ଅନ୍ତର୍ଜାତୀୟ |

୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା

୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା

ଓ୍ବାଶିଂଟନ,୩୧।୧୨: ୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ମହାସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚିତ କରାଯାଇଛି। ଏହି ବର୍ଷ ୨୫୦ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ମେକ୍ସିକୋରେ ସର୍ବାଧିକ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବାବେଳେ ଆଫଗାନୀସ୍ତାନ, ଇରାକ୍‌ ଓ ସିରିୟାରେ ଅନେକଙ୍କୁ ହତ୍ୟା କରାଯାଇଛି। ଭାରତରେ ମଧ୍ୟ ଏପରି ଘଟଣା ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ୨୦୧୬ରେ ୯୩ ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିଲା।

All Right Reserved By

ଅନ୍ତର୍ଜାତୀୟ |

ନେପାଳ ସୀମାରୁ ୩ ଭାରତୀୟ ଗିରଫ

ନେପାଳ ସୀମାରୁ ୩ ଭାରତୀୟ ଗିରଫ

କାଠମାଣ୍ଡୁ,୧୯।୭: ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସୁନା ଚୋରା ଚାଲାଣ କରୁଥିବା ଅଭିଯୋଗରେ ଗୁରୁବାର ୩ ଭାରତୀୟଙ୍କୁ ଗିରଫ କରାଯାଇଛି।

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ଗଣମାଧ୍ୟମ ସାମ୍ନାକୁ ଆସିଲେ ଗୁମ୍ପାରୁ ବାହାରିଥିବା ଫୁଟବଲ ଖେଳାଳି

ବ୍ୟାଙ୍କକ୍‌,୧୯।୭: ଥାଇଲାଣ୍ଡର ଥାମ ଲୁଆଙ୍ଗ ଗୁମ୍ଫାରେ ଦୀର୍ଘ ୧୮ ଦିନ ପରେ ନୂଆ ଜୀବନ ପାଇଥିବା ୧୨ ଜଣ ଖେଳାଳି ଓ ତାଙ୍କ କୋଚ୍‌ ପ୍ରଥମ ଥର ଲାଗି ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି।

ପାକିସ୍ତାନ ମାଗୁଛି ଚାନ୍ଦା

ପାକିସ୍ତାନ ମାଗୁଛି ଚାନ୍ଦା

ଇସଲାମାବାଦ,୧୯।୭: ନିଜକୁ ଏକ ଶକ୍ତିଶାଳୀ ପରମାଣୁ ଦେଶଭାବେ ପରିଚୟ ଦେଉଥିବା ପାକିସ୍ତାନର ଅସଲ ଚେହେରା ପଦାକୁ ଆସିଛି। ଡ୍ୟାମ୍‌ ନିର୍ମାଣ କରିବାକୁ ଏବେ ପାକିସ୍ତାନ ଚାନ୍ଦା ଆଦାୟ କରୁଥିବା ଜଣାପଡିଛି।

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ଗୁଗୁଲ ଉପରେ ୩୪ ହଜାର କୋଟି ଜରିମାନା

ବ୍ରସେଲ୍ସ,୧୯।୭: ଗୁଗୁଲ ଉପରେ ୩୪ ହଜାର କୋଟି ଟଙ୍କାର ଜରିମାନା ଲଗାଇଛି ୟୁରୋପିଆନ୍‌ ୟୁନିଅନ(ଇୟୁ)। ଆଣ୍ଡ୍ରଏଡ୍‌ ମୋବାଇଲ୍‌ ସିଷ୍ଟମରେ ସହାତାରେ ସମାଜରେ ଏକ ପ୍ରତିଦ୍ୱନ୍ଦ୍ୱୀତାମୂଳକ ପରିବେଶ ସୃଷ୍ଟି କରିବା ଅଭିଯୋଗ ଆଧାରରେ ଏପରି କରାଯାଇଛି।

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ପାକିସ୍ତାନ ନିର୍ବାଚନ ରାଲିରେ ଭାଙ୍ଗିଲା ମଞ୍ଚ

ଇସ୍‌ଲାମାବାଦ,୧୯।୭: ପାକିସ୍ତାନରେ ଆସନ୍ତା ୨୫ରେ ହେବାକୁ ଥିବା ନିର୍ବାଚନକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି। ଏବେ ସବୁ ରାଜନୈତିକ ଦଳ ନିଜ ନିଜ ପ୍ରଚାରରେ ବ୍ୟସ୍ତ ଅଛନ୍ତି।

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

୩୨ କିଲୋମିଟର ଚାଲି ଜିତିଲେ ବସ୍‌ଙ୍କ ହୃଦୟ

ପେଲ୍‌ହାମ୍‌,୧୯।୭: ଓ୍ବାଲଟର କର୍ର ନାମକ ଅମ୍ବାଲା ପେଲ୍‌ହାମ୍‌ର ଜଣେ ଛାତ୍ର ଚାକିରିର ପ୍ରଥମ ଦିନରେ ଜିତି ନେଇଛନ୍ତି କମ୍ପାନୀ ମାଲିକଙ୍କ ହୃଦୟ। ଚାକିରିର ପ୍ରଥମ ଦିନରେ ହିଁ ମାଲିକ ତାଙ୍କୁ ଉପହାର ସ୍ବରୂପ ଏକ ଫୋର୍ଡ କାର୍‌ ଦେଇଛନ୍ତି।

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ସ୍ବଦେଶରେ ବିଦେଶୀ ସାଜିଛନ୍ତି ୧ କୋଟିରୁ ଅଧିକ ଲୋକ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ୧ କୋଟିରୁ ଅଧିକ ଲୋକ ସ୍ବଦେଶରେ ସାଜିଛନ୍ତି ବିଦେଶୀ। ସେମାନଙ୍କ ପାଖରେ ନାହିଁ କୌଣସି ଦେଶର ନାଗରିକତା।

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ର଼୍ୟାମ୍ପ୍‌ରେ ସ୍ତନ୍ୟପାନ କରାଇ ଅଡୁଆରେ ମଡେଲ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୭: ଏକ ର଼୍ୟାମ୍ପ୍‌ ଶୋ’ରେ ଜଣେ ମଡ଼େଲ୍‌ ସ୍ତନ୍ୟପାନ କରାଇ ଅଡୁଆରେ ପଡ଼ିଛନ୍ତି। ସେ ହେଉଛନ୍ତି ମାର୍ଟ ମାର୍ଟିନ୍‌। ମିଆମିଠାରେ ସେ ସୁଇମିଂ ସୁଟ୍‌ରେ ଏପରି କରିଛନ୍ତି।

ହାତର ମେହେନ୍ଦୀ  ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ହାତର ମେହେନ୍ଦୀ ପଡ଼ିଲା ଫିକା: ଭିଜା ନ ମିଳିବାରୁ ବାହାଘର ବନ୍ଦ

ପାଟନା/କରାଚି,୧୮।୭: ବିହାର ବାଙ୍କା ଜିଲାରେ ବାସ କରୁଥିବା ମେହଦତ୍‌ଙ୍କ ହାତର ମେହେନ୍ଦୀ ଫିକା ପଡ଼ିଛି। ଭିଜା ନ ମିଳିବାରୁ ତାଙ୍କର ବାହାଘର ହୋଇ ପାରିନାହିଁ। ପାକିସ୍ତାନରେ ରହୁଥିବା ଅସହର ହୁସେନଙ୍କ ସହିତ ତାଙ୍କର ବାହାଘର ହେବାର ଥିଲା।

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ଦାମୀ ସେଲିବ୍ରିଟି ତାଲିକାରୁ ବାଦ୍‌ ପଡିଲେ ଶାହାରୁଖ୍‌

ମୁମ୍ବାଇ/ନ୍ୟୁୟର୍କ,୧୭।୭: ଫୋର୍ବସ୍‌ ପ୍ରକାଶ କରିଛି ବିଶ୍ୱର ଶହେ ଦାମୀ ସିଲିବ୍ରିଟିଙ୍କ ତାଲିକା। ଏଥିରେ ଅକ୍ଷୟ କୁମାର ଓ ସଲମାନ ଖାଁ ସ୍ଥାନ ପାଇଛନ୍ତି। ଅକ୍ଷୟ ୭୬ତମ ସ୍ଥାନରେ ଥିବା ବେଳେ ସଲମାନ ରହିଛନ୍ତି ୮୨ ତମ ସ୍ଥାନରେ। ହେଲେ କିଙ୍ଗ ଖାଁ ଶାହାରୁଖଙ୍କ ନାଁ ଏହି ତାଲିକାରୁ ବାଦ୍‌ ପଡିଛି, ଯାହା ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି।

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି

ଲିମା,୧୭।୭: ବେଆଇନ ନିଶା ଦ୍ରବ୍ୟ ଚାଲାଣ ଯୋଗୁ ପେରୁରେ ୬୦ ଦିନିଆ ଜରୁରୀକାଳୀନ ପରିସ୍ଥିତି ଜାରି କରାଯାଇଛି। କଲମ୍ବିଆ ବାସିନ୍ଦା ସୀମା ଡେଇଁ ପେରୁରେ ନିଶା ଦ୍ରବ୍ୟ କାରବାର ଚଳାଇଛନ୍ତି।

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ମୋଦିଙ୍କ ନାମରେ ଭୋଟ୍‌ ମାଗୁଛନ୍ତି ପାକିସ୍ତାନ ନେତା

ନୂଆଦିଲ୍ଲୀ/ଇସ୍‌ଲାମାମବାଦ,୧୭।୭: ଆସନ୍ତା ୨୫ରେ ପାକିସ୍ତାନରେ ହେବାକୁଥିବା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ମାହୋଲ୍‌ ସର୍‌ଗରମ୍‌ ହୋଇ ଉଠିଛି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରଚାର ସମୟରେ ବିଜୁଳି, ପାଣି, ସଡ଼କ, ଦାରିଦ୍ର୍ୟତା, ଆତଙ୍କବାଦ ଆଦିକୁ ଯେତିକି ଯୋର୍‌ ଦିଆ ନ ଯାଉଛି ତା’ଠାରୁ ଅଧିକ ଚର୍ଚ୍ଚା ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ।

Model This Week

ରୂପେଶ