ଜାତୀୟ |

ରୁପାନୀଙ୍କ ହାତରେ ଶାସନ ଡୋର

ରୁପାନୀଙ୍କ ହାତରେ ଶାସନ ଡୋର

ଗାନ୍ଧିନଗର,୨୬।୧୨: ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ବିଜୟ ରୁପାନୀ ମଙ୍ଗଳବାର ଶପଥଗ୍ରହଣ କରିଛନ୍ତି। ଗାନ୍ଧିନଗର ସଚ୍ଚିବାଳୟ ପଡ଼ିଆଠାରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। ରୁପାନୀଙ୍କ ସହିତ ନୀତିନ ପଟେଲ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି ଅବସରରେ ରୁପାନୀଙ୍କ ୧୯ ଜଣିଆ ମନ୍ତ୍ରୀମଣ୍ଡଳ ଶପଥ ଗ୍ରହଣ କରିଛନ୍ତି। ଗତ ୨୨ ବର୍ଷ ଧରି ରାଜ୍ୟରେ ଭାଜପା ସରକାର ରହିଛି। ଏହାକୁ ମିଶାଇ ଭାଜପା ଷଷ୍ଠଥର ପାଇଁ ରାଜ୍ୟରେ ଶାସନ ଡୋର ଧରିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ପ୍ରମୁଖ ଉପସ୍ଥିତ ଥିଲେ।

All Right Reserved By

ଜାତୀୟ |

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ଭାରତରେ ରହିବାକୁ ଚାହାଁନ୍ତି ନାହିଁ ୭ହଜାର ଶରଣାର୍ଥୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୬: ଗତବର୍ଷ ୭ହଜାରରୁ ଅଧିକ ଲୋକ ଆମେରିକାରେ ଶରଣ ନେବା ପାଇଁ ଆବେଦନ କରିଥିବା ସଂଯୁକ୍ତ ରାଷ୍ଟ୍ର ଶରଣାର୍ଥୀ ଏଜେନ୍ସି (ୟୁଏନ୍‌ଏଚ୍‌ସିଆର୍‌) ଏକ ରିପୋର୍ଟ ପ୍ରକାଶ କରିଛି।

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ମାଲେସିଆରେ ଗିରଫ ଭାରତୀୟ ଯୁବକଙ୍କୁ ଉଦ୍ଧାର ପାଇଁ ସୁଷମାଙ୍କୁ ଗୁହାରି

ରାୟସେନା,୨୧।୬: ମଧ୍ୟପ୍ରଦେଶ ରାୟସେନା ଜିଲା ବିଲାଖେଡି ଗାଁାର ଜଣେ ଯୁବକଙ୍କ ଭିଜା ଅବଧି ସରିଯିବାରୁ ତାଙ୍କୁ ମାଲେସିଆରେ ଗିରଫ କରାଯାଇଛି। ଏହି ଖବର ପାଇବା ପରେ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ପରିବାର ଲୋକେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଅନୁରୋଧ କରିଛନ୍ତି।

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମଧ୍ୟପ୍ରଦେଶ ସଡ଼କ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୧୫କୁ ବୃଦ୍ଧି

ମୋରିନା,୨୧।୬: ମଧ୍ୟପ୍ରଦେଶର ମୋରିନା ଠାରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢି ୧୫ରେ ପହଞ୍ଚିଛି। ପ୍ରଥମ ପର୍ଯ୍ୟାୟରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଗକୁ ଏହା ବୃଦ୍ଧି ପାଇପାରେ ବୋଲି ଅନୁମାନ କରାଯାଉଛି।

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ମହିଳାଙ୍କୁ ଛୁଇଁବାକୁ ଚେଷ୍ଟା କରି ଚାକିରି ହରାଇଲେ ଆର୍‌ପିଏଫ୍‌

ବମ୍ବେ,୨୧।୬: ସେଣ୍ଟ୍ରାଲ ରେଲଓ୍ବେରେ କାର୍ଯ୍ୟରତ ଜଣେ ଆର୍‌ପିଏଫ୍‌ କନଷ୍ଟେବଳଙ୍କ ଭାଇରାଲ ଭିଡିଓ ଏବେ ଖୁବ୍‌ ଚର୍ଚ୍ଚାରେ। ଯେଉଁଥିରେ କନଷ୍ଟେବଳ ଜଣକ ଟ୍ରେନ୍‌କୁ ଅପେକ୍ଷା କରିଥିବା ଜଣେ ମହିଳାଙ୍କୁ ଆପତ୍ତିଜନକ ଢଙ୍ଗରେ ଛୁଇଁବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି।

ହ୍ୟାଣ୍ଡସମ୍‌ ଆଇପିଏସ୍‌ଙ୍କ ପାଇଁ ପାଗଳ ହେଲେ ଯୁବତୀ

ହ୍ୟାଣ୍ଡସମ୍‌ ଆଇପିଏସ୍‌ଙ୍କ ପାଇଁ ପାଗଳ ହେଲେ ଯୁବତୀ

ଉଜ୍ଜୟିନୀ,୨୧।୬: ଉଜ୍ଜୟିନୀ ପୋଲିସ ଅଧୀକ୍ଷକ(ଏସ୍‌ପି) ସଚ୍ଚିନ ଅତୁଲକରଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କର ଫିଜିକାଲ୍‌ ଫିଟ୍‌ନେସ୍‌ ଓ ହ୍ୟାଣ୍ଡସମ୍‌ ଚେହେରା ଏବେ ଯୁବତୀଙ୍କୁ କିମିଆ କରିଛି ବୋଲି କୁହାଯାଉଛି।

ଜମ୍ମୁ-କଶ୍ମୀର ଭାଜପା ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ଜମ୍ମୁ-କଶ୍ମୀର ଭାଜପା ଅଧ୍ୟକ୍ଷଙ୍କୁ ହତ୍ୟା ଧମକ

ଜମ୍ମୁ,୨୧।୬: ଜମ୍ମୁ-କଶ୍ମୀରର ଭାଜପା ଅଧ୍ୟକ୍ଷ ରବୀନ୍ଦ୍ର ରୈନାଙ୍କୁ ଆତଙ୍କବାଦୀ ହତ୍ୟା ଧମକ ଦେଇଛନ୍ତି। ପିଡ଼ିପି-ଭାଜପା ମେଣ୍ଟ ଭାଙ୍ଗିବା ପରେ ଭାଜପା ଅଧ୍ୟକ୍ଷଙ୍କୁ ଏଭଳି ଧମକକୁ ନେଇ ଆଲୋଚନା ହେଉଛି।

୫୫ ପ୍ରତିଶତ ଲୋକଙ୍କର ଘଟୁଛି ଅକାଳ ମୃତ୍ୟୁ

୫୫ ପ୍ରତିଶତ ଲୋକଙ୍କର ଘଟୁଛି ଅକାଳ ମୃତ୍ୟୁ

ନୂଆଦିଲ୍ଲୀ, ୨୧।୬: ଦେଶରେ ଅକାଳ ମୃତ୍ୟୁ ଘଟଣା ବଢ଼ିଚାଲିଛି। ପରିବର୍ତ୍ତିତ ଜୀବନଶୈଳୀରେ ଅନେକ ଲୋକ ମଧୁମେହ ତଥା ଉଚ୍ଚ ରକ୍ତଚାପରେ ପୀଡ଼ିତ ହେଉଛନ୍ତି। ଏହା ଦ୍ୱାରା ୫୫ ପ୍ରତିଶତ ଲୋକଙ୍କର ୩୦ରୁ ୬୯ ବର୍ଷ ବୟସ ମଧ୍ୟରେ ଘଟୁଛି ଅକାଳ ମୃତ୍ୟୁ।

ଭିଆଇପି ଗଛ: ସୁରକ୍ଷା ଲାଗି ଖର୍ଚ୍ଚ ହେଉଛି ୧୩ ଲକ୍ଷ

ଭିଆଇପି ଗଛ: ସୁରକ୍ଷା ଲାଗି ଖର୍ଚ୍ଚ ହେଉଛି ୧୩ ଲକ୍ଷ

ଭୋପାଳ,୨୧।୬: ମଧ୍ୟପ୍ରଦେଶ ସଲାମତ୍‌ପୁରରେ ରହିଛି ଏକ ଭିଆଇପି ଅଶ୍ୱଥ ଗଛ। ଏହାର ସୁରକ୍ଷା ଲାଗି ରାଜ୍ୟ ସରକାରଙ୍କ ଦ୍ୱାରା ନିୟୋଜିତ କରାଯାଇଛି ସୁରକ୍ଷାବଳ। ପ୍ରତିବର୍ଷ ଗଛର ଯତ୍ନ ପାଇଁ ଖର୍ଚ୍ଚ ହେଉଛି ୧୨ରୁ ୧୩ ଲକ୍ଷ ଟଙ୍କା।

‘ବିଶ୍ୱ ରେକର୍ଡ’ କଲେ ବାବା ରାମଦେବ

‘ବିଶ୍ୱ ରେକର୍ଡ’ କଲେ ବାବା ରାମଦେବ

କୋଟା,୨୧।୬: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜସ୍ଥାନର କୋଟାରେ ଯୋଗଗୁରୁ ବାବା ରାମଦେବଙ୍କ ନେତୃତ୍ୱରେ ପାଳନ କରାଯାଇଛି ୪ର୍ଥ ଅନ୍ତର୍ଜାତୀୟ ଯୋଗ ଦିବସ। ଗିନିଜ ବୁକ୍‌ ଅଫ୍‌ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇବା ଲକ୍ଷ୍ୟରେ ଏହି ଯୋଗ ଶିବିରର ଆୟୋଜନ କରାଯାଇଥିଲା।

ଜେଜେଙ୍କ ପାଖରେ ସୁରକ୍ଷିତ ରହିଲେ ନାହିଁ ନାତୁଣୀ

ଜେଜେଙ୍କ ପାଖରେ ସୁରକ୍ଷିତ ରହିଲେ ନାହିଁ ନାତୁଣୀ

କୋଣ୍ଡାଗାଁ,୨୧।୬: ନାବାଳିକାଙ୍କ ପ୍ରତି ବଢୁଥିବା ଯୌନ ଉତ୍ପୀଡନର ଆଉ ଏକ ଭୟଙ୍କର ମାମଲା ସମ୍ନାକୁ ଆସିଛି। ଛତିଶଗଡ଼ କଣ୍ଡୋଗାଁର ଜଣେ ୬୦ ବର୍ଷୀୟ ବୃଦ୍ଧ ନିଜ ୪ ବର୍ଷର ନାତୁଣୀଙ୍କୁ ବଳାତ୍କାର ଓ ହତ୍ୟା କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ଉଚ୍ଚଶିକ୍ଷିତା ଅଙ୍କିତା ବୈରାଗ୍ୟ ଦୀକ୍ଷା ଗ୍ରହଣ କଲେ

ଉଚ୍ଚଶିକ୍ଷିତା ଅଙ୍କିତା ବୈରାଗ୍ୟ ଦୀକ୍ଷା ଗ୍ରହଣ କଲେ

ଧମତରୀ,୨୧।୬: ଛତିଶଗଡ଼ ର୍ମନଗରୀ ମତରୀରେ ଜଣେ ଉଚ୍ଚ ଶିକ୍ଷିତା ଯୁବତୀ ସାଂସାରିକ ମୋହମାୟା ତ୍ୟାଗ କରି ଗ୍ରହଣ କରିଛନ୍ତି ବୈରାଗ୍ୟ ଦୀକ୍ଷା। ସେ ହେଉଛନ୍ତି ଅଙ୍କିତା ଲୁନିୟା। ୨୬ ବର୍ଷ ବୟସ୍କା ଅଙ୍କିତା ଆଇଟିରେ ଏମ୍‌ଏସ୍‌ସି ଡ଼ିଗ୍ରୀ ହାସଲ କରିଛନ୍ତି।

ଥରିଲା ଭାରତ-ମ୍ୟାନମାର ସୀମା

ଥରିଲା ଭାରତ-ମ୍ୟାନମାର ସୀମା

ଇମ୍ଫାଲ,୨୧।୬: ମଣିପୁରର ଭାରତ-ମ୍ୟାନମାର ସୀମାରେ ଗୁରୁବାର ଏକ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୦। ସକାଳ ପ୍ରାୟ ୯ଟାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।

Model This Week

ପ୍ରଭାତ