
ବିଜେପୁରର ୨୭୦ ବୁଥ୍ରେ ଶୁଣାଯିବ ‘ମନ୍ କି ବାତ୍’
ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ବିଜେପୁର ଉପନିର୍ବାଚନ ତାରିଖ ବିଳମ୍ବ ହେଉଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଭାଜପା ଉପସଭାପତ ସୂଚନା ଅନୁଯାୟୀ, ଚଳିତ ମାସ ଶେଷ ସୋମବାର ବିଜେପୁରରେ ମୋ ସ୍ବତନ୍ତ୍ରଭାବେ ଶୁଣାଯିବ। ଏ ନେଇ ପ୍ରାୟ ୨୭୦ଟି ବୁଥ୍ରେ ‘ମନ୍ କି ବାତ୍’ ଶୁଣିବାର ବ୍ୟବସ୍ଥା କରାଯାଇଛି। ଏଥିରେ ଭାଜପାର ସମସ୍ତ ବିଧାୟକ ଓ ୨ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ‘ମନ୍ କି ବାତ୍’ ଶୁଣିବା ପରେ ନବୀନ ସରକାରଙ୍କ ବିଫଳତା ମଧ୍ୟ ବଖଣାଯିବ। ଭାଜବାର ଏହି ଚାଲକୁନେକ ରାଜନୈତିକ ସମୀକ୍ଷକ ଅ, ବିଜେଡ଼ି ଓ କଂଗ୍ରେସ ଭଳି ଦଳ ହୀନ ଆକ୍ଷା ଦେଇଛନ୍ତି।