ବାଲେଶ୍ୱର

ପୁଣି ଚନ୍ଦନଗଛ ଚୋରି

ପୁଣି ଚନ୍ଦନଗଛ ଚୋରି

ତେଲକୋଇ,୨୪।୧୨(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମର ମୁରଲୀଧର ସାହୁଙ୍କ ଘର ଅଗଣାରୁ ଶନିବାର ମଧ୍ୟରାତ୍ରିରେ ୨ଟି ଚନ୍ଦନ ଗଛ ଚୋରି ହୋଇଯାଇଛି । ଏଠାରେ ଚନ୍ଦନ ଗଛ ଚୋରି କରୁଥିବା ଏକ ର଼୍ୟାକେଟ ରାକେଟ ସକ୍ରିୟ ରହି ଗୋଟିକ ପରେ ଗୋଟିଏ ଚନ୍ଦନଗଛ ଚୋରି କରି ନେଥିବାରୁ ଏହା ବନ ବିଭାଗ ଓ ପୋଲିସ ବିଭାଗର ନିଦ ହଜାଇଛି। ଏହି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚନ୍ଦନ ଗଛ ଲଞ୍‌ଗାଇଥିବା ଲୋକେ ଚିନ୍ତାରେ ରହିଛନ୍ତି। ପୋଲିସ ଚୋଦଳର ଟେର ପାଉ ନ ଥିବାରୁ ଜନସାଧାରଣ ଉଦ୍‌ବେଗ ପ୍ରକାଶ କରିଛନ୍ତି।

All Right Reserved By

ବାଲେଶ୍ୱର

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

ପୋଲିସ ହେପାଜତରୁ ଅଭିଯୁକ୍ତ ଫେରାର

ବାରିପଦା ଅଫିସ,୧୯।୬- ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନାର ଜଣେ ଅଭିଯୁକ୍ତଙ୍କୁ ମଙ୍ଗଳବାର ଯାତ୍ରୀବାହୀ ବସ୍‌ ଯୋଗେ ବାରିପଦା ଜେଲକୁ ସ୍ଥାନାନ୍ତରିତ କରାଯାଉଥିବା ବେଳେ ପୋଲିସ ହେପାଜତରୁ ସେ ଫେରାର ହୋଇଯାଇଛନ୍ତି। ଫେରାର ଅଭିଯୁକ୍ତଜଣଙ୍କ ହେଉଛନ୍ତି ବୈଶିଙ୍ଗା ଥାନା ଅନ୍ତର୍ଗତ ବାଛୁରିପଡ଼ା ଅଞ୍ଚଳର ସନ୍ତୋଷ ସାହୁ।

ସାପ କାମୁଡାରେ ନାବାଳିକା ମୃତ

ସାପ କାମୁଡାରେ ନାବାଳିକା ମୃତ

ବହଳଦା,୧୯।୬(ଡି.ଏନ.ଏ.)-ତିରିଂ ଥାନା ଅଧୀନ ଭିତରଆମଦା ଗାଁରେ ସାପ କାମୁଡାରେ ମଙ୍ଗଳବାର ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ମୃତ ନାବାଳିକା ଜଣକ ହେଲେ ହେମ୍ବ୍ରମ(୧୨) । ସୋମବାର ରାତିରେ ଘରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡି ଦେଇଥିଲା।

ଧରିତ୍ରୀର ପ୍ରଭାବ

ଧରିତ୍ରୀର ପ୍ରଭାବ

ଖଇରା,୧୯।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୁଆ ପାହାଡ଼ରେ ଥିବା ଖଣି ଓ ପାଦଦେଶରେ ଥିବା କ୍ରଶରଗୁଡ଼ିକ ବେଆଇନ ଭାବେ ଚାଲୁଥିବା ଅଭିଯୋଗରେ ମଙ୍ଗଳବାର କଟକ ଭିଜିଲାନ୍ସ ସେଲ ପକ୍ଷରୁ ଖଣି ଓ କ୍ରସରଗୁଡ଼ିକ ଉପରେ ଅଚାନକ ଚଢ଼ାଉ କରାଯାଇଛି।

ଭାଜପା ପକ୍ଷରୁ ସ୍ବଚ୍ଛତା କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,୧୯।୬(ଡି.ଏନ.ଏ.)- ଭାଜପା ଜନ ସମ୍ପର୍କ ଅଭିଯାନ ଅବସରରେ ଭଣ୍ଡାରିପୋଖରୀ ଶାଖା ପକ୍ଷରୁ ବିଧାନସଭା କ୍ଷେତ୍ର ନେତା ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ସ୍ବଚ୍ଛତା କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି।

ବାହାବଳପୁରରେ ବିପର୍ଯ୍ୟୟ ପ୍ରସ୍ତୁତି ଶିବିର

ଭଦ୍ରକ ଅଫିସ,୧୯।୬- ତିହିଡି ବ୍ଲକର ବାହାବଳପୁର ଠାରେ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ଜିଲା ପ୍ରଶାସନ ତରଫରୁ ବିପର୍ଯ୍ୟୟ ପ୍ରଶମନ ନିମିତ୍ତ ପରିଚାଳନା ଶିବିର ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

ଆଜବେଷ୍ଟ ଭାଙ୍ଗି ଦୋକାନରୁ ଚୋରି

ଆଜବେଷ୍ଟ ଭାଙ୍ଗି ଦୋକାନରୁ ଚୋରି

ଭଦ୍ରକ ଅଫିସ,୧୯।୬- ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ଜଗନ୍ନାଥ ପ୍ରସାଦ ପଞ୍ଚାୟତର ହତାଶିଆ ବଜାରରୁ ସୁବାଷ ଚନ୍ଦ୍ର ଦଳାଇଙ୍କ ଲୁଗା ଦୋକାନରୁ ସୋମବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ସୂଚନା ଅନୁଯାୟୀ ସୋମବାର ସୁବାଷ ଦୋକାନ ବନ୍ଦ କରି ଘରକୁ ଯିବା ପରେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଦୋକାନ ଆଜବେଷ୍ଟ ଭାଙ୍ଗି

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଭାଜପାର ଏତଲା

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ଭାଜପାର ଏତଲା

ଭଣ୍ଡାରିପୋଖରୀ,୧୯।୬(ଡି.ଏନ.ଏ.)- ଶ୍ରୀ ମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଅସୁରକ୍ଷିତ ପ୍ରସଙ୍ଗରେ ସୋମବାର ଭାଜପା ବ୍ଲକ ଶାଖା ପକ୍ଷରୁ ଭଣ୍ଡାରିପୋଖରୀ ଥାନାରେ ଏତଲା ଦିଆଯାଇଥିଲା।

‘ବିଦ୍ୟାଳୟର ବିକାଶକୁ ଗୁରୁତ୍ୱ’

ରାଇସୁଆଁ, ୧୯।୬(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ କେଏମବି କେମ୍ପସଢା ଉଚ୍ଚବିଦ୍ୟାଳୟରେ ‘ମୋ ସ୍କୁଲ ଅଭିଯାନ’ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ ଗଣେଶ୍ୱର ମହାନ୍ତଙ୍କ ଅଧ୍ୟକ୍ଷତା କରିଥିଲେ। ସଭାରେ ବହୁ ପୁରାତନ ଛାତ୍ରୀଛାତ୍ରଙ୍କ ସହ ଶିକ୍ଷୟିତ୍ରୀଶିକ୍ଷକ ଯୋଗ ଦେଇଥିଲେ।

ପ୍ରାକୃତିକ ବିପର୍ଯ୍ୟୟ  ମୁକାବିଲା ଲାଗି ପ୍ରଶିକ୍ଷଣ

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ପ୍ରଶିକ୍ଷଣ

ଚମ୍ପୁଆ,୧୯।୬(ଡି.ଏନ.ଏ): ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ବେଳେ ମୁକାବିଲା ଲାଗି ମଙ୍ଗଳବାର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚମ୍ପୁଆ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଚମ୍ପୁଆ ଆଗ୍ନିଶମ ବିଭାଗ ଅଧିକାରୀ ସୁମନ୍ତ କୁମାର ଜେନାଙ୍କ ନେତୃତ୍ୱରେ ଆଗ୍ନିଶମ ବାହିନୀ ଉପସ୍ଥିତ ରହି ବିପଯର୍‌ୟୟ ସମୟରେ ସୁରକ୍ଷା ଯନ୍ତ୍ରପାତିର ବ୍ୟବହାର

‘ଉଦ୍‌ଘାଟନୀରେ ମନମୋହିଲା ଶିଶୁଙ୍କ ନୃତ୍ୟ’

‘ଉଦ୍‌ଘାଟନୀରେ ମନମୋହିଲା ଶିଶୁଙ୍କ ନୃତ୍ୟ’

ଆନନ୍ଦପୁର,୧୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରରେ ଥିବା ଅଗ୍ରଣୀ ଇଂଲିଶ୍‌ ମିଡିୟମ୍‌ ପବ୍ଲିକ୍‌ ସ୍କୁଲ ସେଣ୍ଟ ମେରୀର ନୂତନ ଗୃହ ଉଦ୍‌ଘାଟିତ ହୋଇଯାଇଛି। ଫକୀରପୁର ଛକଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ବିଦ୍ୟାଳୟ ଗୃହ ଉଦ୍‌ଘାଟନୀ ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର୍‌ ଏଫ୍ରେମ୍‌ ଲାକ୍ରା ସଂଯୋଜନା କରିଥିଲେ।

ଅକ୍ଷୟ ପାଣିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ଅକ୍ଷୟ ପାଣିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା

ବାଲେଶ୍ୱର ଅଫିସ,୧୯।୬-ବାଲେଶ୍ୱର ଉଠାଜଳସେଚନ କର୍ମଚାରୀ ଭବନରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ସହର କମିଟି ତରଫରୁ ସୋମବାର ସନ୍ଧ୍ୟାରେ ବିଶିଷ୍ଟ ଆଇନଜୀବୀ ତଥା ଅବିଭକ୍ତ କମ୍ୟୁନିଷ୍ଟ ପାର୍ଟିର ବାଲେଶ୍ୱର ଜିଲା ସମ୍ପାଦକ ସ୍ବର୍ଗତ ଅକ୍ଷୟ କୁମାର ପାଣିଙ୍କ ଦେହାନ୍ତରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି।

ତେନ୍ତୁଳିଆର ସାଂସ୍କୃତିକ ଉତ୍ସବ

ଭଣ୍ଡାରିପୋଖରୀ,୧୯। ୬(ଡି.ଏନ.ଏ.)- ଭଣ୍ଡାରିପୋଖରୀ ବ୍ଲକ ସାନଶାସନ ପଞ୍ଚାୟତର ତେନ୍ତୁଳିଆ ଗ୍ରାମରେ ରବିବାର ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Model This Week

ପ୍ରଭାତ