ଜାତୀୟ |

କର୍ନାଟକରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩,୫୧୫ ଚାଷୀ

 କର୍ନାଟକରେ ୫ ବର୍ଷରେ ଆତ୍ମହତ୍ୟା କରିଛନ୍ତି ୩,୫୧୫ ଚାଷୀ

ବାଙ୍ଗାଲୋର୍‌,୨୭।୧୨: ଗତ ୫ ବର୍ଷ ମଧ୍ୟରେ କର୍ନାଟକରେ ୩,୫୧୫ ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ୨୦୧୩ ଏପ୍ରିଲ୍‌ଠାରୁ ୨୦୧୭ ନଭେମ୍ବର ମଧ୍ୟରେ ଏହି ଘଟଣା ଘଟିଥିବା ରାଜ୍ୟ କୃଷି ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ସେମାନଙ୍କ ମଧ୍ୟରୁ ୨,୫୨୫ ଜଣ ଚାଷୀ ମରୁଡ଼ି, ଫସଲ ହାନି ଆଦି କାରଣ ଯୋଗୁ ଋଣଭାରରେ ବ୍ୟତିବ୍ୟସ୍ତ ହୋଇ ଏଭଳି କରିଛନ୍ତି। ୨୦୧୫ ଏପ୍ରିଲ୍‌ଠାରୁ ୨୦୧୭ ଏପ୍ରିଲ୍‌ ମଧ୍ୟରେ ୬୨୪ ଜଣ ଚାଷୀଙ୍କର ମୃତ୍ୟୁ ଘଟିଥିବାବେଳେ ୪୧୬ ମାମଲାକୁ ଗ୍ରହଣ କରାଯାଇଥିବା କୃଷି ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

All Right Reserved By

ଜାତୀୟ |

ଶିକ୍ଷକଙ୍କୁ ଚପଲରେ ପିଟିଲେ ଛାତ୍ରୀ ଭିଡିଓ ଭାଇରାଲ

ଶିକ୍ଷକଙ୍କୁ ଚପଲରେ ପିଟିଲେ ଛାତ୍ରୀ ଭିଡିଓ ଭାଇରାଲ

ମହୋବା,୧୯।୬: ଉତ୍ତର ପ୍ରଦେଶ ମହୋବାରେ ଶିକ୍ଷକ ଓ ଛାତ୍ରୀଙ୍କ ମଧ୍ୟରେ ହୋଇଥିବା ହାଇଡ୍ରାମା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶିକ୍ଷକ ଜଣକ ଚରଖାରୀ ଅଞ୍ଚଳର ଏକ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ କାମ କରନ୍ତି।

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମେହେବୁବା

ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ପଦରୁ ମେହେବୁବା ମୁଫ୍‌ତି ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ଭାରତୀୟ ଜନତା ପାର୍ଟି(ଭାଜପା) ଓ ପିପୁଲ୍ସ ଡେମୋକ୍ରେଟିକ୍‌ ପାର୍ଟି(ପିଡିପି) ମେଣ୍ଟ ଭାଙ୍ଗିଯିବା ପରେ ମେହେବୁବା ଇସ୍ତଫା ଦେଇଥିବା ପିଡିପି ନେତା ନଇମ ଅଖ୍‌ତର ପ୍ରକାଶ କରିଛନ୍ତି।

ହାଜର ହେଲେ ଦାତି ମହାରାଜ

ହାଜର ହେଲେ ଦାତି ମହାରାଜ

ନୂଆଦିଲ୍ଲୀ,୧୯।୬: ସବୁ ବାବାଙ୍କ ଭଳି ଆତ୍ମଘୋଷିତ ଭଗବାନ ତଥା ବଳାତ୍କାର ଅଭିଯୁକ୍ତ ବାବା ଦାତି ମହାରାଜ ନିଖୋଜ ହେବା ଖବର ପ୍ରଚାର ହେବା ପରେ ହଠାତ୍‌ ମଙ୍ଗଳବାର ଅପରାହ୍ନରେ ସେ ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚରେ ହାଜିର ହୋଇଥିବା ଜଣାପଡିଛି।

ନିଖୋଜ ହେଲେ ବାବା

ନିଖୋଜ ହେଲେ ବାବା

ନୂଆଦିଲ୍ଲୀ,୧୯।୬: ସବୁ ବାବାଙ୍କ ଭଳି ଏଥର ମଧ୍ୟ ଆତ୍ମଘୋଷିତ ଭଗବାନ ତଥା ବଳାତ୍କାର ଅଭିଯୁକ୍ତ ବାବା ଦାତି ମହାରାଜ ନିଖୋଜ ହୋଇ ଯାଇଛନ୍ତି। ସୋମବାର ସେ ଦିଲ୍ଲୀ କ୍ରାଇମବ୍ରାଞ୍ଜ ନିକଟରେ ହାଜିର ହେବାକୁ ଥିବାବେଳେ ନିଜେ ହାଜର ନ ହୋଇ ତାଙ୍କ ଓକିଲଙ୍କୁ ପଠାଇ ଥିଲେ।

ଭାଙ୍ଗିଲା ଭାଜପା-ପିଡିପି ମେଣ୍ଟ

ଭାଙ୍ଗିଲା ଭାଜପା-ପିଡିପି ମେଣ୍ଟ

ନୂଆଦିଲ୍ଲୀ,୧୯।୬: ଜମ୍ମୁ-କଶ୍ମୀରରେ ପିଡିପି ସହ ମେଣ୍ଟ କରି ସରକାର ଗଢିଥିବା ଭାଜପା ମେଣ୍ଟରୁ ଓହରି ଆସିଥିବା ମଙ୍ଗଳବାର ଘୋଷଣା କରିଛି। ଅସ୍ତ୍ରବିରତି ଉଲ୍ଲଂଘନ ସହ ଆହୁରି କିଛି ସମସ୍ୟାକୁ ନେଇ ଉଭୟଙ୍କ ଭିତରେ ମତଭେଦ ସୃଷ୍ଟି ହୋଇଥିଲା।

ନିଖୋଜ ‘ବମ୍‌ବମ୍‌’ ଲାଗି ପୋଷ୍ଟର ଲଗାଇଲେ ପ୍ରଫେସର

ନିଖୋଜ ‘ବମ୍‌ବମ୍‌’ ଲାଗି ପୋଷ୍ଟର ଲଗାଇଲେ ପ୍ରଫେସର

କଲିକତା,୧୯।୬: ପୋଷା ବିଲେଇ ହଜି ଯିବାକୁ ନେଇ କଲିକତାର ଜଣେ ପ୍ରଫେସର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚିତ ହୋଇଛନ୍ତି। ବିଲେଇକୁ ପାଇବାର ଆଶା ରଖି ସେ ଦକ୍ଷିଣ କଲିକତାର ରାସ୍ତା କଡରେ ଶହ ଶହ ପୋଷ୍ଟର ଲଗାଇଛନ୍ତି।

ପଛରେ ଭାରତ

ପଛରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ଓ ଚାଇନା ଅପେକ୍ଷା ଭାରତ ନିକଟରେ କମ୍‌ ପରିମାଣର ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ଇଣ୍ଡିଗୋ ବିମାନରେ ବୋମା ଆତଙ୍କ

ନୂଆଦିଲ୍ଲୀ,୧୯।୬: ଇଣ୍ଡିଗୋର ଜୟପୁର-ମୁମ୍ବାଇ ବିମାନରେ ବୋମାଥିବା ଖବର ମଙ୍ଗଳବାର ସକାଳୁ ଏହାର କଲ୍‌ ସେଣ୍ଟରକୁ ସୂଚନା ଦିଆଯାଇଥିଲା। ସକାଳ ପ୍ରାୟ ୫ଟା ୩୦ ମିନିଟ୍‌ ସୁଦ୍ଧା ଜଣେ ଅଜଣା ବ୍ୟକ୍ତି ଫୋନ୍‌ କରି ଏହି ଖବର ଦେଇଥିଲେ।

ଚାକିରି ଦେବା ଆଳରେ ବିବାହିତାଙ୍କୁ ୬ ମାସ ଧରି ବଳାତ୍କାର

ଚାକିରି ଦେବା ଆଳରେ ବିବାହିତାଙ୍କୁ ୬ ମାସ ଧରି ବଳାତ୍କାର

ଗ୍ବାଲିୟର,୧୯।୬: ମଧ୍ୟପ୍ରଦେଶ ଆନନ୍ଦ ନଗର ବହୋଡ଼ପୁର ଥାନା ଅଞ୍ଚଳରେ ଜଣେ ବିବାହିତାଙ୍କୁ ଚାକିରି ଦେବା ଆଳରେ ୬ ମାସ ଧରି ବଳାତ୍କାର ଅଭିଯୋଗ ହୋଇଛି।

ଏଟିଏମ୍‌ରୁ ମୂଷା କାଟି ଦେଲେ ୧୨ ଲକ୍ଷ

ଏଟିଏମ୍‌ରୁ ମୂଷା କାଟି ଦେଲେ ୧୨ ଲକ୍ଷ

ଆସାମର ତିନସୁକିଆ ଲୈପୁଲି ଅଞ୍ଚଳରେ ଥିବା ଏକ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ରେ ମୂଷାମାନେ ୧୨ ଲକ୍ଷ ଟଙ୍କାର ନୋଟକୁ କାଟି ପକାଇଛନ୍ତି। ୧୧ ଜୁନରେ ଏହାକୁ ନେଇ କିଛି ଫଟୋ ଭାଇରାଲ ହେବା ପରେ ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା ଆସିବାକୁ ପର୍ଯ୍ୟଟକଙ୍କୁ ନିମନ୍ତ୍ରଣ

ଶିମ୍‌ଲା,୧୯।୬: ଗତ କିଛି ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମ ପ୍ରବାହ ଫଳରେ ହିମାଚଳ ପ୍ରଦେଶ ପର୍ଯ୍ୟଟନ ଶିଳ୍ପ ବେଶ୍‌ ପ୍ରଭାବିତ ହୋଇଥିଲା। କାରଣ ଏଠାରେ ଘୋର ଜଳ ସଙ୍କଟ ଦେଖାଦେଇଥିଲା।

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀନଗରରେ ପ୍ରଥମ ଫଟୋଗ୍ରାଫି କର୍ମଶାଳା ଆୟୋଜନ କଲା ଏଫ୍‌ଟିଆଇଆଇ

ଶ୍ରୀଗନର,୧୯।୬: ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ(ଏଫ୍‌ଟିଆଇଆଇ)ପୁନେ ଓ ଜମ୍ମୁ-କଶ୍ମୀର ଡିପାର୍ଟମେଣ୍ଟ ଅଫ୍‌ ଇନ୍‌ଫରମେଶନ୍‌ ଆଣ୍ଡ ପବ୍ଲିକ୍‌ ରିଲେଶନ୍ସ (ଡିଆଇପିଆର୍‌)ର ମିଳିତ ସହଯୋଗରେ ଶ୍ରୀନଗରେ ପ୍ରଥମ ଥର ଲାଗି ଏକ ଫଟୋଗ୍ରାଫି କର୍ମଶାଳା ଆୟୋଜିତ ହୋଇଛି।

Model This Week

ପ୍ରଭାତ