ଅନ୍ତର୍ଜାତୀୟ |

ଇନଡୋର୍‌ ଷ୍ଟାଇଡିୟମ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧,୬ ଶହ କାର୍‌

ଇନଡୋର୍‌ ଷ୍ଟାଇଡିୟମ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧,୬ ଶହ କାର୍‌

ଲିଭରପୁଲ୍‌,୧।୧: ଇଂଲଣ୍ଡ ଲିଭରପୁଲ୍‌ଠାରେ ଥିବା ଏକ ଘୋଡ଼ାଦୌଡ଼ ଇନଡୋର୍‌ ଷ୍ଟାଡ଼ିୟମ୍‌ର ପାର୍କିଂ ଏରିଆରେ ଅଗ୍ନିକାଣ୍ଡ ଘଟି ୧,୬ ଶହ କାର୍‌ ଜଳିଯାଇଛି। ଏନେଇ ସୋମବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଗ୍ନିକାଣ୍ଡ ପରେ ଏଠାରେ ହେବାକୁଥିବା ଘୋଡ଼ାଦୌଡ଼ ପ୍ରତିଯୋଗିତାକୁ ବନ୍ଦ କରି ଦିଆଯାଇଛି। ସୂଚନାଯୋଗ୍ୟ, ଏହି ଷ୍ଟାଡ଼ିୟମ୍‌ରେ ୧୧ ହଜାର ଦର୍ଶକ ବସିବାର ସୁବିଧା ରହିଛି। ତେବେ ଘଟଣାର ତଦନ୍ତ ଜାରି ରହିଛି।

All Right Reserved By

ଅନ୍ତର୍ଜାତୀୟ |

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ,୧୭।୭: ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ଲିମା,୧୭।୭: ବେଆଇନ ନିଶା ଦ୍ରବ୍ୟ ଚାଲାଣ ଯୋଗୁ ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। କଲମ୍ବିଆ ବାସିନ୍ଦା ସୀମା ଡେଇଁ ପେରୁରେ ନିଶା ଦ୍ରବ୍ୟ କାରବାର ଚଳାଇଛନ୍ତି।

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ନୂଆଦିଲ୍ଲୀ/ଇସ୍‌ଲାମାମବାଦ,୧୭।୭: ଆସନ୍ତା ୨୫ରେ ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍‌ ସର୍‌ଗରମ୍‌ ହୋଇ ଉଠିଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଚାର ସମୟରେ ବିଜୁଳି, ପାଣି, ସଡ଼କ, ଦାରିଦ୍ର୍ୟତା, ଆତଙ୍କବାଦ ଆଦିକୁ ଯେତିକି ଯୋର୍‌ ଦିଆ ନ ଯାଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ।

୬ ମାସରେ ୬ଶହ ମହିଳା ବଳାତ୍କାରର ଶିକାର

୬ ମାସରେ ୬ଶହ ମହିଳା ବଳାତ୍କାରର ଶିକାର

ଢାକା,୧୭।୭: ବାଂଲାଦେଶ ମହିଳା ପରିଷଦ(ବିଏମ୍‌ପି)ର ରିପୋର୍ଟ ଅନୁଯାୟୀ, ଗତ ୬ମାସ ମଧ୍ୟରେ ବାଂଲାଦେଶରେ ପାଖାପାଖି ୫୯୨ ବଳାତ୍କାର ମାମଲା ସାମ୍ନାକୁ ଆସିଛି।

ମାଟି ତଳେ ରହିଛି ଅଜସ୍ର ହୀରା

ମାଟି ତଳେ ରହିଛି ଅଜସ୍ର ହୀରା

ବୋଷ୍ଟନ,୧୭।୭: ମାଟି ତଳେ ପଡ଼ି ରହିଛି ଅଜସ୍ର ହୀରା। ପୃଥିବୀ ପୃଷ୍ଠର ଶହେ ମାଇଲ୍‌ ଗଭୀରତା ମଧ୍ୟରେ ଏହା ରହିଛି।

ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ସାମିଲ୍‌ ହେବେ ମହିଳା

ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ସାମିଲ୍‌ ହେବେ ମହିଳା

ଲଣ୍ଡନ,୧୭।୭: ଏଣିକି ବ୍ରିଟିଶ୍‌ ସେନାର ଗୋର୍ଖା ରେଜିମେଣ୍ଟ୍‌ରେ ମହିଳାଙ୍କୁ ସାମିଲ୍‌ କରାଯିବ। ୨୦୨୦ଠାରୁ ଏହା ସମ୍ପନ୍ନ ହେବ। ଆସନ୍ତା ବର୍ଷ କେନ୍ଦ୍ରୀୟ ନେପାଳର ପୋଖରାଠାରେ ଏନେଇ ତାଲିମ୍‌ ଆରମ୍ଭ କରାଯିବ।

ରାଗରେ ହାଣିଲେ ୨୯୨ କୁମ୍ଭୀର

ରାଗରେ ହାଣିଲେ ୨୯୨ କୁମ୍ଭୀର

ସୋରୋଙ୍ଗ୍‌,୧୭।୭(ପି.ଟି.): ଜନ ଆକ୍ରୋଶର ଶିକାର ହେଲେ ପାଖାପାଖି ୩୦୦ କୁମ୍ଭୀର। ଇଣ୍ଡୋନେସିଆର ପାପୁଆ ପ୍ରଦେଶର ସୋରୋଙ୍ଗ୍‌ ଜିଲାରେ ଉତ୍ତ୍ୟକ୍ତ ଲୋକେ ୨୯୨ କୁମ୍ଭୀରଙ୍କୁ ହତ୍ୟା କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ କୁମ୍ଭୀର ଖାଇଯିବା ପରେ ଲୋକେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

ପର୍ଯ୍ୟଟନ ବୋଟ୍‌ ଉପରେ ପଡ଼ିଲା ଲାଭା: ୨୩ ଆହତ

ପର୍ଯ୍ୟଟନ ବୋଟ୍‌ ଉପରେ ପଡ଼ିଲା ଲାଭା: ୨୩ ଆହତ

ହୋନୋଲୁଲୁ, ୧୭।୭: ଆମେରିକା ହାଓ୍ବାଇରେ ଏକ ପର୍ଯ୍ୟଟନ ବୋଟ୍‌ ଉପରେ ଆଗ୍ନେୟଗିରିରୁ ଉଦ୍‌ଗୀରଣ ହେଉଥିବା ଲାଭା ପଡ଼ି ୨୩ ଜଣ ଆହତ ହୋଇଛନ୍ତି।

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ଫ୍ରାନ୍ସରେ ପରିସ୍ଥିତି ଅସମ୍ଭାଳ

ପ୍ୟାରିସ,୧୬।୭(ଏଏଫ୍‌ପି)- ଫ୍ରାନ୍ସ ଫିଫା ବିଶ୍ୱକପ୍‌ ଚାମ୍ପିୟନ ହେବା ପରେ ଦେଶର ବିଭିନ୍ନ ସ୍ଥାନରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଦୀର୍ଘ ୨୦ ବର୍ଷ ପରେ ବିଶ୍ୱକପ୍‌ ଜିତିବା ପରେ ଭାରତୀୟ ସମୟ ପ୍ରାୟ ରାତି ୧୦.୩୦ ବେଳେ ପ୍ରଶଂସକଙ୍କ ଖୁସି ମନାଇବା ପାଇଁ ରାସ୍ତାକୁ ହାତରେ ଜାତୀୟ ପତାକା ଧରି ଚାଲି ଆସିଥିଲେ।

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୧୭ ଆହତ

କାବୁଲରେ ଆତ୍ମଘାତୀ ବିସ୍ଫୋରଣ: ୮ ମୃତ, ୧୭ ଆହତ

କାବୁଲ,୧୬।୭: ଆଫଗାନିସ୍ତାନର ରାଜଧାନୀ କାବୁଲର ସରକାରୀ ମନ୍ତ୍ରଣାଳୟ ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ୮ ଜଣଙ୍କ ମୃତ୍ୟୁ ହେବା ସହ ୧୭ ଆହତ ହୋଇଥିବା ଜଣାପଡିଛି।

ନିକାରାଗୁଆରେ ସୁରକ୍ଷାବଳ-ପ୍ରଦର୍ଶନକାରୀ ମୁହାଁମୁହିଁ

ନିକାରାଗୁଆରେ ସୁରକ୍ଷାବଳ-ପ୍ରଦର୍ଶନକାରୀ ମୁହାଁମୁହିଁ

ମାନାଗୁଆ,୧୬।୭: ନିକାରାଗୁଆରେ ସୁରକ୍ଷାବଳ ଏବଂ ସରକାର ବିରୋଧରେ ପ୍ରଦର୍ଶନ କରୁଥିବା ସାଧାରଣ ଜନତା ମୁହାଁମୁହିଁ ହୋଇଛନ୍ତି।

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ ମୃତ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୮ ମୃତ

ଇସଲାମାବାଦ୍‌,୧୬।୭: ପାକିସ୍ତାନ ସିନ୍ଧ୍‌ ପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୩୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Model This Week

ରୂପେଶ