
ପାରାଦୀପ,୨୮। ୧୨(ସ୍ବ.ପ୍ର.)- ପାରାଦୀପ ପୌର ପରିଷଦ ୬ଂ ଓ୍ବାର୍ଡର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ଗୁରବାର ୩ ଜଣ ପାର୍ଥତ୍ପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସର ଜଣେ ଥିଲାବେଳେ ସ୍ବାଧୀନରେ ୨ ଜଣ ଅଛନ୍ତି। ଉପନିର୍ବାଚନ ପାଇଁ ସମୁଦାୟ ୫ ଜଣ ପ୍ରାର୍ଥତ୍ନୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୩୦ରେ ପ୍ରାର୍ଥତ୍ପତ୍ର ଯାଞ୍ଚ ଓ ୨ ଜାନୁୟାରୀରେ ପ୍ରତ୍ୟାହାର ପାଇଁ ସୂଚୀରେ ଉଲ୍ଲେଖ ଅଛି। ଜାନୁୟାରୀ ୧୬ରେ ଏହି ନିର୍ବାଚନ ଅନୁଷ୍ଠିତ ହେବ।