Dharitri News
ଅନ୍ତର୍ଜାତୀୟ |

ଦୁଇ ଜାହାଜ ମଧ୍ୟରେ ଧକ୍କା: ୩୬ ସୁରକ୍ଷିତ

ଦୁଇ ଜାହାଜ ମଧ୍ୟରେ ଧକ୍କା: ୩୬ ସୁରକ୍ଷିତ ହାନୋଇ,୨୫।୧୨: ଏକ ଯାତ୍ରୀବାହୀ ଜାହାଜରେ ୩୧ ଜଣ ଚାଇନା ପର୍ଯ୍ୟଟକ, ୪ କ୍ରିୟୁ ମେମ୍ବର, ଜଣେ ଟୁରିଷ୍ଟ ଗାଇଡ ଯାତ୍ରା କରୁଥିବା ସମୟରେ ଏହା ଏକ ମାଲବାହୀ ଜାହାଜ ସହ ଧକ୍କା ଲାଗିଛି। ଉତ୍ତର ଭିଏତ୍‌ନାମ୍‌ର ଟିପ୍‌ଟପ୍‌ ଦ୍ୱୀପରେ ଥିବା ହା ଲଙ୍ଗ ଉପକୂଳରେ ଏହି ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ଜାହାଜଟି ବନ୍ଦରକୁ ଫେରିବା ସମୟରେ ଏହି ଘଟଣା ଘଟିଥିଲା। ହେଲେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଛି।

ଅନ୍ତର୍ଜାତୀୟ |

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ଟ୍ରମ୍ପଙ୍କୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା

ନ୍ୟୁୟର୍କ,୨୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହିଳାମାନେ ପୁଣି ଥରେ ସ୍ବର ଉତ୍ତୋଳନ କରିଛନ୍ତି। ଟ୍ରମ୍ପ ପ୍ରଶାସନର ଏକବର୍ଷ ଭିତରେ ମହିଳାମାନଙ୍କର ଏହା ଦ୍ୱିତୀୟ ବିରୋଧ ପ୍ରଦର୍ଶନ।

ସିରିଆ ଉପରେ ତୁର୍କୀର ଆକ୍ରମଣ

ସିରିଆ ଉପରେ ତୁର୍କୀର ଆକ୍ରମଣ

ତୁର୍କୀ.୨୧।୧: ସିରିଆର ଆଫରିନ୍‌ରେ ତୁର୍କୀ ସେନାଙ୍କ ଦ୍ୱାରା ସୈନ୍ୟ ଅଭିଯାନ ସମ୍ପର୍କରେ ତୁର୍କୀ ବିଦେଶ ମନ୍ତ୍ରଣାଳୟ ରୁଷ ଓ ଆମେରିକାକୁ ସୂଚନା ଦେଇଛି।

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲରେ ହୋଟେଲ ଆକ୍ରମଣ: ୫ ମୃତ, ଶତାଧିକ ଉଦ୍ଧାର

କାବୁଲ,୨୧।୧: ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ‘କାବୁଲ୍ସ ଇଣ୍ଟରକଣ୍ଟିନେଣ୍ଟାଲ ହୋଟେଲ’ ରେ ଶନିବାର ସନ୍ଧ୍ୟାରେ ବନ୍ଧୁକଧାରୀଙ୍କ ଆକ୍ରମଣ ଫଳରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଗୁରୁତର ଆହତ ହୋଇଥିବା ଖବର ମିଳିଛି।

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବିଶ୍ୱର ସବୁଠାରୁ ବଡ଼ ବିମାନବନ୍ଦର

ବେଜିଂ,୨୧।୧: ଚାଇନାର ରାଜଧାନୀ ବେଜିଂରେ ନିର୍ମାଣ ହେଉଥିବା ବିମାନ ବନ୍ଦରକୁ ଦେଖିବା ଲାଗି ଲୋକେ କିଛି ସମୟ ଅଟକି ଯାଉଛନ୍ତି।

ତୁର୍କୀ ବସ୍‌ ଦୁର୍ଘଟଣା: ୧୩ ମୃତ, ୪୨ ଆହତ

ତୁର୍କୀ ବସ୍‌ ଦୁର୍ଘଟଣା: ୧୩ ମୃତ, ୪୨ ଆହତ

ଆଙ୍କାରା,୨୦।୧: ତୁର୍କୀର ମଧ୍ୟ ଏସ୍କିହିର୍‌ ଅଞ୍ଚଳରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ ୪୨ ଆହତ ହୋଇଛନ୍ତି।

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

ଆଫଗାନିସ୍ତାନରେ ବିସ୍ଫୋରଣ: ୧ ମୃତ

କାବୁଲ,୨୦।୧: ଆଫଗାନିସ୍ତାନର ପକ୍‌ଟିଆ ଅଞ୍ଚଳରେ ଥିବା ଗାର୍‌ଡେଜ୍‌ ସହରରେ ଶନିବାର ସକାଳେ ଏକ ବିସ୍ଫୋରଣ ଘଟିଛି। ୨ ଜଣ ଯାଉଥିବା ମୋଟରସାଇକେଲଟି ରାସ୍ତାକଡ଼ରେ ଥିବା ଏକ ବିସ୍ଫୋରକରେ ବାଡେଇ ହୋଇଯିବା ଫଳରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଆମେରିକାରେ ଆର୍ଥିକ ସଙ୍କଟ

ଆମେରିକାରେ ଆର୍ଥିକ ସଙ୍କଟ

ଓ୍ବାଶିଂଟନ୍‌,୨୦।୧: ଆମେରିକା ଏବେ ଆର୍ଥିକ ସଙ୍କଟର ସାମ୍‌ନା କରିବାକୁ ଯାଉଛି। କାରଣ ଆମେରିକା ସିନେଟ୍‌ରେ ସଂଯୁକ୍ତ ସରକାରଙ୍କୁ ଆର୍ଥିକ ସହାୟତା ବିଲ୍‌ ମଞ୍ଜୁରୀ ମିଳିନାହିଁ।

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ପାକିସ୍ତାନ ଆତଙ୍କବାଦୀଙ୍କ କାରଖାନା: ବେଲୁଚିସ୍ତାନ କର୍ମୀ

ନୂଆଦିଲ୍ଲୀ/ଇସ୍‌ଲାମାବାଦ,୨୦।୧: ବେଲୁଚିସ୍ତାନରେ ନିଖୋଜଥିବା ଲୋକମାନଙ୍କ ବିରୋଧରେ ଏକ ଅଭିଯାନ ଆରମ୍ଭ କରିଥିବା ପ୍ରମୁଖ ବେଲୁଚିସ୍ତାନ କର୍ମୀ ମାମା କ୍ୱେଦର ବାଲୋଚ ପାକିସ୍ତାନକୁ ଆତଙ୍କବାଦୀଙ୍କ କାରଖାନା ବୋଲି ଅଭିଯୋଗ କରିଛନ୍ତି।

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ମ୍ୟାନ୍‌ମାର ଫେରିବାକୁ ଅରାଜି ରୋହିଙ୍ଗ୍ୟା

ଢ଼ାକା, ୧୯।୧: ବାଂଲାଦେଶରେ ଆଶ୍ରୟ ନେଇଥିବା ରୋହିଙ୍ଗ୍ୟା ମ୍ୟାନ୍‌ମାର ଫେରିବାକୁ ଏବେ ଅରାଜି ହେଉଥିବା ଜଣାପଡିଛି। ଏନେଇ ସେମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ପାକିସ୍ତାନ ଇରାନ ମଧ୍ୟରେ ଆରମ୍ଭ ହେବ ରେଳ ସେବା

ଇସଲାମାବାଦ୍‌, ୧୯।୧: ପାକିସ୍ତାନ ଓ ଇରାନ ମଧ୍ୟରେ ଆସନ୍ତା ସେପ୍ଟେମ୍ବରଠାରୁ ରେଳ ସେବା ଆରମ୍ଭ ହେବ। ଏସମ୍ପର୍କରେ ଦୁଇଦେଶ ମଧ୍ୟରେ ଆଲୋଚନା ଜାରି ରହିଛି। କ୍ୱିଟା ଏବଂ ମାଶଦ୍‌ କିମ୍ବା ଜେହଦାନ୍‌ ମଧ୍ୟରେ ରେଳ ଚଳାଚଳ କରିବ।

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ସିରିଆରେ ରୁଷିଆର ବୋମାବର୍ଷା: ୫ ମୃତ

ଦମାସକସ୍‌, ୧୯।୧: ରୁଷିଆ ବାୟସେନା ପକ୍ଷରୁ ସିରିଆ ଇଡଲିବ୍‌ର ଉତ୍ତର ଅଞ୍ଚଳରେ ହୋଇଥିବା ବୋମାମାଡ଼ରେ ୫ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ଜଣ ଆହତ ହୋଇଛନ୍ତି।

 କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

କୋରିଆ ଯୁଦ୍ଧର ଯୋଜନା କରିଥିଲା ଆମେରିକା: ଉତ୍ତରକୋରିଆ

ପୋୟାଙ୍ଗୟଙ୍ଗ୍‌, ୧୯।୧: ଆମେରିକା ପୁଣି ଏକ କୋରିଆ ଯୁଦ୍ଧର ଯୋଜନା କରିଥିଲା ବୋଲି ଉତ୍ତରକୋରିଆ ଅଭିଯୋଗ କରିଛି। ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶତ୍ରୁତା ସୃଷ୍ଟି କରି ଆମେରିକା ଫାଇଦା ନେବାକୁ ଉଦ୍ୟମ କରୁଥିବା ଉତ୍ତରକୋରିଆ ସୂଚିତ କରିଛି।