ଜାତୀୟ |

କୁଳଭୂଷଣ ପ୍ରସଙ୍ଗ : ରାଜନୈତିକ ଦଳ ଏକଜୁଟ

 କୁଳଭୂଷଣ ପ୍ରସଙ୍ଗ : ରାଜନୈତିକ ଦଳ ଏକଜୁଟ
ନୂଆଦିଲ୍ଲୀ,୨୮।୧୨: ପୂର୍ବତ୍ତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ପ୍ରସଙ୍ଗରେ ସଂସଦରେ ରାଜନୈତିକ ଦଳ ଏକଜୁଟ ହୋଇଛନ୍ତି। ଏନେଇ କଂଗ୍ରେସ ପକ୍ଷରୁ ଗୁରୁବାର ବୈଦେଶିକ ବ୍ୟାପାରମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ସମର୍ଥନ କରାଯାଇଛି। ପାକିସ୍ତାନ ସରକାର କୁଳଭୂଷଣଙ୍କ ମା’ ଓ ସ୍ତ୍ରୀଙ୍କୁ ଅପମାନିତ କରିଥିବା ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ୍‌ ସୂଚିତ କରିଛନ୍ତି। କଂଗ୍ରେସ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ସେ କହିଛନ୍ତି।
All Right Reserved By

ଜାତୀୟ |

‘ରାସ୍ତା ସଜାଡ ନ ହେଲେ ଆତ୍ମହତ୍ୟା କରିବି’

‘ରାସ୍ତା ସଜାଡ ନ ହେଲେ ଆତ୍ମହତ୍ୟା କରିବି’

ଭୋପାଳ, ୨୬।୯: ଦୟନୀୟ ରାସ୍ତାକୁ ସଜାଡିବା ପାଇଁ ଅଭିନବ ପ୍ରୟାସ କରିଛନ୍ତି ମଧ୍ୟପ୍ରଦେଶର ବିଦିଶା ଅଞ୍ଚଳର ଜଣେ ବ୍ୟକ୍ତି। ରାସ୍ତା କାର୍ଯ୍ୟ ଆରମ୍ଭ ନ ହେଲେ ଆତ୍ମହତ୍ୟା କରିବି ବୋଲି କହି ରାସ୍ତା ପାଖରେ ଥିବା ଏକ ଗଛକୁ ଦଉଡି ଧରି ଚଢିଯାଇଥିଲେ ହାକମ ସିଂ ରଘୁବଂଶୀ ନାମକ ସେହି ବ୍ୟକ୍ତି।

ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଦିବ୍ୟା ସ୍ପନ୍ଦନା

ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଦିବ୍ୟା ସ୍ପନ୍ଦନା

ଲକ୍ଷ୍ନୌ, ୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ଫସି ଯାଇଛନ୍ତି କଂଗ୍ରେସର ପୂର୍ବତନ ସାଂସଦ ତଥା ସୋସିଆଲ ମିଡିଆ ସଂଯୋଜିକା ଦିବ୍ୟା ସ୍ପନ୍ଦନା। 

କୂଅକୁ ଡେଇଁଲା ପୁଅ ଆଉ ବାହାରିଲା ବେଳକୁ ହୋଇଗଲା ଝିଅ

କୂଅକୁ ଡେଇଁଲା ପୁଅ ଆଉ ବାହାରିଲା ବେଳକୁ ହୋଇଗଲା ଝିଅ

ଯୁବକଟିଏ କୂଅକୁ ଡେଇଁପଡିଲେ, କିନ୍ତୁ କୂଅରୁ ଉଠି ଆସିଲାବେଳକୁ ସେ ଯୁବତୀ ହୋଇଯାଇଥିଲେ। ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ରାଜସ୍ଥାନର ରାଜପୁରା ଗାଁରେ। 

ଭୁଶୁଡିଲା ୪ ମହଲା କୋଠା: ୫ ମୃତ

ଭୁଶୁଡିଲା ୪ ମହଲା କୋଠା: ୫ ମୃତ

ନୂଆଦିଲ୍ଲୀ, ୨୬।୯: ଦିଲ୍ଲୀର ଭାରତ ନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଥିବା ଏକ ୪ ମହଲା ବିଶିଷ୍ଟ କୋଠା ଭୁଶୁଡି ୫ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି।

ଦେଶହିତ ମାମଲାର  ବିଚାରବେଳେ ହେବ ସିଧାପ୍ରସାରଣ

ଦେଶହିତ ମାମଲାର ବିଚାରବେଳେ ହେବ ସିଧାପ୍ରସାରଣ

ନୂଆଦିଲ୍ଲୀ, ୨୬।୯: ଦେଶହିତ ମାମଲାଗୁଡିକ ଅଦାଲତରେ ଶୁଣାଣି ବେଳେ ଏଣିକି ସିଧାପ୍ରସାରଣ କରାଯିବ ବୋଲି ସୁପ୍ରିମକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

୭ ବର୍ଷରେ ଯୌନ ଶୋଷଣ ଏବଂ ୧୬ ବର୍ଷରେ ବଳାତ୍କାରର ଶିକାର ହୋଇଥିଲେ ପଦ୍ମାଲକ୍ଷ୍ମୀ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୬।୯: ଚର୍ଚ୍ଚିତ ଆମେରିକା ଟିଭି ତାରକା ତଥା ଲେଖକ ସଲମାନ୍‌ ରୁଶିଦ୍‌ଙ୍କ ପୂର୍ବତନ ସ୍ତ୍ରୀ ପଦ୍ମାଲକ୍ଷ୍ମୀ ତାଙ୍କ ଜୀବନର କେତେକ ଅକୁହା କଥା ସମ୍ପର୍କରେ ପ୍ରକାଶ କରିଛନ୍ତି। 

ଆଧାର ବୈଧ ଓ ସୁରକ୍ଷିତ, ଏହା ଯୋଗୁ ଗରିବଙ୍କୁ ମିଳିଛି ପରିଚୟ: ସର୍ବୋଚ୍ଚ ନ୍ୟାୟାଳୟ

ଆଧାର ବୈଧ ଓ ସୁରକ୍ଷିତ, ଏହା ଯୋଗୁ ଗରିବଙ୍କୁ ମିଳିଛି ପରିଚୟ: ସର୍ବୋଚ୍ଚ ନ୍ୟାୟାଳୟ

ନୂଆଦିଲ୍ଲୀ,୨୬।୯: ଆଧାର ବୈଧତା ନେଇ ସୁପ୍ରିମକୋର୍ଟ ବୁଧବାର ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହାର ବିଚାରକରି ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏହା ବୈଧ ଓ ସମ୍ପୂର୍ଣ୍ଣ ସୁରକ୍ଷିତ। 

ଏସ୍‌ସି/ଏସ୍‌ଟି ପଦୋନ୍ନତିରେ  ସଂରକ୍ଷଣ ନୁହେଁ ଜରୁରୀ: ରାୟ ଦେଲେ ସୁପ୍ରିମ୍‌କୋର୍ଟ

ଏସ୍‌ସି/ଏସ୍‌ଟି ପଦୋନ୍ନତିରେ ସଂରକ୍ଷଣ ନୁହେଁ ଜରୁରୀ: ରାୟ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୬।୯: ଏସ୍‌ସି/ଏସ୍‌ଟି ପଦୋନ୍ନତିରେ ସଂରକ୍ଷଣ  ଜରୁରୀ ନୁହେଁ ବୋଲି ବୁଧବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌: ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ମଝି ଆକାଶରେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌: ଇଣ୍ଡିଗୋ ବିମାନ କଲା ଜରୁରୀ ଅବତରଣ

ଇନ୍ଦୋର,୨୬।୯: ମଝି ଆକାଶରେ ଜଣେ ଯାତ୍ରୀଙ୍କୁ ହାର୍ଟ ଆଟାକ୍‌ ହେବାରୁ ଇଣ୍ଡିଗୋ ଏୟାରଲାଇନ୍ସ୍‌ର ଏକ ବିମାନ ଇନ୍ଦୋର ବିମାନ ବନ୍ଦରରେ ଜରୁରୀ ଅବତରଣ କରିଛି। ବିମାନଟି ତ୍ରିଭେନ୍ଦମ୍‌ରୁ ଦିଲ୍ଲୀ ଯାଉଥିଲା। 

୮୬ ବର୍ଷରେ ମନମୋହନ

୮୬ ବର୍ଷରେ ମନମୋହନ

ନୂଆଦିଲ୍ଲୀ,୨୬।୯: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ବୁଧବାର ୮୬ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ସମେତ ଅନେକ ରାଜନେତା ମନମୋହନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। 

୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ: ବ୍ୟାପକ ଭଙ୍ଗାରୁଜା, ବସ୍‌ ପୋଡ଼ିଲେ ଭାଜପା କର୍ମୀ

୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ: ବ୍ୟାପକ ଭଙ୍ଗାରୁଜା, ବସ୍‌ ପୋଡ଼ିଲେ ଭାଜପା କର୍ମୀ

କୋଲକତା,୨୬।୯: ଭାଜପା ପକ୍ଷରୁ ବୁଧବାର ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ କରାଯାଇଛି। କେତେକ ସ୍ଥାନରେ ଭାଜପା କର୍ମୀ ଭଙ୍ଗାରୁଜା କରିବା ସହିତ କୁଚବିହାରରେ ଏକ ସରକାରୀ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି।

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପିତୃପକ୍ଷରେ କରନାହିଁ ଅପରାଧ: ସୁଶୀଲ ମୋଦି

ପାଟନା,୨୫।୯: ବିହାରରେ ଆୟୋଜିତ ଏକ ପିତୃପକ୍ଷ ମେଳାରେ ଉଦ୍‌ବୋଧନ ଦେବା ସମୟରେ ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କହିଛନ୍ତି ହାତ ଯୋଡିଲେ ଅପରାଧ ହେବନାହିଁ।