ମେଟ୍ରୋ |

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ମା’ ସମେତ ଦୁଇ ଶିଶୁ ଗୁରୁତର

ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ମା’ ସମେତ ଦୁଇ ଶିଶୁ ଗୁରୁତର
ପୁରୀ ଅଫିସ, ୩୧।୧୨: ପୁରୀ ଜିଲା ସମୁଦ୍ରକୂଳ ଥାନା ଅଧୀନ ହରିହର ଛକଠାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୩ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ମା’ ଟିକିନା ମଲିକ(୩୦) ଓ ତାଙ୍କର ଦୁଇ ଶିଶୁ ସୋନାଲୀ(୫) ଏବଂ ପବିତ୍ର(୩)। ସମୁଦ୍ରକୂଳ ଥାନା ପୋଲିସ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଏହାସହ ପୋଲିସ ଦୁର୍ଘଟଣାଗ୍ରସ୍ତ ଦୁଇ ବାଇକ୍‌କୁ ଜବତ କରିଥିବା ଜଣାପଡିଛି।
All Right Reserved By

ମେଟ୍ରୋ |

ଖୁଣ୍ଟିଆ ପେଟ୍ରୋଲପମ୍ପରେ ତେଲ ଠକେଇକୁ ନେଇ ଉତ୍ତେଜନା

ଖୁଣ୍ଟିଆ ପେଟ୍ରୋଲପମ୍ପରେ ତେଲ ଠକେଇକୁ ନେଇ ଉତ୍ତେଜନା

ପୁରୀ ଅଫିସ,୨୪।୯ : ପେଟ୍ରୋଲ ପମ୍ପରେ ତେଲ ଠକେଇ ନେଇ ପୁରୀ ଜିଲା ମେଡିକାଲ ଛକସ୍ଥିତ ଖୁଣ୍ଟିଆ  ପେଟ୍ରୋଲ ପମ୍ପରେ ସୋମବାର ଉତ୍ତେଜନା ପ୍ରକାଶ ପାଇଛି। ତେଲ ଠକେଇ ଅଭିଯୋଗ ଆଣି କେତେଜଣ ଗ୍ରାହକ ହୋହ୍ଲାଲ୍ଲା କରିଛନ୍ତ। 

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

ନକ୍ସଲ ପ୍ରବଣ ଅଞ୍ଚଳକୁ ଯିବା ପୂର୍ବରୁ ସତର୍କ ରହନ୍ତୁ: ପୋଲିସ ଡିଜି

କଟକ ଅଫିସ, ୨୪।୯: ଓଡ଼ିଶାର ମାଓବାଦୀ ଏବଂ ନକ୍ସଲ ପ୍ରବଣ ଅଞ୍ଚଳକୁ ରାଜନେତାମାନେ ଯିବା ପୂର୍ବରୁ ସତର୍କ ରହନ୍ତୁ। ସୋମବାର ଏହା କହିଛନ୍ତିି ରାଜ୍ୟ ପୋଲିସ ଡିଜି ଆର୍‌ପି ଶର୍ମା। 

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

ପୋଲିସ-ଆଇନଜୀବୀ ବିବାଦ ଘଟଣା: ଗୁରୁବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ପ୍ରତିନିଧି ଦଳ

କଟକ ଅଫିସ, ୨୪।୯: ପୋଲିସ-ଆଇନଜୀବୀ ବିବାଦ ଘଟଣା ଥମିବାର ନାଁ ଧରୁନାହିଁ। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ପୁରୀ ଅଫିସ,୨୪।୯ : ୬ ଦଫା ଦାବି ନେଇ ପୁରୀ ଜିଲା ଅଗ୍ନିଶମ କର୍ମଚାରୀ ସଂଘ ପକ୍ଷରୁ ସୋମବାର ଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। 

ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀଙ୍କ ଧାରଣା

କାକଟପୁର,୨୪।୯(ଡି.ଏନ.ଏ.):୬ଦଫା ଦାବିନେଇ ସୋମବାରଠାରୁ ଅସ୍ତରଙ୍ଗ ଅଗ୍ନିଶମ କାର୍ଯ୍ୟାଳୟ ଏବଂ ଚମ୍ପାହାର  କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ ବିଭାଗର ସମୂହ  କର୍ମଚାରୀମାନେ ଧାରଣା ଦେଇଛନ୍ତି। 

କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର

କାକଟପୁର ବ୍ଲକ କାର୍ଯ୍ୟାଳୟଠାରେ ଜନଶୁଣାଣି ଶିବିର

କାକଟପୁର, ୨୪।୯(ଡି.ଏନ.ଏ.): କାକଟପୁର ବ୍ଲକ କାର୍ଯ୍ୟାଳୟର ବୈଠକ ଗୃହରେ ସୋମବାର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। 

ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ: ଜରୁରିକାଳୀନ ସେବା ଠପ୍‌

ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ: ଜରୁରିକାଳୀନ ସେବା ଠପ୍‌

ଜଗନ୍ନାଥପ୍ରସାଦ, ୨୪।୯(ଡି.ଏନ.ଏ.): ପୁରୀ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅଞ୍ଚଳରେ ଥିବା ଅଗ୍ନିଶମ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ୧୦ଟାରୁ କାର୍ଯ୍ୟରତ ବିଭାଗୀୟ କର୍ମଚାରୀମାନେ  ବିଭିନ୍ନ ଦାବିନେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ  କାର୍ଯ୍ୟବନ୍ଦ ଆନ୍ଦୋଳନ  କରୁଛନ୍ତି। 

କ୍ଷେତ ମଜଦୂରର ଗଣ ବିକ୍ଷୋଭ

କ୍ଷେତ ମଜଦୂରର ଗଣ ବିକ୍ଷୋଭ

ଖୋର୍ଦ୍ଧା ଅଫିସ,୨୪।୯: ଭାରତୀୟ କ୍ଷେତ ମଜଦୂର ୟୁନିୟନ ଖୋର୍ଦ୍ଧା ଜିଲା ପରିଷଦ ପକ୍ଷରୁ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ମତ୍ସ୍ୟଜୀବୀ ମହାସଂଘ ଘେରିବ ଚିଲିକା ବ୍ଲକ ଓ ତହସିଲ

ଖୋର୍ଦ୍ଧା ଅଫିସ,୨୪।୯: ୭ଦଫା ଦାବି ପୂରଣ ନ ହେବାରୁ ଚିଲିକା ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ମଙ୍ଗଳବାର ଆଇନ ଅମାନ୍ୟ ଆନ୍ଦୋଳନ କରାଯବ। ଏ ନେଇ ପ୍ରସ୍ତୁତି ପର୍ବ ସୋମବାର ଶେଷ ହୋଇଛି। 

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଅଗ୍ନିଶମ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ଖୋର୍ଦ୍ଧା ଅଫିସ,୨୪।୯:ଅଗ୍ନିଶମ କର୍ମଚାରୀ ୬ଦଫା ଦାବିନେଇ ଖୋର୍ଦ୍ଧା ଜିଲା ଚିଲିକା ବ୍ଲକର ଗଙ୍ଗାଧରପୁର, ବାଣପୁର ବ୍ଲକର ବାଣପୁରରେ ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି।  

ନେତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଭାଜପା କର୍ମୀଙ୍କ ଠେଲାପେଲା

ନେତାଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଭାଜପା କର୍ମୀଙ୍କ ଠେଲାପେଲା

ସାକ୍ଷୀଗୋପାଳ, ୨୪।୯(ଡି.ଏନ.ଏ.): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁରୀ ଗସ୍ତରେ ଆସିଥିବା ବେଳେ ସାକ୍ଷୀଗୋପାଳରେ ତାଙ୍କୁ ସ୍ବାଗତ କରାଯାଇଛି। ଭାଜପାର ସ୍ଥାନୀୟ କାର୍ଯ୍ୟାଳୟଠାରେ ଯୁବନେତା ଓମ୍‌ ପ୍ରକାଶ ମିଶ୍ର, ଶତାଧିକ ମହିଳା ଓ ଯୁବକର୍ମୀଙ୍କ ସହିତ ଫୁଲମାଳ ଧରି ଅମିତଙ୍କୁ ସ୍ବାଗତ କରିଥିଲେ। 

ମୋଦିଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅମିତ ଶାହ

ମୋଦିଙ୍କ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଅମିତ ଶାହ

ପୁରୀ ଅଫିସ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିବାର ଗୋଟିଏ ଦିନ ପରେ ପୁରୀଠାରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।