ଅନ୍ତର୍ଜାତୀୟ |

୧୧ ଆଇଏସ୍‌ ଆତଙ୍କବାଦୀ ମୃତ

୧୧ ଆଇଏସ୍‌ ଆତଙ୍କବାଦୀ ମୃତ
କାବୁଲ,୨୬।୧୨: ଆଫଗାନିସ୍ତାନ ନନ୍‌ଗରହାର୍‌ ପ୍ରଦେଶର ଆଛିନ୍‌ ଜିଲାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୧୧ଜଣ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଏନେଇ ମଙ୍ଗଳବାର ସୁରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚିତ କରାଯାଇଛି। ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ଏହା ସହିତ ଆଇଏସ୍‌ ଆତଙ୍କବାଦୀ ସଂଗଠନର ହେରୋଇନ୍‌ ପ୍ରସ୍ତୁତି ଫ୍ୟାକ୍ଟ୍ରିକୁ ଧ୍ୱଂସ କରି ଦିଆଯାଇଛି ବୋଲି ସ୍ଥାନୀୟ ପ୍ରଶାସନ କହିଛି।
All Right Reserved By

ଅନ୍ତର୍ଜାତୀୟ |

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ଏଲ୍‌ପିଜି ଷ୍ଟେଶନରେ ବିସ୍ଫୋରଣ: ୨ ମୃତ ୬ଆହତ

ମିରଣ୍ଡା,୧୪।୧୨: ପ୍ରୋଟେଲସ୍‌ ଡି ଭେନେଜୁଏଲାରେ ଏକ ଏଲ୍‌ପିଜି ଷ୍ଟେଶନରେ ବେସ୍ଫୋରଣ ହେବା ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ ୬ ଆହତ ହୋଇଥିବା ସୂଚନା ମିଳିଛି। 

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ହ୍ବାଇଟ୍‌ ହାଉସ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ଟ୍ରମ୍ପ୍‌ଙ୍କ ଜ୍ୱାଇଁ

ଓ୍ବାଶିଂଟନ,୧୪।୧୨: ହ୍ବାଇଟ୍‌ ହାଉସ୍‌ର ପରବର୍ତ୍ତୀ ଚିଫ୍‌ ଅଫ୍‌ ଷ୍ଟାଫ୍‌ ଦୌଡ଼ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜ୍ୱାଇଁ ଜାରେଡ କୁଶନେର ସାମିଲ୍‌ ହୋଇଛନ୍ତି।

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ରାସ୍ତାରେ ବୋହିଲା ୧୨ ଟନ୍‌ ତରଳ ଚକୋଲେଟ୍‌

ବର୍ଲିନ୍‌,୧୪।୧୨: ଜର୍ମାନୀର ଓ୍ବେର୍ଲ ସ୍ଥିତ ଓ୍ବେଷ୍ଟୋନାରେ ଘଟିଛି ଏକ ଅଭାବନୀୟ ଘଟଣା।

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ଫେସବୁକ୍‌ ପ୍ରେମ ପଡ଼ିଥିଲା ମହଙ୍ଗା: ହମିଦ୍‌ ଅନସାରୀ ୬ ବର୍ଷ ଧରି ପାକିସ୍ତାନ ଜେଲ୍‌ରେ ବନ୍ଦ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୧୪।୧୨: ପାକିସ୍ତାନରେ ଦୀର୍ଘ ୬ ବର୍ଷ ଧରି ଜେଲ୍‌ ଦଣ୍ଡ ଭୋଗୁଛନ୍ତି ହମିଦ୍‌ ଅନସାରୀ। ୩୩ ବର୍ଷ ବୟସ୍କ ଅନସାରୀ ଏବେ ପେଶାଓ୍ବର ଜେଲରେ ଅଛନ୍ତି।

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଅନାସ୍ଥା ଭୋଟରେ ଜିତିଲେ ଥେରେସା

ଲଣ୍ଡନ,୧୩।୧୨: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଥେରେସା ମେ ଅନାସ୍ଥା ଭୋଟରେ ବିଜୟୀ ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ ହୋଇଥିବା ଭୋଟ ଗ୍ରହଣ ପରେ ଥେରେସା ମେ ୧୧୭ ପରିବର୍ତ୍ତେ ୨୦୦ ସିକ୍ରେଟ ବାଲଟ ବିଜୟିନୀ ହୋଇଛନ୍ତି।

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ମ୍ୟାନ୍‌ମାରର ୧୮୭ ବର୍ଷ ପୁରାତନ କାଳୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି

ନାପିଦ୍ୱ,୧୩।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମ୍ୟାନ୍‌ମାର ଗସ୍ତ ସମୟରେ ଏଠାରେ ଥିବା ୧୮୭ ବର୍ଷ ପୁରାତନ ମାତା କାଳୀଙ୍କ ମନ୍ଦିରରେ ଗୁରୁବାର ପୂଜାର୍ଚ୍ଚନା କରିଛନ୍ତି। 

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଜର୍ମାନୀରୁ ମିଳିଲା ପୁଟିନ୍‌ଙ୍କ ପରିଚୟ ପତ୍ର

ଡ୍ରେସଡେନ୍‌,୧୩।୧୨: ପୂର୍ବ ଜର୍ମାନୀରୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପରିଚୟ ପତ୍ର ମିଳିଛି। 

ତୁର୍କୀରେ ଟ୍ରେନ୍‌ ଦୁର୍ଘଟଣା

ତୁର୍କୀରେ ଟ୍ରେନ୍‌ ଦୁର୍ଘଟଣା

ଅଙ୍କାରା,୧୩।୧୨: ତୁର୍କୀର ଅଙ୍କାଲାରେ ଏକ ଦ୍ରୁତଗାମୀ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଅତିକମରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। 

କାନ୍ଦିଲେ ପ୍ରଧାନମନ୍ତ୍ରୀ

କାନ୍ଦିଲେ ପ୍ରଧାନମନ୍ତ୍ରୀ

ଅକଲାଣ୍ଡ, ୧୨।୧୨: ନ୍ୟୁଜିଲାଣ୍ଡର ଏକ ହୋଟେଲରୁ ଜଣେ ବ୍ରିଟିଶ୍‌ ଛାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଗ୍ରେସ୍‌ ମିଲାନେ ନାମକ ଏହି ଛାତ୍ରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡନ। ଏକ ଶୋକ ବାର୍ତ୍ତାରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ କାନ୍ଦି ପକାଇଛନ୍ତି ଜେସିକା।

ହ୍ବାଟସ୍‌ଆପ୍‌ରେ ଇଡିୟଟ୍‌ ଲେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କୁ ୬୦ ଦିନ ଜେଲ ସହ ୪ ଲକ୍ଷ ଜରିମାନା

ହ୍ବାଟସ୍‌ଆପ୍‌ରେ ଇଡିୟଟ୍‌ ଲେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କୁ ୬୦ ଦିନ ଜେଲ ସହ ୪ ଲକ୍ଷ ଜରିମାନା

ରିୟାଦ,୧୨।୧୨: ସୌଦିରେ ଜଣେ ଯୁବକଙ୍କୁ ହ୍ବାଟସ୍‌ଆପ୍‌ରେ ଇଡ଼ିୟଟ୍‌ ଲେଖିବା ମହଙ୍ଗା ପଡ଼ିଛି। ଏନେଇ ସ୍ଥାନୀୟ ଏକ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୬୦ ଦିନ ଜେଲଦଣ୍ଡାଦେଶ ସହିତ ପ୍ରାୟ ୪ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି। 

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ପ୍ରିୟଙ୍କା-ନିକ୍‌ଙ୍କ ହନିମୁନ୍‌ ଫଟୋ ଭାଇରାଲ

ନୂଆଦିଲ୍ଲୀ/ମ୍ୟୁସକାଟ୍‌,୧୧।୧୨: ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନସ୍‌ଙ୍କ ବିବାହ ପରେ ମଧ୍ୟ ସେମାନଙ୍କୁ ନେଇ ଚର୍ଚ୍ଚା ଥମିନି। ଏବେ ଶଟ୍‌ ବ୍ରେକ୍‌ ନେଇ ହନିମୁନ୍‌ ପାଇଁ ପ୍ରିୟଙ୍କା-ନିକ୍‌ ଓମାନ ଯାଇଛନ୍ତି। 

 ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଫିଫା ଅଧ୍ୟକ୍ଷ ମୋଦିଙ୍କୁ ଦେଇଥିବା ଜର୍ସି ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ/ଆର୍ଜେଣ୍ଟିନା,୧୧।୧୨: କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଆର୍ଜେଣ୍ଟିନା ଯାଇଥିଲେ। ଏହି ଅବସରରେ ଫିଫା ଅଧ୍ୟକ୍ଷ ଜିୟାନୀ ଇନଫେଣ୍ଟିନୋ ଜି-୨୦ ତଥା ପ୍ରଧାନମନ୍ତ୍ରୀଙ୍କ ନାମ ଲେଖାଥିବା ଏକ ଜର୍ସି ଉପହାର ଦେଇଥିଲେ।