ଜାତୀୟ |

ବ୍ଲୁ ହ୍ବେଲ୍‌ ନେଲା ଆଉ ଏକ ଜୀବନ

ବ୍ଲୁ ହ୍ବେଲ୍‌ ନେଲା ଆଉ ଏକ ଜୀବନ
ହାଇଦ୍ରାବାଦ,୩୧।୧୨: ହାଇଦ୍ରାବାଦ ନିବାସୀ ୧୯ ବର୍ଷୀୟ ଯୁବକ ଟି.ବରୁଣଙ୍କ ବ୍ଲୁ ହ୍ବେଲ ଗେମ୍‌ ଯୋଗୁଁ ପ୍ରାଣହାନୀ ଘଟିଥିବା କୁହାଯାଉଛି। ଶନିବାର ବରୁଣ ମୁହଁରେ ଏକ ପ୍ଲାଷ୍ଟିକ୍‌ ସିଟ୍‌ ଦବାଇ ରଖିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ବିଟେକ୍‌ ପଢୁଥିବା ବରୁଣ ସ୍ବଭାବରେ ଶାନ୍ତ ବୋଲି ପରିବାର ଲୋକେ କହୁଥିବା ବେଳେ ସେ ବ୍ଲୁ ହ୍ବେଲ୍‌ ପ୍ରଭାବରେ ପଡି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସାରା ଦେଶରେ ବ୍ଲୁ ହ୍ବେଲ୍‌ ଗେମ୍‌ କବଳରେ ପଡି କିଛି ଯୁବତୀଯୁବକ ଓ ଛାତ୍ରୀଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ଦେଶରେ ଆଲୋଡନ ସୃଷ୍ଟି କରିଥିଲା। ହେଲେ କିଛିଦିନ ହେବ ବ୍ଲୁ ହ୍ବେଲର ପ୍ରଭାବ ଏତେଟା ଜଣାପଡୁ ନ ଥିବା ବେଳେ ବରୁଣଙ୍କ ସନ୍ଦେହ ଜନକ ମୃତ୍ୟୁ ପୁଣିଥରେ ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।
All Right Reserved By

ଜାତୀୟ |

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଅପହରଣ କରି ପୁଣି ଜଣଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରରେ ଜଣେ ସ୍ଥାନୀୟ ଲୋକଙ୍କୁ ଆତଙ୍କବାଦୀ ଅପହରଣ କରିନେଇ ହତ୍ୟା କରିଛନ୍ତି। ତାଙ୍କ ମୃତଦେହ ପୁଲଓ୍ବାମା ଜିଲା କିଲୋରାଠାରୁ ଉଦ୍ଧାର କରାଯାଇଛି। 

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ରାଜସ୍ଥାନ ନିର୍ବାଚନ: ୧୫୨ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ

ଜୟପୁର,୧୬।୧୧: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ୧୫୨ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

‘ଗାଜା’ର ପ୍ରଭାବ ଆରମ୍ଭ ହେଲା ବର୍ଷା

ଚେନ୍ନାଇ,୧୫।୧୧: ସାମୁଦ୍ରିକ ଝଡ଼ ‘ଗାଜା’ ଗୁରୁବାର ସନ୍ଧ୍ୟା ସୁଦ୍ଧା ଉପକୂଳ ଛୁଇଁବା ପାଣିପାଗ ବିଭାଗ ଅନୁମାନ କରିଥିଲା। ଅପରାହ୍ନ ସୁଦ୍ଧା ଏହାର ପ୍ରଭାବରେ ତାମିଲନାଡୁର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି। 

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ଉଚ୍ଚ ପ୍ରତିମା ନିର୍ମାଣ କରିବା ଦୌଡ଼ରେ ସାମିଲ ହେଲେ କର୍ନାଟକ ସରକାର

ବେଙ୍ଗାଲୁର,୧୫।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୮୨ ଫୁଟ ଉଚ୍ଚ ପ୍ରତିମାର ଉଦ୍‌ଘାଟନ କରିବା ପରେ ଏବେ ଏହି ରେସ୍‌ରେ ସାମିଲ ହେବାକୁ ଚେଷ୍ଟା କରିଛନ୍ତି କର୍ନାଟକ ସରକାର। 

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ଆଶିଷ କୁନ୍ଦ୍ରା ମିଜୋରାମର ନୂଆ ସିଇଓ

ନୂଆଦିଲ୍ଲୀ,୧୫।୧୧: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏକ ବଡ ଧରଣର ଅଦଳ ବଦଳ କରିଛନ୍ତି। ଆଇଏଏସ୍‌ ଅଫିସର ଆଶିଷ କୁନ୍ଦ୍ରାଙ୍କୁ ରାଜ୍ୟର ଚିଫ୍‌ ଇଲକ୍ଟୋରାଲ ଅଫିସର(ସିଇଓ) ବା ମୁଖ୍ୟ ନିର୍ବାଚନ ଅଧିକାରୀ ଦାୟିତ୍ୱ ଦେଇଛନ୍ତି।

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

କୋଟିପତି କେସିଆର୍‌ଙ୍କ ପାଖରେ ନାହିଁ କାର୍‌

ହାଇଦ୍ରାବାଦ୍‌,୧୫।୧୧: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ(କେସିଆର୍‌) ଗଜଓ୍ବେଲ ଆସନରୁ ଦାଖଲ କରିଛନ୍ତି ନାମାଙ୍କନ ପତ୍ର।

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ଘନେଇ ଆସୁଛି ବିପଦ: ଶହେ ବର୍ଷ ଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧: ଜୀବ ଜଗତ ଉପରେ ଘନେଇ ଆସୁଛି ବିପଦ। ଗତ ଶହେ ବର୍ଷଧରି ବଢ଼ିବାରେ ଲାଗିଛି ବିଶ୍ୱ ତାପମାନ। 

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ନୀତୀଶଙ୍କ ସିସିଟିଭି କ୍ୟାମେରାକୁ ଡରୁଛନ୍ତି ତେଜସ୍ବୀ

ପାଟନା,୧୫।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ବାସଭବନରେ ସିସିଟିଭି କ୍ୟାମେରା ଲଗାଇବା ପରେ ଉଠିଛି ବିବାଦ। ଏହାକୁ ଦେଖି ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏକ ପ୍ରକାର ଡରି ଯାଇଛନ୍ତି ବୋଲି ଆଲୋଚନା ହେଉଛି। 

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଦେଶ ବିରୋଧୀ ମେସେଜ୍‌ କରୁଥିବା ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌

ଲକ୍ଷ୍ନୌ,୧୫।୧୧:  ଉତ୍ତରପ୍ରଦେଶ ବାଗପତ୍‌ ଜିଲାରେ ଦେଶ ବିରୋଧୀ ମେସେଜ୍‌ କରୁଥିବା ଏକ ଓ୍ବାଟସ୍‌ ଆପ୍‌ ଗ୍ରୁପ୍‌ର ପର୍ଦ୍ଦାଫାଶ୍‌ ହୋଇଛି।

ଗଡିଲା ରମାୟଣ ଏକ୍ସପ୍ରେସ୍‌

ଗଡିଲା ରମାୟଣ ଏକ୍ସପ୍ରେସ୍‌

ନୂଆଦିଲ୍ଲୀ,୧୫।୧୧: ରେଳ ବିଭାଗ ତରଫରୁ ବୁଧବାର ଗଡିଛି ରାମାୟଣ ଏକ୍ସପ୍ରେସ୍‌। ନୂଆଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେଶନରୁ ଏହା ଯାତ୍ରା ଆରମ୍ଭ କରି ରାମେଶ୍ୱରମ ପର୍ଯ୍ୟନ୍ତ ଯିବ। 

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଫିରୋଜପୁରରେ ଲୁଚିଛନ୍ତି ଆତଙ୍କବାଦୀ: ଗୋଇନ୍ଦା ସୂଚନା

ଚଣ୍ଡିଗଡ଼,୧୫।୧୧: ପଞ୍ଜାବର ଫିରୋଜପୁରରେ ୬-୭ ଜଣ ଆତଙ୍କବାଦୀ ଲୁଚଛନ୍ତି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। 

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ଜଳବାୟୁ ପରିବର୍ତ୍ତନ ଯୋଗୁ ଧ୍ୱଂସ ପାଇଥିଲା ସିନ୍ଧୁ ସଭ୍ୟତା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୫।୧୧:  ସିନ୍ଧୁ ସଭ୍ୟତା ଧ୍ୱଂସ ହେବାର କାରଣ ଖୋଜି ପାଇଛନ୍ତି ପ୍ରତ୍ନତତ୍ତ୍ୱବିତ୍‌।