବା ଗୁଳିମାଡରେ ଏପର୍ଯ୍ୟନ୍ତ ୯ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ସୁପ୍ରିମକୋର୍ଟଙ୍କ ରାୟ ପରେ ବି ଗୁଜରାଟରେ ରିଲିଜ୍‌ ହେବନି ‘ପଦ୍ମାବତ୍‌’

ନୂଆଦିଲ୍ଲୀ,୨୦।୧: ସୁପ୍ରିମକୋର୍ଟଙ୍କ ଗ୍ରୀନ୍‌ ସିଗ୍‌ନାଲ୍‌ ପରେ ମଧ୍ୟ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ପଦ୍ମାବତ୍‌’ ଗୁଜରାଟରେ ରିଲିଜ୍‌ ହେବନାହିଁ।

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା

ହାଇଦ୍ରାବାଦ,୨୦।୧: ହାଇଦ୍ରାବାଦର ଜଣେ ସ୍କୁଲବସ୍‌ ଡ୍ରାଇଭର ଶବିବାର ସକାଳେ ପ୍ରଥମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

ବିବେକାନନ୍ଦ ଓ ନେତାଜୀଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି

କଲିକତା,୨୦।୧: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ବାମୀ ବିବେକାନନ୍ଦ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଜାତୀୟ ଛୁଟି ଦିବସ ଘୋଷଣା ଦାବି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଏକ ଚିଠି ଲେଖିଛନ୍ତି।