ଜାତୀୟ |

ସୁରକ୍ଷାକର୍ମୀ ନକ୍ସଲ ମୁକାବିଲା: ୧ ନକ୍ସଲ ମୃତ

ସୁରକ୍ଷାକର୍ମୀ ନକ୍ସଲ ମୁକାବିଲା: ୧ ନକ୍ସଲ ମୃତ
ରାୟପୁର,୩୧।୧୨: ଛତିଶଗଡ଼ର ସୁକମା ଜିଲାରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମୁକାବିଲା ଫଳରେ ଜଣେ ନକ୍ସଲଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପୋଲିସର ସୂଚନା ଅନୁଯାୟୀ କରିଗୁଣ୍ଡମ ଓ ଇଟାପାର ଗାଁ ନିକଟରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ମୁକାବିଲା ହୋଇଥିଲା। ଜିଲା ରିଜର୍ଭ ଗାର୍ଡର ଏକ ଦଳ ଫେରୁଥିବା ସମୟରେ ଦୁଇ ଗାଁ ନିକଟରେ ଜଙ୍ଗଲ ମଧ୍ୟରେ ମୁକାବିଲା ହେବାରୁ ଉକ୍ତ ୨ ନକ୍ସଲଙ୍କ ମୃତ୍ୟୁ ଘଟିଛି।
All Right Reserved By

ଜାତୀୟ |

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ଡାଟା ଚୋରି: ଦ୍ୱିତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬।୧୦: ପୃଥିବୀରେ ଡାଟା ଚୋରି ଘଟଣା ବଢ଼ିବାରେ ଲାଗିଛି। ଡାଟା ଚୋରି ଘଟଣାରେ ଭାରତ ପୃଥିବୀରେ ଦ୍ୱିତୀୟସ୍ଥାନ ହାସଲ କରିଛି। 

ମହିଳାଙ୍କ ଯୌନ କ୍ଷୁଧା ମେଣ୍ଟାଇ ନ ପାରି ପୁରୁଷ କଲେ ଆତ୍ମହତ୍ୟା

ମହିଳାଙ୍କ ଯୌନ କ୍ଷୁଧା ମେଣ୍ଟାଇ ନ ପାରି ପୁରୁଷ କଲେ ଆତ୍ମହତ୍ୟା

ମୁମ୍ବାଇ,୧୬।୧୦: ମାୟାନଗରୀ ମୁମ୍ବାଇରେ ଘଟିଛି ଏକ ଅଭାବନୀୟ ଘଟଣା।  ମହାରାଷ୍ଟ୍ରରେ ୩୮ ବର୍ଷୀୟ ପୁରୁଷ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କକୁ ନେଇ ଆତ୍ମହତ୍ୟା କରିଛନ୍ତି।

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ

ପୁଲଓ୍ବାମାରେ ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର,୧୬।୧୦: ଜମ୍ମୁ-କଶ୍ମୀର ପୁଲଓ୍ବାମା ଜିଲାରେ ସୋମବାର ବିଳମ୍ବିତ ରାତିରେ ଏକ ସିଆରପିଏଫ୍‌ କ୍ୟାମ୍ପ୍‌ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ୨ ଜଣ ଯବାନ ଆହତ ହୋଇଛନ୍ତି। 

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ

କଂଗ୍ରେସ ନେତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ

ପଣଜୀ,୧୬।୧୦: ଗୋଆର ୨ ଜଣ କଂଗ୍ରେସ ନେତା ଦୟାନନ୍ଦ ସୋପତେ ଓ ସୁଭାଷ ସିରୋଡକରଙ୍କ ମଙ୍ଗଳବାର ଦିଲ୍ଲୀ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ଏମାନେ ଭାଜପାରେ ଯୋଗଦେବେ ବୋଲି ଆଲୋଚନା ହେଉଛି। 

ଯୌନଉତ୍ପୀଡ଼ନ ବଢ଼ିଛି ୫୪ ପ୍ରତିଶତ

ଯୌନଉତ୍ପୀଡ଼ନ ବଢ଼ିଛି ୫୪ ପ୍ରତିଶତ

ନୂଆଦିଲ୍ଲୀ,୧୬।୧୦: ଦେଶର ବିଭିନ୍ନ କାର୍ଯ୍ୟାଳୟରେ ଯୌନଉତ୍ପୀଡ଼ନ ମାମଲାରେ ୫୪ ପ୍ରତିଶତ ବୃଦ୍ଧି ହୋଇଛି। ୨୦୧୪ରେ ଏହାର ସଂଖ୍ୟା ୩୭୧ଥିବାବେଳେ ୨୦୧୭ରେ ଏଭଳି ୫୭୦ ମାମଲା ଦାଏର ହୋଇଛି।

ହିସାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ହିସାରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡି

ହରିୟାଣା,୧୬।୧୦: ସତଲୋକ ଆଶ୍ରମର ମୁଖ୍ୟ ବାବା ରାମପାଲଙ୍କୁ ୪ ମହିଳା ଓ ଏକ ଶିଶୁ ହତ୍ୟା ମାମଲାର ଶୁଣାଣି ମଙ୍ଗଳବାର ହେବା ପୂର୍ବରୁ ସୁରକ୍ଷାକୁ ଦୃଷ୍ଟିରେ ରଖି ହିସାରରେ ୧୪୪ ଧାରା ଜାରି କରାଯାଇଛି।

ନିରୁପାୟ ହୋଇ ନଡା ଜାଳୁଛନ୍ତି ଚାଷୀ: ବଢୁଛି ପ୍ରଦୂଷଣର ମାତ୍ରା

ନିରୁପାୟ ହୋଇ ନଡା ଜାଳୁଛନ୍ତି ଚାଷୀ: ବଢୁଛି ପ୍ରଦୂଷଣର ମାତ୍ରା

ନୂଆଦିଲ୍ଲୀ,୧୬।୧୦: ରାଜଧାନୀ ଦିଲ୍ଲୀର ପଡୋଶୀ ରାଜ୍ୟ ପଞ୍ଜାବର ଚାଷୀମାନେ ନଡା ପୋଡିବା ବନ୍ଦ କରୁ ନାହାଁନ୍ତି। ଫଳରେ ଦିଲ୍ଲୀର ବାୟୁ ମଣ୍ଡଳ ବେଳକୁ ବେଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି।

ଦେଶର ସର୍ବବୃହତ ରାବଣ

ଦେଶର ସର୍ବବୃହତ ରାବଣ

ପଞ୍ଚକୁଲା, ୧୬।୧୦: ବିଜୟାଦଶମୀ ପାଖେଇ ଆସୁଥିବାରୁ ରାବଣ ପୋଡି ପାଇଁ ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରସ୍ତୁତି ପର୍ବ। ହରିୟାଣାର ପଞ୍ଚକୁଲାରେ ନିର୍ମାଣ ହୋଇଛି ଦେଶର ସର୍ବବୃହତ ରାବଣ।

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ଖାଦ୍ୟ ସୁରକ୍ଷା ଏବେ ବି ଅପହଞ୍ଚ: ପୃଥିବୀରେ ୮୨ କୋଟି ଭୋକିଲା

ନୂଆଦିଲ୍ଲୀ/ଜେନେଭା, ୧୬।୧୦: ଅକ୍ଟୋବର ୧୬ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ଦିବସ। ତେବେ ୨୦୧୮ କ୍ଷୁଧା ସୂଚକାଙ୍କରେ ପ୍ରକାଶ ପାଇଛି ଯେ, ପୃଥିବୀରେ ଏବେ ମଧ୍ୟ ୮୨ କୋଟି ଲୋକ ଭୋକିଲା ରହିଛନ୍ତି। 

ଶେଷ ପର୍ଯ୍ୟାୟ ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ

ଶେଷ ପର୍ଯ୍ୟାୟ ପୌର ନିର୍ବାଚନ ପାଇଁ ଭୋଟଗ୍ରହଣ ଆରମ୍ଭ

ଜମ୍ମୁ-କଶ୍ମୀର,୧୬।୧୦: ଜମ୍ମୁ-କଶ୍ମୀର ପୌର ନିର୍ବାଚନ ପାଇଁ ଚତୁର୍ଥ ତଥା  ଅନ୍ତିମ ପର୍ଯ୍ୟାୟ ଭୋଟଗ୍ରହଣ ମଙ୍ଗଳବାର ସକାଳୁ ଆରମ୍ଭ ହୋଇଛି। ମୋଟ ୧୩୨ଟି ଆସନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଏଥି ମଧ୍ୟରୁ କେତେକ ପ୍ରାର୍ଥି ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଅଢେଇ ହଜାର ଟଙ୍କା ପାଇଁ ମଡେଲଙ୍କୁ ହତ୍ୟା

ଅଢେଇ ହଜାର ଟଙ୍କା ପାଇଁ ମଡେଲଙ୍କୁ ହତ୍ୟା

ମୁମ୍ବାଇ, ୧୬।୧୦: ଦେଶର ଆର୍ଥତ୍କ ରାଜଧାନୀ ମୁମ୍ବାଇରେ ଜଣେ ୨୦ବର୍ଷୀୟ ମଡେଲଙ୍କୁ ମାତ୍ର ୨୫୦୦ଟଙ୍କ ପାଇଁ ହତ୍ୟା କରାଯାଇଛି। ମଡେଲଙ୍କୁ ଶବ ଏକ ସୁଟକେସରୁ ମିଳିଛି। 

ଟାର୍ଗେଟ୍‌ରେ ବିଏସ୍‌ପି ନେତା

ଟାର୍ଗେଟ୍‌ରେ ବିଏସ୍‌ପି ନେତା

ଲକ୍ଷ୍ନୌ,୧୬।୧୦: ଉତ୍ତରପ୍ରଦେଶରେ ବିଏସ୍‌ପି ନେତାଙ୍କ ଉପରେ ବିପଦ ବଢ଼ିଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ରାଜ୍ୟର ୩ ଜଣ ବିଏସ୍‌ପି ନେତାଙ୍କୁ ହତ୍ୟା କରାଯାଇଛି। ଏନେଇ ଅନ୍ୟ ନେତାଙ୍କ ସମେତ ସାଧାରଣରେ ଆତଙ୍କ ବଢ଼ିବାରେ ଲାଗିଛି।