ବାଲେଶ୍ୱର

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର

ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର

ଚମ୍ପୁଆ, ୨୩।୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ଥାନା କାଟୁଲିକଣାରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିବାରୁ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ, ତପସ୍ବିନୀ ନାମକ ଏହି ବସ୍‌ଟି ଯୋଡା ଅଭିମୁଖେ ଯାଉଥିବା ବେଳେ କୁହୁଡ଼ି ଯୋଗୁ ଓଲଟି ପଡିଥିଲା। ଏଥିରେ ପାଖାପାଖି ୩୦ଜଣ ଯାତ୍ରୀ ଥିଲେ।

All Right Reserved By

ବାଲେଶ୍ୱର

ତାଲା ଭାଙ୍ଗି ଦୋକାନରୁ ୧୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟିନେଲେ

ଚାନ୍ଦବାଲି,୨୩।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାଂଶଡ଼ା ଥାନା ଅଧୀନ ଘଣ୍ଟେଶ୍ୱର ବଜାରରେ ଥିବା ଦୟାଲ ଜୁଏଲର୍ସରୁ ଗୁରୁବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ୧୮ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନିଆଯାଇଛି।

ନକଲି ବନ୍ଧୁକ ଦେଖାଇ ଲୁଟ୍‌

ଚାନ୍ଦବାଲି,୨୩।୬(ଡି.ଏନ.ଏ.)-ଭଦ୍ରକ-ଚାନ୍ଦବାଲି ରାସ୍ତାର ଖେରଙ୍ଗ କାଠପୋଲ ନିକଟରେ ସ୍କୁଟିରେ ଆସୁଥିବା ୨ ଜଣ ଯୁବକଙ୍କୁ ଅନ୍ୟ ଜଣେ ବାଇକ୍‌ ଆରୋହୀ ଧକ୍କା ଦେବା ପରେ ଏକ ବନ୍ଧୁକ ଦେଖାଇ ମୋବାଇଲ ଫୋନ ଓ ଟଙ୍କା ଲୁଟି ନେଇଛନ୍ତି।

ମୋବାଇଲ ଫୋନକୁ ନେଇ ଟଣାଓଟରା

ମୋବାଇଲ ଫୋନକୁ ନେଇ ଟଣାଓଟରା

ବନ୍ତ,୨୩।୬(ଡି.ଏନ.ଏ.)- ରାଜ୍ୟ ସରକାର ଚାଷୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ବ୍ଲକସ୍ତରରେ ଏକଦିବସୀୟ ସମବାୟ ସଚେତନତା କାର୍ଯ୍ୟକ୍ରମ ଭାବେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୀର୍ଷକ କର୍ମଶାଳା ଆୟୋଜନ କରିଛନ୍ତି।

ଭାର କରି ଲୋକେ ଆଣୁଛନ୍ତି ପାନୀୟ ଜଳ

ଭାର କରି ଲୋକେ ଆଣୁଛନ୍ତି ପାନୀୟ ଜଳ

ଆରଡି,୨୩।୬(ଡି.ଏନ.ଏ.)-ସପ୍ତାହେ ହେଲା ପୋଡ଼ି ଯାଇଛି ଟ୍ରାନ୍ସଫର୍ମର। ଜଳ ପ୍ରକଳ୍ପ ଅଚଳ। ଏହା ଉପରେ ନିର୍ଭର କରୁଥିବା ୩ ଖଣ୍ଡ ଗଁାର ପ୍ରାୟ ୨ ହଜାର ପରିବାର ପାଣି ପାଇଁ ଏବେ ଡହଳବିକଳ।

ସରକାରୀ ଯୋଜନା ଏଠି ଅପହଞ୍ଚ

ସରକାରୀ ଯୋଜନା ଏଠି ଅପହଞ୍ଚ

ତିହିଡ଼ି,୨୩।୬(ଡି.ଏନ.ଏ.)- ଜାଗାବାଡ଼ି ନ ଥିବା ଅସହାୟ ଭିନ୍ନକ୍ଷମ ମଦନ ମଳିକଙ୍କୁ ବଞ୍ଚିବାର ବାଟ ଦେଖାଇଛି ଏକ ଷ୍ଟେଶନେରୀ ଦୋକାନ। ଏଠାକାର ଜୀବନଜ୍ୟୋତି ସଙ୍ଗଠନ ପକ୍ଷରୁ ତାଙ୍କ ଚଳିବା ପାଇଁ ସହାୟତା ସ୍ବରୂପ ଏହି ଦୋକାନ ଯୋଗାଇ ଦିଆଯାଇଛି।

ଆକ୍ରୋଶର ଶିକାର ହେଉଛନ୍ତି ରୋଗୀ

କେନ୍ଦୁଝର, ୨୩ା୬(ସ୍ବ.ପ୍ର.): ଜିଲା ରକ୍ତ ଭଣ୍ଡାର ବିଭିନ୍ନ ଅବ୍ୟବସ୍ଥାରେ ଚାଲିଛି। ବିଦ୍ୟୁତ୍‌ କାଟ ଯୋଗୁ ଅନ୍ଧାରରେ ରକ୍ତ ଭଣ୍ଡାରରେ ରକ୍ତ ନମୁନା ପରୀକ୍ଷା କରାଯାଉଛି। ବିନା ଡିଜି ସେଟରେ ରକ୍ତ ସଂଗ୍ରହ କରି ଗଚ୍ଛିତ ରଖାଯାଉଛି।

‘ବାଟ ଚାଲିବା ଦେଇଛି ଶକ୍ତି’

‘ବାଟ ଚାଲିବା ଦେଇଛି ଶକ୍ତି’

ପାଟଣା, ୨୩।୬(ସ୍ବ.ପ୍ର.)-ପ୍ରାତଃ ଭ୍ରମଣ, ଦୌଡ଼ାଦୌଡ଼ି ଆଉ ସାଇକେଲ୍‌ ଚାଳନା ଯୋଗୁ ସେ ଆଜି ବି ୮୬ ବର୍ଷରେ ବେଶ୍‌ ସୁସ୍ଥ ରହିଛନ୍ତି। ପିଲାଦିନେ ପାଠ ପଢ଼ିବା ପାଇଁ ଦୀର୍ଘ ୧୮କି.ମି. ଦୂର ବିଦ୍ୟାଳୟକୁ ଚାଲି ଚାଲି ଯାଉଥିଲେ।

ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା

ଆନନ୍ଦପୁର,୨୩।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ସୁଡୁସୁଡିଆ ବାଇପାସ୍‌ ଛକଠାରୁ ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ସ୍ଥାନୀୟ ବାସିନ୍ଦା, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ପ୍ରତୀକ ଧାରଣା ୧୫ ଦିନରେ ପହଞ୍ଚିଲାଣି।

ରାସ୍ତା କାମ ନ ସୁଧାରିଲେ ଆନ୍ଦୋଳନ

ରାସ୍ତା କାମ ନ ସୁଧାରିଲେ ଆନ୍ଦୋଳନ

ମୋରଡା,୨୩।୬-ମୋରଡା ବ୍ଲକ ତଥା ମୋରଡା ପଞ୍ଚାୟତର ପଟା କୁଣ୍ଡିଆ ନଦୀ ପାଖ ମେଟାଲ୍‌ ମୋରମ ରାସ୍ତା ଅତି ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ପଟାକୁଣ୍ଡିଆ ପୂର୍ତ୍ତ ବିଭାଗ ରାସ୍ତାଠାରୁ ୭୧୦ ମିଟର ଓ ପାଞ୍ଚଗୋଛିଆ ଗ୍ରାମରେ ୪୫୦ ମିଟର ରାସ୍ତା କାମ ପାଇଁ ୭.୫୦ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ରାସ୍ତା ନିର୍ମାଣ ହେବା ପୂର୍ବରୁ ପ୍ରଥମେ ସୂଚନା ଫଳକ ଲାଗିବା ନିୟମ ଥିବା ବେଳେ ଏଠାରେ କିନ୍ତୁ ବ୍ୟତିକ୍ରମ ଦେଖାଦେଇଛି। ରାସ୍ତା ନିର୍ମାଣ ପୂର୍ବରୁ ପ୍ରଥମେ ମୋରମ ପଡିବା କଥା ।

ଘାଟି ତଳକୁ  ଟ୍ରେଲର ଖସି ୨ଗୁରୁତର

ଘାଟି ତଳକୁ ଟ୍ରେଲର ଖସି ୨ଗୁରୁତର

ଠାକୁରମୁଣ୍ଡା,୨୩ା୬(ଡି.ଏନ.ଏ)- ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ଗୋଡଭଙ୍ଗା ଘାଟିରେ ଶୁକ୍ରବାର ଏକ ବିଦ୍ୟୁତ୍‌ ଖୁଣ୍ଟ ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ଘାଟି ତଳକୁ ଖସିପଡିବା ଫଳରେ ୨ଜଣ ଗୁରୁତର ହୋଇଛନ୍ତି ା ସେମାନେ ହେଉଛନ୍ତି ଟ୍ରେଲର ଡ୍ରାଇଭର ବିଶ୍ୱଜିତ୍‌ ମାର୍ଣ୍ଣି ଓ ହେଲପର ଯୋଶେଫ୍‌ ଟୁଡୁ ା

ନ୍ୟାୟ ପାଇଁ ଧାରଣା ଦେଲେ ମହିଳା

ନ୍ୟାୟ ପାଇଁ ଧାରଣା ଦେଲେ ମହିଳା

ଉଦଳା, ୨୩।୬ (ଡି.ଏନ.ଏ.) -ସୂଚନା ଅଧିକାର ଆଇନରେ ତଥ୍ୟ ମାଗି ଆକ୍ରମଣର ଶିକାର ହୋଇଛନ୍ତି ଜଣେ ମହିଳାଙ୍କ ସମେତ ତାଙ୍କ ପରିବାରର ୩ ସଦସ୍ୟ। ଏ ନେଇ ସେ ଥାନାର ଦ୍ୱାରସ୍ଥ ହେବାକୁ ୧୨ ଦିନ ବିତିଗଲାଣି।

ଜରିମାନା ନେଇ ଗାଡି ଛାଡିବା ପଡୁଛି ମହଙ୍ଗା

ଜରିମାନା ନେଇ ଗାଡି ଛାଡିବା ପଡୁଛି ମହଙ୍ଗା

ବଡ଼ସାହି,୨୩ା୬(ସ୍ବ.ପ୍ର.)-ବୁଢାବଳଙ୍ଗ ନଦୀରୁ ବେଆଇନ ବାଲିଚାଲାଣ ବେଧଡକ ଭାବେ ଚାଲିଛି।

Model This Week

ପ୍ରଭାତ